ଲଡ୍ଡୁ ଗୋପାଳଙ୍କ ମୂର୍ତ୍ତି କେତେ ବଡ଼ ହେବା ଉଚିତ? ଜାଣନ୍ତୁ ଘରେ ରଖିବାର ୧୦ ନିୟମ…

ଲଡ୍ଡୁ ଗୋପାଳ ହେଉଛନ୍ତି ଭଗବାନ ଶ୍ରୀକୃଷ୍ଣଙ୍କ ବାଳ ସ୍ବରୂପ। ଘରେ ଲଡ୍ଡୁ ଗୋପାଳଙ୍କୁ ରଖିବା କେବଳ ପୂଜା ନୁହେଁ, ବରଂ ଏକ ବାଳକଙ୍କୁ ପରିବାରର ସଦସ୍ୟ ଭାବରେ ପାଳନ କରିବା ସମାନ। ଏହାଦ୍ୱାରା ଘରେ ପ୍ରେମ, ଆନନ୍ଦ ଓ ସକାରାତ୍ମକ ଶକ୍ତି ସର୍ବଦା ବିଦ୍ୟମାନ ରହିଥାଏ। କିନ୍ତୁ ତାଙ୍କର କୃପା ପାଇବା ପାଇଁ କିଛି ନିୟମ ପାଳନ କରିବା ଆବଶ୍ୟକ।

ଲଡ୍ଡୁ ଗୋପାଳଙ୍କ ମୂର୍ତ୍ତିର ଆକାର କେତେ ହେବା ଉଚିିତ?
ଘରେ ରଖିବା ପାଇଁ ୨ ଇଞ୍ଚରୁ ୬ ଇଞ୍ଚ ପର୍ଯ୍ୟନ୍ତ ଆକାରର ମୂର୍ତ୍ତି ସର୍ବୋତ୍ତମ ବୋଲି ବିବେଚନା କରାଯାଏ। ୨ରୁ ୩ ଇଞ୍ଚର ମୂର୍ତ୍ତି ସାଧାରଣ ପୂଜା ଓ ଛୋଟ ଘର ପାଇଁ ଉପଯୁକ୍ତ।
୪ରୁ ୬ ଇଞ୍ଚର ମୂର୍ତ୍ତି ନିୟମିତ ସେବା, ଶୃଙ୍ଗାର ଓ ଭୋଗ ପାଇଁ ଶ୍ରେଷ୍ଠ।
ଅତ୍ୟଧିକ ବଡ଼ ମୂର୍ତ୍ତି କେବଳ ତାହା ହିଁ ରଖିବା ଉଚିତ୍ ଯଦି ଆପଣ ପ୍ରତିଦିନ ପୂରା ସମୟ ଦେଇ ସେବା କରିପାରିବେ। ଅନେକ ଶାସ୍ତ୍ର ଅନୁସାରେ ଘରେ ୩ ଇଞ୍ଚରୁ ଅଧିକ ବଡ଼ ନ ହେବା ଉଚିତ।

ଘରେ ଲଡ୍ଡୁ ଗୋପାଳ ରଖିବାର ୧୦ ମହତ୍ତ୍ୱପୂର୍ଣ୍ଣ ନିୟମ:
ଲଡ୍ଡୁ ଗୋପାଳଙ୍କୁ ଭଗବାନଙ୍କ ସହିତ ଏକ ବାଳକ ଭାବରେ ଦେଖାଯାଏ। ତାଙ୍କୁ ପ୍ରେମ, ଧୌର୍ଯ୍ୟ ସହ ରଖିବା ଆବଶ୍ୟକ। ଦେଖାଇ ହେବା ପାଇଁ ପୂଜା କରିବା ଉଚିତ ନୁହେଁ।
-ସମ୍ଭବ ହେଲେ ପ୍ରତିଦିନ କିମ୍ବା ସପ୍ତାହରେ ଅତି କମରେ ଥରେ ଜଳରେ ସ୍ନାନ କରାଇ ଶୁଦ୍ଧ ବସ୍ତ୍ର ପିନ୍ଧାଇବା ଉଚିତ।
-ଘରେ ଯେଉଁ ଖାଦ୍ୟ ପ୍ରସ୍ତୁତ ହୁଏ, ତାହାର କିଛି ଅଂଶ ଲଡ୍ଡୁ ଗୋପାଳଙ୍କୁ ଭୋଗ ଭାବରେ ଅର୍ପଣ କରିବା ଆବଶ୍ୟକ। ସାଧାରଣ ଭୋଜନ ମଧ୍ୟ ପ୍ରେମରେ ଅର୍ପଣ କଲେ ସ୍ବୀକାର ହୁଏ।
-ରାତିରେ ଶୟନ କରାଇବା ଓ ସକାଳେ ଜାଗରଣ କରିବା ଶୁଭ ବୋଲି ବିବେଚନା କରାଯାଏ। ଏହା ଘରେ ଅନୁଶାସନ ଓ ସକାରାତ୍ମକତା ଆଣିଥାଏ।
-ମୂର୍ତ୍ତି ଯଦି ଖଣ୍ଡିତ ହୋଇଯାଏ ତେବେ ଘରେ ରଖନ୍ତୁ ନାହିଁ। ଶ୍ରଦ୍ଧାରେ କୌଣସି ପବିତ୍ର ଜଳରେ ବିସର୍ଜନ କରିବା।
-ଲଡ୍ଡୁ ଗୋପାଳଙ୍କୁ ଶୁଦ୍ଧ ଓ ପବିତ୍ର ସ୍ଥାନରେ ରଖିବା। ଯେପରି ପୂଜା ସ୍ଥଳରେ ମଇଳା କିମ୍ବା ଅବ୍ୟବସ୍ଥା ନ ରହିବ।
-ତାଙ୍କ ସମ୍ମୁଖରେ କ୍ରୋଧ, ଝଗଡ଼ା କିମ୍ବା ଅପଶବ୍ଦ ବାହାର କରିବା ଉଚିତ ନୁହେଁ। ବାଳ ସ୍ବରୂପ ଭଗବାନ ଶାନ୍ତିପ୍ରିୟ ବୋଲି ବିବେଚନା କରାଯାଏ।
-ଶୃଙ୍ଗାର ନିଜର କ୍ଷମତା ଅନୁସାରେ କରିବା। ଅତ୍ୟଧିକ ଆଡମ୍ବର ନୁହେଁ, ପ୍ରେମ ହିଁ ସର୍ବୋତ୍ତମ ଶୃଙ୍ଗାର।
-ପ୍ରତିଦିନ ଓଁ ନମୋ ଭଗବତେ ବାସୁଦେବାୟ କିମ୍ବା ଶ୍ରୀ କୃଷ୍ଣାୟ ନମଃ ମନ୍ତ୍ରର ଜପ କରିବା।
ଲଡ୍ଡୁ ଗୋପାଳଙ୍କୁ ଘରେ ଆଣିବା ପୂର୍ବରୁ ନିଶ୍ଚିତ କରିବା ଯେ ଆପଣ ନିୟମିତ ସେବା କରିପାରିବେ। ଅବହେଳା କରିବା ଉଚିତ ନୁହେଁ।
-ଘରେ ସାଧାରଣତଃ ଗୋଟିଏ ମୂର୍ତ୍ତି ରଖିବା ଶ୍ରେଷ୍ଠ। ଏକାଧିକ ରଖିଲେ ପ୍ରତ୍ୟେକର ପୂଜା ଭିନ୍ନ ଭାବରେ କରିବା।

ଏହି ନିୟମଗୁଡ଼ିକୁ ପାଳନ କଲେ ଲଡ୍ଡୁ ଗୋପାଳଙ୍କ କୃପା ଘରେ ସର୍ବଦା ବର୍ତ୍ତମାନ ରହିବ ଓ ପରିବାରରେ ସୁଖ-ଶାନ୍ତି ବଢ଼ିବ। ଜୟ ଶ୍ରୀ କୃଷ୍ଣ!

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଧରଣର ସଡ଼କ ଦୁର୍ଘଟଣା; ୨୩ଟି ଗାଡ଼ି ମଧ୍ୟରେ ଧକ୍କା ୧୪ ଜଣଙ୍କ ମୃତ୍ୟୁ; ମୃତକଙ୍କ ମଧ୍ୟରେ ଅଛନ୍ତି ଭାରତୀୟ

ଆବୁ ଧାବି,୧୩।୧୧: ସଂଯୁକ୍ତ ଆରବ ଏମିରେଟ୍ସ (UAE) ର ଫୁଜାଇରା ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୧୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ…

ନୂଆ ଇତିହାସ ଲେଖିଲେ ପାକିସ୍ତାନ ଖେଳାଳି: ଡେବ୍ୟୁ ମ୍ୟାଚ୍‌ରେ କଲେ କମାଲ୍‌

ରାୱଲପିଣ୍ଡି,୧୩।୧୦:ଟେଷ୍ଟ କ୍ରିକେଟ୍‌ରେ ଡେବ୍ୟୁ କରିବା ପ୍ରତ୍ୟେକ ଖେଳାଳିଙ୍କ ସ୍ବପ୍ନ। ହେଲେ କିଛି ଖେଳାଳି ନିଜର ପ୍ରଥମ ମ୍ୟାଚ୍‌ରେ ଏମିତି ପ୍ରଦର୍ଶନ କରନ୍ତି, ଯାହା କ୍ରିକେଟ ଇତିହାସରେ ସବୁଦିନ…

ଚାଇନା ମହିଳାଙ୍କ ପରେ ଆଉ ଜଣେ! ଏନଭିଡିଆ ସହ-ପ୍ରତିଷ୍ଠାତାଙ୍କ ତୃତୀୟ ସମ୍ପର୍କକୁ ନେଇ ଚର୍ଚ୍ଚା

ହଙ୍ଗକଙ୍ଗ,୧୩।୧୧: ବିଶ୍ୱର ପ୍ରମୁଖ ଚିପ୍‌ ନିର୍ମାତା କମ୍ପାନୀ ଏନଭିଡିଆ (Nvidia)ର ସହ-ପ୍ରତିଷ୍ଠାତା ଜେନସେନ୍‌ ହୁଆଙ୍ଗଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଚାଇନାର ଜଣେ ମହିଳାଙ୍କ…

ବିଶ୍ୱବ୍ୟାପୀ ମାଇକ୍ରୋସଫ୍ଟ ସେବା ଠପ୍‌; ଲକ୍ଷ ଲକ୍ଷ ଉପଭୋକ୍ତା ଆଉଟଲୁକ (Outlook) ବ୍ୟବହାର କରିବାରେ ସମସ୍ୟା; OpenAI ଉପରେ ମଧ୍ୟ ପ୍ରଭାବ

ଓ୍ବାଶିଂଟନ,୧୩।୧୧: ଗୁରୁବାର ଏବଂ ଶୁକ୍ରବାର ସକାଳେ ଏକ ବୈଷୟିକ ତ୍ରୁଟି ଯୋଗୁ ବିଶ୍ୱବ୍ୟାପୀ ମାଇକ୍ରୋସଫ୍ଟର ଅନେକ ପ୍ରମୁଖ ପ୍ଲାଟଫର୍ମ ପ୍ରଭାବିତ ହୋଇଥିଲା। ଆଉଟଲୁକ (Outlook), ମାଇକ୍ରୋସଫ୍ଟ ଟିମ୍ସ…

୨ ନିଖୋଜ ଏସ୍‌ପିଓଙ୍କ ଗୁଳିବିଦ୍ଧ ମୃତଦେହ ଜବତ

ଜମ୍ମୁ,୧୩।୧୧(ପି.ଟି): ଜମ୍ମୁ-କଶ୍ମୀରର କିସ୍ତୱାଡ୍‌ ଜିଲାର ଦୁର୍ଗମ ଦଚ୍ଛନ ଅଞ୍ଚଳରୁ ନିଖୋଜ ହେବାର ଗୋଟିଏ ଦିନ ପରେ ଗୁରୁବାର ସକାଳେ ୨ଜଣ ସ୍ବତନ୍ତ୍ର ପୋଲିସ ଅଧିକାରୀ (ଏସ୍‌ପିଓ)ଙ୍କ ଗୁଳିବିଦ୍ଧ…

ଟସ ଜିତିଲା ଟିମ ଇଣ୍ଡିଆ: ଶ୍ରେୟସ ଆୟରଙ୍କ ହାତରେ ଅଧିନାୟକ ଦାୟିତ୍ୱ,ବାଦ୍‌ ପଡ଼ିଲେ…

ମାଉଣ୍ଟ ମାଉଙ୍ଗାନୁଇ,୧୩।୧୧:ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ଚତୁର୍ଥ ମ୍ୟାଚ ଆଜି ଖେଳାଯାଉଛି। ଏହି ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଟସ ଜିତି ପ୍ରଥମେ ବୋଲିଂ କରିବାକୁ…

ପୁଅର ସ୍ୱପ୍ନ ପାଇଁ ଶୋ’ରୁମ୍‌ ବିକିଥିଲେ ବାପା, ଅଣ୍ଡର-୧୯ ଏସିଆ କପ୍‌ରେ ଚମକିଲେ ୧୭ ବର୍ଷୀୟ ଇଶାନ ସୁଦ୍‌

ନୂଆଦିଲ୍ଲୀ,୧୩।୧୧: ଅଣ୍ଡର-୧୯ ଏସିଆ କପ୍‌ ୨୦୨୬ରେ ଭାରତୀୟ ଯୁବ ଖେଳାଳିମାନେ ନିଜ ପ୍ରଦର୍ଶନ ବଳରେ ଚର୍ଚ୍ଚାରେ ରହିଛନ୍ତି । ବୀରେନ୍ଦ୍ର ସେହୱାଗଙ୍କ ପୁଅ ଆର୍ଯ୍ୟବୀର ସେହୱାଗଙ୍କ ବ୍ୟାଟିଂକୁ…

କେଜ୍ରିୱାଲଙ୍କୁ ହତ୍ୟା ଧମକ: ଲରେନ ଗ୍ୟାଙ୍ଗ୍‌ ସଦସ୍ୟଙ୍କ ୭ କୋଟି ଟଙ୍କା ଦାବି

ମୋହାଲି, ୧୨ା୧୧: ଦିଲ୍ଲୀର ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ବିଧାୟକ ଜର୍ନେଲ ସିଂହଙ୍କ ଅଭିଯୋଗ ଆଧାରରେ ପଞ୍ଜାବ ପୋଲିସ ଏକ ମାମଲା ରୁଜୁ କରିଛି। ଦଳର ନେତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?