ରାତି ପାହୁପାହୁ ବଦଳିବ ଏସବୁ ରାଶିଙ୍କ ଭାଗ୍ୟ, ବସିଥିବେ ହଠାତ୍‌ ପହଞ୍ଚିବ ଟଙ୍କା

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେତେବେଳେ କୌଣସି ଗ୍ରହ ନିଜ ରାଶି ପରିବର୍ତ୍ତନ କରନ୍ତି ସେତେବେଳେ ଏହାର ପ୍ରଭାବ ସିଧା କିଛି ରାଶିର ବ୍ୟକ୍ତି ବିଶେଷଙ୍କ ଉପରେ ପଡ଼ିଥାଏ। ବିଶେଷକରି ସୂର୍ଯ୍ୟଙ୍କ ଗୋଚରକୁ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଡିସେମ୍ବର ୧୬ ତାରିଖରେ ସୂର୍ଯ୍ୟ ବିଛା ରାଶି ଛାଡି ଧନୁ ରାଶିରେ ପ୍ରବେଶ କରିବେ। ଏହି ଗୋଚର ଜାନୁଆରୀ ୧୪ ପର୍ଯ୍ୟନ୍ତ ରହିବ। ଏହି ସମୟରେ ୩ ରାଶି ଲାଭବାନ ହୋଇପାରନ୍ତି।

ମେଷ ରାଶି: ମେଷ ରାଶି ପାଇଁ ବହୁତ ଭଲ ରହିବ। ସୂର୍ଯ୍ୟ ନବମ କୁଣ୍ଡଳିରେ ପ୍ରବେଷ କରିବେ। ଯାହା ଭାଗ୍ୟର ସ୍ଥାନ। ଏହି କାରଣରୁ ବହୁ ଦିନରୁ ପଡ଼ି ରହିଥିା କାର୍ଯ୍ୟ କରିପାରବେ। ଧନ ପ୍ରାପ୍ତି ହେବ। ସଫଳତା ପାଇବେ। କ୍ୟାରିୟରେ ଉନ୍ନତି ହେବ। ଏମିତିକି ହଠାତ୍‌ ଟଙ୍କା ପହଞ୍ଚିବା ଯୋଗ ରହିଛି।

ଧନୁ ରାଶି: ଧନୁ ରାଶି ପାଇଁ ମଧ୍ୟ ବେଶ ଭଲ ରହିବ। ଏହା କୁଣ୍ଡଳୀର ଲଗ୍ନ ଘରେ ପ୍ରବେଶ କରିବ। ଜୀବନରେ ନୂତନ ସୁଯୋଗ ସୃଷ୍ଟି ହେବ। ଚାକିରି ବ୍ୟବସାୟ କ୍ଷେତ୍ରରେ ଭଲ ଲାଭ ପାଇବେ।

କୁମ୍ଭ ରାଶି: ସୂର୍ଯ୍ୟୋଙ୍କ ଏହି ଗୋଚର କୁମ୍ଭ ରାଶିରେ ଏକାଦଶ ଘରେ ରହିବ। ଆୟ, ଲାଭ ଇଚ୍ଛା ପୂରଣ ନେଇ ବେଶ କାର୍ଯ୍ୟକାରୀ ହେବ। ଏଣୁ ଆର୍ଥିକ ଦୃଷ୍ଟରୁ ଲାଭବାନ ରହିବେ।


Enter your email to get our daily news in your inbox.

All Right Reserved By Dharitri.Com

ଓଜନ ହ୍ରାସ ଔଷଧ ଖାଉଛନ୍ତି କି: ଘଟିପାରେ ଏମିତି…

ନୂଆଦିଲ୍ଲୀ, ୮ା୫ (ପି.ଟି.):ଓଜନ ହ୍ରାସ ପାଇଁ ବ୍ୟବହୃତ ହେଉଥିବା ଏବକାର ଓରାଲ୍‌ ଔଷଧଗୁଡ଼ିକ କେବଳ ଭୋକ କମାଉନାହିଁ, ବରଂ ଏହା ମସ୍ତିଷ୍କର ‘ରିୱାର୍ଡ ସର୍କିଟ’କୁ ସିଧାସଳଖ ପ୍ରଭାବିତ…

ବିନା ଅସ୍ତ୍ରରେ ଶତ୍ରୁଠାରୁ କିଭଳି ନେବେ ଅପମାନର ପ୍ରତିଶୋଧ? ଜାଣନ୍ତୁ କ’ଣ କହେ ‘ଚାଣକ୍ୟ ନୀତି’

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଆଜିବି ମାନବ ସମାଜକୁ ମାର୍ଗଦର୍ଶନ ଦେଇ ଆସୁଛି। ରାଜନୀତି ହେଉ କିମ୍ବା ବ୍ୟକ୍ତିଗତ ଜୀବନ, ଚାଣକ୍ୟଙ୍କ ରଣକୌଶଳ ସବୁଠାରେ ପ୍ରାସଙ୍ଗିକ। ଚାଣକ୍ୟଙ୍କ ମତରେ,…

ଏହି ୪ ରାଶିରେ ମେ ୧୧ରୁ କାଳସର୍ପ ଯୋଗ: ହୋଇଯାନ୍ତୁ ସାବଧାନ

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ଗତି ଏବଂ ନକ୍ଷତ୍ରମାନଙ୍କର ସ୍ଥିତି ଆମ ଜୀବନ ଉପରେ ଗଭୀର ପ୍ରଭାବ ପକାଇଥାଏ। ଏଥର ମେ ମାସରେ ମହାକାଶରେ ଏକ ସ୍ବର୍ଗୀୟ ପରିସ୍ଥିତି…

ନିଦ୍ରାହୀନତା ଆଶଙ୍କା ଦୂରକରେ ଯୋଗ

ଶରୀରକୁ ସୁସ୍ଥ, ସୁନ୍ଦର ଓ ସନ୍ତୁଳିତ ରଖିବା ପାଇଁ ଶାରୀରିକ ବ୍ୟାୟାମ ସହ ଯୋଗର ମଧ୍ୟ ଆବଶ୍ୟକତା ରହିଛି। ଅନେକ ସମୟରେ ଅଧିକାଂଶ ଲୋକ ଚାପରେ ରହିବା…

ପୃଥିବୀର ଅଦୃଶ୍ୟ ସୁରକ୍ଷା କବଚ

ଚଳିତ ବର୍ଷ ମହାବିଦ୍ୟାଳୟ ପରୀକ୍ଷା କାର୍ଯ୍ୟ ସମାପନ ପରେ ଦିନ ୧୧ ଟାରେ ଜଣେ ବନ୍ଧୁଙ୍କ ସହିତ ମହାବିଦ୍ୟାଳୟ ଫାଟକ ନିକଟକୁ ବାହାରିଥାଉ ଚା’ ପିଇବାକୁ। ସେଦିନ…

ଏପ୍ରିଲ ୩୦ରୁ ଶତ୍ରୁ ରାଶିରେ ଗୋଚର କଲେ ଚନ୍ଦ୍ର, ୩ ରାଶି ପାଇଁ ଅଶୁଭ

ଚନ୍ଦ୍ରଙ୍କ ଗୋଚର ଏପ୍ରିଲ ୩୦ ତାରିଖ ଦିନ ଅପରାହ୍ନ ୧:୧୪ ରେ ହୋଇଛି । ଚନ୍ଦ୍ର ଶୁକ୍ରଙ୍କ ଦ୍ୱାରା ଶାସିତ ତୁଳା ରାଶିରେ ପ୍ରବେଶ କରିଛି ।…

ଖରାଦିନେ ଥଣ୍ଡା ପାନୀୟ ସହିତ ଚିପ୍ସ ଖାଉଛନ୍ତି କି? ସାବଧାନ! ଶରୀର ଉପରେ…

ଗ୍ରୀଷ୍ମ ଋତୁରେ ଲୋକମାନେ ପ୍ରକୃତରେ ଥଣ୍ଡା ପାନୀୟ ପିଇ ଉପଭୋଗ କରନ୍ତି । ଏହା କୌଣସି କାର୍ଯ୍ୟକ୍ରମ ହେଉ କିମ୍ବା ଘରେ ଅତିଥିମାନଙ୍କୁ ଆସିବାକୁ ହେଉ, ପ୍ରାୟତଃ…

ଗ୍ରୀଷ୍ମ ଋତୁରେ ଆଖୁ ରସ ପିଇବା କେତେ ସୁରକ୍ଷିତ? ଜାଣନ୍ତୁ ଏହାର ଲୁକ୍କାୟିତ ବିପଦ

ପ୍ରଚଣ୍ଡ ଖରା, ଗରମରୁ ମୁକ୍ତି ପାଇବା ପାଇଁ ରାସ୍ତାକଡର ଆଖୁରସ ଜୀବନ ରକ୍ଷାକାରୀ ଭଳି ମନେ ହେଉଛି । ଲେମ୍ବୁ, କଳା ଲୁଣ ଏବଂ ପୁଦିନା ମିଶ୍ରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri