ଘରୋଇ ଉପାୟ: ହଳଦୀ ଦାଗ କିପରି ଛଡାଇବେ

ମସଲାଦାର ଖାଦ୍ୟ, ତରକାରୀ ଆଦି ଖାଇବାର ମଜା ନେବା ସମୟରେ ବେଳେ ବେଳେ ଆମ ଶାର୍ଟ ବା ଡ୍ରେସ୍‌ ଆଦିରେ ହଳଦୀ ଦାଗ ଲାଗିଯାଏ । ସେଥିପାଇଁ ଜାଣନ୍ତୁ ଘରୋଇ ଉପାୟରେ କିପରି ଛଡାଇ ହେବ ଏହି ଦାଗ….

ବେକିଙ୍ଗ୍‌ ସୋଢା : ବେକିଙ୍ଗ ସୋଢା ହେଉଛି ସବୁପ୍ରକାର ଦାଗ ଛଡେଇବାର ସାର୍ବଜନୀନ ଉପାୟ। ଅଳ୍ପ ପାଣିରେ ବେକିଙ୍ଗ୍‌ ସୋଢା ଓ ଭିନେଗାର ମିଶାଇ ଏକ ମୋଟା ପେଷ୍ଟ୍‌ ପ୍ରସ୍ତୁତ କରି ତାକୁ ହଳଦୀ ଦାଗ ଲାଗିଥିବା ସ୍ଥାନରେ ଲଗାଇ କିଛି ସମୟ ଛାଡି ଦିଅନ୍ତୁ । ଏହା ପରେ ବ୍ରସ୍‌ ସାହାଯ୍ୟରେ ଘଷି ସଫା କରନ୍ତୁ ।

ଭିନେଗାର ଓ ଲେମ୍ବୁରସ : ଏହି ଦୁଇଟି ଜିନିଷ ପ୍ରାୟ ସମସ୍ତଙ୍କ ରୋଷେଇ ଘରେ ଥାଏ । ଅଳ୍ପ ପାଣିରେ ଭିନେଗାର ଓ ଲେମ୍ବୁ ରସ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରି ସେଥିରେ ହଳଦୀ ଦାଗ ହୋଇଥିବା କପଡାକୁ ଅଧ ଘଣ୍ଟା ପାଇଁ ବୁଡେଇ ରଖନ୍ତୁ । ଏହା ପରେ ନର୍‌ମାଲ୍‌ ଡିଟରଜେଣ୍ଟରେ ସଫା କରନ୍ତୁ । ଦେଖିବେ ଦାଗ ଲିଭିଯାଇଥିବ । କେବଳ ଉଲ୍‌ ବା ନରମ କପଡା ଜାତୀୟ ଜିନିଷ ଏଥିରେ ସଫା କରନ୍ତୁ ନାହିଁ । କାରଣ ଏହା ଦ୍ୱାରା ସେଗୁଡିକ ନଷ୍ଟ ହୋଇ ଯାଇପାରେ।

ଲିକ୍ୟୁଡ୍‌ ଡିସ୍‌ ଓ୍ବାସ୍‌ : ବେଳେ ବେଳେ ଲିକ୍ୟୁଡ୍‌ ଡିସ୍‌ ଓ୍ବାସ୍‌ ମଧ୍ୟ ଡିଟରଜେଣ୍ଟ ପରି କାମ ଦେଇଥାଏ । ଅଳ୍ପ ଭିମ୍‌ ଲିକ୍ୟୁଡ୍‌କୁ ପାଣିରେ ମିଶାଇ ହଳଦୀ ଦାଗ ଲାଗିଥିବା ସ୍ଥାନରେ ଲଗାଇ କିଛି ସମୟରେ ଛାଡି ଦେଇ ସଫା କଲେ ଦାଗ ଦୂର ହୋଇ ଯାଏ ।

ଟୁଥ୍‌ ପେଷ୍ଟ୍‌ : ପ୍ରଥମେ ହଳଦୀ ଲାଗିଥିବା ସ୍ଥାନକୁ ପାଣିରେ ଧୋଇବା ପରେ ବ୍ରସ୍‌ ସାହାଯ୍ୟରେ ଦାଗ ଥିବା ସ୍ଥାନରେ ଟୁ୍‌ଥ୍‌ ପେଷ୍ଟ ଲଗାଇ ଘଷି କରି ସଫା କରନ୍ତୁ ା ଦେଖିବେ ଦାଗ ଫିକା ପଡିଯିବ ।


Enter your email to get our daily news in your inbox.

All Right Reserved By Dharitri.Com

ସୂର୍ଯ୍ୟ-ଚନ୍ଦ୍ରଙ୍କ ଅଶୁଭ ଯୋଗ; ଅଗଷ୍ଟ ମାସ ଶେଷବେଳକୁ ୪ ରାଶିଙ୍କ ବଢିପାରେ ଅଡୁଆ, ଧନହାନୀକୁ ଶରୀର ପୀଡା…

ଏହି ଯୋଗ ମାଙ୍ଗଳିକ କାର୍ଯ୍ୟ ପାଇଁ ଅଶୁଭ କିମ୍ୱା ବିନାଶକାରୀ ବୋଲି ଧରାଯାଏ। ଏବେ ୩୧ ଅଗଷ୍ଟରେ ଏହି ଯୋଗ ସୃଷ୍ଟି ହେବାକୁ ଯାଉଛି। ଏହି ଯୋଗ…

ବୁଧାଦ୍ଧିତ୍ୟ ରାଜଯୋଗ: ୫ ରାଶିଙ୍କ ହୁ ହୁ ହୋଇ ବଢିବ ଧନ! ମିଳିବ ମନଲାଖି ଚାକିରି…

ଅଗଷ୍ଟ ମାସରେ ଗ୍ରହମାନଙ୍କ ସ୍ଥିତି ଏବଂ ସଂଯୋଗ ଯୋଗୁଁ କେତେକ ରାଶିର ଜାତକଙ୍କୁ ବଡ଼ ଲାଭ ମିଳିପାରେ। ଏହି ସମୟରେ ସିଂହ ରାଶିରେ ସୂର୍ଯ୍ୟ, ବୁଧ ଏବଂ…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ଶୁକ୍ରଙ୍କ ନକ୍ଷତ୍ରରେ ସୂର୍ଯ୍ୟଙ୍କ ପ୍ରବେଶ: ଏହି ୪ ରାଶିଙ୍କ ଶୁଭ ସମୟ ହେବ ଆରମ୍ଭ, ବଢ଼ିବ ଆୟ

ବୈଦିକ ଜ୍ୟୋତିଷ ଅନୁସାରେ ପୂର୍ବାଫାଲ୍ଗୁନୀ ନକ୍ଷତ୍ରର ସ୍ବାମୀ ଶୁକ୍ର ଗ୍ରହ। ଜ୍ୟୋତିଷରେ ଶୁକ୍ରଙ୍କୁ ପ୍ରେମ, ଧନ, ସୁଖ-ସୁବିଧା ଓ ଐଶ୍ୱର୍ଯ୍ୟର କାରକ ଭାବେ ବିବେଚନା କରାଯାଏ। ସେହିପରି…

୨୨ ଅଗଷ୍ଟରୁ ସକ୍ରିୟ ହେବ ବୁଧ-କେତୁଙ୍କ ‘ଜଡତ୍ୱ ଯୋଗ’: ଏହି ୪ ରାଶି ଉପରେ ପଡ଼ିବ ନକାରାତ୍ମକ ପ୍ରଭାବ!

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହଙ୍କ ଚଳନ ବା ‘ଗୋଚର’କୁ ବେଶ ଗୁରୁତ୍ୱ ଦିଆଯାଏ। ଗ୍ରହମାନଙ୍କ ସ୍ଥିତିରେ ପରିବର୍ତ୍ତନ ହେଲେ ଏହାର ପ୍ରଭାବ ବିଭିନ୍ନ ରାଶି ଉପରେ ପଡ଼ିଥାଏ ବୋଲି…

ସେପ୍ଟେମ୍ବର ୧ରେ ବୁଧ-ଗୁରୁ-ମଙ୍ଗଳଙ୍କ ମହାଚଳନ: ସୁନା ଥାଳିରେ ଖାଇବେ ଏହି ୫ ରାଶି!

ଗଣିତ ଜ୍ୟୋତିଷ ଗଣନା ଏବଂ ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ୧ ସେପ୍ଟେମ୍ବର ୨୦୨୬ ଜ୍ୟୋତିଷ ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ ଦିନ ହେବ। ଏହି ଦିନ ଅନେକ ଗ୍ରହ…

ଅଗଷ୍ଟର ଶେଷ ସପ୍ତାହରେ ବୁଧାଦିତ୍ୟ ରାଜଯୋଗ: କ୍ୟାରିୟର ସହ ଲଭ୍‌ ଲାଇଫରେ ବୃଷ, ମିଥୁନ ସହ ଏହି ରାଶିଙ୍କୁ…

ଅଗଷ୍ଟର ଶେଷ ସପ୍ତାହ ଜ୍ୟୋତିଷ ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ ରହିବ। ଏହି ସମୟରେ ବୁଧ ସିଂହ ରାଶିରେ ଗୋଚର କରିବେ। ସିଂହରେ ପୂର୍ବରୁ ସୂର୍ଯ୍ୟ ରହିଥିବାରୁ ବୁଧ…

୪୯ ଦିନ ପରେ ଶନିଙ୍କ ବଡ଼ ନକ୍ଷତ୍ର ପରିବର୍ତ୍ତନ; ଦଶହରା ପୂର୍ବରୁ ୬ ରାଶି ହେବେ ମାଲାମାଲ୍‌!

୯ ଅକ୍ଟୋବର ୨୦୨୬ରେ ଶନି ନକ୍ଷତ୍ର ପରିବର୍ତ୍ତନ କରିବେ। ଦଶହରା ପୂର୍ବରୁ ଶନିଙ୍କର ଏହି ଚାଲ୍ ୬ଟି ରାଶି ପାଇଁ ଶୁଭ ବୋଲି ଧରାଯାଉଛି। ଜାଣନ୍ତୁ କେଉଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri