Posted inଜାତୀୟ

ପାକିସ୍ତାନ ଡଙ୍ଗାରୁ ୨୦୦ କୋଟିର ହେରୋଇନ୍‌ ଜବତ: ୬ ଗିରଫ

ଅହମ୍ମଦାବାଦ,୧୪।୯: ଇଣ୍ଡିଆନ କୋଷ୍ଟ ଗାର୍ଡ (ଆଇସିଜି) ଏବଂ ଏଟିଏସ ଗୁଜୁରାଟ ଟିମ୍‌ ମିଳିତ ଅପରେଶନ କରି ଏକ ପାକିସ୍ତାନୀ ଡଙ୍ଗାରୁ ୨୦୦ କୋଟି ଟଙ୍କା ମୂଲ୍ୟର ହେରୋଇନ୍‌ ଜବତ କରିବା ସହ ୬ ଜଣଙ୍କୁ ଗିରଫ କରଛନ୍ତି। ଏଟିଏସ ଟିମ ଗୋଇନ୍ଦା ସୂଚନା ଆଧାର କରି ମଙ୍ଗଳବାର ବିଳମ୍ବିତ ରାତିରୁ ଏହି ଅପରେଶନ ଆରମ୍ଭ ହୋଇଥିଲା। ଅଧିକାରୀମାନେ ୪୦ଟି ଭିନ୍ନ ପ୍ୟାକେଟରେ ରଖାଯାଇଥିବା ହେରୋଇନ୍‌ ଜବତ କରାଯାଇଛି। ଜବତ ହୋଇଥିବା ୪ କିଲୋଗ୍ରାମ ହେରୋଇନ୍‌ ବଜାରରେ ୨୦୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଗତ ଏକ ବର୍ଷ ମଧ୍ୟରେ ଗୁଜୁରାଟର ଭାରତୀୟ ତଟରକ୍ଷୀ ବାହିନୀ ଏବଂ ଏଟିଏସ ଦ୍ୱାରା ଏହା ହେଉଛି ପଞ୍ଚମ ମିଳିତ ଅପରେଶନ।


Enter your email to get our daily news in your inbox.

All Right Reserved By Dharitri.Com

ଆଇଟିବିପି ଯବାନଙ୍କୁ ସାଲ୍ୟୁଟ କରୁଥିବା ଶିଶୁର ଭିଡ଼ିଓ ଭାଇରାଲ

ଚୁଶୁଲ୍‌, ୧୨।୧୦: ସୋସିଆଲ୍‌ ମିଡ଼ିଆରେ ଜଣେ ଶିଶୁର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି। ଶିଶୁ ଜଣକ ଲଦାଖର ଚୁଶୁଲ୍‌ଠାରେ ଆଇଟିବିପି ଯବାନଙ୍କୁ ସାଲ୍ୟୁଟ୍‌ କରୁଥିବାର...

ଦେଶଦ୍ରୋହ ଆଇନର ପୁନର୍ବିଚାର କରିବ କେନ୍ଦ୍ର

ନୂଆଦିଲ୍ଲୀ,୧୦।୫: ଦେଶଦ୍ରୋହ ଆଇନ ଯଥାର୍ଥ ଏବଂ ଏହାର ପୁନଃ ସମୀକ୍ଷା କରିବାର ଆବଶ୍ୟକତା ନାହିଁ ବୋଲି କେନ୍ଦ୍ର ସରକାର ଦୁଇଦିନ ପୂର୍ବରୁ ସୁପ୍ରିମକୋର୍ଟଙ୍କୁ ଜଣାଇଥିଲେ। ସୋମବାର...

ବଢ଼ିଲା କଂଗ୍ରେସ କନ୍ଦଳ

ନୂଆଦିଲ୍ଲୀ, ୨୫ା୮: ପଞ୍ଜାବ, ରାଜସ୍ଥାନ କଂଗ୍ରେସରେ ଅନ୍ତର୍ଦ୍ୱନ୍ଦ୍ୱ ଥମିବାର ନାଁ ଧରୁ ନ ଥିବାବେଳେ ଏବେ ଛତିଶଗଡ଼ରେ କ୍ଷମତା ହାତେଇବାକୁ ନେଇ ଦଳରେ ଫାଟ ଦେଖାଦେଇଛି।...

ସକ୍ରିୟ ମାମଲା ଲକ୍ଷେ ୩୦ ହଜାର ଟପିଲା…

ନୂଆଦିଲ୍ଲୀ, ୧୧।୭ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ...

ଦୈନିକ ସଂକ୍ରମଣ-ସକ୍ରିୟ ମାମଲାକୁ ନେଇ ଚିନ୍ତାରେ ସରକାର…

ନୂଆଦିଲ୍ଲୀ, ୩୧।୧୨: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ସେହିପରି ସୁସ୍ଥତା...

ବ୍ରିଟିଶ ରାଣୀଙ୍କ ସମ୍ପର୍କୀୟଙ୍କୁ ଜେଲ

ଲଣ୍ଡନ, ୨୪।୨ : ବ୍ରିଟିଶ ରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କ ଜଣେ ସମ୍ପର୍କୀୟଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ୧୦ ମାସ ଜେଲ୍‌ ଦଣ୍ଡାଦେଶ ଦିଆଯାଇଛି। ଗତବର୍ଷ ଫେବୃୟାରୀରେ...

ମୋଦି-ପୁଟିନ୍‌ ଆଲୋଚନା

ନୂଆଦିଲ୍ଲୀ,୨।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଶୁକ୍ରବାର ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ଫୋନ୍‌ ଯୋଗେ ଦୁଇ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ଏହି...

ଟ୍ରମ୍ପଙ୍କୁ ଭେଟିଲେ ଶାହ

ଅହମଦାବାଦ,୨୪।୨: ବିଶ୍ୱର ସର୍ବବୃହତ୍ତ କ୍ରିକେଟ ଷ୍ଟାଡିୟମରେ ସୋମବାର ଆମେରିକାର ପ୍ରଥମ ନାଗରିକ ଡୋନାଲ୍ଡ ଟ୍ରମ୍ପଙ୍କୁ ସ୍ବାଗତ କରାଯାଇଛି। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ...

Advertisement
Archives

Model This Week