ଭାଇଜାନଙ୍କ ପାଇଁ ନାଁ ବଦଳାଇ ଦେଇଥିଲେ ଏହି ଅଭିନେତ୍ରୀ, ପୂରା ଘଟଣା ଜାଣିଲେ

ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀ ଧୀରେ ଧୀରେ ଇଣ୍ଡଷ୍ଟ୍ରିରେ ସଫଳତା ପାଇବାରେ ଲାଗିିଛନ୍ତି। ତେବେ ଚଳଚ୍ଚିତ୍ରରେ ଅଭିନୟ କରିବା ପୂର୍ବରୁ କିଆରାଙ୍କ ନାମ ଆଲିଆ ଥିଲା। ଡେବ୍ୟୁ ସହିତ ସେ ତାଙ୍କ ନାମ ପରିବର୍ତ୍ତନ କରିଥିଲେ।

କିଆରା ୨୦୧୪ ମସିହାରେ ଫିଲ୍ମ ‘ଫଗଲି’ ସହିତ ବଲିଉଡରେ ଡେବ୍ୟୁ କରିଥିଲେ। ସେତେବେଳେ ସେ ତାଙ୍କ ନାମ ଆଲିଆରୁ କିଆରା ଆଡଭାନୀରେ ପରିବର୍ତ୍ତନ କରିଥିଲେ । ତାଙ୍କ ଡେବ୍ୟୁ ସମୟରେ ଆଲିଆ ଭଟ୍ଟ ଇଣ୍ଡଷ୍ଟ୍ରିରେ ଏକ ବଡ ନାମ ହୋଇସାରିଥିଲେ। ସେ ସଲମାନ ଖାନଙ୍କ ପରାମର୍ଶରେ ତାଙ୍କ ନାମ ପରିବର୍ତ୍ତନ କରିଥିଲେ। ଏକ ସାକ୍ଷାତକାରରେ କିଆରା କହିଥିଲେ ଯେ, ଫିଲ୍ମ ‘ଅଞ୍ଜନା ଅଞ୍ଜାନି’ରେ ପ୍ରିୟଙ୍କାଙ୍କ ଚରିତ୍ରର ନାମ କିଆରା, ଯାହା କାରଣରୁ ସେ ବହୁତ ପ୍ରଭାବିତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତା ବର୍ଷ ବଲିଉଡ୍‌ରେ ପାଦ ରଖିପାରନ୍ତି ଏହି ଷ୍ଟାର କିଡ୍ସ

ମୁମ୍ବାଇ: ପ୍ରତିବର୍ଷ ବଲିଉଡ୍‌ରେ ନୂଆ ନୂଆ ଷ୍ଟାର କିଡ୍ସଙ୍କୁ ଦେଖିବାକୁ ମିଳେ। ସେଥିମଧ୍ୟରୁ କେତେକଙ୍କୁ ସଫଳତା ମିଳିଥିବା ବେଳେ କେତେ ଜଣଙ୍କୁ ବିଫଳତାର ମୁହଁ ଦେଖିବାକୁ...

ଏହି ପ୍ରସିଦ୍ଧ ଅଭିନେତାଙ୍କୁ ହତ୍ୟା

ତାମିଲ ଭାଷାର ଲୋକପ୍ରିୟ ଟିଭି ଧାରାବାହିକ ‘ଥେନମୋଝି ବିଏ’ରେ ଖଳନାୟ ଚରିତ୍ରରେ ଅଭିନୟ କରୁଥିବା ପ୍ରସିଦ୍ଧ ଅଭିନେତା ସେଲଭାରାଥିନମଙ୍କୁ ହତ୍ୟା କରାଯାଇଛି। ସିସିଟିଭି ଫୁଟେଜ ଆଧାରରେ...

ଅଭିନେତା ଅମୋଲ ପାଲେକର ଅସୁସ୍ଥ

ମୁମ୍ବାଇ,୧୦।୨: ୭୦ ଓ ୮୦ ଦଶକର ସୁପରହିଟ ଅଭିନେତା ଭାବେ ବେଶ୍‌ ଜଣାଶୁଣା ଅମୋଲ ପାଲେକର ଅସୁସ୍ଥ। ସ୍ବାସ୍ଥ୍ୟବସ୍ଥା ବିଗିଡ଼ିବାରୁ ତାଙ୍କୁ ପୁଣେ ସ୍ଥିତ ଦୀନାନାଥ...

ନୋରାଙ୍କୁ ୫ ଘଣ୍ଟା ଜେରା

ମନିଲଣ୍ଡରିଂ ମାମଲାରେ ସମ୍ପୃକ୍ତ ମଧ୍ୟସ୍ଥ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଲିଙ୍କ୍‌ ଯୋଗୁ ଦିଲ୍ଲୀ ପୋଲିସର ଆର୍ଥିକ ଆପରାଧିକ ଶାଖା ଗୁରୁବାର ବଲିଉଡ୍‌ ଅଭିନେତ୍ରୀ ନୋରା ଫତେହିଙ୍କୁ...

ବୋଲ୍ଡ ଲୁକ୍‌ରେ ଦୀପିକା

ମୁମ୍ବାଇ: ବଲିଉଡ୍‌ ଫିଲ୍ମ ଇଣ୍ଡଷ୍ଟ୍ରିର ଡିମ୍ପଲ ଗର୍ଲ ଦୀପିକା ପାଦୁକୋନ କେବଳ ତାଙ୍କ ଅଭିନୟ ପାଇଁ ନୁହେଁ ବରଂ ଷ୍ଟାଇଲ ପାଇଁ ମଧ୍ୟ ଜଣାଶୁଣା। ସେ...

ଆର୍ୟନଙ୍କ ସହ ଗିରଫ ହୋଇଥିବା ଯୁବତୀ ଜଣକ କିଏ…

ମୁମ୍ବାଇ: ଡ୍ରଗ୍ସ ମାମଲାରେ ବଲିଉଡ୍‌ ଷ୍ଟାର ଶାହାରୁଖ୍‌ ଖାନ୍‌ଙ୍କ ପୁଅ ଆର୍ୟନ ଖାନ୍‌ଙ୍କୁ ଏନ୍‌ସିବି ରବିବାର ଗିରଫ କରିଥିଲା। ହେଲେ ଏନ୍‌ସିବି ଆର୍ୟନଙ୍କ ସହ ତାଙ୍କର...

କରୋନା ହେବା ପରେ ଅଭିନେତ୍ରୀଙ୍କୁ ଚିହ୍ନି ହେଉ ନ ଥିଲା

ବମ୍ବେ: ଥରକୁ ଥର ନୂଆ ରୂପରେ ଆସି କଲବଲ କରୁଛି ମହାମାରୀ କରୋନା। ସାଧାରଣଜନତାଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ ସେଲିବ୍ରିଟିମାନେ ଏଥିରୁ ବର୍ତ୍ତି ପାରୁନାହାନ୍ତି।...

ଅଲଗା ହେଲେ ସାଉଥ୍‌ର ଲୋକପ୍ରିୟ ଯୋଡ଼ି

ମୁମ୍ବାଇ: ବେଶ୍‌ କିଛିଦିନ ହେବ ସାଉଥ୍‌ର ଲୋକପ୍ରିୟ ଯୋଡ଼ି ସମନ୍ଥା -ନାଗାଚୈତନ୍ୟଙ୍କ ବୈବାହିକ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା। ତେବେ ଆଜି ସମନ୍ଥା ପରସ୍ପରଠାରୁ...

Advertisement
Archives

Model This Week