Posted inଜାତୀୟ

ଦୁଇବର୍ଷ ପରେ ହେବାକୁ ଯାଉଛି ହରିୟାଣା ମନ୍ତ୍ରିମଣ୍ଡଳର ସଂପ୍ରସାରଣ

ଚଣ୍ଡିଗଡ଼,୨୮ ।୧୨: ହରିୟାଣା ମନ୍ତ୍ରିମଣ୍ଡଳର ମେଣ୍ଟ ସରକାର ଦୁଇବର୍ଷ ପରେ ପ୍ରଥମଥର ଲାଗି ମଙ୍ଗଳବାର ସଂପ୍ରସାରଣ ହେବାକୁ ଯାଉଛି । ନୂଆବର୍ଷ ପୂର୍ବରୁ ଭାରତୀୟ ଜନତା ପାର୍ଟି(ଭାଜପା) ବିଧାୟକ ଡା. କମଲ ଗୁପ୍ତା ଓ ଜେଜେପି ବିଧାୟକ ଦେବେନ୍ଦ୍ର ବବଲିଙ୍କୁ ମନ୍ତ୍ରୀପଦର ଉପହାର ମିଳିବ । ରାଜ୍ୟପାଳ ସନ୍ଧ୍ୟା ୪ଟାରେ ରାଜଭବନରେ ନୂଆମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ । ହେଲେ ମନ୍ତ୍ରିମଣ୍ଡଳରେ କୌଣସି ଅଦଳ ବଦଳ ହେବ ନାହିଁ ବୋଲି ସୂଚନା ରହିଛି । ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ଓ ଉପମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌଟାଲା ଦୀପାବଳୀ ଅର୍ଥାତ୍ ୨୭ ଅକ୍ଟୋବର ୨୦୧୯ରେ ଶପଥ ଗ୍ରହଣ କରିବା ସହ ନୂଆ ସରକାର ଗଠନ ହୋଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

କଂସଙ୍କୁ ଜଣାଥିଲା କୃଷ୍ଣ ତାଙ୍କର କରିବେ ବଧ, ଭାଜପା ଜାଣିଛି କେଜରିଓ୍ବାଲ କରିବେ ତାହାର ନାଶ: ଏଏପି…

ନୂଆଦିଲ୍ଲୀ,୧୬।୪ : ଅବକାରୀ ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ସିବିଆଇ ପଚରାଉଚରା କରୁଛି। ଏନେଇ ଏଏପି ନେତା ତଥା ରାଜ୍ୟସଭା ଏମପି ରାଘବ ଚଢ଼ା...

ପୋଷ୍ୟ ଗ୍ରହଣର ନଗଣ୍ୟ ସ୍ଥିତି

ନୂଆଦିଲ୍ଲୀ,୧୬।୪: ଭାରତରେ ୩ କୋଟିରୁ ଊର୍ଦ୍ଧ୍ୱ ଅନାଥ ଥିଲେ ହେଁ ବର୍ଷକୁ ୪,୦୦୦ରୁ କମ୍‌ ଶିଶୁଙ୍କୁ ପୋଷ୍ୟ ଭାବେ ଗ୍ରହଣ କରାଯାଉଛି। ପୋଷ୍ୟ ଗ୍ରହଣ ପ୍ରକ୍ରିୟା...

ଦିଲ୍ଲୀ ଗ୍ରାଉଣ୍ଡ ଜିରୋର ସ୍ଥିତି ଅନୁଧ୍ୟାନ କଲେ ଡୋଭାଲ

ନୂଆଦିଲ୍ଲୀ,୨୬।୨: କିଛି ଦିନ ହେଲା ଦେଶର ରାଜଧାନୀ ଦିଲ୍ଲୀ ଅଶାନ୍ତ ରହିଛି। ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ବିରୋଧୀ ହିଂସା ଦିଲ୍ଲୀରେ ଉଗ୍ର ରୂପ ଧାରଣ...

ଅଭିନେତା ବିଜୟ ବାବୁଙ୍କ ଅଗ୍ରୀମ ଜାମିନରେ ହସ୍ତକ୍ଷେପ କରିବାକୁ ମନା କଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ, ୬।୭ : ବଳାତ୍କାର ମାମଲାରେ ଅଭିନେତା ବିଜୟ ବାବୁଙ୍କୁ ଦିଆଯାଇଥିବା ଅଗ୍ରୀମ ଜାମିନରେ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟ ବୁଧବାର ମନା କରି ଦେଇଛନ୍ତି। ତେବେ...

ମୃତ୍ୟୁ ହାର ୧.୧୯ ପ୍ରତିଶତ…

ନୂଆଦିଲ୍ଲୀ, ୨୦।୨: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ...

ଓମିକ୍ରନ୍ କରୋନାର ଶେଷ ଭାରିଏଣ୍ଟ ନୁହେଁ!

ନୂଆଦିଲ୍ଲୀ,୧୭ ।୧: ପ୍ରଥମେ କରୋନା, ପୁଣି ଡେଲ୍ଟା ଆଉ ଏବେ ଓମିକ୍ରନ୍ । କରୋନା ମହାମାରୀର ଭିନ୍ନ ଭିନ୍ନ ଭାରିଏଣ୍ଟ ଏବେ ସାରା ବିଶ୍ୱର ନିଦ...

ଭଲ ଫସଲ ପାଇଁ ଯେଉଁଠି ହୁଏ କୁକୁଡ଼ା-ଗଞ୍ଜା ବାହାଘର…

ଭାରତ ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପରମ୍ପରା ପାଳିତ ହୋଇଥାଏ। ଛତିଶଗଡ଼ର ଜନଜାତି ବହୁଳ ଅଞ୍ଚଳରେ ଲୋକେ ଚାଷବାସ ସରିବା ପରେ କୁକୁଡ଼ା-ଗଞ୍ଜା ବାହାଘର ଉତ୍ସବରେ...

ଭାଇରାଲ ଫିଭର୍‌, ସପ୍ତାହେ ମଧ୍ୟରେ ୨୬ ଶିଶୁଙ୍କ ସମେତ ୫୦ ମୃତ…

ଲକ୍ଷ୍ନୌ,୨୯।୮: ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ଥମିବାର ନାଁ ଧରୁନି। ଅପରପକ୍ଷରେ ତୃତୀୟ ଲହର ଆତଙ୍କରେ ଲୋକଙ୍କମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ଏପରିସ୍ଥଳେ...

Advertisement
Archives

Model This Week