Posted inଫୁରସତ

ଦାଢିରେ ୬୩ କିଲୋ ମହିଳାଙ୍କୁ ଉଠାଇ କଲେ ବିଶ୍ୱ ରେକର୍ଡ, ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ,୨୨ ।୧୧: ନିକଟରେ ଗିନିଜ ୱାର୍ଲଡ ରେକର୍ଡ ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରିବା ପରେ ଏବେ ଏହା ଭାଇରାଲ ହୋଇଛି । ଯେଉଁଥିରେ ଜଣେ ବ୍ୟକ୍ତି ୬୩ କିଲୋଗ୍ରାମର ଜଣେ ମହିଳାଙ୍କୁ ତାଙ୍କ ଦାଢିରେ ଉଠାଉଥିବା ଦେଖାଯାଇଛି । ଉକ୍ତ ବ୍ୟକ୍ତିଙ୍କ ନାଁ ଏଣ୍ଟାନାସ କଣ୍ଟ୍ରିମାସ । ସେ ତାଙ୍କ ଦାଢିରେ ୬୩.୮୦ କିଲୋଗ୍ରାମର ମହିଳାଙ୍କୁ ଉଠାଇ ବିଶ୍ୱ ରେକର୍ଡ କରିଛନ୍ତି । ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଏହାକୁ ଦେଖି ଲୋକେ ଭିନ୍ନ ଭିନ୍ନ କମେଣ୍ଟ ଦେଉଛନ୍ତି । କେହି କେହି ଏଣ୍ଟାନାସଙ୍କ କଷ୍ଟକଥା କହିଥିବା ବେଳେ ଆଉ କେହି କେହି ଏହି ଭିଡିଓକୁ ଦେଖି ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ, ନିକଟରେ ଗିନିଜ ୱାର୍ଲଡ ରେକର୍ଡସ ଆଉ ଏକ ଭିଡିଓ ଶେୟାର କରିଥିଲା, ଯେଉଁଥିରେ ଜଣେ ମହିଳା ତାଙ୍କ ବାଇସେପ ମାଧ୍ୟମରେ ସେଓ ଭାଙ୍ଗି ଦେଉଥିଲେ । ଆଉ ଉକ୍ତ ଭିଡିଓଟି ଅପଲୋଡ ହେବାର କିଛି ସମୟ ପରେ ଭାଇରାଲ ହେବାରେ ଲାଗିଥିଲା । ୟୁଜର୍ସ ମହିଳା ଜଣଙ୍କୁ ଶୁଭେଚ୍ଛା ଜଣାଇବା ଆରମ୍ଭ କରି ଦେଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରିୟଙ୍କା ଗାନ୍ଧୀଙ୍କ ପୁଅ ଶେୟାର କଲେ ଏମିତି କିଛି ଫଟୋ, ସୋସିଆଲ ମିଡିଆରେ ହେଉଛି ଭାଇରାଲ

କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ପୁଅ ରେହାନ୍‌ ରାଜୀବ ଭଦ୍ରା ରଣଥାମ୍ବର ନ୍ୟାଶନାଲ ପାର୍କର ବନ୍ୟଜନ୍ତୁଙ୍କ ଫଟୋ ଉଠାଇ ସୋସିଆଲ ମିଡିଆରେ ଶେୟାର କରିଛନ୍ତି।...

ରାସ୍ତାରେ ଅଣ୍ଡା ବିକ୍ରି କରୁଥିବା ସମୟରେ ନାବାଳକଙ୍କ ସହ ଘଟିଲା କିଛି ଏଭଳି

ଇନ୍ଦୋର,୨୪।୭କରୋନା ସଙ୍କଟ ଯୋଗୁ ସାରା ବିଶ୍ୱରେ ବେରୋଜଗାର ସମସ୍ୟା ଆହୁରି ବୃଦ୍ଧି ପାଇଛି। ଏହା ଅସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କ ଉପରେ ସିଧାସଳଖ ପ୍ରଭାବ ପକାଇଛି। ଯେଉଁମାନେ...

ସାବଧାନ! ଏମିତି ମାଛ, ଯାହାକୁ ଖାଇଲେ ଚାଲିଯିବ ଜୀବନ

ସାଧାରଣତଃ ମାଛ ଖାଇବାକୁ ଅଧିକାଂଶ ଲୋକ ପସନ୍ଦ କରିଥାନ୍ତି। ମାତ୍ର ବିଶ୍ୱରେ ଏମିତି ଏକ ମାଛ ଅଛି, ଯାହାକୁ ଖାଇଲେ ଜୀବନ ଚାଲିଯିବ। ତେଣୁ ଏଥିପ୍ରତି...

ମଣିଷ ବାସ ଉପଯୋଗୀ ଗ୍ରହ ‘ଓ୍ବଲ୍ଫ-୧୦୬୯-ବି’ର ସନ୍ଧାନ…

ମାଦ୍ରିଦ,୬।୨ : ନୂତନ ଗ୍ରହ ଆବିଷ୍କାର ଦିଗରେ, ମଣିଷ ବାସ ଉପଯୋଗୀ ପାଇଁ ଉପଯୁକ୍ତ ଗ୍ରହର ସନ୍ଧାନ ମିଳିଛି। ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ ଏଠାରେ...

ଲକ୍‌ଡାଉନ୍‌ରେ ଘରେ ବସି ରାତାରାତି କୋଟିପତି ହେଲେ ଏହି ବ୍ୟକ୍ତି

କରୋନା କବଳରେ ସମଗ୍ର ବିଶ୍ୱ । ଏଥିପାଇଁ ଜନଜୀବନ ବହୁ ମାତ୍ରାରେ ପ୍ରଭାବିତ ହୋଇଛି। ଲକ୍‌ଡାଉନ୍‌ ଯୋଗୁ ଅଧିକାଂଶ ଲୋକଙ୍କ ଜୀବିକା ମଧ୍ୟ ଚାଲିଯାଇଛି। କାମ...

ସ୍ମାର୍ଟ ଜିମ୍‌ ଗ୍ୟାଜେଟ୍ସ

ବର୍ତ୍ତମାନ ଜିମ୍‌ରେ ଏକ୍ସରସାଇଜ୍‌ କରିବା ଅଧିକାଂଶ ଯୁବତୀ ଯୁବକଙ୍କ ଫିଟ୍‌ନେସ୍‌ ମନ୍ତ୍ର ପାଲଟିଛି। ହେଲେ ଘର ପାଖରେ ଜିମ୍‌ ନ ଥିବାରୁ ହେଉ ଅବା ଅଧିକ...

୨୦୧୯ ଓ ୨୦୨୦ରେ କ’ଣ ରହିଛିି ଫରକ୍‌: ମହିଳା ଫଟୋ ଶେୟାର କରି ଜଣାଇଲେ

ସରନ୍‌ ଓ୍ବଗ୍‌, ହେଉଛନ୍ତି ଜଣେ ବ୍ଲଗର। ସେ ସାଉଥ୍‌ ଆଫ୍ରିକାର କ୍ୟାପ୍‌ଟାଉନ୍‌ରେ ରୁହନ୍ତି। ସରନ ବୁଲାବୁଲି କରିବାକୁ ବହୁତ ଭଲ ପାଆନ୍ତି। ହେଲେ କରୋନା ଯୋଗୁ...

ମହାରାଷ୍ଟ୍ର ଅପେକ୍ଷା ହରିୟାଣା ବିଧାୟକ ଅଧିକ ପାଠୁଆ

ନୂଆଦିଲ୍ଲୀ : ସଦ୍ୟସମାପ୍ତ ବିଧାନସଭା ନିର୍ବାଚନରେ ମହାରାଷ୍ଟ୍ର ଅପେକ୍ଷା ହରିୟାଣାରେ ଅଧିକ ଶିକ୍ଷତ ବିଧାୟକ ଅଛନ୍ତି। ପିଆର୍‌ଏସ୍‌ ଲେଜିସ୍‌ଲେଟିଭ୍‌ ରିସର୍ଚ୍ଚ ରିପୋର୍ଟରେ ଏନେଇ ଉଲ୍ଲେଖ କରାଯାଇଛି।...

Advertisement
Archives

Model This Week