ଗଣେଶ ପୂଜା ପାଇଁ ଜାରି ହେଲା ଗାଇଡ୍‌ଲାଇନ୍‌

ଭୁବନେଶ୍ୱର,୨ା୯(ବ୍ୟୁରୋ): ଗଣେଶ ପୂଜା ପାଇଁ ବିଏମ୍‌ସି ପକ୍ଷରୁ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ନିୟମ କଡ଼ାକଡ଼ି ପାଳନ ପାଇଁ ନିର୍ଦ୍ଦେଶ ହୋଇଛି। ପୂଜା ଅବସରରେ ମଣ୍ଡପରେ ସର୍ବସାଧାରଣଙ୍କୁ ଅନୁମତି ଦିଆଯିବ ନାହିଁ। କମିଶନରେଟ ପୋଲିସର ଅନୁମତି ନେଇ ପୂଜା କମିଟିର ସଦସ୍ୟମାନେ କରୋନା କଟକଣା ମାନି ମଣ୍ଡପରେ ଗଣେଶ ପୂଜା ପରିଚାଳନା କରିପାରିବେ। କେବଳ ରୀତିନୀତିରେ ହିଁହେବ ପୂଜା। ପୂଜା ପେଣ୍ଡାଲକୁ ଆବଦ୍ଧ କରାଯିବ ଏବଂ ଗୋଟିଏ ପାର୍ଶ୍ୱର ଖୋଲା ରହିବ। ମୂର୍ତ୍ତି ଆକାର ୪ ଫୁଟରୁ କମ୍‌ ହେବା ଉଚିତ୍‌। ପୂଜା ସମୟରେ ୭ରୁ ଅଧିକ ଲୋକ ରହିପାରିବେନି। ସମସ୍ତଙ୍କୁ କୋଭିଡ କଟକଣା ପାଳନ କରିବାକୁ କୁହାଯାଇଛି। ପୂଜାପାଠ ପାଳନ ପାଇଁ କେବଳ ଟିକା ଦିଆଯାଇଥିବା ଲୋକଙ୍କୁ ଅନୁମତି ଦିଆଯିବ। ମୂର୍ତ୍ତି ବିସର୍ଜନ ବିଏମ୍‌ସି ଦ୍ୱାରା ପ୍ରସ୍ତୁତ କୃତ୍ରିମ ପୋଖରୀକୁ ବ୍ୟବହାର କରାଯିବ। ଶିକ୍ଷାନୁଷ୍ଠାନରେ ମଧ୍ୟ ଗଣେଶ ପୂଜା ସମୟରେ ଏହି ନିୟମ ପାଳନ କରାଯିବ। କୋଚିଂ ସେଣ୍ଟର ଓ ଶିକ୍ଷାନୁଷ୍ଠାନରେ ସର୍ବାଧିକ ୨୦ ଜଣ ରହିପାରିବେ। ପୂଜା ବେଳେ ଭୋଜି ବା ପ୍ରସାଦ ପ୍ରସ୍ତୁତ ସେବନ ଉପରେ କଟକଣା ଜାରି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ୫୦ ତଳେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୨୧ା୩(ବ୍ୟୁରୋ): ରାଜ୍ୟରୁ ସୋମବାର ୪୦ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୭,୧୯୩ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ...

ସିବିଏସ୍‌ଇର ୩୦% ନୁହେଁ, ଅଧିକ ପାଠ୍ୟକ୍ରମ ହ୍ରାସ ହୋଇପାରେ

ଭୁବନେଶ୍ୱର,୯।୭(ବ୍ୟୁରୋ): ସିବିଏସ୍‌ଇ ନବମରୁ ଦ୍ୱାଦଶ ଶ୍ରେଣୀ ପାଠ୍ୟକ୍ରମ ୩୦% ହ୍ରାସ ପ୍ରସଙ୍ଗରେ ଗୁରୁବାର ପ୍ରତିକ୍ରିୟା ରଖିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ସେ...

ପେଟ୍ରୋଲ୍‌ ପମ୍ପ ବିସ୍ଫୋରଣ ମାମଲା: ଅନଭିଜ୍ଞ କାମ କରୁଥିବା କହିଲା ପେସୋ

ଭୁବନେଶ୍ୱର,୨୯ା୧୧(ବ୍ୟୁରୋ): ରାଜଭବନ ନିକଟ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାକୁ ଇତିମଧ୍ୟରେ ଦେଢ଼ମାସରୁ ଊର୍ଦ୍ଧ୍ୱ ବିତିଲାଣି। ଏହି ଘଟଣାରେ ବିଭିନ୍ନ ସଂସ୍ଥା ତଦନ୍ତ କରୁଥିଲେ ସୁଦ୍ଧା କେଉଁ...

ଓଡ଼ଶର ଗ୍ରାମ ଅଙ୍ଗନଓ୍ବାଡି କେନ୍ଦ୍ରରେ ୫ ଦିନ ହେଲା ତାଲା: ଜିଲାପାଳ ଦୃଷ୍ଟି ଦେବାକୁ ଦାବି

ଦଶପଲ୍ଲା,୧୫ା୯ (ଡି.ଏନ.ଏ.)- ଦଶପଲ୍ଲା ବ୍ଲକ ଅନ୍ତର୍ଗତ ସରିଗଣ୍ଡା ପଞ୍ଚାୟତର ଓଡ଼ଶର ଗ୍ରାମରେ ଥିବା ଅଙ୍ଗନଓ୍ବାଡି କେନ୍ଦ୍ରରେ ୫ ଦିନ ହେଲା ତାଲା ପଡ଼ିଛି। କେନ୍ଦ୍ରରେ ଖାଦ୍ୟ...

ବିଡିଏ ସେକ୍ସନ ଅଫିସରଙ୍କ ଘରେ ଭିଜିଲାନ୍ସ ଯାଞ୍ଚ: ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ଠାବ

କଟକ ଅଫିସ, ୧୯।୧୨: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ର ସେକ୍ସନ ଅଫିସର (ଏଷ୍ଟାବ୍ଲିସମେଣ୍ଟ) ବିଭୂତି ଭୂଷଣ ରାୟଙ୍କ ଘରେ...

ପୁଣି ଥରାଇବ ଶୀତ, ଦୁଇଦିନ ମଧ୍ୟରେ ବର୍ଷା ସମ୍ଭାବନା

ଭୁବନେଶ୍ୱର,୨୭।୧(ବ୍ୟୁରୋ): ଆସନ୍ତା ଦୁଇଦିନ ମଧ୍ୟରେ ପୁଣି ଶୀତ ବଢ଼ିବ ବୋଲି ଭୁବନେଶ୍ୱର ପାଣିପାଗ ବିଭାଗ ସୂତ୍ରରୁ ପ୍ରକାଶ। ୨୮ ଓ ୨୯ ତାରିଖରେ ରାଜ୍ୟର କେତେକ...

୪ ଔଷଧ ଦୋକାନରୁ ୧୦ ଲକ୍ଷ ଚୋରି

ଭୁବନେଶ୍ୱର,୧୮।୧୨(ବ୍ୟୁରୋ): ରାଜଧାନୀସ୍ଥିତ ଖଣ୍ଡଗିରି ଏମ୍‌ସ ରୋଡରେ ସିରିଜି ଚୋରି ହୋଇଛି। ୪ଟି ମେଡିଶିନ ଦୋକାନରୁ ନଗଦ ୩ ଲକ୍ଷ ଓ ଔଷଧ ଚୋରି ହୋଇଛି। ନଗଦ...

ବିଏମ୍‌ସି ମେୟର ଭାବେ ଶପଥ ନେଲେ ସୁଲୋଚନା

ଭୁବନେଶ୍ୱର,୯।୪(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ ମେୟର ଭାବେ ଶନିବାର ଶପଥ ନେଲେ ସୁଲୋଚନା ଦାସ । ବିଏମ୍‌ସି କନ୍‌ଫରେନ୍ସ ହଲ୍‌ରେ ଏହି ଶପଥ ଗ୍ରହଣର କାର୍ଯକ୍ରମ...

Advertisement
Archives

Model This Week