Posted inଜାତୀୟ

ପ୍ରିୟଙ୍କାଙ୍କ ଗସ୍ତ ଦିନ ଗୋଆ କଂଗ୍ରେସକୁ ଶକ୍ତ ଧକ୍କା

ନୂଆଦିଲ୍ଲୀ,୧୦।୧୨: କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଗୋଆ ଗସ୍ତରେ ଯାଇଥିବା ବେଳେ ବହୁସଂଖ୍ୟାରେ ନେତା ଇସ୍ତଫା ଦେବା ଦଳକୁ ଶକ୍ତ ଧକ୍କା ଦେଇଛି। ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ଦଳଗୁଡ଼ିକ ସହ ହେବାକୁ ଥିବା ମେଣ୍ଟକୁନେଇ ଦ୍ୱନ୍ଦ୍ୱ ଦେଖାଦେଇଛି।

ପ୍ରିୟଙ୍କାଙ୍କ ନେତୃତ୍ୱରେ ଶୁକ୍ରବାର ଗୋଆରେ କଂଗ୍ରେସର ଏକାଧିକ ବୈଠକ ବସିବାର ଥିଲା। ଏହା ପୂର୍ବରୁ ସକାଳେ ପୋରଭୋରିମ୍‌ ନିର୍ବାଚନ ମଣ୍ଡଳୀର ଗୋଟିଏ ଗୋଷ୍ଠୀ କଂଗ୍ରେସ ନେତା ଇସ୍ତଫା ଦେଇଥିଲେ। ଉକ୍ତ ନେତାମାନଙ୍କ ପ୍ରତି ସ୍ବାଧୀନ ବିଧାୟକ ରୋହନ ଖୌନ୍ତେଙ୍କ ସମର୍ଥନ ରହିଛି। ଆସନ୍ତାବର୍ଷ ଆରମ୍ଭରେ ହେବାକୁ ଥିବା ନିର୍ବାଚନ ଲଢ଼ିବାକୁ କଂଗ୍ରେସ ଗୁରୁତର ସହ ନେଉ ନ ଥିବା ନେତାମାନେ ଅଭିଯୋଗ କରିଛନ୍ତି। ସବୁଠୁ ବଡ଼ ଝଟ୍‌କା ହେଲା ଦକ୍ଷିଣ ଗୋଆର ବରିଷ୍ଠ ନେତା ମୋରେନୋ ରେବେଲୋ ମଧ୍ୟ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ସେ ଦଳ ପାଇଁ କାମ କରୁଥିବା ସତ୍ତ୍ୱେ କୁର୍ଟୋରିମ୍‌ ଆସନର ବିଧାୟକ ଆଲେଇକ୍ସୋ ରେଗିନାଲ୍ଡୋ ଲୌରେନ୍‌କୋଙ୍କୁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିବାରୁ ରେବେଲୋ ଅସନ୍ତୁଷ୍ଟ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନାର ଷଡ଼ଯନ୍ତ୍ର: ଅରୁଣାଚଳ ସୀମାରେ ସ୍ଥାପନ କରିଛି ୩ ଗାଁ

ନୂଆଦିଲ୍ଲୀ, ୬।୧୨: ଭାରତ ସହିତ ଚାଇନା ସୀମା ବିବାଦ ବଢ଼ାଇବାରେ ଲାଗିଛି। ଭାରତର ଜମିକୁ ଜୋର୍‌ ଜବରଦସ୍ତ ନିଜର ବୋଲି କହି ଚାଇନା ଅରୁଣାଚଳ ସୀମାରେ...

ଜୁନ୍‌ରୁ ‘ଗୋଟିଏ ରାଷ୍ଟ୍ର ଗୋଟିଏ ରାଶନ କାର୍ଡ’

ନୂଆଦିଲ୍ଲୀ,୪ା୧୨(ପି.ଟି.): ଆସନ୍ତା ବର୍ଷ ଜୁନ୍‌ ୧ରୁ ସାରା ଦେଶରେ ‘ଓ୍ବାନ୍‌ ନେଶନ ଓ୍ବାନ୍‌ ରାଶନ କାର୍ଡ’ ନୀତି କାର୍ଯ୍ୟକାରୀ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶ୍ୱାନ...

ଚାଇନାରୁ ରଙ୍ଗୀନ ଟିଭି ଆମଦାନୀ ଉପରେ କଟକଣା

ନୂଆଦିଲ୍ଲୀ,୧।୮: ପୂର୍ବ ଲଦାଖର ଗଲଓ୍ବାନ ଉପତ୍ୟକାରେ ଜୁନ୍‌ ୧୫ରେ ଭାରତ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ପରେ ବେଜିଂ ବିରୋଧରେ ନୂଆଦିଲ୍ଲୀ ଅନେକ...

ଯେ କୌଣସି ସ୍ଥିିତିର ମୁକାବିଲା ପାଇଁ ପ୍ରସ୍ତୁତ ଭାରତୀୟ ସେନା

ନୂଆଦିଲ୍ଲୀ,୧୨।୧: ଭାରତ ଚାଇନା ମଧ୍ୟରେ ଏଲ୍‌ଏସିରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଏପରିସ୍ଥଳେ ସେନା ମୁଖ୍ୟ ମନୋଜ ମୁକୁନ୍ଦ ନରାଓ୍ବଣେ କହିଛନ୍ତି ଯେ, କେବଳ ପୂର୍ବ ଲଦାଖ...

ବାଳିକାଙ୍କ ସର୍ବାଙ୍ଗୀନ ଉନ୍ନତି ହେବାରେ ଲାଗିଛି: ୬୨ ତମ ମନ୍‌ କି ବାତ୍‌ରେ କହିଲେ ମୋଦି

ନୂଆଦିଲ୍ଲୀ,୨୩।୨: ଦେଶରେ ବାଳିକାଙ୍କ ସର୍ବାଙ୍ଗୀନ ଉନ୍ନତି ହେବାରେ ଲାଗିଛି। ସମାଜିକ ବାଧାବିଘ୍ନକୁ ଅତିକ୍ରମ କହି ବାଳିକା ପ୍ରତିଟି କ୍ଷେତ୍ରରେ ଶିଖର ଛୁଇଁବାରେ ଲାଗିଛନ୍ତି। ଏହା ଭାରତ...

ସ୍ଥିତି ସ୍ବାଭାବିକ ନ ହେଲେ ଭାରତ ଫେରିବେନି ସୋନୁ

ନୂଆଦିଲ୍ଲୀ,୨୧।୩: ଭାରତରେ ଲଗାତାର ଭାବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦେଖି ବଲିଉଡ୍‌ ଗାୟକ ସୋନୁ ନିଗମ ଏକ ନିଷ୍ପତ୍ତି ନେଇଛନ୍ତି।...

ବୋଲେରୋ-ଟ୍ରକ୍‌ ମୁହାଁମୁହିଁ ଧକ୍କା: ଗୋଟିଏ ପରିବାରର ୧୦ ମୃତ

ରାୟପୁର,୪।୫: ଛତିଶଗଡର ଧାମତରୀ ଜିଲରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବୁଧବାର ସନ୍ଧ୍ୟାରେ ଏକ ବୋଲେରୋ-ଟ୍ରକ୍‌ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ଗୋଟିଏ ପରିବାରର ଅତି...

ଆଜି ଅଖିଳେଶ ଯାଦବ, ସତିଶ ମିଶ୍ର ଯିବେ ଲକ୍ଷ୍ମୀପୁର ଖେରି, ସିଦ୍ଧୁ-ହରିଶ ରାୱତ ହଜାର ଗାଡି ନେଇ ପହଞ୍ଚିବେ

ଲକ୍ଷ୍ନୌ/ଚଣ୍ଡିଗଡ଼,୭ ।୧୦: ଲକ୍ଷ୍ମୀପୁର ଖେରି ଘଟଣାକୁ ନେଇ ବେଳକୁ ବେଳ ରାଜନୀତିର ଉଷ୍ମତା ବଢିବାରେ ଲାଗିଛି । ବୁଧବାର ବିଳମ୍ବିତ ରାତିରେ କଂଗ୍ରେସ ନେତା ରାହୁଲ...

Advertisement
Archives

Model This Week