ବେଡ୍‌ରୁମ୍‌କୁ ଦିଅନ୍ତୁ ନୂଆ ରୂପ

କାନ୍ଥରେ ଲଗାନ୍ତୁ ଫିକା ରଙ୍ଗ:- ବେଡ୍‌ରମ୍‌ର କାନ୍ଥଗୁଡ଼ିକୁ ଫିକା ରଙ୍ଗରେ ସବୁବେଳେ ସୁସଜ୍ଜିତ କରନ୍ତୁ। ଏହା ଆଖିକୁ ସୁନ୍ଦର ଦେଖାଯିବା ସହ ମନକୁ ଶାନ୍ତି ପ୍ରଦାନ କରିଥାଏ। ହାଲକା ନୀଳ, ହାଲ୍‌କା ସବୁଜ, ଲାଭେଣ୍ଡର୍‌ ଆଦି ରୁମ୍‌ର ସୌନ୍ଦର୍ଯ୍ୟକୁ ବୃଦ୍ଧି କରିଥାଏ। ଏହି ରଙ୍ଗଗୁଡ଼ିକ ଦିନବେଳା ଯେତିକି ସୁନ୍ଦର ଦେଖାଯାଏ, ରାତିରେ ଲାଇଟ୍‌ ପଡ଼ିଲେ ଆହୁରି ସୁନ୍ଦର ଏବଂ ବ୍ରାଇଟ୍‌ ଲାଗିଥାଏ।
ଡିଫରେଣ୍ଟ ଲାଇଟିଂ ବ୍ୟବସ୍ଥା କରନ୍ତୁ :-ବେଡ୍‌ରମ୍‌ଗୁଡ଼ିକରେ ଯେ କେବଳ ଓଭର୍‌ହେଡ଼୍‌ ଲାଇଟ୍‌ ବା ଟେବୁଲ୍‌ ଲ୍ୟାମ୍ପ ଲଗାଇବା ତାହା ନୁହେଁ, ବରଂ ଆମେ ଏହାକୁ ବିଭିନ୍ନ କାରର ରଙ୍ଗ ଆଲୋକ ଯଥା ଡିମର୍‌, ପେଣ୍ଡାଲ୍‌ ଲାଇଟ୍‌ରେ ସଜାଇ ପାରିବେ। ତେବେ ଲାଇଟ୍‌ଗୁଡ଼ିକ ଲଗାଇବା ସମୟରେ ଏହା ଯେପରି ରୁମ୍‌ର ସବୁ ଜାଗାରେ ପଡ଼ବ ସେଥିପ୍ରତି ଧ୍ୟାନ ଦେବା ଆବଶ୍ୟକ।
ରୁମ୍‌କୁ ସିଲିଂ କରନ୍ତୁ:-ବେଡ୍‌ରୁମ୍‌କୁ ଥଣ୍ଡା ରଖିବାକୁ ହେଲେ ରୁମ୍‌କୁ ସିଲିଂ କରିବା ଆବଶ୍ୟକ। ତା’ଛଡ଼ା ବର୍ତ୍ତମାନ ଇଣ୍ଟେରିଅର୍‌ ଡିଜାଇନିଂ ପାଇଁ ଅନେକ ପ୍ରକାରର ଏବଂ କଲରଫୁଲ୍‌ ସିଲିଂ କରାଯାଉଛି ଏବଂ ଏହାସହ ଲାଇଟ୍‌ ମଧ୍ୟ ଲଗାଯାଉଛି। ଆପଣ ଚାହିଁଲେ ବେଡ୍‌ରୁମ୍‌କୁ ଆଇକ୍ୟାଚି କରିବା ଲାଗି ଏଭଳି ସିଲିଂ କରାଇପାରିବେ।
ଇନ୍‌ଡୋର୍‌ ପ୍ଲାଣ୍ଟ ଦ୍ୱାରା ସଜାନ୍ତୁ:-ଇନ୍‌ଡୋର ପ୍ଲାଣ୍ଟ ଲଗାଇ ରୁମ୍‌କୁ ସଜାଇବା ଦ୍ୱାରା, ଏହା ରୁମ୍‌ର ସୌନ୍ଦର୍ଯ୍ୟ ବଢ଼ାଇବା ସହ ସକାରାତ୍ମକ ଚିନ୍ତା ସୃଷ୍ଟି କରିବା ସହ ହୃଦୟକୁ ଶାନ୍ତି ପ୍ରଦାନ କରିଥାଏ। କାକ୍‌ଟସ୍‌, ମନି ପ୍ଳାଣ୍ଟ, ଆଗ୍ଲୋନିମା, ଲକି ବାମ୍ବୋ,ସ୍ନେକ୍‌ପ୍ଲାଣ୍ଟ, ଟେରାରିୟମ୍‌ ଆଦି ଇନ୍‌ଡୋର୍‌ ପ୍ଲାଣ୍ଟ ଆପଣଙ୍କ ବେଡ୍‌ରୁମ୍‌କୁ ଆଟ୍ରାକ୍‌ଟିଭ୍‌ ଲୁକ୍‌ ଦେବ। ଏ ସବୁ ପ୍ଲାଣ୍ଟ ଆପଣଙ୍କୁ ଫ୍ରେସ୍‌ ଅକ୍ସିଜେନ୍‌ ଦେବାରେ ସାହାଯ୍ୟ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପର୍କରେ ଦୂରତା ଆଣୁଛି କରୋନା ସଂକ୍ରମଣ: ଦାମ୍ପତ୍ୟ ଜୀବନ ବିପର୍ଯ୍ୟସ୍ତ

ଓ୍ବାଶିଂଟନ, ୨୩।୮: କରୋନା ମହାମାରୀ ସଂକ୍ରମଣ ଯୋଗୁ ଏବେ ଦାମ୍ପତ୍ୟ ଜୀବନ ବିପର୍ଯ୍ୟସ୍ତ ହେବାରେ ଲାଗିଛି। ଦମ୍ପତିମାନଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ରକ୍ଷା କରିବାକୁ ବିଶେଷଜ୍ଞମାନେ...

ଏମାନଙ୍କୁ ରସୁଣ ଖାଇବା ମନା

ଦୈନନ୍ଦିନ ରସୁଣ ଖାଇବା ସ୍ବାସ୍ଥ୍ୟ ପ୍ରତି ଅନେକ ସୁଫଳ ବା ଲାଭଦାୟକ ହୋଇଥାଏ। ରସୁଣ ଖାଇବା ଦ୍ୱାରା କ୍ୟାନ୍‌ସର, ରକ୍ତଚାପ, ମୁଖବ୍ରଣ ଆଦି ଅନେକ ରୋଗରୁ...

ଉଚ୍ଚ ରକ୍ତଚାପରେ ପୀଡ଼ିତ କି? ଭୁଲରେ ବି ଖାଆନ୍ତୁ ନାହିଁ ଏସବୁ..

ଆଜିକାଲି ମଧୁମେହ, ରକ୍ତଚାପ ଜନିତ ସମସ୍ୟା ସାଧାରଣ କଥା ପାଲଟିଲାଣି। ହେଲେ ଏହା ସ୍ବାସ୍ଥ୍ୟ ପ୍ରତି ହାନିକାରକ। ସାରା ଜୀବନ ଏହା ପିଛା ଛାଡ଼ି ନ...

ସ୍ବାସ୍ଥ୍ୟୋପକାରୀ କଖାରୁ ଫୁଲ

କଖାରୁ ଫୁଲରେ ଭିଟାମିନ୍‌ ବି-୯ ଅଧିକ ଥିବାରୁ ଏହା ଆମ ଶରୀର ପାଇଁ ବେଶ୍‌ ଉପଯୋଗୀ। ଏହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ, ଯାହା ଶରୀରକୁ...

ନିୟମିତ ଡାଳିମ୍ବ ଖାଇଲେ ହେବ ନାହିଁ ଏହି ଦୁଇ ମାରାତ୍ମକ ରୋଗ

ବର୍ତ୍ତମାନ ସମୟରେ ଅଧିକାଂଶ ଲୋକ ଜଙ୍କ୍‌ଫୁଡ୍‌ ତଥା ବାହାର ଖାଦ୍ୟ ଉପରେ ନିର୍ଭରଶୀଳ। ଫଳରେ ଏହା ଆମ ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ। ତେଣୁ ଉତ୍ତମ...

ସୁସ୍ଥ ରହିବା ଅନ୍ତରାଳେ…

ଆଜିକାଲିର ବ୍ୟସ୍ତମୟ ଜୀବନରେ ନିଜକୁ ସୁସ୍ଥ ରଖିବା ଅପରିହାର୍ଯ୍ୟ। ତେଣୁ ଆମକୁ କେତୋଟି ଦିଗ ପ୍ରତି ଯଥେଷ୍ଟ ଧ୍ୟାନ ଦେବା ଆବଶ୍ୟକ। ଜାଣନ୍ତୁ ସେ ସମ୍ପର୍କରେ.....

ଜୀବନରେ ଖୁସି ଚାହୁଁଛନ୍ତି କି? ମାନନ୍ତୁ ଚାଣକ୍ୟଙ୍କ ଏହି ୫ କଥା, ପାଖ ମାଡ଼ିବନି ଅସୁବିଧା…

ମଣିଷମାନଙ୍କ ପାଇଁ ସୁଖର ଅର୍ଥ ଶାରୀରିକ ସମ୍ବଳ ନୁହେଁ। ସୁଖର ପ୍ରକୃତ ଅର୍ଥ ହେଉଛି ଆତ୍ମସନ୍ତୋଷ ଏବଂ ଆତ୍ମା ସହ ଜଡିତ ବୋଲି ଚାଣକ୍ୟ କହିଛନ୍ତି।...

ଗ୍ୟାସ୍‌ଟ୍ରିକ୍‌ ସମସ୍ୟାରୁ ଦୂରେଇ ରହିବା ପାଇଁ ସକାଳେ ଏଥିରୁ ଅଧାଗ୍ଲାସେ…

ଥଣ୍ଡା କ୍ଷୀର ପିଇଲେ ବହୁ ସୁଫଳ ମିଳିଥାଏ। ଏହା ଦ୍ୱାରା ଗ୍ୟାସ୍‌ଟ୍ରିକ୍‌ ସମସ୍ୟା ଦୂର ହୁଏ। ସେହିପରି ମେଦବହୁଳ ରୋଗୀଙ୍କ ପାଇଁ ଏହା ମହୌଷଧୀ ଭଳି...

Advertisement


Archives

Model This Week