ଏହି ୫ ରାଶିର ଝିଅମାନେ ପୁଅଙ୍କୁ ନିଜପ୍ରତି କରିଥାନ୍ତି ଆକର୍ଷିତ

ରାଶି ଦ୍ୱାରା ମଣିଷର ଗୁଣ ଏବଂ ବିଘ୍ନତା ବିଷୟରେ ସବୁକିଛି ଜଣାପଡ଼ିଥାଏ। ପ୍ରତିଦିନର ରାଶିଫଳ ମାଧ୍ୟମରେ ଦିନଟି କିପରି ବିତିବ ତାହା ଜଣାପଡ଼ିଥାଏ। ଯାହା ଫଳରେ ରାଶିଫଳ ଦ୍ୱାରା ଜଣେ ବ୍ୟକ୍ତି ସତର୍କ ହୋଇପାରିବେ। ଏହିପରି ଭାରେ ରାଶିଫଳ ଦ୍ୱାରା ଜଣେ ବ୍ୟକ୍ତିର ବ୍ୟକ୍ତିତ୍ୱ ବିଷୟରେ ମଧ୍ୟ ଜଣାପଡ଼ିଥାଏ। ତେବେ ଜ୍ୟୋତିଷ ଶାସ୍ତ୍ରଙ୍କ ଅନୁସାରେ ୫ ରାଶିର ଝିଅମାନେ ପୁଅମାନଙ୍କୁ ନିଜପ୍ରତି ଆକର୍ଷିତ କରିବାରେ ବେଶ୍‌ ପାରଙ୍ଗମ। ସେମାନଙ୍କର ପ୍ରକୃତି ଏପରି ସେ ଅତି ସହୟରେ ସେମାନେ ପୁଅମାନଙ୍କୁ ନିଜପ୍ରତି ଆକର୍ଷିକ କରିପାରନ୍ତି। ଜାଣିବା ସେ ରାଶିଗୁଡିକ ବିଷୟରେ….

ସିଂହ ରାଶି: ଏହି ରାଶିର ଝିଅମାନେ ଦେଖିବାକୁ ବହୁତ ସୁନ୍ଦର ଏବଂ ଆକର୍ଷଣୀୟ। ସେମାନେ ଚୁଲ୍‌ବୁଲି ସ୍ବଭାବର ହୋଇଥାନ୍ତି। ତେଣୁ ସେମାନେ ଅତି ସୟଜରେ ପୁଅମାନଙ୍କୁ ନିଜପ୍ରତି ଆକର୍ଷିତ କରିପାରନ୍ତି। ଏହି ରାଶିର ଝିଅମାନେ ସବୁ କ୍ଷେତ୍ରରେ ଦକ୍ଷ ହୋଇଥାନ୍ତି ଏବଂ ପରିବାରକୁ ଏକାସଙ୍ଗରେ ନେଇ ଚାଲିଥାନ୍ତି।
ବୃଷ, ତୁଳା: ଏହି ରାଶିର ଝିଅମାନେ ବହୁତ ଭଦ୍ର ଏବଂ ଗୁଣବାନ ହୋଇଥାନ୍ତି। ନିଜର କଳା ଏବଂ ଭଲ ଗୁୁଣ ଦ୍ୱାରା ଅନ୍ୟମାନଙ୍କୁ ସେମାନେ ପ୍ରଭାବିତ କରିଥାନ୍ତି। ଏହି ଝିଅମାନେ ସବୁ କାମରେ ଦକ୍ଷ ଏବଂ ଦେଖିବାକୁ ବହୁତ ସୁନ୍ଦର ମଧ୍ୟ। ଏମାନଙ୍କ ଗୁଣ ଏବଂ ସୌନ୍ଦର୍ଯ୍ୟ ଦେଖି ଲୋକମାନେ ସହଜରେ ପ୍ରଭାବିତ ହୋଇଥାନ୍ତି।
ମିଥୁନ, ବିଛା: ଏହି ରାଶିର ଝିଅମାନେ ସବୁକ୍ଷେତ୍ରରେ ଧୂର୍ତ୍ତ। ଘର ହେଉ ଅବା ଅଫିସ ସବୁ କାମକୁ ଏମାନେ ବହୁତ ଭଲଭାବେ ତୁଲାଇଥାନ୍ତି। ଏମାନଙ୍କର କଥା କହିବାର ଶୈଳୀ ସବୁଠାରୁ ନିଆରା। ଏହି ରାଶିର ଝିଅମାନେ ଦେଖିବାକୁ ବହୁତ ସୁନ୍ଦରୀ ଏବଂ ଭଲ ବ୍ୟକ୍ତିତ୍ୱର ହୋଇଥାନ୍ତି। ଏହାକୁ ଦେଖି ଅନ୍ୟମାନେ ତାଙ୍କପ୍ରତି ପ୍ରଭାବିତ ହୋଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରାଦ୍ଧ କାର୍ଯ୍ୟରେ ଯୋଗ ଦେଇ ଘରକୁ ଫେରୁଥିଲେ, ବାଟରେ ମହିଳାଙ୍କ ବେକରୁ ସୁନାଚେନ୍‌ ଝାମ୍ପି ନେଲେ…

ବରଗଡ଼,୧୧।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥରେ ଲୁଟେରାମାନେ ସକ୍ରିୟ ହୋଇ ପଡିଛନ୍ତି। ଗୁରୁବାର ଏହି ରାଜପଥର କଳାପାଣି ଛକଠାରୁ…

ପୂର୍ବରୁ ଛକି ବସିଥିଲା ସିବିଆଇ, ଲାଞ୍ଚ ନେଉଥିବାବେଳେ ଏମସିଏଲ ସିକ୍ୟୁରିଟି ଇନ୍ସପେକ୍ଟରଙ୍କ ଉପରେ ହଠାତ୍‌ ହେଲା ଚଢ଼ାଉ

ଝାରସୁଗୁଡା,୧୧।୬(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ଜିଲା ବ୍ରଜରାଜନଗର ସ୍ଥିତ ଏମସିଏଲ ଓରିଏଣ୍ଟ ଏରିଆରେ ଗୁରୁବାର ଅପରାହ୍ନରେ ସିବିଆଇ ରେଡ୍‌ ଦେଖିବାକୁ ମିଳିଛି। ଡ୍ୟୁଟି ଆଲର୍ଟ କରିବା ନାଁରେ…

ଟ୍ରାକ୍ଟର ଚାପାରେ ଶ୍ରମିକ ମୃତ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

କୋକସରା,୧୧।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ସିଉନୀ-ପାତ୍ରବସା ରାସ୍ତାରେ ଟ୍ରାକ୍ଟର ଟ୍ରଲି ତଳେ ଚାପି ହୋଇ ଗୁରୁତର ହୋଇଥିବା ଜଣେ…

Extremely Severe Alert: ଆପଣଙ୍କ ଫୋନରେ ଖୁବ ଜୋରରେ ଶବ୍ଦ ସହ ଆସିଥିଲା କି ଆଲର୍ଟ? ଜାଣନ୍ତୁ ଏହାର ଅର୍ଥ କ’ଣ

ନୂଆଦିଲ୍ଲୀ,୧୧।୬; ଯଦି ଆପଣଙ୍କ ମୋବାଇଲ ସ୍କ୍ରିନରେ ହଠାତ ‘ଅତ୍ୟନ୍ତ ଗମ୍ଭୀର ସତର୍କତା’ ଲେଖାଥିବା ଏକ ପପ-ଅପ ମେସେଜ ଝଲସି ଉଠେ, ଏବଂ ତା ସହିତ ଏକ ଜୋରରେ…

ଅବୁଜବାହାଲ ପଥର କ୍ୱାରୀରୁ ସସ୍‌ପେନସନ ଆଦେଶ ପ୍ରତ୍ୟାହାର କଲା ଖଣିବିଭାଗ, ରଖିଲା ଏମିତି ସର୍ତ୍ତ

କର୍ଲାମୁଣ୍ଡା, ୧୧।୬(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଞ୍ଚାୟତର ଅବୁଜବାହାଲଠାରେ ଥିବା ପଥର କ୍ୱାରୀ -୨ ଉପରେ ଖଣି ବିଭାଗ ଗତ ତା…

ଘୋଷଣା ହେଲା ୨୦୨୭ ICC ବିଶ୍ୱକପ ତାରିଖ! ଅକ୍ଟୋବର ୪ରୁ ମହାଲଢ଼େଇ, ଜାଣନ୍ତୁ କେବେ, କେଉଁଠି ଖେଳାଯିବ ଫାଇନାଲ

ନୂଆଦିଲ୍ଲୀ,୧୧।୬: ଆସନ୍ତା ବର୍ଷ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଏବଂ ନାମ୍ବିଆରେ ଆୟୋଜିତ ହେବାକୁ ଥିବା ୫୦-ଓଭର ବିଶ୍ୱକପକୁ ନେଇ ଏକ ବଡ଼ ଅପଡେଟ ସାମ୍ନାକୁ ଆସିଛି। ରିପୋର୍ଟ…

ଅବସର ନେବେ ଅକ୍ଷୟ କୁମାର!

ମୁମ୍ବାଇ: ଅକ୍ଷୟ କୁମାରଙ୍କ ଫିଲ୍ମ ‘ୱେଲକମ ଟୁ ଦି ଜଙ୍ଗଲ’ର ଟ୍ରେଲର ରିଲିଜ ହୋଇଛି ଏବଂ ଦର୍ଶକଙ୍କଠାରୁ ଏକ ଚମତ୍କାର ପ୍ରତିକ୍ରିୟା ପାଉଛନ୍ତି; ଅକ୍ଷୟଙ୍କ ପ୍ରଶଂସକମାନେ ଏହାକୁ…

ରଜ ଖୁସିକୁ ଦ୍ୱିଗୁଣିତ କଲେ ଆଇପିଓ ଆକର୍ଷ ରଞ୍ଜନ; ବାଳାଶ୍ରମ ଶିଶୁଙ୍କୁ ମଲକୁ ନେଇ ନୂଆ ପୋଷାକ କିଣାଇଲେ…

ପାରଳାଖେମୁଣ୍ଡି(ଗିରିଧାରୀ ପରିଛା): ୧୧।୬: ରଜ ପର୍ବର ଆଗମନ ସହ ଉତ୍ସବମୁଖର ପରିବେଶ ମଧ୍ୟରେ ଉତ୍କଳ ବାଳାଶ୍ରମର ଶିଶୁମାନଙ୍କ ପାଇଁ ଏକ ସ୍ମରଣୀୟ ଦିନ ସୃଷ୍ଟି କରିଛନ୍ତି ଆଇପିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri