Posted inVideo

ଭୂତ ପ୍ରେତଙ୍କ ଗାଁ କୁଲଧାରା | Ghost Village Kuldhara

Featured Video Play Icon

ରହସ୍ୟର ଗାଁ କୁଲଧରା। ଯେଉଁ ଗାଁରେ, ଘର ଅଛି ହେଲେ ନାହାନ୍ତି ମଣିଷ। କୁହାଯାଏ, ଏହି ଗାଁରେ ରାତି ହେଲେ ଏକ ଭିନ୍ନ ପ୍ରକାରର ଶବ୍ଦ ଶୁଣାଯାଏ। ଦୀର୍ଘ ବର୍ଷ ପରେ ମଧ୍ୟ ଘର ଗୁଡିକ ଆଜି ବି ଠିକ ସେମିତି ସୁରକ୍ଷିତ ରହିଛି। ଦେଖନ୍ତୁ କେଉଁ କାରଣ ପାଇଁ ଗାଁଟି ଜନଶୂନ୍ୟ ହୋଇଯାଇଛି ? କ’ଣ ରହିଛି ଏହା ପଛର ରହସ୍ୟ?

 

 

 


Enter your email to get our daily news in your inbox.

All Right Reserved By Dharitri.Com

Posted inVideo View All

Featured Video Play Icon

ବିଶ୍ବନିୟନ୍ତାଙ୍କ ଘୋଷଯାତ୍ରା | Rath Yatra 2020

ଶ୍ରୀକ୍ଷେତ୍ରରେ ଭକ୍ତିମୟ ପରିବେଶ। କଟକଣା ଯୁକ୍ତ ରଥଯାତ୍ରା ପାଇଁ ସୁପ୍ରିମକୋର୍ଟ ଅନୁମତି ପରେ ଚଳଚଞ୍ଚଳ ବଡଦାଣ୍ଡ। ରଥରେ ମହାପ୍ରଭୁଙ୍କୁ ଦେଖି ସମସ୍ତେ ଆମୋଦିତ। ବିଶ୍ବନିଅନ୍ତାଙ୍କ ଘୋଷଯାତ୍ରା...

Featured Video Play Icon

ଜୋରସୋରରେ ଚାଲିଛି କାମ

ଓଡ଼ିଶାରେ ଟିକା ନିର୍ମାଣ କାର୍ଯ୍ୟ ପାଇଁ ଯୋରଦାର କାର୍ଯ୍ୟ ଚାଲିଛି । ପାଖାପାଖି ୨୫୦ ରୁ ଅଧିକ ଶ୍ରମିକ ଏଠାରେ କାର୍ଯ୍ୟରେ ଲିପ୍ତ ରହିଛନ୍ତି ।...

Featured Video Play Icon

ନୂଆ ରୂପରେ କରୋନା

କରୋନା ଭ୍ୟାକସିନ କେବେ ଦିଆଯିବ ତାକୁ ନେଇ ସାରା ବିଶ୍ୱ ଏବେ ଦିନ ଗଣୁଥିବା ବେଳେ କରୋନା ବଦଳାଇଛି ତା ରୂପ । ଏବେ ବ୍ରିଟେନର...

Featured Video Play Icon

ବଦଳିଲା ମୂଳ କମ୍ପାନୀ ନାଁ | META

ଫେସବୁକ୍ ନିଜ ମୂଳ କମ୍ପାନୀର ନାମ ବଦଳାଇଛି । ଫେସବୁକ୍‌ର ମୂଳ କମ୍ପାନୀର ନାଁ ରହିବ ମେଟା । ଫେସବୁକ୍ ଏକକ ଶୋସିଆଲ୍ ମିଡିଆରୁ ମେଟାଭର୍ସ...

Featured Video Play Icon

I comply with the rules lockdown । ମୁଁ ବି ଲକଡାଉନ ନିୟମ ମାନୁଛି

After the government’s implementation of a complete 21-day lockdown, Ollywood superstar Babushan pledges to comply with the rules of...

Featured Video Play Icon

ବାବୁ ମହଲ: ଦାନ୍ତ ବିନ୍ଧା | Babu Mahal #32 ‘Danta Bindha’

ଆଜିକାଲି ଦାନ୍ତ ବିନ୍ଧା ଏକ ବଡ଼ ସମସ୍ୟା। ଖରାପ ଖାଦ୍ୟ ପଦାର୍ଥ ହଉ କି ଭଲରେ ଦାନ୍ତକୁ ସଫା ନ ରଖିବା କାରଣରୁ ବିଭିନ୍ନ ପ୍ରକାରର...

Featured Video Play Icon

ସ୍ଥଗିତ ରଥଯାତ୍ରାର ଇତିହାସ

ଚଳିତ ବର୍ଷ ବଡଦାଣ୍ଡରେ ଗଡିବନି ରଥ । ଏ ବର୍ଷ ପୁରୀ ରଥଯାତ୍ରାକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ତେବେ ଯଦି ଆମେ...

Featured Video Play Icon

ମହିଳାଙ୍କୁ ମାଡି ବସିଲେ ପୋଲିସ ବାବୁ

ଉତ୍ତରପ୍ରଦେଶ ଦେହାତ ପୋଲିସର ଏକ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି । ଭିଡ଼ିଓରେ ଦେଖିବାକୁ ମିଳୁଛି ଯେ ଜଣେ ପୋଲିସ କର୍ମଚାରୀ...

Advertisement
Archives

Model This Week