ବର୍ଷାକୁ ଖାତିର୍‌ ନ କରି ପାଳନ କଲେ ଗାନ୍ଧୀଜୟନ୍ତୀ

ନିରାକାରପୁର, ୨।୧୦((ମାନସ ଚନ୍ଦ୍ର ପଟ୍ଟନାୟକ ): ଖୋର୍ଦ୍ଧା ଜିଲା ନିରାକାରପୁର ପଞ୍ଚାୟତ ନିରାକାରପୁର ସାହି ଠାରେ ଗାନ୍ଧୀଜୟନ୍ତୀ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଗାନ୍ଧୀ ଜୟନ୍ତୀରେ ଗାନ୍ଧୀଶାନ୍ତି ପ୍ରତିଷ୍ଠାନର ସଭାପତି ଡ. ପୂର୍ଣଚନ୍ଦ୍ର ଦାଶଙ୍କ ସହିତ ଅନୁଷ୍ଠାନର ସଭ୍ୟ ଅଧ୍ୟାପକ ଶ୍ୟାମ ସୁନ୍ଦର ପଟ୍ଟନାୟକ, ସମାଜିକ କର୍ମୀ ପ୍ରସାଦ ଦାସ, ଖବରଦାତା ମାନସ କୁମାର ପଟ୍ଟନାୟକ, ହିମାଂଶୁ ଭୂଷଣ ଚମ୍ପତ୍ତିରାୟ, ଲଛମନ ନାୟକଏବଂ ବୈନ୍ତେୟ ନାରାୟଣ ଦାଶ, ଶୁଭମ ପଣ୍ଡା, ପଦିଆ କାଣ୍ଡି, ରବୀନ୍ଦ୍ର କାଣ୍ଡି, ପବିତ୍ର କାଣ୍ଡି, ନାଗେଶ୍ୱରୀ ପ୍ରଧାନ, ମାମି ସାହୁ, ସୁରେଖା ଦାଶ, ତେଜସ୍ବିନୀ ଦାଶ, ଇନ୍ଦିରା ପ୍ରିୟଦର୍ଶିନୀ, ଋତୁପର୍ଣ୍ଣା ପାଢ଼ୀ, ସାଇ ଶ୍ରୀ ଅନୁରାଗ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ। ଇନ୍ଦିରା ପ୍ରିୟଦର୍ଶିନୀ ଗାନ୍ଧୀଙ୍କର ପ୍ରିୟ ଭଜନ ବୈଷ୍ଣବ ଜନ ତେନୋ କହିୟୋ ଏବଂ ରାମ ଧୂନ ଗାନ କରିଥିଲେ । ବର୍ତ୍ତମାନ ସମୟରେ ଗାନ୍ଧୀବିଚାରର ପ୍ରାସଙ୍ଗିକତା ଉପରେ ଆଲୋଚନା କରାଯାଇଥିଲା । ବର୍ଷା ଲାଗି ରହିଥିଲେ ମଧ୍ୟ ଗାନ୍ଧୀ ବାଦୀମାନେ ଉତ୍ସାହର ସହ ଗାନ୍ଧୀ ଜୟନ୍ତୀ ପାଳନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପଦ ଛାଡିବା ପରେ କ’ଣ ସବୁ ସରକାରୀ ସୁବିଧା ପାଇବେ ମମତା, ଜାଣନ୍ତୁ କେତେ ମିଳିବ ପେନସନ

କୋଲକାତା,୫।୫: ମମତା ବାନାର୍ଜୀ ନିର୍ବାଚନରେ ହାରିଯାଇଛନ୍ତି। ତାଙ୍କର ଭବାନୀପୁର ଆସନ ସହିତ, ସେ ତାଙ୍କର ମୁଖ୍ୟମନ୍ତ୍ରୀ ପଦ ମଧ୍ୟ ହରାଇଛନ୍ତି। ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ଶାସନର ୧୫…

ଖେଳାଳିଙ୍କ ଗର୍ଲଫ୍ରେଣ୍ଡ ପାଇଁ ବିସିସିଆଇ ଆଣିବ କଡ଼ା ଗାଇଡ୍‌ଲାଇନ

ମୁମ୍ୱାଇ,୫ା୫: ଚଳିତ ଆଇପିଏଲ୍‌ରେ କିଛି ନିର୍ଦ୍ଦିଷ୍ଟ ଖେଳାଳି ସେମାନଙ୍କ ଗର୍ଲଫ୍ରେଣ୍ଡ ସହ ସର୍ୱସାଧାରଣରେ ନଜର ଆସିବା ଘଟଣା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)କୁ କ୍ଷୁବ୍ଧ କରିଛି।…

ଚତୁର୍ଥୀ ରାତିରେ ସ୍ବାମୀଙ୍କୁ ଏମିତି କହିଦେଲେ ସ୍ତ୍ରୀ: ପରଦିନ ଦିନ ସକାଳୁ ଘଟିଲା…

ପାଟନା,୫।୫: ବିହାରର ବୈଶାଳୀ ଜିଲାରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଏକ ଫିଲ୍ମ ସ୍କ୍ରିପ୍ଟ ପରି ଲାଗୁଥାଇପାରେ କିନ୍ତୁ ବାସ୍ତବରେ ଏହା ଏକ ପରିବାରର…

୨୦୧୪ରେ କେତୋଟି ରାଜ୍ୟରେ କ୍ଷମତାରେ ଥିଲା ଭାଜପା, ଦେଶରେ କିପରି କଲା ପ୍ରାଧାନ୍ୟ ବିସ୍ତାର? ଜାଣନ୍ତୁ ମୋଦିଙ୍କ ସିକ୍ରେଟ୍‌ ପ୍ଲାନ୍‌

ନୂଆଦିଲ୍ଲୀ,୫।୫: ପଶ୍ଚିମବଙ୍ଗ, ଆସାମ, ତାମିଲନାଡୁ, କେରଳ ଏବଂ କେନ୍ଦ୍ରଶାସିତ ପ୍ରଦେଶ ପୁଡୁଚେରୀର ୨୦୨୬ ନିର୍ବାଚନ ଫଳାଫଳ ଭାରତୀୟ ରାଜନୀତିର ପରିବର୍ତ୍ତିତ ଦୃଶ୍ୟପଟକୁ ପ୍ରକାଶ କରେ। ଏହି ଫଳାଫଳଗୁଡ଼ିକ…

ହୁମାଙ୍କ ବାଜିବ ସାହାନାଇ: ବୟଫ୍ରେଣ୍ଡଙ୍କ ସହ ରଚିବେ ବିବାହ

ହାତକୁ ଦି’ ହାତ ହେବାକୁ ଯାଉଛନ୍ତି ବଲିଉଡ ଅଭିନେତ୍ରୀ ହୁମା କୁରେଶୀ। ବିବାହକୁ ନେଇ ନେଇ ଚାଲିଥିବା ଗୁଜବ ଶେଷରେ ସତ ହୋଇଛି। ନିକଟରେ ହୁମା ତାଙ୍କ…

ହୃଦୟବିଦାରକ ଘଟଣା; ଅଟୋରେ ନେଇ ଦୁଇ ଭଉଣୀଙ୍କୁ ଗଣବଳାତ୍କାର, ପୀଡିତାଙ୍କୁ ଟ୍ରେନରେ ଚଢ଼ାଇ ଅଭିଯୁକ୍ତ ଫେରାର

ଲକ୍ଷ୍ନୌ,୫।୫: ମଥୁରାରେ ଦୁଇ ନାବାଳିକା ଭଉଣୀଙ୍କ ସହ ଗଣଦୁଷ୍କର୍ମର ଏକ ମାମଲା ସାମ୍ନାକୁ ଆସିଛି। ଦୁଇ ଭଉଣୀ ବୃନ୍ଦାବନର ଏକ ଆଶ୍ରମକୁ ଖାଇବା ପାଇଁ ଯାଇଥିଲେ, ଯେଉଁଠାରେ…

ରାଜପଥରେ ଟ୍ରକକୁ ପିଟିଲା ହାଇୱା   ହେଲପର ମୃତ, ଡ୍ରାଇଭର ଗୁରୁତର

 ବାଲେଶ୍ୱର,୫।୫(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ୧୬ ନଂ ଜାତୀୟ ରାଜପଥ ରୂପସା ଥାନା ଅନ୍ତର୍ଗତ ଯୁକନଣ୍ଡି ଛକ ନିକଟରେ ମଙ୍ଗଳବାର ଏକ ମର୍ମଦୁନ୍ତ ସଡ଼କ  ଦୁର୍ଘଟଣା ଘଟିଛି…

ଥାଲାପତି ବିଜୟଙ୍କ ପତ୍ନୀ କିଏ? ଅଭିନେତାଙ୍କ ହାତ ଧରିବା ପାଇଁ ଲଣ୍ଡନରୁ ଆସିଥିଲେ ‘ପ୍ରଶଂସକ’

ଚେନ୍ନାଇ,୫।୫: ‘ଥାଲାପତି’ ନାମରେ ପ୍ରସିଦ୍ଧ ତାମିଲ ସୁପରଷ୍ଟାର ଜୋସେଫ ବିଜୟ ଏବେ ତାଙ୍କର ତିନି ଦଶନ୍ଧିର ଫିଲ୍ମ କ୍ୟାରିୟରରୁ ରାଜନୀତିରେ ଧ୍ୟାନ ଦେବାକୁ ଯାଉଛନ୍ତି। 2024 ମସିହାରେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri