Posted inଫୁରସତ

ବିବାହ ମଣ୍ଡପରେ ବନ୍ଧୁ କଲେ ଏମିତି, ଭିଡିଓ ଦେଖିଲେ…

ଦୁଃଖ ହେଉ କି ସୁଖ ସବୁ ପରିସ୍ଥିତିରେ ବନ୍ଧୁଟିଏ ବନ୍ଧୁ ପାଖରେ ଠିଆ ହୋଇଥାଏ। ଯେଉଁଠି ସାଙ୍ଗମାନେ ଏକାଠି ହୁଅନ୍ତି ସେଠି ହସଖୁସି, ଥଟ୍ଟାମଜାର ଆସର ଜମେ। ଏସବୁ ଖୁସି ଦ୍ୱିଗୁଣିତ ହୋଇଥାଏ ଜଣେ ବନ୍ଧୁର ବିବାହ ଉତ୍ସବରେ।

ଇନଷ୍ଟାଗ୍ରାମ ବ୍ରାଇଡ ସ୍ପେଶିଆଲରେ ଶେୟାର ହୋଇଥିବା ଏକ ଭିଡିଓରେ ବର ଏବଂ କନ୍ୟା ଧଳା ଫୋମ୍‌ ସ୍ପ୍ରେରେ ଆବୃତ ହୋଇ ବିବାହମଣ୍ଡପରେ ବସିଥିବାର ଦେଖାଯାଇଛି। ବାସ୍ତବରେ ବରଙ୍କ ସାଙ୍ଗମାନେ ଥଟ୍ଟାରେ ଏପରି ସୀମା ଅତିକ୍ରମ କଲେ ଯେ, ବର ନିଜକୁ ନିୟନ୍ତ୍ରଣ କରିବାରେ ଦ୍ୱନ୍ଦ୍ୱରେ ପଡ଼ିଥିଲେ।

ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଥଟ୍ଟା ଏବଂ ମଜା ମଧ୍ୟରେ ସେ ଏହାକୁ ଭୁଲିଗଲେ। କାରଣ ତାଙ୍କର କାର୍ଯ୍ୟ ସମସ୍ତଙ୍କ ଆଗରେ ବରଙ୍କୁ ଲଜ୍ଜିତ କରୁଛି। ମଞ୍ଚ ଉପରେ ବସିଥିବା ବର ଏବଂ ସାଙ୍ଗମାନଙ୍କ ସହିତ ସାଙ୍ଗମାନେ ମଜା ନାମରେ ସେମାନଙ୍କ ଉପରେ ଧଳା ଫୋମ୍‌ ସ୍ପ୍ରେ କରିଥିଲେ।  ବରଫ ଆବରଣ ପରି ଦୃଶ୍ୟମାନ ହୋଇଥିଲା। ଏହା ଦେଖି ଉପସ୍ଥିତ ଅତିଥିମାନେ ହସିବାରେ ଲାଗିଥିଲେ। କିନ୍ତୁ ବିଚରା ବରକନ୍ୟା ଚୁପ୍‌ଚାପ୍‌ ମଣ୍ଡପରେ ବସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡ୍ରୋନ୍‌ ଲାଗିଥିବା ଛତା: ମୁଣ୍ଡ ଯୁଆଡ଼େ ଛତା ଯିବ ସିଆଡ଼େ

ଖରା, ବର୍ଷାର ଭରସା ଛତା। ହେଲେ ବେଶି ସମୟ ଏହାକୁ ଧରିଲେ ହାତ କାଟିଥାଏ। ଏବେ ଏହି ସମସ୍ୟା ଆଉ ରହିବନି। କାରଣ ଆସିଯାଇଛି ଏମିତି...

୨୧ ବର୍ଷୀୟ ଏହି ଯୁବତୀଙ୍କ ଏବେ ‘ଗଜନୀ’ ଭଳି ଅବସ୍ଥା: ପରିବାରଠାରୁ ଆରମ୍ଭ କରି ପ୍ରେମିକାଙ୍କୁ ଯାଉଛନ୍ତି ଭୁଲି, ଏଣୁ…

ଲଣ୍ଡନ: ଯଦି ଆପଣ ଆମିର ଖାନ୍‌ ଅଭିନୀତ ‘ଗଜନୀ’ ଫିଲ୍ମ ଦେଖିଥିବେ, ତେବେ ତାଙ୍କର ଭୂମିକା କିଭଳି ଥିଲା ମନେଥିବ ନିଶ୍ଚୟ। ଫିଲ୍ମରେ ଅଭିନେତା ଶର୍ଟ...

ଘର କବାଟ ଖୋଲିବା ପରେ ହଠାତ୍‌ ଏମିତି ଦୃଶ୍ୟ ଦେଖିଲେ ମହିଳା, ଜାଣିଲେ…

ଥରେ ଭାବିଲେ ଆପଣ ହଠାତ୍‌ ଘର କବାଟ ଖୋଲୁ ଖୋଲୁ ବାହାରେ ଏକ ଅଜବ ଦୃଶ୍ୟ ଦେଖିବେ। ସେତେବେଳେ ଅବସ୍ଥା କ’ଣ ହେବ କହିଲେ। ଠିକ୍‌...

ଫୁଲ୍‌ ଫେସ୍‌ ୟୁଭି ସନ୍‌ଗ୍ଲାସ୍‌

ଓଭର୍‌ସାଇଜ୍‌ଡ ସନ୍‌ଗ୍ଲାସ୍‌ ବେଶ୍‌ ଫ୍ୟାଶନେବୁଲ୍‌ ଲାଗେ। ତେବେ ZGHYBD ନାମକ ଏକ ଜାପାନୀ କମ୍ପାନୀ ସନ୍‌ଗ୍ଲାସ୍‌ ଫ୍ୟାଶନରେ ଏକ ନୂଆ ଟ୍ରେଣ୍ଡ ଆରମ୍ଭ କରିଛି। ଆଉ...

ମଞ୍ଚ ଚଢ଼ିବାକୁ ଡରୁଥିବା ଅଭିନେତ୍ରୀ

ଅମାଣ୍ଡା ମିସେଲ ସୈଫ୍ରିଡ୍‌। ସେ ମଞ୍ଚ ଚଢ଼ିବାକୁ ଡରନ୍ତି। ତା’ର କାରଣ ତାଙ୍କ ଭିତରେ ମଞ୍ଚ ଚଢ଼ିବାକୁ ନେଇ ଭୟ ରହିଛି। ମନ ଭିତରେ ସବୁବେଳେ...

ମହିଳାଙ୍କୁ ଆକ୍ରମଣ କରି ତଳେ ପକାଇଲେ ଗୋରୁ, ଭିଡିଓ ଭାଇରାଲ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ବିବାହ ପୋଷାକରେ ୨୩ ଦେଶ ବୁଲିଲେ ନବଦମ୍ପତି

ଓ୍ବାଶିଂଟନ୍‌: ଆମେରିକାର ନ୍ୟୁଜର୍ସିରେ ରହୁଥିବା କପଲ ନିକ୍‌ ଅଷ୍ଟ ଏବଂ ଜୋନ ନେ ଦୁହେଁ ଦୁହିଁଙ୍କୁ ଡେଟ୍‌ ସମୟରେ ବିବାହକୁ ଖାସ୍‌ କରିବା ନେଇ ଶପଥ...

ସ୍କୁଟି ଉପରେ ଷ୍ଟାଇଲ୍‌ ମାରୁଥିଲେ ଯୁବକ, ପରେ ଯାହା ହେଲା ଦେଖିଲେ…

ଆଜିକାଲିର ଯୁବକମାନେ କିଛି ଅଲଗା କରିବାକୁ ଆଗ୍ରହୀ। ଏଥିପାଇଁ ସେମାନେ ଗୋଟିଏ ପରେ ଗୋଟିଏ କୌଶଳ ଆପଣାଇଥାନ୍ତି। ହେଲେ ଅନେକ ଥର ଷ୍ଟାଇଲ୍‌ ମାରିବାକୁ ଯାଇ...

Advertisement
Archives

Model This Week