୧୦ ଦିନ ପରେ କୋଇଲା ଖଣିରୁ ମିଳିଲା ୧୪ ଶ୍ରମିକଙ୍କ ମୃତଦେହ

ବେଜିଂ,୬।୩: ଚାଇନାରେ ଭୁଶୁଡ଼ି ପଡ଼ିଥିବା ଏକ କୋଇଲା ଖଣିରେ ୧୪ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଫେବୃୟାରୀ ୨୫ରେ ଗୁଇଝୋଉ ପ୍ରଦେଶର ସାନ୍‌ହେ ଶୁନଜୁନ୍‌ କୋଇଲା ଖଣି ଭୁଶୁଡ଼ି ପଡ଼ିବାରୁ ବହୁସଂଖ୍ୟାରେ ଶ୍ରମିକ ଏଥିରେ ଫସି ରହିଥିଲେ। ୧୦ ଦିନ ହେଲା ଚାଲିଥିବା ଉଦ୍ଧାର କାର୍ଯ୍ୟ ରବିବାର ଶେଷ ହୋଇଛି। ଇତିମଧ୍ୟରେ ୧୪ ଜଣ ଶ୍ରମିକଙ୍କ ମୃତଦେହ ମିଳିଛି। ଖଣିର ଛାତ ପ୍ରବେଶ ପଥଠାରୁ ୩ କି.ମି ପର୍ଯ୍ୟନ୍ତ ଭୁଶୁଡ଼ି ପଡ଼ିଥିଲା। ଫଳରେ ଊଦ୍ଧାରକାର୍ଯ୍ୟ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘୩୧ରେ ବ୍ରେକ୍‌ଜିଟ୍‌ ପାଇଁ ପ୍ରସ୍ତୁତ’

ଲଣ୍ଡନ,୩ା୧୦(ପି.ଟି.): ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ ନୂଆ ବ୍ରେକ୍‌ଜିଟ ଯୋଜନା ଆଣିବା ପୂର୍ବରୁ ୟୁରୋପୀୟ ସଂଘ (ଇୟୁ) ସହ ବୁଝାମଣା ପାଇଁ ଅନୁରୋଧ କରିଛନ୍ତି। ଏହାସହ...

ସୈନ୍ୟଙ୍କ ପ୍ରତ୍ୟାବର୍ତ୍ତନ ଦୁର୍ବଳ ମାନସିକତାର ପରିଚୟ, ଅସ୍ତ୍ରଶସ୍ତ୍ର ଫେରାଇ ଆଣିବାକୁ କହିଲେ ଟ୍ରମ୍ପ୍‌…

ଓ୍ବାଶିଂଟନ,୩୧।୮: ଆଫଗାନିସ୍ତାନରୁ ଆମେରିକା ସୈନ୍ୟବାହିନୀ ସ୍ବଦେଶ ବାହୁଡ଼ିଛନ୍ତି। ଏବେ ଏହାକୁ ନେଇ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ନକାରାତ୍ମକ ମନ୍ତବ୍ୟ ଦେଇଛନ୍ତି। ସେ ରାଷ୍ଟ୍ରପତି ଜୋ...

ନିର୍ଣ୍ଣାୟକ ମୋଡ଼ରେ ଆଣବିକ ଚୁକ୍ତି

ଓ୍ବାଶିଂଟନ/ତେହରାନ,୨୫ା୮: ୨୦୧୫ ଇରାନ ଆଣବିକ ଚୁକ୍ତିର ପୁନଃ ପ୍ରଚଳନ ପାଇଁ ତେହରାନ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବ ଉପରେ ଆଗକୁ ବଢ଼ିବା ନିମନ୍ତେ ଚଳିତ ସପ୍ତାହରେ ଆମେରିକା...

ଟାର୍ଗେଟରେ ପୁଟିନ୍‌ଙ୍କ ପରିବାର

ଓ୍ବାଶିଂଟନ୍‌, ୭ା୪: ୟୁକ୍ରେନ୍‌ରେ ଯୁଦ୍ଧ ଅପରାଧ ଏବଂ ବୁଚା ଗଣହତ୍ୟା ପାଇଁ ରୁଷିଆକୁ ଦାୟୀ କରି ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଦୁଇ ଝିଅ ଓ ରୁଷୀୟ...

ୟେମେନରେ ଜାତିସଂଘ ମିଶନର ମୁଖ୍ୟ ଅଭିଜିତ୍‌ ଗୁହା

ଜାତିସଂଘ,୧୪ା୯(ପି.ଟି.): ୟେମେନରେ ଜାତିସଂଘ ମିଶନର ମୁଖ୍ୟ ଭାବେ ଅବସରପ୍ରାପ୍ତ ଭାରତୀୟ ସେନା ଅଧିକାରୀ ଲ୍ୟୁଟନାଣ୍ଟ ଜେନେରାଲ ଅଭିଜିତ୍‌ ଗୁହାଙ୍କୁ ଦାୟିତ୍ୱ ମିଳିଛି। ଜାତିସଂଘ ମହାସଚିବ ଆଣ୍ଟୋନିଓ...

ଯେଉଁ ଅଫିସ୍‌ରେ ସୁଇପର ଥିଲେ ଏହି ମହିଳା, ଏବେ ସମ୍ଭାଳିବେ ସେହି ଅଫିସ୍‌ର ଚୌକି

ମସ୍କୋ,୧ା୧୦: କରୋନା ସମୟରେ ଆମ ଦେଶର ବିହାର ବିଧାନସଭା ନିର୍ବାଚନକୁ ନେଇ ଜୋର୍‌ଦାର ଚର୍ଚ୍ଚା ହେଉଛି। ସେହିପରି ରୁଷିଆରେ ମଧ୍ୟ ଏକ ନିର୍ବାଚନ ଅନୁଷ୍ଠିତ ହୋଇଛି,...

ରୁଷିଆ ପାଇଁ ବନ୍ଦ ଜର୍ମାନୀର ଆକାଶ ମାର୍ଗ

ବର୍ଲିନ,୨୭ ।୨: ଯୁଦ୍ଧର ନିଆଁରେ ଜଳୁଛି ୟୁକ୍ରେନ୍ । ରୁଷିଆର ଆକ୍ରମଣରେ ବେଳକୁ ବେଳ ଧ୍ୱଂସ ହୋଇ ଚାଲିଛି ୟୁକ୍ରେନ୍ । ସମୟକ୍ରମେ ସ୍ଥିତି ଅଣାୟତ...

କାବୁଲ ମସ୍‌ଜିଦରେ ବିସ୍ଫୋରଣ: ୧୦ ମୃତ

କାବୁଲ,୩୦।୪: ଆଫଗାନିସ୍ତାନ ରାଜଧାନୀ କାବୁଲର ଏକ ମସ୍‌ଜିଦରେ ଶୁକ୍ରବାର ବଡ଼ ଧରଣର ବିସ୍ଫୋରଣ ଘଟିଛି। ଏଥିରେ ୧୦ ଜଣଙ୍କ ମୃତ୍ୟୁ ହେବା ସହ ୧୫ରୁ ଅଧିକ...

Advertisement
Archives

Model This Week