ସୁସ୍ଥ ମସ୍ତିଷ୍କ ପାଇଁ ଗାଣିତିକ ଫର୍ମୁଲା

ଶୋଇବା ଅବସ୍ଥାରେ କୌଣସି ଦୁର୍ଘଟଣା ଘଟିଲେ ତାହା ମସ୍ତିଷ୍କର କାର୍ଯ୍ୟଧାରାକୁ ଅନେକାଂଶରେ ପ୍ରଭାବିତ କରିଥାଏ। ହେଲେ ନିକଟରେ ଜର୍ମାନୀର ବୈଜ୍ଞାନିକମାନେ ଏପରି ଏକ ଉପାୟ ବାହାର କରିଛନ୍ତି, ଯାହା ସୁପ୍ତ ଅବସ୍ଥାରେ ମସ୍ତିଷ୍କକୁ ସକ୍ରିୟ ରଖିପାରିବ। ଫଳରେ ଏହି ସମୟରେ କୌଣସି ଦୁର୍ଘଟଣା ହେଲେ ତାହାର ପ୍ରଭାବ କେତେକାଂଶରେ ମସ୍ତିଷ୍କ ଉପରେ ପଡ଼ିବ ନାହିଁ। ସେମାନେ ଏକ ଡିଭାଇସ୍‌ ପ୍ରସ୍ତୁତ କରି ତାହାକୁ ପ୍ରଥମେ ମୂଷାମାନଙ୍କଠାରେ ପରୀକ୍ଷା କରିଥିଲେ। ଏହାକୁ ସେମାନେ ‘ନ୍ୟୁରୋ ମାସ୍‌ ମଡେଲ୍‌’ ନାମରେ ନାମିତ କରିଛନ୍ତି। ସୁପ୍ତ ଅବସ୍ଥାରେ ଏହି ଡିଭାଇସ ମସ୍ତିଷ୍କକୁ ତୁରନ୍ତ ବାର୍ତ୍ତା ପହଞ୍ଚାଇ ଦେଇଥାଏ, ଯାହାଫଳରେ କୌଣସି ଦୁର୍ଘଟଣାଜନିତ ସମସ୍ୟାର ପ୍ରଭାବ ମସ୍ତିଷ୍କ ଉପରେ ପଡ଼ି ନଥାଏ ବୋଲି ପ୍ରକାଶିତ ରିପୋର୍ଟରେ ସେମାନେ ଉଲ୍ଲେଖ କରିଛନ୍ତି। ମନୁଷ୍ୟମାନଙ୍କ କ୍ଷେତ୍ରରେ ଏହା ମଧ୍ୟ ସଫଳ ହେବ ବୋଲି ସେମାନେ ଦୃଢ଼ ଆଶା ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚିଡ଼ିଚିଡ଼ାପଣ ଦୂର କରିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ…

ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନରେ ମାନସିକ ଚାପ ବଢ଼ିବାରେ ଲାଗିଛି। ମାନସିକ ଚାପରୁ ମୁକ୍ତି ପାଇଁ ଆକ୍ୱାରିୟମ୍‌ ଥେରାପି ଏକ ସହଜ ମାଧ୍ୟମ। ଘରେ ଆକ୍ୱାରିୟମ୍‌ ରଖି...

ଭାଗ୍ୟବାନ ଲୋକଙ୍କୁ ମିଳିଥାଏ ଏହି ୬ ଜିନିଷ, ଆପଣଙ୍କ ପାଖରେ ଅଛି କି…

ଭଲ ଜୀବନ ଜିଇଁବା ପାଇଁ ମଣିଷ ଧନସମ୍ପତ୍ତି, ସୁଖ ଏବଂ ଅନ୍ୟାନ୍ୟ ଜିନିଷ ଖୋଜୁଛି। କିନ୍ତୁ ଯଦି ଠିକ କେଉଁଟି ଆଉ ଭୁଲ କେଉଁଟି ତାହା...

ରାଖୀରେଏଥେନିକ୍‌ ଲୁକ୍‌

ଯଦି ରାଖୀରେ ଆପଣ ଲୁକ୍‌ ବଦଳାଇବାକୁ ଚାହୁଁଛନ୍ତି ତେବେ ଏଥେନିକ୍‌ ଡ୍ରେସ୍‌ ସିଲେକ୍ଟ କରିପାରିବେ। ବ୍ରାଇଟ୍‌ କଲର ହେଉ ଅବା ଓ୍ବେଡିଂ ଡ୍ରେସ୍‌ ରାଖୀରେ ଦିଅନ୍ତୁ...

ସପ୍ତାହରେ ୩ ଥର ଚାମୁଚେ ଲେଖାଏଁ ଏହି ଗୁଣ୍ଡ: ଡାଇବେଟିସ୍‌ରୁ ରହିବେ ଦୂରେଇ…

ନୂଆଦିଲ୍ଲୀ: ପରିବର୍ତ୍ତିତ ଜୀବନ ଶୈଳୀ ତଥା ଖାଦ୍ୟପେୟରେ ଅନିୟମିତତା ଯୋଗୁ କେତେକଙ୍କଠାରେ ଡାଇବେଟିସ୍‌ ସମସ୍ୟା ଦେଖାଦେଇଥାଏ। ତେବେ ସପ୍ତାହରେ ୩ ଥର ଚାମୁଚେ ଲେଖାଏଁ ମେଥିଗୁଣ୍ଡ...

ଓଜନ କମ୍‌ କରିବାକୁ ଚାହୁଁଛନ୍ତି, ପ୍ରତିଦିନ ଖାଆନ୍ତୁ …

କମଳା ସ୍ବାସ୍ଥ୍ୟ ପାଇଁ ବହୁ ଲାଭଦାୟକ। ଯଦି ଓଜନ କମ୍‌ କରିବାକୁ ଚାହୁଁଛନ୍ତି ତେବେ ପ୍ରତିଦିନ କମଳା ଖାଆନ୍ତୁ। କମଳାରେ ଭିଟାମିନ୍‌ ‘ସି’ ଠାରୁ ଆରମ୍ଭ...

ସକାଳୁ ପଇଡ ପାଣି ପିଇଲେ ମିଳିବ ଏହିସବୁ ଫାଇଦା

ପଇଡ ପାଣି ଶରୀର ପାଇଁ ଲାଭଦାୟକ ହୋଇଥାଏ। ସକାଳେ ଖାଲି ପେଟରେ ପଇଡ ପାଣି ପିଇବା ଫଳପ୍ରଦ ହୋଇଥାଏ। ଏଥିରେ ଥିବା ପୋଷକ ତତ୍ତ୍ୱ ଶରୀରରେ...

ଆପଣଙ୍କ ଭିତରେ ଅଛି କି ଏହି ୪ ଗୁଣ: ହେବେନାହିଁ କେବେ ପ୍ରେମ ଏବଂ ବୈବାହିକ ସମ୍ପର୍କରେ ବିଫଳ

ପ୍ରେମ ଏବଂ ବୈବାହିକ ସମ୍ପର୍କ ମଣିଷ ପାଇଁ ପବିତ୍ର ବୋଲି ବିବେଚନା କରାଯାଏ। ଏହି ଦୁଇଟି ସମ୍ପର୍କରେ ବିଫଳ ନ ହେବା ପାଇଁ ମଣିଷଟିଏ ସବୁବେଳେ...

କାର୍ଯ୍ୟଦକ୍ଷତା ବୃଦ୍ଧିର ନୂଆ ଉପାୟ

ଆଜିକାଲିର ବ୍ୟସ୍ତମୟ ଜୀବନରେ ଆମେ ଅନେକ ପ୍ରକାର ସମସ୍ୟାର ସମ୍ମୁଖୀନ ହୋଇଥାଉ। ତାହାର ପ୍ରଭାବ ମଧ୍ୟ କାର୍ଯ୍ୟଦକ୍ଷତା ଉପରେ ପଡିଥାଏ। ତେବେ ନିଜ କାର୍ଯ୍ୟକୁ ସୁରୁଖୁରୁରେ...

Advertisement


Archives

Model This Week

Why Dharitri