Posted inଜାତୀୟ

ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ଡି ଦେବେ ଗୌଡା କରୋନା ପଜିଟିଭ୍‌

ନୂଆଦିଲ୍ଲୀ,୨୨।୧: ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ଡି ଦେବେ ଗୌଡା କୋଭିଡ୍‌ ପଜିଟିଭ୍‌ ହୋଇଛନ୍ତି। ଏ ନେଇ ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ଶନିବାର ସୂଚନା ଦିଆଯାଇଛି। ଏବେ ତାଙ୍କ ସ୍ବାସ୍ଥ୍ୟ ସ୍ଥିର ରହିଛି।

ଏହି ଭେଟେରାନ ରାଜନେତା ଭାରତର ଦ୍ୱାଦଶ ପ୍ରଧାନମନ୍ତ୍ରୀ ଥିଲେ ଏବଂ ଜୁନ ୧୯୯୬ ରୁ ଏପ୍ରିଲ ୧୯୯୭ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ୧୯୯୪ରୁ ୧୯୯୬ପର୍ଯ୍ୟନ୍ତ ସେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବରେ ମଧ୍ୟ ନିର୍ବାଚିତ ହୋଇଥିଲେ।

 

 

 


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ନେତାଙ୍କ ଦୁଆରେ ଉପହାର ଫିଙ୍ଗି ଦେଇ ଗଲେ ଭୋଟର

ବେଙ୍ଗାଲୁରୁ,୧୧।୫: ମଙ୍ଗଳବାର ରାତିରେ କର୍ନାଟକ ବିଧାନସଭା ନିର୍ବାଚନର ପୂର୍ବ ସନ୍ଧ୍ୟାରେ କଥିତ ଭାବେ ଭାଜପାର କର୍ମୀ ଓ ପେଟ ବିଧାନସଭା ଅଞ୍ଚଳରେ ମତଦାତାଙ୍କୁ ଶାଢି ଓ...

ନୂଆବର୍ଷରେ ୮ ଲକ୍ଷ ଭକ୍ତ ଶିରିଡି ସାଇ ମନ୍ଦିରକୁ ଦାନ କଲେ ୧୬.୯୩ କୋଟି ଟଙ୍କା

ଶିରିଡି,୪।୧: ଶିରିଡି ସାଇ ମନ୍ଦିରକୁ ନୂଆବର୍ଷ ଉପଲକ୍ଷେ ପ୍ରାୟ ୮ ଲକ୍ଷ ଭକ୍ତ ଦର୍ଶନ ପାଇଁ ଆସିଥିବା ଜଣାପଡିଛି। ଏହି ସମୟରେ ସାଇବାବା ସଂସ୍ଥାନ ଟ୍ରଷ୍ଟ...

ଭାଜପାରେ ମିଶିଲେ ସୁନୀଲ ଜାଖର

ନୂଆଦିଲ୍ଲୀ,୧୯।୫: ଭାଜପାରେ ଯୋଗ ଦେଲେ ପଞ୍ଜାବ କଂଗ୍ରେସରର ବରିଷ୍ଠ ନେତା ସୁନୀଲ ଜାଖର। ଭାଜପା ସଭାପତି ଜେପି ନଡ୍ଡାଙ୍କ ଉପସ୍ଥିତିରେ ସେ ଗୁରୁବାର ଯୋଗ ଦେଇଛନ୍ତି।...

ଶାନ୍ତି-ଶୃଙ୍ଖଳା ପାଇଁ ଅପିଲ୍‌ କଲେ ମୋଦି

ନୂଆଦିଲ୍ଲୀ,୨୬।୨: ଦିଲ୍ଲୀରେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) କୁ ବିରୋଧ କରି ହିଂସା ଜାରି ରହିଛି। ସୁରକ୍ଷା ଦୃଷ୍ଟିରୁ ଅତିରିକ୍ତ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି। ଏପରିସ୍ଥଳେ ଶାନ୍ତି-ଶୃଙ୍ଖଳା...

ସିଏ ଛାତ୍ରଙ୍କ ପାଇଁ ବଡ଼ ଘୋଷଣା: ପରୀକ୍ଷା ଦେଇପାରି ନ ଥିବା ଛାତ୍ରୀଛାତ୍ରଙ୍କୁ ମିଳିବ ସୁଯୋଗ

ନୂଆଦିଲ୍ଲୀ,୨୯।୬: ଦେଶରେ କରୋନା ଭାଇରସ୍‌ ସଂକ୍ରମଣ ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ନିକଟରେ ଛାତ୍ରମାନେ ‘ଅପ୍ଟ ଆଉଟ୍‌’ ସମ୍ବନ୍ଧରେ...

ମୃତ୍ୟୁ ସଂଖ୍ୟା ୨୭, ଦୈନିକ ସଂକ୍ରମଣରେ ସାମାନ୍ୟ ବ୍ରେକ୍‌…

ନୂଆଦିଲ୍ଲୀ, ୧୬।୫ : ଦେଶରେ କରୋନା ମହାମାରୀ ସଂକ୍ରମଣ ପୁଣି ଫେରିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି।...

ଆଜି ହୋଇପାରେ ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ

ମୁମ୍ବାଇ,୫୪।୮: ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ନେତୃତ୍ୱାଧୀନ ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଶୁକ୍ରବାର ହୋଇପାରେ । ଶିବସେନାର ଶିନ୍ଦେ ଗୋଷ୍ଠୀ ମୁଖପାତ୍ର ଦୀପକ କେସର୍କାର ଏଭଳି...

ରୋହି ଶେଖର ହତ୍ୟା ମାମଲା: ପତ୍ନୀ ଅପୂର୍ବାଙ୍କୁ ୧୪ ଦିନପାଇଁ ହାଜତକୁ ପଠାଗଲା

ନୂଆଦିଲ୍ଲୀ,୨୬।୪: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‌ଡି ତିଓ୍ବାରିଙ୍କ ପୁଅ ରୋହିତ ଶେଖର ତିଓ୍ବାରିଙ୍କ ହତ୍ୟା ମାମଲାରେ ତାଙ୍କ ବୋହୂ ଅର୍ଥାତ୍‌ ରୋହିତଙ୍କ ପତ୍ନୀ ଅପୂର୍ବା...

Advertisement
Archives

Model This Week