Posted inଫୁରସତ

ଏଠାରେ ରହିଛି ସୁନାର ଦ୍ୱୀପ, ମତ୍ସ୍ୟଜୀବୀଙ୍କୁ ମିଳୁଛି ଗୋଟିଏ ପରେ ଗୋଟିଏ ସୁନା ଜିନିଷ

ସୁନା ଅଧିକ ମହଙ୍ଗା ହେବା ସହିତ ଲୋକଙ୍କୁ ଆକର୍ଷିତ ମଧ୍ୟ କରିଥାଏ। ଏହାର ମୂଲ୍ୟ ହେତୁ ସୁନା କିଣିବା ସମସ୍ତଙ୍କ ପକ୍ଷେ ସମ୍ଭବ ନୁହେଁ। କିନ୍ତୁ ଇଣ୍ଡୋନେସିଆରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ହଠାତ୍‌ ଏକ ନଦୀରୁ ସୁନା ଦ୍ୱୀପ ସୃଷ୍ଟି ହୋଇଛି। ଏଠାରୁ ଲୋକମାନେ ସୁନା ଅଳଙ୍କାର, ମୁଦି, ବୌଦ୍ଧ ମୂର୍ତ୍ତି ଏବଂ ମୂଲ୍ୟବାନ ସୁନା ସାମଗ୍ରୀ ତଥା ବାସନକୁସନ ପାଇଛନ୍ତି।

ଏହି ସୁବର୍ଣ୍ଣ ଦ୍ୱୀପକୁ ବର୍ଷ ବର୍ଷ ଧରି ଖୋଜା ଯାଇଥିଲା। କୁହାଯାଉଛି, ବହୁ ବର୍ଷ ପୂର୍ବେ ଅଦୃଶ୍ୟ ହୋଇଥିବା ଏହି ସୁନା ଦ୍ୱୀପ ଇଣ୍ଡୋନେସିଆର ପାଲେମ୍ବାଙ୍ଗ ପ୍ରଦେଶର ମୁସି ନଦୀରେ ଦେଖିବାକୁ ମିଳିଛି। ଏହି ନଦୀର ପାଦଦେଶରୁ ସୁନା ଅଳଙ୍କାର ଏବଂ ଅନେକ ମୂଲ୍ୟବାନ ସାମଗ୍ରୀ ମିଳୁଛି। ମତ୍ସ୍ୟଜୀବୀମାନେ ମୁସି ନଦୀରେ ଧନ ଖୋଜୁଥିଲେ, କିନ୍ତୁ ବର୍ତ୍ତମାନ ନଦୀ ଗର୍ଭରୁ ମତ୍ସ୍ୟଜୀବୀମାନେ ଗୋଟିଏ ପରେ ଗୋଟିଏ ସୁନା ପରି ଅମୂଲ୍ୟ ଧନ ପାଇ ଚାଲିଛନ୍ତି।

କୁହାଯାଉଛି, ମତ୍ସ୍ୟଜୀବୀମାନେ ଏପର୍ଯ୍ୟନ୍ତ ସୁନାର ଖଣ୍ଡା, ମୁଦି, ମୟୂର ଆକୃତିର ସୁନା ବଂଶୀ ପାଇଛନ୍ତି। ଏହି ଦ୍ୱୀପ ବିଷୟରେ ଲୋକକଥା ମଧ୍ୟ ଅଛି। ଜାଣନ୍ତୁ ଏ ସମ୍ପର୍କରେ…

ଏହି ଦ୍ୱୀପକୁ ‘ସୁନା ଦ୍ୱୀପ’ କୁହାଯାଏ। ଏହି ସ୍ଥାନକୁ ଇଣ୍ଡୋନେସିଆର ପ୍ରାଚୀନ ଇତିହାସରେ ଶ୍ରୀବିଜୟ ସହର କୁହାଯାଉଥିଲା। ସେହି ସମୟରେ ଏହା ବହୁତ ଧନୀ ସହର ଥିଲା। କୁହାଯାଏ, ଏଠାରେ ରାଜାମାନଙ୍କର ଏକ ସାମ୍ରାଜ୍ୟ ଥିଲା ଯେଉଁମାନେ ମଲାକା ଉପସାଗରରେ ଶାସନ କରୁଥିଲେ। ଭାରତୀୟ ଚୋଳ ସାମ୍ରାଜ୍ୟ ସହିତ ଯୁଦ୍ଧ ପରେ ଏହି ସହର ଭାଙ୍ଗି ଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୬ ବିଶ୍ୱକପ୍‌ର କନିଷ୍ଠ, ବୟସ୍କ ଖେଳାଳି ସମ୍ପର୍କରେ ଜାଣନ୍ତୁ…

ଓ୍ବାଶିଂଟନ,୯।୬: ଦିନକ ପରେ ଫିଫା ବିଶ୍ୱକପ୍‌। ବିଶ୍ୱକପ୍‌ ପାଇଁ ଆମେରିକା, କାନାଡା ଏବଂ ମେକ୍ସିକୋରେ ଫୁଟବଲ ପ୍ରେମୀ ଆସି ପହଞ୍ଚି ଯାଇଛନ୍ତି। ପ୍ରସଂଶକ ନିଜ ନିଜ ଦେଶର…

ମୋଦିଙ୍କୁ ନେଇ ଏମିତି ଲେଖିଲେ ରାଘବ ଚଢା, ସବୁଠି ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ,୧୦।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବରେ ୧୨ ବର୍ଷରୁ ଅଧିକ ସମୟ ପାଇଁ କାର୍ଯ୍ୟ କରିଛନ୍ତି। ଏହା ସହିତ, ସେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ…

ବ୍ରାଉନସୁଗାର ସହ ନଗଦ ଟଙ୍କା ଜବତ, ଜଣଙ୍କୁ ଗିରଫ କରି…

ଧାମନଗର,୧୦ା୬(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଜିଲା ଧାମନଗର ଥାନା ଆନନ୍ଦପୁର ପଞ୍ଚାୟତସ୍ଥିତ ବୈତରଣୀ ନଦୀପୋଲ ନିକଟରୁ ଧାମନଗର ପୋଲିସ ଜଣେ ବ୍ରାଉନସୁଗାର ବିକ୍ରେତା ଙ୍କୁ ଗିରଫ କରିଛି। ଗିରଫ…

ଟିଏମସିରେ ବଢିଲା ବିଦ୍ରୋହ, ମମତାଙ୍କ ହାତ ଛାଡିବେ ସାୟନି ଘୋଷ!

କୋଲକାତା, ୧୦।୬: ବଙ୍ଗଳାରେ କ୍ଷମତା ପରିବର୍ତ୍ତନ ପରେ, ଟିଏମସି ତାସର ଘର ପରି ଭାଙ୍ଗି ପଡୁଥିବା ପରି ମନେ ହେଉଛି। ସୂତ୍ର ଅନୁଯାୟୀ, ଏପରି ରିପୋର୍ଟ ଅଛି…

ଘର ବିବାଦକୁ ନେଇ ଯୁବକଙ୍କୁ ହତ୍ୟା ଉଦ୍ୟମ ଘଟଣା; ଜାମିନ ଆବେଦନ ଖାରଜ ହେବାରୁ ୨ ଯାଆଙ୍କୁ…

ଦିଗପହଣ୍ଡି,୧୦।୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଗୋକର୍ଣ୍ଣପୁର ଗ୍ରାମ ବଡ଼ ସାହିର ଝୁନୁ ସେଠୀ ଓ ବୁଧି ସେଠୀ ୨ ଯାଆଙ୍କୁ ବୁଧବାର…

ଅପରେଶନ ବୈତରଣୀ: ୪ ହାଇୱା, ଜେସିବି, ଖନନ ଯନ୍ତ୍ର, ୩୩ ଟ୍ରାକ୍ଟର ଜବତ: ୩୮ ମାମଲା ରୁଜୁ…

ହାଟଡିହୀ/ଆନନ୍ଦପୁର/ବଞ୍ଚୋ, ୧୦।୬ (ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ/ ପ୍ରଦୋଷ ବିଶ୍ୱାଳ):‘ଅପରେଶନ ବୈତରଣୀ’ର ଧାରାବାହିକତା ଏବଂ କେନ୍ଦୁଝର ଜିଲା ପୋଲିସ ଅଧୀକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଆନନ୍ଦପୁର ଉପଖଣ୍ଡ ପୋଲିସ ପକ୍ଷରୁ…

ଆକ୍ସନ ମୋଡ୍‌ରେ ଧର୍ମଶାଳା ପୋଲିସ: ୪ ବାଇକ୍‌ ଜବତ, ଦୁଇ ଲୁଟେରାଙ୍କୁ ଗିରଫ କରି…

ଧର୍ମଶାଳାର,୧୦ା୬(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଦୁଇ ବାଇକ୍‌ ଲୁଟେରାଙ୍କୁ ଗିରଫ କରି ପଚରାଉଚରା କରିବା ପରେ ସେମାନଙ୍କ…

ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ ନବମ ଗ୍ରାମସଭା: ଏକର ପିଛା ଏତେ କୋଟି ଦାବି କଲେ ଗ୍ରାମବାସୀ

ପାଟଣା,୧୦।୬(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅର୍ନ୍ତଗତ ଚେମେଣା ଓ ଯମୁନା ପଶି ର ୧୨ଟି ମୌଜା ର ଜମି କୁ ନେଇ ପ୍ରସ୍ତାବିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri