Posted inଜାତୀୟ

ଦ୍ୱିତୀୟ ବିବାହ କରୁଥିଲେ ସ୍ବାମୀ, ହଙ୍ଗାମା କଲେ ପ୍ରଥମ ସ୍ତ୍ରୀ; ଆଉ ତା’ ପରେ…

ଡେରାଡୁନ,୧୪ା୭: ଉତ୍ତରାଖଣ୍ଡର ଉଦ୍ଦମସିଂହ ନଗରରେ ଏମିତି ଏକ ଘଟଣା ଘଟିଛି, ଯାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଏଠାକାର ଜଣେ ଯୁବକ ଦ୍ୱିତୀୟ ବିବାହ କରୁଥିବା ବେଳେ ପ୍ରଥମ ସ୍ତ୍ରୀ ଆସି ହଙ୍ଗାମା କରିବାରୁ ବାହାଘର ଅଧାରୁ ବନ୍ଦ ହୋଇଛି। ବର ଶିଶୁପାଳ ହୋଇ ଫେରି ଯାଇଛନ୍ତି।

ଉଦ୍ଦମସିଂହ ନଗରର କାଶୀପୁରରେ ଏପରି ଅଜବ ଘଟଣା ଘଟିଛି। ମୁର୍ଦ୍ଦାବାଦରୁ ବରଯାତ୍ରୀଙ୍କ ସହ କନ୍ୟା ଘରକୁ ଯାଇଥିଲେ ଜଣେ ବର। ବିବାହ ଚାଲିଥିବା ସମୟରେ ଜଣେ ମହିଳା ନିଜକୁ ପ୍ରଥମ ସ୍ତ୍ରୀ ବୋଲି କହି ଦାବି କରି ପାଟିତୁଣ୍ଡ ଆରମ୍ଭ କରିଥିଲେ। ଘଟଣା ସମ୍ପର୍କରେ ପୋଲିସ ସୂଚନା ପାଇ ପହଞ୍ଚିଥିଲା। ତେବେ କୋଭିଡ୍‌ ନିୟମ ଉଲ୍ଲଂଘନ କରାଯାଉଥିବା କହି ବରଯାତ୍ରୀଙ୍କୁ ଫେରାଇ ଦେଇଥିଲା ପୋଲିସ। ପରେ ନିଜକୁ ପ୍ରଥମ ସ୍ତ୍ରୀ ବୋଲି ଦାବି କରୁଥିବା ମହିଳାଙ୍କୁ ପଚରାଉଚରା କରିଥିଲା। ମାତ୍ର ମହିଳା ଜଣଙ୍କ କୌଣସି ପ୍ରମାଣ ଦେଇପାରି ନ ଥିଲେ। ଏପଟେ ପୋଲିସ ବରକନ୍ୟା ଆର୍‌ଟିପିସିଆର ରିପୋର୍ଟ ଦାଖଲ କରି ନ ଥିବାରୁ ବାହାଘରକୁ ବନ୍ଦ କରିଥିଲା। ଫଳରେ କନ୍ୟାଙ୍କୁ ନ ନେଇ ଖାଲି ହାତରେ ଘରକୁ ଫେରି ଯାଇଥିଲେ ବର।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାରେ ଜମା ହୋଇଥିବା ମଇଳା ସଫା କଲେ ରାଜ୍ୟପାଳ

ଭୋପାଳ,୧୩।୬: ହିଲ୍‌ ଷ୍ଟେଶନ୍‌ ପଞ୍ଚମାଢ଼ି ଗସ୍ତରେ ଆସିଥିବା ରାଜ୍ୟପାଳ ଆନନ୍ଦୀବେନ୍‌ ପଟେଲ ରାସ୍ତାରେ ଜମା ହୋଇଥିବା ମଇଳା ସଫା କରିଛନ୍ତି। ରାଜ୍ୟପାଳଙ୍କ ଗାଡ଼ି ହଠାତ୍‌ ଅଟକି...

ଶେଷକୁ କାମରେ ଆସିଲା ଶାହାଙ୍କ ରଣନୀତି

ନୂଆଦିଲ୍ଲୀ,୩୦ ।୬: କାମ ଦେଲା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ରଣନୀତି । ଦୀର୍ଘ ଅଢେଇ ବର୍ଷର ଅପେକ୍ଷା ପରେ ତୃତୀୟ ରାଜ୍ୟ ଭାବେ ମହାରାଷ୍ଟ୍ରରେ ସଫଳ...

କୋଣାର୍କରେ ହେବ ପ୍ରୋଜେକ୍ସନ ମ୍ୟାପିଂ ଶୋ’

ନୂଆଦିଲ୍ଲୀ,୨୮ା୪: ଜନସାଧାରଣଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତ୍ୟକ୍ଷ ଆଲୋଚନା କାର୍ଯ୍ୟକ୍ରମ ମନ୍‌ କୀ ବାତ୍‌ର ୧୦୦ତମ ଅଧ୍ୟାୟ ପୂର୍ତ୍ତି ଅବସରରେ କୋଣାର୍କ ସୂର୍ଯ୍ୟମନ୍ଦିରଠାରେ କେନ୍ଦ୍ର...

ନୋଏଡା, ଗାଜିଆବାଦ, ଗୁରୁଗ୍ରାମ ଓ ଫରିଦାବାଦରେ ଆରମ୍ଭ ହେଲା ଜିଓ ୫ଜି

ନୂଆଦିଲ୍ଲୀ,୧୮ ।୧୧: ରିଲାଏନ୍ସ ଜିଓ ଦିଲ୍ଲୀ ପରେ ଏବେ ଗୁରୁଗ୍ରାମ, ନୋଏଡା, ଗାଜିଆବାଦ, ଫରିଦାବଦ ଓ ଦିଲ୍ଲୀ-ଏନସିଆରରେ ୫ଜି ସେବା ଆରମ୍ଭ କରିଛି । କମ୍ପାନୀ...

କରୋନା ସହ ଲଢିବାକୁ ଭାରତୀୟ ସେନାର ‘ଅପରେଶନ ନମସ୍ତେ’

ନୂଆଦିଲ୍ଲୀ,୨୭।୩: ଦେଶ ଏବେ ପ୍ରସ୍ତୁତ କରୋନା ଭାଇରସ ସହ ଲଢିବାକୁ। ସାରା ଦେଶରେ ଏବେ ୨୧ ଦିନ ଲକ୍‌ ଡାଉନ୍‌ ଘୋଷଣା କରାଯାଇଥିବା ବେଳେ ସାଧାରଣ...

ମୋଦିଙ୍କୁ ଭେଟିଲେ ନଡ୍ଡା

ନୂଆଦିଲ୍ଲୀ,୬।୬: ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ସମସ୍ତ ଜାତୀୟ ସାଧାରଣ ସଚିବଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ପାଇଁ ତାଙ୍କ...

ଆସନ୍ତା ମାସ ସୁଦ୍ଧା ଆସିପାରେ କରୋନା ଟିକା

ନୂଆଦିଲ୍ଲୀ,୧୪ ।୧୧: ଆସନ୍ତା ମାସ ସୁଦ୍ଧା ଦେଶକୁ ୧୦ କୋଟି କରୋନା ଟିକା ମିଳିଯିବ ବୋଲି ଦାବି କରିଛନ୍ତି ସିରମ ଇନଷ୍ଟିଚ୍ୟୁଟର ଅଫ୍ ଇଣ୍ଡିଆର ସିଇଓ...

ଅନ୍ନଦାତାଙ୍କ ଭାରତ ବନ୍ଦକୁ ସମର୍ଥନ କଲା କଂଗ୍ରେସ: ଡିସେମ୍ବର  ୮ରେ ଦଳୀୟ କାର୍ଯ୍ୟାଳୟରେ କରାଯିବ ପ୍ରଦର୍ଶନ

ନୂଆଦିଲ୍ଲୀ, ୬।୧୨: ଦେଶବ୍ୟାପୀ ଜାରି ରହିଥିବା ଅନ୍ନଦାତାଙ୍କ ଆନ୍ଦୋଳନକୁ କଂଗ୍ରେସର ସମର୍ଥନ ମିଳିଛି। ଡିସେମ୍ବର ୮ରେ ଚାଷୀ ସଂଗଠନ ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ଡାକରାରେ...

Advertisement
Archives

Model This Week