Posted inVideo

Fire breaks out at Cuttack BSNL office | କଟକ ବିଏସ୍ଏନ୍ଏଲ୍ ଅଫିସ୍ ରେ ଭୟାବହ ଅଗ୍ନିକାଣ୍ଡ

Featured Video Play Icon

A major fire broke out at the BSNL office on Bajrakabati road in Cuttack Friday. Fire services personnel rushed to the spot and doused the flames. No casualties were reported. Electric short-circuit is said to be the reason behind the incident, but it is yet to be verified. Meanwhile, the telecom operator’s services in the city have been affected.

କଟକ ବଜ୍ରକବାଟୀ ରୋଡ୍ ସ୍ଥିତ ବିଏସ୍ଏନ୍ଏଲ୍ ଅଫିସ୍ ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଅଫିସ୍ ର ଚତୁର୍ଥ ମହଲାରେ ଏହି ନିଆଁ ଲାଗିଥିବା ଜଣାପଡିଛି । ଅଫିସ୍ ର ସମସ୍ତ କର୍ମଚାରୀ ସୁରକ୍ଷିତ ଅଛନ୍ତି । ନିଆଁ ଲାଗିବା ଯୋଗୁଁ କଟକରେ ବିଏସ୍ଏନ୍ଏଲ୍ ସେବା ଠପ୍ ହୋଇଛି । ତିନୋଟି ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ । ତେବେ ଅଗ୍ନିକାଣ୍ଡ ସର୍ଟସର୍କିଟ୍ ଯୋଗୁଁ ଘଟିଥାଇପାରେ ବୋଲି ଅନୁମାନ କରାଯାଉଛି


Enter your email to get our daily news in your inbox.

All Right Reserved By Dharitri.Com

Posted inVideo View All

Featured Video Play Icon

ଦିଲ୍ଲୀରେ ପୁଣି ଆପ୍ ସରକାର । AAP retains Delhi

Arvind Kejriwal led Aam Aadmi Party (AAP) is all set for a heavy majority in Delhi Assembly polls, if...

Featured Video Play Icon

କିଭଳି ବୃଦ୍ଧି ହେବ ଶରୀରର ଓଜନ | How to Gain Weight Fast

ଆଜିର ଏହି ଏପିସୋଡ ସେମାନଙ୍କ ପାଇଁ ଯିଏ ଶରୀରର ଓଜନ ବଢାଇବାକୁ ଚାହୁଁଛନ୍ତି । ଶରୀର ଓଜନ ବଢାଇବା ଏବଂ ସଠିକ୍ ଭାବେ ଓଜନ ବଢିବା...

Featured Video Play Icon

Here’s why Bhoomika has taken a break from films | ଭୂମିକା କାହିଁକି ଫିଲ୍ମରୁ ନେଇଛନ୍ତି ବ୍ରେକ୍

Actress Bhoomika, who started her career in Odia movie industry from Rumku Jhumana, has given a slew of hits...

Featured Video Play Icon

ମାଟ୍ରିକ ମୂଲ୍ୟାୟନ ଆରମ୍ଭ | HSC answer sheet evaluation resumes

ଆଜିଠାରୁ ରାଜ୍ୟରେ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ । ଚତୁର୍ଥ ପର୍ଯ୍ୟାୟ ଲକଡାଉନର ନିୟମାବଳୀ ଓ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ହିଁ ଖାତାଦେଖା ପୂର୍ବାହ୍ନ...

Featured Video Play Icon

BJD has betrayed Bijepur: Sanat Gartia । ବିଜେପୁରବାସୀଙ୍କ ସହ ବିଜେଡି ପ୍ରତାରଣା କରିଛି

As the polling day nears, atmosphere in Bijepur Assembly constituency continues to get politically charged. While there are three...

Featured Video Play Icon

ରାଜ୍ୟର ୭ଟି ସହରରେ ନିଟ୍ ପରୀକ୍ଷା

ଆଜି ଅନୁଷ୍ଠିତ ହେଉଛି ନିଟ୍ ପରୀକ୍ଷା। କୋଭିଡ୍-୧୯ କଟକଣା ମଧ୍ୟରେ ଅଫଲାଇନରେ ହେଉଥିବା ଏହି ପରୀକ୍ଷାରେ ଦେଶର ୧୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବାକୁ...

Featured Video Play Icon

Get well soon Dhawan

Wishes continue to pour in for Indian opener Shikhar Dhawan after he was ruled out of the World Cup...

Featured Video Play Icon

ଜୁନ୍‌ ମାସ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ: ମୁଖ୍ୟମନ୍ତ୍ରୀ

କରୋନା ଯୁଦ୍ଧରେ ବିଜୟ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ରାଜ୍ୟବାସୀଙ୍କୁ ସମ୍ବୋଧିତ କରିଛନ୍ତି। କରୋନା ବିରୋଧରେ ଲଢ଼େଇ ଲମ୍ବା ଲଢ଼େଇ। ଲକ୍‌ଡାଉନ୍‌ କୋହଳ ଅର୍ଥ...

Coronavirus Update


Archives

Model This Week

Why Dharitri