Posted inଜାତୀୟ

ମିଥ୍ୟା ନପୁଂସକତା ଅଭିଯୋଗ ନିଷ୍ଠୁରତା

ନୂଆଦିଲ୍ଲୀ, ୨୨।୧୧(ପି.ଟି.): ମିଥ୍ୟା ନପୁଂସକତା ଅଭିଯୋଗ ଆଣିବା ନିଷ୍ଠୁରତା ବୋଲି ଦିଲ୍ଲୀ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ସ୍ବାମୀଙ୍କଠାରୁ ଅଲଗା ରହୁଥିବା ଜଣେ ମହିଳା ତାଙ୍କ ବିରୋଧରେ ଯୌନ ଅକ୍ଷମତା ଅଭିଯୋଗ ଆଣିଥିଲେ। ଉକ୍ତ ବ୍ୟକ୍ତିଙ୍କୁ ଛାଡ଼ପତ୍ର ପାଇଁ ତଳକୋର୍ଟ ଦେଇଥିବା ଅନୁମତିକୁ ହାଇକୋର୍ଟ କାଏମ୍‌ ରଖିଛନ୍ତି।
ମହିଳାଙ୍କ ଏଭଳି ମିଥ୍ୟା ଅଭିଯୋଗ ପୁରୁଷଙ୍କ ଆତ୍ମମର୍ଯ୍ୟାଦା ଉପରେ ପ୍ରଭାବ ପକାଇବା ସହ ତାଙ୍କ ମାନସିକ ସ୍ବାସ୍ଥ୍ୟ ପ୍ରଭାବିତ ହେବ ବୋଲି ସ୍ବାମୀଙ୍କ ଓକିଲ କହିଥିଲେ। ଏଭଳି ଅଭିଯୋଗ ଆଇନ ଅନୁଯାୟୀ ନିଷ୍ଠୁରତା ବୋଲି ଜଷ୍ଟିସ ମନମୋହନ ଏବଂ ସଞ୍ଜୀବ ନରୁଲାଙ୍କ ଖଣ୍ଡପୀଠ କହିଥିଲେ। ତଳକୋର୍ଟ ରାୟ ବିରୋଧରେ ମହିଳା କରିଥିବା ଅପିଲ୍‌କୁ ଖଣ୍ଡପୀଠ ଖାରଜ କରିଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ମେଣ୍ଟ ପାଇଁ ମାୟାବତୀ, କଂଗ୍ରେସ ଅନଫିଟ୍‌’

ନୂଆଦିଲ୍ଲୀ,୨୩।୬: ଆଗାମୀ ବର୍ଷ ହେବାକୁ ଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ଆମେ ଛୋଟ ଦଳ ସହ ମେଣ୍ଟ କରିବୁ। କିନ୍ତୁ ମାୟାବାତୀଙ୍କ ବହୁ...

ବିଭ୍ରାନ୍ତିକର ବିଜ୍ଞାପନ ରୋକିବାକୁ କେନ୍ଦ୍ରର ଗାଇଡ୍‌ଲାଇନ

ନୂଆଦିଲ୍ଲୀ,୧୧।୬: ବିଭ୍ରାନ୍ତିକର ବିଜ୍ଞାପନ ରୋକିବା ଲାଗି କେନ୍ଦ୍ର ସରକାର ଶୁକ୍ରବାର ଏକ ଗାଇଡ୍‌ଲାଇନ ଜାରି କରିଛନ୍ତି। ଏଥିରେ ସରୋଗେଟ୍‌ ବା ପରୋକ୍ଷ ବିଜ୍ଞାପନକୁ ନିଷେଧ କରାଯାଇଛି।...

ଭାରତ-ମାଳଦ୍ୱୀପ ମଧ୍ୟରେ ୬ଚୁକ୍ତିନାମା ସ୍ବାକ୍ଷରିତ

ନୂଆଦିଲ୍ଲୀ,୨।୮: ଦିଲ୍ଲୀରେ ମଙ୍ଗଳବାର ହୋଇଥିବା ଶିଖର ସମ୍ମିଳନୀ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମାଳଦ୍ୱୀପ ରାଷ୍ଟ୍ରପତି ଇବ୍ରାହିମ ସୋଲିହଙ୍କ ମଧ୍ୟରେ ଦୁଇ ଦେଶ ୬ଟି...

୨୦୧୫ରୁ ୨୦୧୮ ପର୍ଯ୍ୟନ୍ତ ସେନା ଯବାନଙ୍କୁ ପୋଷାକ-ଖାଦ୍ୟ ସାମଗ୍ରୀ ମିଳିବାରେ ହୋଇଥିଲା ଅନିୟମିତତା: ସିଏଜି ରିପୋର୍ଟ

ନୂଆଦିଲ୍ଲୀ,୪।୨: ଦେଶର ସୁରକ୍ଷା ସେନା ଯବାନଙ୍କ ହାତରେ ରହିଛି। ତେବେ ସେମାନଙ୍କୁ ମଧ୍ୟ ୩ ବର୍ଷ ଧରି ନିୟମିତ ପୋଷାକ ଏବଂ ଆବଶ୍ୟକ ଖାଦ୍ୟ ସାମଗ୍ରୀ...

ନିର୍ଭୟା ଦୋଶୀଙ୍କ ଫାଶୀ ଘୁଞ୍ଚାଇବାକୁ କୌଶଳ କରୁଛନ୍ତି ଓକିଲ: ଉପ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୨୪।୧: ବହୁ ଚର୍ଚ୍ଚିତ ୨୦୧୨ ନିର୍ଭୟା ଗଣବଳାତ୍କାର ମାମଲାର ଦୋଷୀଙ୍କ ଫାଶୀ ତାରିଖକୁ ଘୁଞ୍ଚାଇ ଦେବାକୁ ଦୋଷୀଙ୍କ ପକ୍ଷରୁ ଲଢୁଥିବା ଓକିଲ କୌଶଳ କରୁଛନ୍ତି ବୋଲି...

ସତ୍ୟପାଲଙ୍କୁ ସିବିଆଇ ନୋଟିସ

ନୂଆଦିଲ୍ଲୀ,୨୧ା୪: ପୁଲଓ୍ବାମା ଆକ୍ରମଣ ସମ୍ପର୍କିତ ମନ୍ତବ୍ୟକୁ ନେଇ ଚର୍ଚ୍ଚାରେ ଥିବା ଜମ୍ମୁ-କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କୁ ଏକ ଭିନ୍ନ ମାମଲାରେ ପଚରାଉଚରା ପାଇଁ କେନ୍ଦ୍ରୀୟ...

ହନୁମାନ ଜୟନ୍ତୀରେ ଶାନ୍ତି ବଜାୟ ରଖିବାକୁ ନିବେଦନ କଲେ ମମତା

କୋଲକାତା,୫।୪: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହନୁମାନ ଜୟନ୍ତୀଙ୍କୁ ଦୃଷ୍ଟିରେ ରଖି ବୁଧବାର ଶାନ୍ତି ବଜାୟ ରଖିବାକୁ ନିବେଦନ କରିଛନ୍ତି। ସେ କହିଛନ୍ତି, ଧର୍ମ ବ୍ୟକ୍ତିଗତ...

ସବୁ ପ୍ରସଙ୍ଗରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ: ମୋଦି

ନୂଆଦିଲ୍ଲୀ,୩୧-୧(ପି.ଟି.): ପାର୍ଲାମେଣ୍ଟର ବଜେଟ ଅଧିବେଶନ ଶୁକ୍ରବାରଠାରୁ ଆରମ୍ଭ ହେଉଥିବାବେଳେ ଶନିବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ୨୦୨୦-୨୧ ବର୍ଷ ଲାଗି ବଜେଟ ଉପସ୍ଥାପନ କରିବେ। ବଜେଟ ଉପସ୍ଥାପନର...

Advertisement
Archives

Model This Week