Posted inଜାତୀୟ

ସୁପ୍ରିମକୋର୍ଟରେ ଇଭିଏମ୍‌ ଆବେଦନ ଖାରଜ

ନୂଆଦିଲ୍ଲୀ,୧।୧୦(ପି.ଟି.): ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ୍‌ (ଇଭିଏମ୍‌)ଗୁଡ଼ିକ ନିର୍ବାଚନ କମିଶନଙ୍କ ବଦଳରେ କେତେକ କମ୍ପାନୀ ଦ୍ୱାରା ନିୟନ୍ତ୍ରିତ ହେଉଥିବା ନେଇ ଏକ ରାଜନୈତିକ ଦଳର ଅଭିଯୋଗକୁ ସୁପ୍ରିମକୋର୍ଟ ଶୁକ୍ରବାର ଖାରଜ କରିଦେଇଛନ୍ତି। ନିଜର ପ୍ରଚାର ପାଇଁ ଯେକେହି ଚାଲିଆସିବା ସ୍ଥାନ ଅଦାଲତ ନୁହେଁ କହି ମୂଲ୍ୟବାନ ସମୟ ବରବାଦ କରୁଥିବା ଆବେଦନକାରୀଙ୍କୁ ୫୦,୦୦୦ ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜନପ୍ରତିନିଧି ଆଇନ, ୧୯୫୧ ଅନୁଯାୟୀ ନିର୍ବାଚନ ପ୍ରକ୍ରିୟା ନିର୍ବାଚନ କମିଶନଙ୍କ ଭଳି ସାମ୍ବିଧାନିକ କର୍ତ୍ତୃପକ୍ଷଙ୍କ ଦ୍ୱାରା ପରିଚାଳିତ ହେଉଛି। ଦେଶରେ ଇଭିଏମ୍‌ ବ୍ୟବହାର ବନ୍ଦ କରିବା ଲାଗି ଅନେକ ସମୟରେ ଆବେଦନ ହୋଇଛି। ଭୋଟରଙ୍କ ସ୍ବୀକୃତି ପାଇ ନ ଥିବା ଦଳ ସର୍ବୋଚ୍ଚ ଅଦାଲତରେ ପିଟିଶନ ଦାଏର କରି ସ୍ବୀକୃତି ପାଇବାକୁ ଉଦ୍ୟମ କରୁଥିବା ଜଷ୍ଟିସ୍‌ ଏସ୍‌.କେ. କୌଲ ଏବଂ ଏ.ଏସ୍‌. ଓକାଙ୍କ ଖଣ୍ଡପୀଠ ରାୟରେ କହିଛନ୍ତି। ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ଗତବର୍ଷ ଡିସେମ୍ବରର ଏକ ରାୟକୁ ଚ୍ୟାଲେଞ୍ଜ କରି ମଧ୍ୟପ୍ରଦେଶ ଜନବିକାଶ ପାର୍ଟି ପକ୍ଷରୁ ଉପରୋକ୍ତ ପିଟିଶନ ଦାଏର ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଯେଉଁଠି ଜଳିଥିଲା ସ୍ତ୍ରୀଙ୍କ ଜୁଇ, ସେଠି ଆତ୍ମହତ୍ୟା କଲେ ସ୍ବାମୀ; ପୂରା ଘଟଣା ଜାଣିଲେ ଆଖିରେ ଆସିଯିବ ଲୁହ

ରାୟପୁର,୧୩ା୮: ବିବାହର ଦୁଇ ମାସ ପରେ ସ୍ତ୍ରୀଙ୍କ ମୃତ୍ୟୁ ସହି ନ ପାରି ଜଣେ ପୋଲିସ କର୍ମଚାରୀ ନିଜ ଜୀବନ ହାରି ଦେଇଛନ୍ତି। ଯେଉଁଠି ସ୍ତ୍ରୀଙ୍କର...

ଦୈନିକ ସଂକ୍ରମଣ ଉପର ମୁହାଁ…

ନୂଆଦିଲ୍ଲୀ, ୨।୧ : ଦେଶରେ କରୋନା ମହାମାରୀ ସଙ୍କଟ ଯୋଗୁ ଆତଙ୍କ ଦେଖାଦେଇଛି। ଦୈନିକ ସଂକ୍ରମଣ ପୁଣି ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟାରେ...

କାର ଉପରେ ଠିଆ ହେଲେ କେବେ ବି ବାଲାସାହେବ ହୋଇ ପାରିବେନି ଉଦ୍ଧବ: ଭାଜପା…

ମୁମ୍ବାଇ,୧୮।୨ : ଶିବସେନାର ନିର୍ବାଚନୀ ଉଦ୍ଧବ ଠାକରେଙ୍କଠାରୁ ଚିହ୍ନ ଛଡ଼ାଇ ନିଆଯାଇଥିବା ତାଙ୍କ ସମର୍ଥକମାନେ ଅଭିଯୋଗ କରିଛନ୍ତି। ଏହା ସହିତ ବାସଭବନ ମାତୋଶ୍ରୀରେ ଉଦ୍ଧବ ତାଙ୍କ...

ଇସ୍ରାଏଲରୁ ତେଲ ନେବ ଇୟୁ

କାଇରୋ, ୧୬ା୬: ୟୁକ୍ରେନ୍‌ ଉପରେ ଆକ୍ରମଣ ପାଇଁ ଚଳିତ ବର୍ଷ ଶେଷ ସୁଦ୍ଧା ରୁଷିଆରୁ ତେଲ ଆମଦାନୀ ବନ୍ଦ କରିବାକୁ ୟୁରୋପୀୟ ସଂଘ(ଇୟୁ) ନିଷ୍ପତ୍ତି ନେଇଛି।...

 ପଞ୍ଜାବ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବ ଆପ୍‌

ନୂଆଦିଲ୍ଲୀ,୧୭।୧: ଆମ ଆଦମୀ ପାର୍ଟି ମଙ୍ଗଳବାର ପଞ୍ଜାବ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବ। ଦିଲ୍ଲୀମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ପାର୍ଥୀଙ୍କ ନାମ ଘୋଷଣା କରିବେ। ଏନେଇ...

ବିକାଶ ଦୁବେଙ୍କ ଏନ୍‌କାଉଣ୍ଟର ନେଇ ଯୋଗୀ ସରକାରଙ୍କୁ ଧମକ: ତୁମେ ଓଲଟାଅ କାର୍‌ ଆମେ ଓଲଟାଇବୁୁ ସରକାର

ଲକ୍ଷ୍ନୌ, ୧୪।୭: ଉତ୍ତରପ୍ରଦେଶରେ ଗ୍ୟାଙ୍ଗ୍‌ଷ୍ଟର ବିକାଶ ଦୁବେଙ୍କ ଏନ୍‌କାଉଣ୍ଟର ପରେ ଏବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ଏକ ଗୋଷ୍ଠୀ ଧମକ ଦେବାରେ ଲାଗିଛନ୍ତି। ରାଜ୍ୟରେ...

୨୦୨୪ ନିର୍ବାଚନ ପାଇଁ କମିଟି ଗଠନ କଲେ ସୋନିଆ

ନୂଆଦିଲ୍ଲୀ,୨୫।୪ : ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋରଙ୍କୁ କଂଗ୍ରେସରେ ଗ୍ରହଣ କରାଯିବ କି ନାହିଁ ତାକୁ ନେଇ ଅନିଶ୍ଚିତତା ଲାଗି ରହିଛି। ଦଳ ଏପର୍ଯ୍ୟନ୍ତ ଏହା...

ଅର୍ଥମନ୍ତ୍ରୀଙ୍କ ଆର୍ଥିକ ପ୍ୟାକେଜ ଘୋଷଣା ପରେ ଟୁଇଟ କଲେ ମୋଦି

ନୂଆଦିଲ୍ଲୀ,୧୩।୫: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବୁଧବାର ଏକ ଖବରଦାତା ସମ୍ମିଳନୀରେ ୨୦ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି। ଏହି ଘୋଷଣା ପରେ...

Advertisement
Archives

Model This Week