‘ଭୟ, ଆଶଙ୍କାରେ ବିତୁଥିଲା ପ୍ରତିଟି ମୁହୂର୍ତ୍ତ’

ବାଲିଆପାଳ, ୬।୩(ସ୍ବ.ପ୍ର.): ପଦେ ପଦେ ଥିଲା ଜୀବନ ପ୍ରତି ବିପଦ। ବଙ୍କର ମଧ୍ୟରେ ୭ଦିନ ବିତାଇବାକୁ ପଡିଥିଲା। ରୁଷିଆ ପକ୍ଷରୁ ଗ୍ରେନେଡ୍‌ଗୁଡ଼ିକ ସେମାନଙ୍କର ବଙ୍କରଠାରୁ ମାତ୍ର ୩ଶହ ମିଟର ଦୂରରେ ମାଡ଼ ହେଉଥିବାରୁ ପ୍ରତିଟି ମୁହୂର୍ତ୍ତ କଟୁଥିଲା ଭୟ ଓ ଆଶଙ୍କା ମଧ୍ୟରେ। ଫେବୃୟାରୀ ୨୪ରେ ଯୁଦ୍ଧ ଆରମ୍ଭ ହେବା ପରେ ବିଭୀଷିକା ଏତେ ଭୟଙ୍କର ଥିଲା ଯେ, ଜନ୍ମମାଟିକୁ ଫେରିବାର ଆଶା ମଉଳି ଯାଇଥିଲା। ଏଭଳି ଲୋକଟାଙ୍କୁରା ଅନୁଭୂତି ବଖାଣିଛନ୍ତି ୟୁକ୍ରେନରୁ ଫେରିଥିବା ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ଶ୍ରୀରାମପୁର ଗ୍ରାମର ବିବେକାନନ୍ଦ ପାତ୍ର ଓ ବସ୍ତା ବ୍ଲକ କାଏଣ୍ଡା ଗ୍ରାମର ଆକାଶ ପରିଡା। ଶନିବାର ସନ୍ଧ୍ୟାରେ ସେମାନେ ନିଜ ଜନ୍ମ ମାଟିରେ ପହଞ୍ଚତ୍ବା ପରେ ତାଙ୍କ ପରିବାର ଲୋକେ ଖୁସିରେ ଆତ୍ମହରା ହୋଇପଡିଥିଲେ। ଆକାଶ ୪ର୍ଥ ବର୍ଷ ଓ ବିବେକାନନ୍ଦ ୩ୟ ବର୍ଷର ଏମ୍‌ବିବିଏସ୍‌ ଛାତ୍ର। ଗତ ଫେବୃୟାରୀ ୨୪ତାରିଖରେ ଯୁଦ୍ଧ ଆରମ୍ଭ ହେବା ପରେ ସବୁ କିଛି ବଦଳିଯାଇଥିଲା। ଜୀବନ ବିକଳରେ ବଙ୍କର ମଧ୍ୟରେ ଆଶ୍ରୟ ନେବାକୁ ପଡିଥିଲା। ପ୍ରତି ମୁହୂର୍ତ୍ତ ପରିବାରର ସମସ୍ତଙ୍କ ମୁହଁ ଆଖିରେ ନାଚି ଉଠୁଥିଲା ବୋଲି ଉଭୟ କୋହଭରା କଣ୍ଠରେ କହିଥିଲେ। ୭ଦିନ ପରେ ଖର୍କିଭ୍‌ରୁ ବହୁ କଷ୍ଟରେ ଟ୍ୟାକ୍ସି ଯୋଗେ ପ୍ଲାଟଫର୍ମରେ ପହଞ୍ଚତ୍ବା ପରେ ସେଠାରୁ ଟ୍ରେନ୍‌ ଯୋଗେ ହଙ୍ଗେରୀ ବର୍ଡ଼ର ବୁଦ୍ଧାପେଷ୍ଟରେ ପହଞ୍ଚତ୍ଥିଲେ। ସେଠାରୁ ଗଙ୍ଗା ମିଶନରେ ଦିଲ୍ଲୀ ଆସିବା ପରେ ଜନ୍ମ ମାଟିରେ ପହଞ୍ଚତ୍ବାର ଆଶା ଅଙ୍କୁରୋଦଗମ୍‌ ହୋଇଥିଲା ଉଭୟ କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…

ପ୍ରତିଦିନ ଖାଆନ୍ତୁ ଦୁଇ ପାଖୁଡା ରସୁଣ, ରକ୍ତଚାପ ନିୟନ୍ତ୍ରଣ ସହିତ ଭଲ ରହିବ…

ରସୁଣରେ ଆଲିସିନ୍, ମାଙ୍ଗାନିଜ୍, ଭିଟାମିନ୍ ବି୬, ଭିଟାମିନ୍ ସି, ସେଲେନିୟମ୍, ଫାଇବର, କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍ ଏବଂ କପର ସମେତ ଅନେକ ପୁଷ୍ଟିକର ତତ୍ତ୍ୱ ଯଥେଷ୍ଟ ପରିମାଣରେ…

PM Kisan:  ଆସିଲା ବଡ଼ ଅପଡେଟ୍‌: ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା… 

ନୂଆଦିଲ୍ଲୀ,୧୫।୨: ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଖୁବ୍‌ଶୀଘ୍ର…

ପୁରୀ ସମୁଦ୍ର କୂଳରେ ଅଘଟଣ, ସ୍ନାନ ବେଳେ ୫ ପର୍ଯ୍ୟଟକ ବୁଡ଼ି…..

ପୁରୀ,୧୫ା୨(ଅଜିତ୍ କୁମାର ମହାନ୍ତି):  ପୁଣି ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ । ସମୁଦ୍ର କୂଳର ସେକ୍ଟର ୨ ଓ ସେକ୍ଟର୧୦ରେ ବୁଡୁବୁଡୁ ପର୍ଯ୍ୟଟକମାନେ ବଞ୍ଚିଯାଇଛନ୍ତି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri