Posted inଜାତୀୟ

ଚତୁର୍ଥ ଦିନରେ ବି ଇଡି ଘେରରେ ରାହୁଲ, ବାଚସ୍ପତିଙ୍କୁ ଭେଟିଲେ କଂଗ୍ରେସ ନେତା, ସାରା ଦେଶର ରାଜଭବନରେ ଘେରାଉ

ନୂଆଦିଲ୍ଲୀ,୧୬ ।୬: ନ୍ୟାଶନାଲ ହେରାଲ୍ଡ ମାମଲାରେ ଚତୁର୍ଥ ଦିନରେ ବି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧଙ୍କୁ ପଚରାଉଚରା କରାଯାଉଛି । ଏହାକୁ ବିରୋଧ କରି କଂଗ୍ରେସ ପ୍ରଦର୍ଶନ ଜାରି ରଖିଛି । ଏହି କ୍ରମରେ ଗୁରୁବାର କଂଗ୍ରେସ ନେତାମାନେ ଲୋକ ସଭା ସ୍ପିକର ଓମ ବିରଲାଙ୍କୁ ସାକ୍ଷାତ୍ କରିଛନ୍ତି । ଏହାସହ ବିରୋଧ ପ୍ରଦର୍ଶନ କରି ପୋଲିସକୁ ଏ ନେଇ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି । କଂଗ୍ରେସ ନେତା ଓ କର୍ମୀ ଗୁରୁବାର ଦେଶର ସମସ୍ତ ରାଜ ଭବନକୁ ଘେରାଉ କରିବେ ।
ଲୋକ ସଭାରେ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରି ଗୁରୁବାର ସଂସଦ ଭବନ ସ୍ଥିତ ସ୍ପିକରଙ୍କ କକ୍ଷରେ ତାଙ୍କୁ ସାକ୍ଷାତ୍ କରିଛନ୍ତି । ସ୍ପିକରଙ୍କ ସହ ସାକ୍ଷାତ୍ କରିବା ପରେ  କହିଛନ୍ତି, ଆମ ସହ ହେଉଥିବା ଅନ୍ୟାୟ ବିଷୟରେ ଆଲୋକପାତ କରିଛି ।


Enter your email to get our daily news in your inbox.

All Right Reserved By Dharitri.Com

୨୮ରୁ ମହାରାଷ୍ଟ୍ରରେ ନାଇଟ୍‌ କର୍ଫ୍ୟୁ

ମୁମ୍ବାଇ,୨୬।୩ : ମହାରାଷ୍ଟ୍ରରେ ରବିବାର ଠାରୁ ନାଇଟ୍‌ କର୍ଫ୍ୟୁ ଲାଗୁ ହେବ। ଏ ନେଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। କରୋନା ଆକ୍ରାନ୍ତଙ୍କ...

ଗୃହରେ ମୁଖ୍ୟମନ୍ତ୍ରୀ-ବାଚସ୍ପତିଙ୍କ ମଧ୍ୟରେ ପ୍ରବଳ ଝଗଡା

ପାଟନା,୧୪।୩: ବିହାର ବିଧାନସଭାରେ ସୋମବାର ଏକ ଅଜବ ଘଟଣା ଦେଖିବାକୁ ମିଳିଥିଲା। ବିଧାନସଭା ଭିତରେ ବିବାହର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ ବାଚସ୍ପତି ବିଜୟ ସିହ୍ନାଙ୍କ...

ଅଜିତ ପାଓ୍ବାର ବିରୋଧୀ ଦଳ ନେତା

ମୁମ୍ବାଇ, ୫।୭: ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ନେତା ଅଜିତ ପାଓ୍ବାର ସୋମବାର ମହାରାଷ୍ଟ୍ର ବିଧାନସଭାରେ ବିରୋଧୀ ଦଳ ନେତା ନିର୍ବାଚିତ ହୋଇଛନ୍ତି। ଶିବସେନା-ଭାଜପା ମେଣ୍ଟ...

ଦୈନିକ ସଂକ୍ରମଣରେ ବ୍ରେକ୍‌…

ନୂଆଦିଲ୍ଲୀ,୧୯।୮: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଗତ...

ଚୋରା ସୁନା କାରବାର: ଚେର ଲମ୍ବିଛି ମ୍ୟାନ୍‌ମାର୍‌ରୁ ଦିଲ୍ଲୀ

ନୂଆଦିଲ୍ଲୀ,୧।୭: ମ୍ୟାନ୍‌ମାର୍‌-ଭାରତ ସୀମାରେ ବେଧଡ଼କ ଚୋରା ସୁନା କାରବାର ଜାରି ରହିଛି। ଏହି କାରବାରର ଚେର ସୀମାବର୍ତ୍ତୀ ଅଞ୍ଚଳରୁ ରାଜଧାନୀ ଦିଲ୍ଲୀ ପର୍ଯ୍ୟନ୍ତ ଲମ୍ବିଛି। ଇମ୍ଫାଲରେ...

ସାବରିମାଳା ପ୍ରବନ୍ଧନଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୀର୍ଥଯାତ୍ରୀଙ୍କ ପାଇଁ ଉପଯୁକ୍ତ ବ୍ୟବସ୍ଥା ଆବଶ୍ୟକ…

ଥିରୁଭାନନ୍ତପୁରମ୍‌,୧୩।୧୧ : ଆସନ୍ତା ତୀର୍ଥଯାତ୍ରା ଋତୁରେ ଇଦଥାଭାଲମ ଅର୍ଥାତ୍‌ ଗମନାଗମନ ଶିବିର ଭାବରେ ନିର୍ଦ୍ଦିଷ୍ଟ ମନ୍ଦିରରେ ସାବରିମାଳା ତୀର୍ଥଯାତ୍ରୀଙ୍କୁ ଉପଯୁକ୍ତ ସୁବିଧା ସୁନିଶ୍ଚିତ କରିବା ପାଇଁ...

ବଢ଼ିଲା ପିନାକର ଲକ୍ଷ୍ୟଭେଦ କ୍ଷମତା, ପୋଖରାନରେ ସଫଳ ପରୀକ୍ଷଣ…

ଜୟପୁର,୨୪।୮ : ଦେଶର ପ୍ରତିରକ୍ଷା ପାଇଁ ନୂତନ ଅସ୍ତ୍ରଶସ୍ତ୍ରର ବିକାଶରେ ନିୟୋଜିତ ଥିବା ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆର୍‌ଡିଓ) ପିନାକ ରକେଟର ଲକ୍ଷ୍ୟଭେଦ...

ଶ୍ରୀନଗରେ ସ୍ଥିତି ହେଉଛି ସ୍ବାଭାବିକ

ଶ୍ରୀନଗର,୨୦।୮: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟାଇ ଦିଆଯିବା ପରେ ଅଶାନ୍ତ ପରିସ୍ଥିତି ସୃଷ୍ଟିହେବା ଅନୁମାନ କରି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା। ତେବେ ୧୫ ଦିନ...

Advertisement
Archives

Model This Week