ରାତିରେ କଦଳୀ ଖାଉଛନ୍ତି କି?

କଦଳୀ ଏକ ସ୍ବାସ୍ଥୋପଯୋଗୀ ଫଳ। ଏଥିରେ ୨୫ ପ୍ରତିଶତ ସୁଗାର ରହିଥାଏ, ଯାହା ଶରୀରର ଆବଶ୍ୟକତାକୁ ପୂରଣ କରିବାରେ ସାହାଯ୍ୟ କରିଥାଏ। ଦିନ ତମାମ ପରିଶ୍ରମ ପରେ ଶରୀରକୁ ଆବଶ୍ୟକ ଶକ୍ତି କଦଳୀରୁ ମିଳିଥାଏ। ଏଥିରେ ଆଇରନ ମାତ୍ରା ଭରପୂର ରହିଥାଏ। ଏହା ଶରୀରରେ ହିମୋଗ୍ଲୋବିନ୍‌ ମାତ୍ରାକୁ ବଢ଼ାଇଥାଏ। କଦଳୀରେ ଭିଟାମିନ୍‌-ବି ମଧ୍ୟ ପ୍ରଚୁର ପରିମାଣରେ ରହିଥାଏ। ଏହା ଦେହ ପାଇଁ ଲାଭଦାୟକ । ତେବେ ରାତିରେ କଦଳୀ ଖାଇବାକୁ ଅନେକେ ମନା କରିଥାନ୍ତି। ଅବଶ୍ୟ ଏହା ପଛରେ ରହିଛି ବିଶେଷ କାରଣ….
– ରାତିରେ କଦଳୀ ଖାଇବା ଦ୍ୱାରା କାଶ, ଥଣ୍ଡା ଓ କଫ ସମସ୍ୟା ବଢ଼ିଥାଏ। ଏଥିସହ ଖାଦ୍ୟ ହଜମରେ ମଧ୍ୟ ଏହା ସମସ୍ୟା ସୃଷ୍ଟି କରିଥାଏ। ଏହାକୁ ଖାଇବା ପରେ ଆଳସ୍ୟ ମଧ୍ୟ ଅନୁଭୂତ ହୋଇଥାଏ। ଥଣ୍ଡାଜନିତ ସମସ୍ୟାରେ ଆକ୍ରାନ୍ତ ବ୍ୟକ୍ତି କଦଳୀ ଖାଇବା ଅନୁଚିତ ବୋଲି ଆୟୁର୍ବେଦରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅବସାଦ ଦୂର କରେ ଗୋଲମରିଚ

ଗୋଲମରିଚ ଯେ କେବଳ ଖାଦ୍ୟର ସ୍ୱାଦ ବଢାଏ ତା’ ନୁହେଁ ବରଂ ଏହାର ଔଷଧୀୟ ଗୁଣ ଶରୀରକୁ ଅନେକ ଲାଭ ପ୍ରଦାନ କରିଥାଏ । ଅନେକ...

ହାଇଟେକ୍‌ ରୋବୋ

ଆଜିକାଲି ବିିଭିନ୍ନ କାମରେ ରୋବୋକୁ ନିୟୋଜିତ କରାଗଲାଣି। ବିଶେଷ ଭାବରେ ଚିକିତ୍ସା ବିଜ୍ଞାନରେ ଏହାର ବ୍ୟବହାର ଦିନକୁ ଦିନ ବଢ଼ିବାରେ ଲାଗିଛି। ନିକଟରେ ଜର୍ମାନୀର ବୈଜ୍ଞାନିକମାନେ...

ଜନ୍ମାଷ୍ଟମୀରେ ଫିଟିବ ଏସବୁ ରାଶିର ବ୍ୟକ୍ତିଙ୍କ ଭାଗ୍ୟ: ହେବ ଧନ ବର୍ଷା

ଚଳିତ ବର୍ଷ ଅଗଷ୍ଟ ୧୧/୧୨ ତାରିଖରେ ଜନ୍ମାଷ୍ଟମୀ ପଡ଼ୁଛି। ପଞ୍ଚଙ୍ଗ ଅନୁଯାୟୀ, ଜନମାଷ୍ଟମୀ ୧୧ ତାରିଖ ସକାଳ ୯.୦୭ ରୁ ଆରମ୍ଭ ହୋଇ ପରଦିନ ସକାଳ...

ଦାମୀ ନେକ୍‌ଲେସ୍‌

ଗହଣା କେବଳ ନାରୀ ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରେ ନାହିଁ। ଏହାକୁ ଆଭିଜାତ୍ୟର ପ୍ରତୀକଭାବେ ବି ଗଣାଯାଏ। ଏଠାରେ ସେମିତି କିଛି ନେକ୍‌ଲେସ୍‌ ସମ୍ପର୍କରେ କୁହାଯାଇଛି, ଯାହା...

ସୁଖୀ ବୈବାହିକ ଜୀବନ ପାଇଁ …

ବୈବାହିକ ଜୀବନ ଯେତେ ସୁଖମୟ ହେବ ପରିବାରରେ ସେତେ ସୁଖଶାନ୍ତି ବଢିବ। ସେଥିପାଇଁ ସମସ୍ତଙ୍କର ଇଚ୍ଛା ଥାଏ ସୁଖୀ ଦାମ୍ପତ୍ୟ ଜୀବନ। ବାସ୍ତୁଶାସ୍ତ୍ରରେ ବି ଏଥିପାଇଁ...

ଘରେ ଲଗାନ୍ତୁ ଏହି ଗଛ, ଆପେଆପେ ଟାଣି ହୋଇ ଆସିବ ଧନ

ବାସ୍ତୁଶାସ୍ତ୍ରରେ ଘରର ବିଭିନ୍ନ ଜିନିଷ ସମ୍ପର୍କରେ ଉଲ୍ଲେଖ ରହିଛି। କେଉଁଟି କଲେ ଶୁଭ ଫଳ ମିଳିଥାଏ, କେଉଁଟି କ୍ଷତି କରାଇଥାଏ ତାହା ମଧ୍ୟ ବର୍ଣ୍ଣନା ହୋଇଛି।...

ଦକ୍ଷିଣ ଦିଗକୁ ମୁଣ୍ଡ କରି ଶୋଇଲେ କ’ଣ ଲାଭ ହୋଇଥାଏ

ଦିନସାରା ବ୍ୟସ୍ତଜୀବନରୁ ଆରାମ ପାଇବା ପାଇଁ ରାତିରେ ସୁଖନିଦ୍ରା ଇଚ୍ଛା କରିଥାନ୍ତି। କିନ୍ତୁ ଏହା ସମ୍ଭବ ହୋଇ ନ ଥାଏ। ଫଳରେ ମାନସିକ ଅବସାଦ, ମେଦବହୁଳତା,...

ରୋକିହେବ ଆଣ୍ଟିବାୟୋଟିକର ସାଇଡ୍‌ ଇଫେକ୍ଟ

କୌଣସି ରୋଗ ଦ୍ୱାରା ଆକ୍ରାନ୍ତ ହେଲେ ତାହାର ଲକ୍ଷଣକୁ ଅନୁଧ୍ୟାନ କରି ଡାକ୍ତର ଔଷଧ ସହ ଆଣ୍ଟିବାୟୋଟିକ ଖାଇବାକୁ ପରମର୍ଶ ଦେଇଥାଆନ୍ତି। ତେବେ କେତେକ ଆଣ୍ଟିବାୟୋଟିକର...

Advertisement
Archives

Model This Week