Posted inଜାତୀୟ

ବଢ଼ିବାକୁ ଯାଉଛି କାଜୁ, କିସ୍‌ମିସ୍‌ ମୂଲ୍ୟ

ନୂଆଦିଲ୍ଲୀ,୧୯।୮ : ଭାରତରେ କାଜୁ, କିସ୍‌ମିସ୍‌ ଭଳି ଡ୍ରାଏ ଫ୍ରୁଟ୍ସର ଦାମ ବଢ଼ିପାରେ। କାରଣ ଭାରତ ସହ ଆଫଗାନିସ୍ତାନର ଆମଦାନୀ ଓ ରପ୍ତାନୀ ଉପରେ ରୋକ ଲଗାଇ ଦେଇଛି ତାଲିବାନ୍‌। ଫଳରେ ରବିବାର ଠାରୁ ଭାରତକୁ ଡ୍ରାଏ ଫୁଟ ଆସୁ ନାହିଁ। ଏହାର ପ୍ରଭାବ ସିଧାସଳଖ ଡ୍ରାଏ ଫ୍ରୁଟ୍ସର ମୂଲ୍ୟ ଉପରେ ପଡ଼ିବ।

ଭାରତୀୟ ରପ୍ତାନି ବିଭାଗର ଜଣେ ବରିଷ୍ଠ ପ୍ରତିନିଧି କହିଛନ୍ତି, ପାକିସ୍ତାନ ବାଟ ଦେଇ ଯାହଜରେ ଆସୁଥିବା ସମସ୍ତ ପ୍ରକାର ମାଲକୁ ତାଲିବାନ୍‌ ରୋକି ଦେଇଛି। ଏଣୁ ସମସ୍ତ ପ୍ରକାର ଆମଦାନୀ ବନ୍ଦ ଅଛି।

ଭାରତ ସହ ଆଫଗାନିସ୍ତାନର ବ୍ୟବସାୟୀକ ସମ୍ପର୍କ ଶତାବ୍ଦୀ ପୁରୁଣା। ଏହାବାଦ୍‌ ଆଫିଗାନସ୍ତାନରେ ଉନ୍ନତିମୂଳକ କାର୍ଯ୍ୟ ପାଇଁ ୩ ବିଲିୟନ ଆମେରିକୀୟ ଡଲାର ବିନିଯୋଗ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ର ରାଜନୀତିରେ ହଲଚଲ: ଏନଡିଏରେ ଯୋଗଦେବେ ଠାକରେ!

ମୁମ୍ବାଇ,୧୯।୩: ଲୋକସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ଦଳ ଡିଆଁ ପର୍ବ ବୃଦ୍ଧି ପାଉଛି। ଏହି ଭିତରେ ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ଆରମ୍ଭ ହୋଇଛି। ଯେଉଁଠାରେ...

ପୁର୍ବତନ ଏନକାଉଣ୍ଟର ସ୍ପେଶାଲିଷ୍ଟ ପ୍ରଦୀପ ଶର୍ମାଙ୍କୁ ବଡ ଝଟକା

ମୁମ୍ବାଇ,୧୯।୩: ନଭେମ୍ବର ୨୦୦୬ ଲଖନଭୈୟା ନକଲି ଏନକାଉଣ୍ଟର ମାମଲାରେ ୧୨ ଅଭିଯୁକ୍ତଙ୍କୁ ବମ୍ବେ ହାଇକୋର୍ଟ ଟ୍ରାଏଲ କୋର୍ଟର ଦଣ୍ଡାଦେଶ ଶୁଣାଇଛନ୍ତି। ଟ୍ରାଏଲ କୋର୍ଟ ୧୩ ଅଭିଯୁକ୍ତଙ୍କୁ...

ଜେଡିୟୁକୁ ବଡ ଝଟ୍‌କା, ପଦ ଛାଡିଲେ ମହାସଚିବ

ଦରଭଙ୍ଗା,୧୯।୩: ଜନତା ଦଳ ୟୁନାଇଟେଡର ଜାତୀୟ ସାଧାରଣ ସମ୍ପାଦକ ବା ରାଷ୍ଟ୍ରୀୟ ମହାସଚିବ ଅଲି ଅଶରଫ ଫାତମି, ଦରଭଙ୍ଗା ଆସନ ଜିତିବାକୁ ଆଶା ରଖିଥିବା ବେଳେ...

ଭାଜପା ଏମ୍‌ପି ତେଜସ୍ବୀ ସୂର୍ଯ୍ୟା ଅଟକ

ବେଙ୍ଗାଲୁରୁ,୧୯।୩: କର୍ନାଟକର ବେଙ୍ଗାଲୁରୁରେ ଅଜାନ ସମୟରେ ହନୁମାନ ଚାଳିଶା ବଜାଇବାକୁ ନେଇ ଉପୁଜିଥିବା ବିବାଦ ବଢ଼ିବାରେ ଲାଗିଛି। ଏଠାରେ ହନୁମାନ ଚାଳିଶା ବଜାଇବାକୁ ନେଇ ଜଣେ...

ଜେଲରୁ କେ. କବିତାଙ୍କୁ ଚିଠି ଲେଖିଲେ ମହାଠକ ସୁକେଶ

ନୂଆଦିଲ୍ଲୀ,୧୯।୩: ଦିଲ୍ଲୀର ତିହାର ଜେଲରେ ଥିବା ମହାଠକ ସୁକେଶ ଚନ୍ଦ୍ରଶେଖର ‘ତିହାର କ୍ଲବ’ରେ କେ.କବିତାକୁ ସ୍ବାଗତ କରି ଆଉ ଏକ ବିସ୍ଫୋରକ ଚିଠି ଜାରି କରିଛନ୍ତି।...

ଭାଜପାକୁ ଯେଉଁ ସମର୍ଥନ ମିଳିଛି ତାକୁ ଦେଖି ଉଡିଛି ଡିଏମକେର ନିଦ: ମୋଦି

ନୂଆଦିଲ୍ଲୀ,୧୯।୩: ଲୋକ ସଭା ନିର୍ବାଚନ ପୂର୍ବରୁ ଦକ୍ଷିଣରେ ଭାଜପାର ମିଶନ ଜାରି ରହିଛି। କେରଳରେ ଏକ ରୋଡ ଶୋ’ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

ସିଏଏକୁ ନେଇ କେନ୍ଦ୍ର ସରକାରଙ୍କୁ ବଡ ଆଶ୍ୱସ୍ତି, ନାଗରିକତା ଦେବାରେ ରହିବ ନାହିଁ କୌଣସି ରୋକ

ନୂଆଦିଲ୍ଲୀ,୧୯।୩: ନାଗରିକତ୍ୱ ସଂଶୋଧନ ଅଧିନିୟମ ୨୦୧୯(ସିଏଏ) ମାମଲାର ସୁପ୍ରିମକୋର୍ଟରେ ଶୁଣାଣି ସମୟରେ କେନ୍ଦ୍ର ପାଇଁ ହାଜର ହୋଇଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଏହି ପ୍ରସଙ୍ଗରେ...

ମୋତେ ନିର୍ବାଚନ ଜିତିବା ପାଇଁ ବ୍ୟାନର ପୋଷ୍ଟରର ଆବଶ୍ୟକତା ନାହିଁ: ଗଡକରୀ

ନୂଆଦିଲ୍ଲୀ,୧୯।୩: ଏକ ଘରୋଇ ଟେଲିଭିଜନ ଚ୍ୟାନେଲ ଲିଡରସିପ କନକ୍ଲେଭ ‘ରାଇଜିଂ ଭାରତ ୨୦୨୪’ ର ପ୍ଲାଟଫର୍ମରୁ କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ ସ୍ପଷ୍ଟ କରିଛନ୍ତି ଯେ...

Advertisement
Business Eminence Awards 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri