Posted inଫୁରସତ

ମଦ ପିଇ ମହିଳା କଲେ ଏମିତି କାମ, ହୋସ୍‌ ଆସିବା ପରେ…

ମଦ୍ୟପାନ କରୁଥିବା ବ୍ୟକ୍ତି ନିଜେ ଜାଣି ପାରନ୍ତି ନାହିଁ ସେ କ’ଣ କେତେବେଳେ କରୁଛନ୍ତି। ମନକୁ ଯାହା ଯେତେବେଳେ ଆସେ ତାହା ସଙ୍ଗେ ସଙ୍ଗେ କରିଦିଅନ୍ତି। ଏମିତି ଏକ ଘଟଣା ଘଟିଛି ଜଣେ ମହିଳାଙ୍କ କ୍ଷେତ୍ରରେ। ସେ ମଦ ପିଇ ଟାଟୁ କରିବାକୁ ଜଣେ ଆର୍ଟିଷ୍ଟଙ୍କୁ କହିଥିଲେ। ଆର୍ଟିଷ୍ଟ ଜଣକ ତାଙ୍କ କହିବାନୁସାରେ ଟାଟୁ କରିଥିଲେ।

ବିଶେଷକରି ଯେଉଁମାନେ ଟାଟୁ କରନ୍ତି, ସେମାନେ ସର୍ବଦା ନିର୍ଦ୍ଦିଷ୍ଟ ଏକ ଉଦ୍ଦେଶ୍ୟ, ଅର୍ଥ ବା ଶବ୍ଦ, କିମ୍ବା କାହାର ସ୍ମୃତି ଉଦ୍ଦେଶ୍ୟରେ ଶରୀରରେ କିଛି ଡିଜାଇନ ତିଆରି କରନ୍ତି। ବେଳେବେଳେ କାହାକୁ ଉତ୍ସର୍ଗ କରି ହେଉ କିମ୍ବା ଏକ ଭଲ ବାର୍ତ୍ତା ମାଧ୍ୟମରେ ଟାଟୁ ଆଙ୍କିଥାନ୍ତି। ଯାହାର ଅନେକ ଅର୍ଥ ଥାଏ। କିନ୍ତୁ ଜଣେ ମହିଳା ସମ୍ପୂର୍ଣ୍ଣ ନିଶାସକ୍ତ ଅବସ୍ଥାରେ ତାଙ୍କ ଶରୀରରେ ଟାଟୁ ଆଙ୍କିଲେ। ସେହି ସମୟରେ ସେ ହୋସ୍‌ରେ ନ ଥିଲେ। ଯେଉଁଥିପାଇଁ କ’ଣ କରିବାକୁ ଯାଉଛନ୍ତି ତାହା ତାଙ୍କର ମନେ ନ ଥିଲା।

ମହିଳାଙ୍କ ହୋସ୍‌ ଆସିବା ପରେ ସେ ଦେଖିଲେ ତାଙ୍କ ବାହୁରେ ୩ଟି ଲାଲ୍‌ ରଙ୍ଗର ପ୍ରଜାପତି ଅଙ୍କା ଯାଇଛି। ଯାହା ତାଙ୍କ ଜୀବନର କୌଣସି ଅର୍ଥ ବୁଝାଉ ନ ଥିଲା। ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ସେହି ଟାଟୁକୁ ଦେଖି ନିଜ ଅପେକ୍ଷା ଆର୍ଟିଷ୍ଟଙ୍କ ଉପରେ ପ୍ରବଳ ରାଗିଗଲେ ମହିଳା।

ଏହାର ପୂରା ଘଟଣାକୁ ସେ ସୋସିଆଲ ମିଡିଆରେ ଶେୟାର କରିଛନ୍ତି, ଭିଡିଓ ଦେଖି କିଛି ୟୁଜର ମହିଳାଙ୍କ ସପକ୍ଷରେ କହିଥିବା ବେଳେ ଆଉ କିଛି ୟୁଜର ଟାଟୁ କଳାକାରଙ୍କୁ ଦୋଷ ଦେଇଛନ୍ତି। ଭିଡିଓଟି ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୂର୍ଯ୍ୟ ପରାଗ ସମୟରେ ୩ ପିଲାଙ୍କୁ ମାଟିରେ ବେକ ପର୍ଯ୍ୟନ୍ତ ପୋତାଗଲା

ବେଙ୍ଗାଲୁରୁ,୨୭।୧୨: ଆଧୁନିକ ଦୁନିଆରେ ମଧ୍ୟ ମଣିଷ ମଧ୍ୟରେ ବିଭିନ୍ନ କୁସଂସ୍କାର ଏବଂ ଅନ୍ଧବିଶ୍ୱାସ ରହିଛି। ଏହାଯୋଗୁ ବହୁ ରୋଚକ ଘଟଣାମାନ ଘଟୁଛି। ଗୁରୁବାର ସୂର୍ଯ୍ୟପରାଗ ସମୟରେ...

ଗୋଟିଏ ପରିବାରର ୬୦ତମ ସନ୍ତାନ ଜନ୍ମ

ଇସ୍‌ଲାମାବାଦ,୩।୧: ଗୋଟିଏ ପରିବାରରେ ୬୦ତମ ସନ୍ତାନ ଜନ୍ମ ନେଇଛି। କଥାଟି ଶୁଣିବାକୁ ଟିକେ ଅଡୁଆ ଲାଗିପାରେ। ହେଲେ କଥାଟି ସତ। କିଛି ଏଭଳି ଘଟଣା ଘଟିଛି...

ଏହି ଗାଁର ମହିଳା ସବୁବେଳେ ରୁହନ୍ତି ସଧବା

ମଧ୍ୟ ପ୍ରଦେଶ ମଣ୍ଡଲା ଜିଲାରେ ଥିବା ଏକ ଗାଁରେ ରହିଥିବା ପରମ୍ପରା କଥା ଶୁଣିଲେ ଟିକେ ଆଶ୍ଚର୍ଯ୍ୟ ଲାଗେ। ହେଲେ ଆଜିବି ଏହି ପରମ୍ପରାକୁ ପାଳି...

ପରିବାରର ସହାୟତା ପାଇଁ ବିକୁଥିଲେ ପକୁଡି; ଛିଡା କଲେ ଦେଶର ନଂ୧ କମ୍ପାନୀ

ମୁକେଶ ଅମ୍ବାନୀଙ୍କ ନେତୃତ୍ୱାଧୀନ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ବଜାର ପୁଞ୍ଜୀକରଣ ସୋମବାର ୧୧.୫ ଲକ୍ଷ କୋଟି ଟଙ୍କା ଟପିଛି। କମ୍ପାନୀ ସ୍ଥାପନା କରିଥିବା ଧୀରୁ ଭାଇ...

ଭାଇରସ୍‌ରେ ୪୧% ‘କ୍ଲେଡ୍‌ ଏ୩-ଆଇ’

ହାଇଦ୍ରାବାଦ: ପରିବେଶ ଅନୁଯାୟୀ ପରିବର୍ତ୍ତିତ ଗୁଣାବଳୀ କରୋନା ଭାଇରସ୍‌କୁ ସଂକ୍ରମଣ ଲାଗି ବଳ ଯୋଗାଉଛି। ଚାଇନାରୁ ଆରମ୍ଭ ହୋଇଥିବା ଏହି ଭୂତାଣୁ ଆମେରିକାରେ ଯେଉଁ ପ୍ରତିକ୍ରିୟା...

ହ୍ବାଟ୍ସଆପ୍‌ରେ ଚାଟ୍‌ ଲୁଚାଇବାକୁ ଚାହୁଁଛନ୍ତି କି? ଆପଣାନ୍ତୁ ଏହି ଟିପ୍ସ

ଆପଣଙ୍କ ଫ୍ରେଣ୍ଡ୍‌ଲିଷ୍ଟରେ ଏମିତି କିଛି ଖାସ୍‌ ବନ୍ଧୁ ଥା’ନ୍ତି, ଯେଉଁମାନଙ୍କ ସହ ଆପଣ ସିକ୍ରେଟ୍‌ ଚାଟ୍‌ କରିଥାନ୍ତି। ଆଉ ଏହି ଚାଟ୍‌ ଯେମିତି କେହି ନ...

ରାମ ମନ୍ଦିର ନିର୍ମାଣ ପାଇଁ ନିଜ ପକେଟ ମନି ଦାନ କଲେ ୨ ଶିଶୁ

ବରେଲୀ/ପ୍ରୟାଗରାଜ,୧୯।୧: ରାମ ମନ୍ଦିର ନିର୍ମାଣ ପାଇଁ ଉତ୍ତରପ୍ରଦେଶର ୨ ଜଣ ଶିଶୁ ନିଜ ପକେଟ ମନିି ଦାନ କରିଛନ୍ତି। ବରେଲୀର ୬ ବର୍ଷ ବୟସ୍କ ଦିବିତ୍‌...

ଓଜନ ବଢ଼ିଲେ କଟିବ ଦରମା

ଏକ ରିପୋର୍ଟରେ ପ୍ରକାଶ ପାଇଛି ଯେ, ବିଶ୍ୱ ପ୍ରସିଦ୍ଧ ଏମିରେଟ୍‌ସ ଏୟାରଲାଇନ୍‌ର ଏୟାର ହୋଷ୍ଟେସଙ୍କ ଓଜନ ବଢ଼ିଲେ ତାଙ୍କୁ ଦଣ୍ଡ ଦିଆଯାଉଛି। ଏହାର ପୂର୍ବତନ କର୍ମଚାରୀମାନେ...

Advertisement
Archives

Model This Week