ଆରପାରିରେ ଅଭିନେତା ଅଭିଷେକ ଟାର୍ଟାଜୀ

ବଙ୍ଗାଳୀ ସିନେମାର ଜଣାଶୁଣା ଅଭିନେତା ଅଭିଷେକ ଟାର୍ଟାଜୀଙ୍କ ଗୁରୁବାର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ହୋଇଥିଲା। ବିଗତ କିଛିଦିନ ହେଲା ବିଭିନ୍ନ ରୋଗରେ ଆକ୍ରାନ୍ତ ଥିଲେ ଅଭିଷେକ । ଅନେକ ଚେଷ୍ଟା ପରେ ସେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି । ଅଭିଷେକଙ୍କ ମୃତ୍ୟୁରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୋକ ପ୍ରକାଶ କରିବା ସହ ସିନେମାଜଗତ ଦୁଃଖରେ ଭାଙ୍ଗି ପଡ଼ିଛି ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମରେ ପଡ଼ିଛନ୍ତି ବିଗ୍‌ ବିଙ୍କ ନାତୁଣୀ

ବମ୍ବେ: ପ୍ରେମରେ ପଡ଼ିଛନ୍ତି ବିଗ୍‌ ବି ଅମିତାଭ ବଚ୍ଚନଙ୍କ ନାତୁଣୀ ନବ୍ୟା ନବେଲୀ ନନ୍ଦା। ଏପରି କିଛି ଚର୍ଚ୍ଚା ହେଉଛି ବଲିଉଡ୍‌ ଗଳିକନ୍ଦିରେ। ନୂଆ ସୂଚନାନୁଯାୟୀ...

ବିବାହ ପୂର୍ବରୁ ଏହି କ୍ରିକେଟରଙ୍କ ପ୍ରେମରେ ପାଗଳ ଥିଲେ ଅମୃତା ସିଂ

ମହାମାରୀ କରୋନା ସମୟରେ ବଲିଉଡ୍‌ କଳାକାରଙ୍କ ଅନେକ ଫଟୋ, ଭିଡିଓ ଏବଂ ସେମାନଙ୍କ ସହ ଜଡିତ କାହାଣୀ ଭାଇରାଲ ହେବାରେ ଲାଗିଛି। ତେବେ ବର୍ତ୍ତମାନ ଦୁବାଇରେ...

ଜଲିଉଡ୍‌ର ସିଙ୍ଗର ଏବେ ଟ୍ୟାକ୍ସି ଚାଳକ

ଛତ୍ରପୁର,୨୪।୭(ଡି.ଏନ୍‌.ଏ.): ମହାମାରୀ କରୋନା ଯୋଗୁ ଅନେକ ଲୋକ ନିଜ ରୋଜଗାର ହରାଇଥିବା ବେଳେ ଆଉ କେତେକଙ୍କ ବୃତ୍ତି ମଧ୍ୟ ବଦଳିଯାଇଛି। କିଛି ଏଭଳି ଦୃଶ୍ୟ ଦେଖିବାକୁ...

ଦୁଇଦୁଇ ଥର ମୃତ୍ୟୁକୁ ଅତି ପାଖରୁ ଦେଖିଛନ୍ତି ଏହି ଅଭିନେତ୍ରୀ

ଫିଲ୍ମରେ ଅଭିନେତ୍ରୀମାନେ ଅନେକଥର ଗୁରୁତର ଦୁର୍ଘଟଣାର ଶିକାର ହୁଅନ୍ତି। କିନ୍ତୁ ସେମାନେ ମୃତ୍ୟୁ ମୁଖରୁ ବଞ୍ଚିକି ଆସିଥାନ୍ତି। ମାତ୍ର ବାସ୍ତବ ଜୀବନରେ ନନେକ କଳାକାରଙ୍କ ସହିତ...

୧୪ ହଜାର ଫୁଟ ଉଚ୍ଚରେ ଦେଶଭକ୍ତି ଗୀତ ଗାଇ ଚହଳ ପକାଇଥିଲେ ଏହି ପ୍ରସିଦ୍ଧ ଗାୟକ

ବଲିଉଡ୍‌ର ପ୍ରସିଦ୍ଧ ଗାୟକ ମହମ୍ମଦ ରଫିଙ୍କ ଆଜି ଜନ୍ମଦିନ। ୧୯୨୪ ଡିସେମ୍ବର ୨୪ ତାରିଖରେ ପଞ୍ଜାବର କୋଟଲ ସୁଲତାନ ସିଂହ ଗ୍ରାମରେ ହୋଇଥିଲା। ପିତା ହାଜି...

ପରଦାରେ ବନ୍ଧୁତ୍ୱ: କନ୍ଦାଇଥିଲା ‘ଥ୍ରି-ଇଡିଅଟ୍ସ’, ଜିଇଁବା ଶିଖାଇଥିଲା ‘ଜିନ୍ଦେଗୀ ନା ମିଲେଗି ଦୁବାରା’

ମୁମ୍ବାଇ: ଆଜି ବନ୍ଧୁତ୍ୱ ଦିବସ। ପ୍ରତ୍ୟେକ ବ୍ୟକ୍ତିର ଜୀବନରେ ବନ୍ଧୁ ଓ ବନ୍ଧୁତ୍ୱର ପରିଭାଷା ସ୍ବତନ୍ତ୍ର। ଏହି ନିଆରା ସମ୍ପର୍କକୁ ପରଦାରେ ଦେଖାଇବା ଲାଗି ନିର୍ମାଣ...

ସାମ୍ନାକୁ ଆସିଲା ସାଇନା ନେହଓ୍ବାଲଙ୍କ ବାୟୋପିକ୍‌ ଲୁକ୍‌

ବ୍ୟାଡମିଣ୍ଟନ ଖେଳାଳି ସାଇନା ନେହଓ୍ବାଲଙ୍କ ବାୟୋପିକ୍‌ରେ ଅଭିନେତ୍ରୀ ପରିଣୀତି ଚୋପ୍ରା ପ୍ରମୁଖ ଚରିତ୍ରରେ ଅଭିନୟ କରୁଛନ୍ତି। ଫିଲ୍ମରେ ସାଇନାଙ୍କ ଲୁକ୍‌ ଏବେ ସୋସିଆଲ ମିଡିଆରେ ଭାଇରାଲ...

ଆଖିବୁଜିଲେ ଏହି ପ୍ରସିଦ୍ଧ ଫିଲ୍ମ ନିର୍ମାତା

ଲୋକପ୍ରିୟ ଆନିମେଟେଡ୍‌ ସିରିଜ୍‌ ‘ସ୍କୁବି ଡୁ’ର ସହ ନିର୍ମାତା କେନ ସ୍ପିୟର୍ସଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା। ଏ ନେଇ...

Advertisement
Archives

Model This Week