Posted inଫୁରସତ

ମରୁଭୂମିରେ ସ୍ବପ୍ନ ସହର, ୫୦ ଲକ୍ଷ ଲୋକଙ୍କ ପାଇଁ ରହିବା ସୁବିଧା…

ଓ୍ବାଶିଂଟନ,୧୨।୯: ମରୁଭୂମିରେ ଜଣେ ଅବା ଦୁଇ ଜଣଙ୍କ ପାଇଁ ନୁହେଁ, ୫୦ ଲକ୍ଷ ଲୋକଙ୍କ ପାଇଁ ନିର୍ମାଣ କରାଯିବ ସ୍ବପ୍ନର ସହର। ଏନେଇ ଆମେରିକାର କୋଟିପତି ବ୍ୟବସାୟୀ ମାର୍କ ଲୋରେ ଏକ ଯୋଜନା ପ୍ରସ୍ତୁତ କରିଛନ୍ତି। ୧୫୦,୦୦୦ ଏକର ପରିମିତ ଜମିରେ ସହର ନିର୍ମାଣ କରାଯିବ। ଏଥିରେ ୪୦୦ ଶହ କୋଟି ଡଲାରରୁ ଅଧିକ ଖର୍ଚ୍ଚ ହେବ। ମାର୍କ ଏହି ପ୍ରକଳ୍ପ ପାଇଁ ଏବେ ଜମି ଏବଂ ପାଣ୍ଠି ଯୋଗାଡ଼ରେ ବ୍ୟସ୍ତ ରହିଛନ୍ତି। ଏହି ସ୍ବପ୍ନ ସହରରେ ଅନ୍ୟ ବଡ଼ ସହର ଭଳି ସମସ୍ତ ବିକଶିତ ସୁବିଧା ରହିବ।
ସହରରେ ଟୋକିଓ ପରି ପରିଷ୍କାର ପରିଚ୍ଛନ୍ନନା, ନ୍ୟୁୟର୍କ ପରି ବିଳାସପୂର୍ଣ୍ଣ ଜୀବନ ଶୈଳୀ ଏବଂ ଷ୍ଟକହୋମ ପରି ସାମାଜିକ ସୁବିଧା ସୁଯୋଗ ଆଦି ରହିବ। ଏହାର ପରିକଳ୍ପନା ଦାୟିତ୍ୱ ପୃଥିବୀର ପ୍ରସିଦ୍ଧ ସ୍ଥପତି ଫାର୍ମ ବଜରାକେ ଇଞ୍ଜେଲ୍‌ ଗ୍ରୁପ୍‌କୁ ଦିଆଯାଇଛି।
ଏହି ସ୍ବପ୍ନର ସହରକୁ ‘୧୫ ମିନିଟ ସିଟି ଡିଜାଇନ’ ଦ୍ୱାରା ନିମର୍ର୍ାଣ କରାଯିବ। ଅର୍ଥାତ୍‌ ବାସିନ୍ଦାମାନେ ନିଜ ଘରୁ ଅଫିସ, ସ୍କୁଲ ଏବଂ ଅନ୍ୟାନ୍ୟ ସ୍ଥାନକୁ ମାତ୍ର ୧୫ ମିନିଟରେ ପହଞ୍ଚି ପାରିବେ। ଏହି ପ୍ରକଳ୍ପ ପାଇଁ ନେଭାଡା, ୟୁଟା, ଇଡାହୋ, ଏରିଜୋନା, ଟେକ୍ସାସ ଏବଂ ଆପାଲାଚିଆନ ଭଳି ଅଞ୍ଚଳରେ ଜମିର ସନ୍ଧାନ ଜାରି ରହିଛି। ଏଠାରେ ଉଭୟ ଆବାସିକ କୋଠା ଏବଂ ସବୁଜ ସ୍ଥାନ ରହିବ। ସହରରେ ପେଟ୍ରୋଲ, ଡିଜେଲ ଆଦିରେ ଚାଲୁଥିବା ଯାନ ଉପରେ ପ୍ରତିବନ୍ଧକ ଲଗାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ସମୟରେ ଲାପଟପ୍‌ରେ କାମ କଲେ ବର: ଲୋକେ କହିଲେ, ‘ଡବ୍ଲ୍ୟୁଏଫ୍‌ଏଚ୍‌’ ପ୍ରଭାବ

କୋଲକାତା,୨୯।୧୧: ଦେଶରେ କରୋନା ମହାମାରୀ ଯେବେଠାରୁ ଆସିଛି, ସେବେଠାରୁ ଓ୍ବାର୍କ ଫ୍ରମ୍‌ ହୋମ(ଡବ୍ଲ୍ୟୁଏଫ୍‌ଏଚ୍‌) ଲୋକଙ୍କର ନୀତି ଜୀବନର ଏକ ଅଂଶ ପାଲଟିଗଲାଣି। ହେଲେ କେବେ ଭାବିଛନ୍ତି...

ଭଟ୍ଟିମୁଣ୍ଡାର ଘଣ୍ଟୁଆ ସେବକ

ହିନ୍ଦୁଧର୍ମର ବିଭିନ୍ନ ପୂଜା ରୀତିନୀତି ଉପଚାର ବେଳେ ଧୂପଦୀପ ଓ ନୈବେଦ୍ୟ ଭଳି ଘଣ୍ଟ ବାଦନ ଏକ ବିଧିବିଧାନ। ବିଶ୍ୱାସ ରହିଛି -ଘଣ୍ଟଧ୍ୱନି ଦୈତ୍ୟ ପ୍ରକୋପ...

ୟୁଟ୍ୟୁବର ଦେଇଥିଲେ ମଦ ପିଇବା ପାଇଁ ଲାଇଭ୍‌ ଚ୍ୟାଲେଞ୍ଜ, ୧.୫ ଲିଟର ପିଇବା ପରେ ଘଟିଲା ଏମିତି…

ଆପଣ ଏକ କାହାଣୀ ନିଶ୍ଚିତ ଶୁଣିଥିବେ ଯେ, ଅଧିକ ଉତ୍ସାହିତ ହେଲେ ନିଜର କ୍ଷତି ଘଟିଥାଏ। ଠିକ୍‌ ସେମିତି ଏକ ଘଟଣା ଘଟିଛି ଋଷିଆରେ। ଜଣେ...

ଜେସିବିରେ ବସି ବେଦୀକୁ ଯାଉଥିଲେ ବରକନ୍ୟା, ହଠାତ୍‌ ଖସିପଡ଼ିଲେ; ଆଉ ତା’ ପରେ…

ସୋସିଆଲ ମିଡିଆରେ ଅନେକ ସମୟରେ ବହୁ ଭିଡିଓ ଭାଇରାଲ ହୋଇଥାଏ। ସେଥିମଧ୍ୟରୁ କିଛି ଭିଡିଓ ହସର ଖୋରାକ ଯୋଗାଉଥିବା ବେଳେ ଆଉ କିଛି ଭିଡିଓ ଦେଖିଲେ...

ମୋବାଇଲ ଦୋକାନରେ ପଶି ତାଣ୍ଡବ ରଚିଲା ଗାଈ; ଭିଡିଓ ଦେଖିଲେ…

କୁହାଯାଏ ପଶୁମାନେ ରାଗିଲେ ତାଣ୍ଡବ କରିଥାନ୍ତି। ବେଳେବେଳେ ସେମାନେ ଅନେକ ଜିନିଷପତ୍ର ନଷ୍ଟ କରିଥାନ୍ତି। ଏଭଳି ଏକ ମଜାଦାର ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି...

୧୩ ବର୍ଷର ଏହି ପିଲାକୁ ଦେଖିଲେ କାହିଁକି ମାରିବାକୁ ଗୋଡ଼ାଉଛନ୍ତି ଲୋକେ, ଜାଣନ୍ତୁ…

ଅନେକ ପ୍ରକାରର ରୋଗ ବିଷୟରେ ଆମେ ଶୁଣିଛୁ। ମାତ୍ର ମଧ୍ୟପ୍ରଦେଶରେ ରହୁଥିବା ୧୩ ବର୍ଷର ବାଳକ ଲଳିତ ପାଟିଦାରଙ୍କୁ ଏକ ଅଜବ ପ୍ରକାର ରୋଗ ହୋଇଛି।...

ପାକିସ୍ତାନର ଯୁବପିଢି ସର୍ବାଧିକ ଆକ୍ରାନ୍ତ

ଇସଲାମାବାଦ, ୨୮ା୩ :- କରୋନା ସଂକ୍ରମଣ ରୋକିବାକୁ ସାରା ବିଶ୍ୱ ଲଢେଇ କରୁଛି ।ଏହି ରୋଗରେ ସମସ୍ତ ବର୍ଗର ଲୋକେ ଆକ୍ରାନ୍ତ ହେଉଥିଲେ ହେଁ ଅଧତ୍କାଂଶ...

୨୦୫୦ ବେଳକୁ ଏମିତି ଦେଖାଯାଉଥିବେ ଭାରତୀୟ ଖେଳାଳି

ସୋସିଆଲ ମିଡିଆରେ ଆଜିକାଲି ବୃଦ୍ଧା ହେବାର ଏକ ନୂଆ ଟ୍ରେଣ୍ଡ ଚାଲିଛି। ‘ଫେସ୍‌ ଆପ୍‌’ ନାମକ ଏକ ଆପ୍‌ ବ୍ୟବହାର କରି ସେଲିବ୍ରିଟିମାନେ ବୃଦ୍ଧାବସ୍ଥାରେ କେମିତି...

Advertisement
Archives

Model This Week