ବିବାହ ପରେ ଆଦୌ କରନ୍ତୁନି ଏପରି ଭୁଲ, ନଚେତ୍‌…

ବିବାହ ପରେ ଝିଅମାନେ ଶାଶୁଘରକୁ ଯିବା ପରେ ଜୀବନରେ କିଛି ପରିବର୍ତ୍ତନ ଆସିଥାଏ। ଅଜଣା, ଅଚିହ୍ନା ଲୋକଙ୍କୁ ନିଜର କରି ଚଳିବାକୁ ପଡ଼ିଥାଏ। ବ୍ୟବହାର, ଚାଲିଚଳନ, କାମରେ ସନ୍ତୁଳନ ରକ୍ଷା କରି ଚାଲିବାକୁ ପଡ଼େ। ଏଥିରେ ବ୍ୟତିକ୍ରମ ହେଲେ ଶାଶୁଘରେ ଝଡ଼ ଉଠେ। ଏପରିକି ବିବାହ ବିଚ୍ଛେଦ ପର୍ଯ୍ୟନ୍ତ କଥା ଯାଇଥାଏ। ତେବେ ଝିଅଟି ଶାଶୁଘରେ କେମିତି ଚଳିଲେ ଘର ବୈକୁଣ୍ଠପୁର ସହ ସମାନ ହେବ ଜାଣନ୍ତୁ ସେ ବିଷୟରେ…

ଅଭିଯୋଗ କରିବା:

ଝିଅମାନେ ସାଧାରଣତଃ ବାପଘରେ ଛୋଟରୁ ବଡ଼ ହେବା ପର୍ଯ୍ୟନ୍ତ ଥିଲେ। ସେଠି ଯାହା କରୁଥିଲେ ଚଳିଯାଉଥିଲା। ମାତ୍ର ଶାଶୁଘରକୁ ଆସିବା ପରେ ବାପଘରେ ଯାହା କରୁଥିଲେ ତାହା କରିବା ଉଚିତ୍‌ ନୁହେଁ। ଶାଶୁଘରେ ସମସ୍ତଙ୍କୁ ଆପଣାର କରି ଚଳିବା ଉଚିତ୍‌। ପ୍ରତିଟି କଥାରେ କାହା ନାଁରେ ଅଭିଯୋଗ କରିବା ଠିକ୍‌ ନୁହେଁ। ଛୋଟମୋଟ କଥାକୁ ନେଇ କଳି କରିବା ଅନୁଚିତ।

ମୋବାଇଲ ଦେଖିବା:

ଆଜିକାଲି ଡିଜିଟାଲ ଯୁଗ। ସମସ୍ତଙ୍କ ହାତରେ ଆଣ୍ଡ୍ରଏଡ୍‌ ଫୋନ୍‌। ଝିଅଟିଏ ନୂଆ କରି ବୋହୂ ହୋଇ କାହା ଘରକୁ ଯାଇଥିଲେ ମୋବାଇଲରେ ଅଧିକ ସମୟ ନ ବିତାଇ ଘର ଲୋକଙ୍କୁ ଟାଇମ୍‌ ଦିଅନ୍ତୁ। ନଚେତ୍‌ ଏହା ଘରେ କଳିମଞ୍ଜି ସୃଷ୍ଟି କରିଥାଏ।

ଅଧିକ ଖର୍ଚ୍ଚ ନ କରିବା:

ଆପଣଙ୍କୁ ପ୍ରଥମେ ବୁଝିବାକୁ ହେବ ଶାଶୁଘରେ କ’ଣ କେମିତି ଖର୍ଚ୍ଚ ହୁଏ। ଯଦି ଆପଣ ଅଧିକ ଖର୍ଚ୍ଚି ହୋଇଥିବେ ତେବେ ଶାଶୁଘରେ ପଇସା ମାମଲାକୁ ନେଇ ଝଡ଼ ଉଠିବ। ଯେତିକି ଆବଶ୍ୟକ ସେତିକି ଖର୍ଚ୍ଚ କରିବେ। ନଚେତ୍‌ ଏହା ପରିବାର ଲୋକଙ୍କ ନଜରକୁ ଆସିଲେ ଅଯଥାରେ କଳିର ରୂପ ନେବ।


Enter your email to get our daily news in your inbox.

All Right Reserved By Dharitri.Com

ନୋବେଲ ପୁରସ୍କାର ରସାୟନ ବିଜ୍ଞାନ -୨୦୧୯ : ସମାଜକୁ ଜୀବାଶ୍ମ ଇନ୍ଧନ ମୁକ୍ତ କରିବା ବ୍ୟାଟେରି

”ଏବେ ଆମେ ବ୍ୟବହାର କରୁଥିବା ଅସଂଖ୍ୟ ସ୍ମାର୍ଟଫୋନ୍‌, ଲ୍ୟାପ୍‌ଟପ୍‌ ତଥା ଅନ୍ୟାନ୍ୟ ବହନୀୟ ଇଲେକ୍‌ଟ୍ରୋନିକ୍‌ ଯନ୍ତ୍ରପାତି ଏବଂ ରାଜମାର୍ଗରେ ଗଡ଼ିବାକୁ ଆରମ୍ଭ କରିଥିବା ନୂତନ ପିଢ଼ିର...

ଦିନସାରା ଫ୍ରେଶ୍‌ ଲାଗିବା ପାଇଁ କରନ୍ତୁ ଏପରି…

ଗାଧୋଇବା ପରେ ପୁରା ଦିନ ଫ୍ରେଶ୍‌ ଲାଗେ ବୋଲି ଅଧିକାଂଶ ଲୋକଙ୍କର ରହିଛି ବିଶ୍ୱାସ। ତେବେ କିଛି ଲୋକ ଗାଧୋଇବା ପରେ ମଧ୍ୟ ଫ୍ରେଶ୍‌ ଅନୁଭବ...

ମେଡିଟେସନ ନିଶ୍ଚୟ କରନ୍ତୁ

ବ୍ୟସ୍ତବହୁଳ କାମ ମଧ୍ୟରେ ଦିନକୁ ଅତି କମରେ ୧୫ ମିନିଟ ମେଡିଟେସନ ନିଶ୍ଚୟ କରନ୍ତୁ… ମେଡିଟେସନ ନିମନ୍ତେ ନିଜ ସୁବିଧା ଅନୁସାରେ ସବୁ କାମ ସାରିବା...

ବାସ୍ତୁଶାସ୍ତ୍ର: ସୁଖ ସମୃଦ୍ଧି ପାଇଁ ଏଭଳି ସଜାନ୍ତୁ ଘର

ଘର ସଜାଇବାରେ ବାସ୍ତୁଶାସ୍ତ୍ରର ଏକ ପ୍ରମୁଖ ଭୂମିକା ରହିଛି। ଏହା ଅନୁଯାୟୀ କିଛି ଜିନିଷରେ ଘର ସଜାଇଲେ ଘରେ ସୁଖସମୃଦ୍ଧି ବଢିବ ଓ ଦୁର୍ଭାଗ୍ୟ ବି...

ମାନବ ବିବର୍ତ୍ତନ ବୀକ୍ଷଣ

କିଏ ପାଇଛନ୍ତି: ସୁଇଡେନ୍‌ର ଷ୍ଟକ୍‌ହୋମ୍‌ରେ ଜନ୍ମିତ ଏବଂ ୬୭ ବର୍ଷ ବୟସ୍କ ସ୍ବାଣ୍ଟେ ପାବୋ ଚଳିତ ବର୍ଷ ଲାଗି ଶରୀର ବିଜ୍ଞାନ ବା ଭେଷଜ ବିଜ୍ଞାନରେ...

ଏସବୁ ଜିନିଷକୁ ସ୍ତ୍ରୀର ପ୍ରକୃତ ଆଭୂଷଣ, ଧର୍ମ ବୋଲି କହିଛନ୍ତି ଚାଣକ୍ୟ; ଜାଣିରଖନ୍ତୁ…

ଆଚାର୍ଯ୍ୟ ଚାଣକ୍ୟ ଜଣେ ମହାନ ରାଜନୀତିଜ୍ଞ ତଥା ଅର୍ଥଶାସ୍ତ୍ରୀ। ଏହାଛଡ଼ା ସେ ଜୀବନକୁ ବହୁତ ନିକଟରୁ ବୁଝିଥିବା ଜଣାଯାଏ। ତାଙ୍କର ନୀତିଶାସ୍ତ୍ର ଆଜି ବି ଅନେକଙ୍କୁ...

ମ୍ୟାଲେରିଆ ମୃତ୍ୟୁ ହାର ଶୂନ କରିବା

ମଣିଷ ସଭ୍ୟତାର ଅନ୍ୟତମ ପୁରାତନ ରୋଗ ହେଉଛି ମ୍ୟାଲେରିଆ। ଏହି ରୋଗ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଲାଗି ପ୍ରତିବର୍ଷ ଏପ୍ରିଲ ୨୫ ତାରିଖକୁ ବିଶ୍ୱ...

ମ୍ୟାଙ୍ଗୋ ଲଡୁ

ଆବଶ୍ୟକ ସାମଗ୍ରୀ: ପାଚିଲା ଆମ୍ବ ରସ ଅଧା କପ୍‌, ଡ୍ରାଏ ଫ୍ରୁଟ୍‌ସ ଅଧା କପ୍‌, ନଡିଆ କୋରା ଦେଢ କପ୍‌, ଗୁଜୁରାତି ପାଉଡର ଏକ ଚାମଚ,...

Advertisement
Archives

Model This Week