Posted inଜାତୀୟ

ଡାକ୍ତରଙ୍କ ସାକ୍ଷ୍ୟ ପ୍ରାସଙ୍ଗିକ, ମାତ୍ର ମୁଖ୍ୟ ସାକ୍ଷ୍ୟ ଭାବେ ଗ୍ରହଣ ଯୋଗ୍ୟ ନୁହେଁ, ହାଇକୋର୍ଟଙ୍କ ରାୟ…

ଗ୍ବାଲିୟର୍‌, ୩୦।୧ : ଯେ କୌଣସି ମାମଲାରେ ଡାକ୍ତରଙ୍କ ସାକ୍ଷ୍ୟ ପ୍ରାସଙ୍ଗିକ, ମାତ୍ର ମୁଖ୍ୟ ସାକ୍ଷ୍ୟ ଭାବେ ଗ୍ରହଣ ଯୋଗ୍ୟ ନୁହେଁ ବୋଲି ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ଗ୍ବାଲିୟର୍‌ ବେଞ୍ଚ କହିଛନ୍ତି। ସାକ୍ଷ୍ୟ ପ୍ରମାଣ ଆଇନର ଧାରା ୪୫ ଅନୁଯାୟୀ ଡାକ୍ତରଙ୍କ ମତ ପ୍ରାସଙ୍ଗିକ। କିନ୍ତୁ ଏହା ମହତ୍ତପୂର୍ଣ୍ଣ ତଥା ପ୍ରକୃତ ପ୍ରମାଣର ସ୍ଥାନ ଗ୍ରହଣ କରିପାରିବ ନାହିଁ କିମ୍ବା ଏହା ନିର୍ଣ୍ଣାୟକ ସିଦ୍ଧାନ୍ତ ହୋଇପାରିବ ନାହିଁ। କାରଣ ଏହା ହେଉଛି କେବଳ ଏକ ମତାମତ ପ୍ରମାଣ।

ଜଷ୍ଟିସ ରାଜୀବ କୁମାର ଶ୍ରୀବାସ୍ତବଙ୍କ ନେତୃତ୍ୱରେ ଗଠିତ ଏକ ଡିଭିଜନ ବେଞ୍ଚ ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି) ର ଧାରା ୩୦୭, ୩୪ ଏବଂ ୪୫୨ ଅନୁଯାୟୀ ଦାଖଲ ହୋଇଥିବା ଏକ ମାମଲାକୁ ଖାରଜ କରିଦେଇଛନ୍ତି। ମାମଲାରେ ଡାକ୍ତରଙ୍କ ସାକ୍ଷ୍ୟ ଅନୁସାରେ ଅଭିଯୁକ୍ତଙ୍କୁ ତଳ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ। ପରେ ସମ୍ପୃକ୍ତ ବ୍ୟକ୍ତି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

କୋର୍ଟ କହିଛନ୍ତି, ଯଦିଓ ପ୍ରମାଣ ଆଇନର ଧାରା ୪୫ର ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଡାକ୍ତରଙ୍କ ମତ ପ୍ରାସଙ୍ଗିକ, କିନ୍ତୁ ତାହା ଯଥେଷ୍ଟ ନୁହେଁ। ଡାକ୍ତରଙ୍କ ମତ ହେଉଛି ଏକ ପ୍ରମାଣ ଏବଂ ଏହା କ୍ୱଚିତ ମୂଳ / ଉପାଦେୟ ପ୍ରମାଣର ସ୍ଥାନ ନେଇପାରେ। କେବଳ ଏକ ମତ ପ୍ରମାଣ ହୋଇଥିବାରୁ ଏହା ଚୂଡାନ୍ତ ହୋଇପାରିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବେସରକାରୀ କ୍ଷେତ୍ରରେ ନିଯୁକ୍ତିରେ ୭୫ ପ୍ରତିଶତ ସ୍ଥାନ ସଂରକ୍ଷଣ, ହାଇକୋର୍ଟଙ୍କ ରୋକକୁ ହଟାଇଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୧୭।୨ : ବେସରକାରୀ କ୍ଷେତ୍ରରେ ସଂରକ୍ଷଣ ପ୍ରସଙ୍ଗରେ ହରିୟାଣା ସରକାରଙ୍କୁ ସୁପ୍ରିମକୋର୍ଟରେ ଆଶ୍ୱସ୍ତି ମିଳିଛି। ସ୍ଥାନୀୟ ଲୋକଙ୍କ ପାଇଁ ୭୫ ପ୍ରତିଶତ ଚାକିରି ସଂରକ୍ଷଣ ପାଇଁ...

ସ୍ପାଇସ ଜେଟ, କତର ଏୟାର ୱେଜ ପରେ ଇଣ୍ଡିଗୋ ବିମାନରେ ତ୍ରୁଟି, ମୁମ୍ବାଇ ଡାଇଭର୍ଟ

ମୁମ୍ବାଇ,୩ ।୧୨: ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନ କନ୍ନୁରରୁ ଦୋହା ଯାଉଥିବା ବେଳେ ଶୁକ୍ରବାର ଏହାକୁ ମୁମ୍ବାଇ ଏୟାରପୋର୍ଟକୁ ଡାଇଭର୍ଟ କରି ଦିଆଯାଇଛି । ଗୋଟିଏ...

ଗାୟକ ସିଧୁଙ୍କ ପରିବାର ଲୋକଙ୍କୁ ଭେଟିବେ ରାହୁଲ

ଚଣ୍ଡୀଗଡ଼,୬।୬: ଗାୟକ ସିଧୁ ମୂସେ ୱାଲାଙ୍କ ହତ୍ୟା ଘଟଣାର ଏକ ସପ୍ତାହ ପରେ ତାଙ୍କ ପରିବାର ଲୋକଙ୍କୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭେଟିବେ। ମଙ୍ଗଳବାର...

‘ଭାରତ ଏକ ବଡ଼ ଦେଶ,ବହୁତ କିଛି କରିପାରିବ’

ନୂଆଦିଲ୍ଲୀ,୬।୯: ଚାରି ଦିନିଆ ଭାରତ ଗସ୍ତରେ ଥିବା ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ରୋହିଙ୍ଗ୍ୟା ଶରଣାର୍ଥୀ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସାହାଯ୍ୟ ଆଶା କରୁଛନ୍ତି। ସେ...

ଛତିଶଗଡ଼ରେ ୨,୦୦୦ କୋଟିର ମଦ ଦୁର୍ନୀତି

ରାୟପୁର, ୮ା୫ : ଛତିଶଗଡ଼ରେ ବେଆଇନ ମଦ ସିଣ୍ଡିକେଟ୍‌ ପଛରେ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌)ର ଜଣେ ଅଧିକାରୀ କିଙ୍ଗ୍‌ପିନ୍‌ ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)...

ଏମର୍ଜେନ୍ସି ଭୁଲ୍‌ ଥିଲା

ନୂଆଦିଲ୍ଲୀ,୪ା୩ : ୧୯୭୫ ଜୁନ୍‌ ୨୫ରୁ ୧୯୭୭ ମାର୍ଚ୍ଚ ୨୧ ଏକୋଇଶ ମାସର ଅବଧି। ଏହି କାଳଖଣ୍ଡରେ ସୃଷ୍ଟି ହୋଇଥିଲା ସ୍ବାଧୀନ ଭାରତର ସବୁଠୁ କଳଙ୍କିତ...

ଦୈନିକ ସଂକ୍ରମଣ ହଜାରେ ମୁହାଁ, ୨୪ ଘଣ୍ଟାରେ ୮୪୧ ଆକ୍ରାନ୍ତ…

ନୂଆଦିଲ୍ଲୀ, ୧୮।୩: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ...

ମିଶନ ୨୦୨୪: ଭାଜପା ୪୫୦ ସିଟ ପାଇଁ ଗଠନ କରିବ ୧୧୬ ଗୋଷ୍ଠୀ…

ନୂଆଦିଲ୍ଲୀ,୨୭।୫ : ଆସନ୍ତା ଲୋକସଭା ନିବାଚନରେ କ୍ଷମତାର ହ୍ୟାଟ୍ରିକ କରିବାକୁ ଭାଜପା ଏକ ମେଗା ଯୋଜନା ପ୍ରସ୍ତୁତ କରିଛି। ଦଳ ଲୋକସଭାରେ ତିନିରୁ ପାଞ୍ଚଟି ଆସନ...

Advertisement
Archives

Model This Week