ଶୋଇବା ଘରେ ରଖୁଛନ୍ତି କି ବହି

ଜୀବନରେ ଜ୍ଞାନ ଏପରି ଏକ ଜିନିଷ ଯାହା କେବେ ଶେଷ ହୋଇପାରିବ ନାହିଁ। ଯାହାକୁ କେହି ନେଇପାରିବେ ନାହିଁ। ବା ଯାହା ବାଣ୍ଟିଲେ ବଢ଼େ। ଏହି ଜ୍ଞାନ ଆହରଣରେ ପୁସ୍ତକଗୁଡ଼ିକ ମାର୍ଗଦର୍ଶନ କରନ୍ତି। ତେଣୁ ଘରେ ବହିର ସ୍ଥାନ କେଉଁଠି ହେବା ଉଚିତ୍‌ ଜାଣନ୍ତୁ। କାରଣ ଏହା ବେଳେ ବେଳେ ବୈବାହିକ ସମ୍ପର୍କକୁ ମଧ୍ୟ ଭାଙ୍ଗିପାରେ।

> ବହିକୁ ଡାଇନିଂ ରୁମ୍‌ରେ ରଖିବା ଭଲ ବୋଲି ବିବେଚନା କରାଯାଉଥିବାବେଳେ ଏହାକୁ ଶୋଇବା ଘରେ ରଖିବା ଉଚିତ୍‌ ନୁହେଁ। ଏହା ଆପଣଙ୍କ ବୈବାହିକ ସମ୍ପର୍କ ଉପରେ ନକାରାତ୍ମକ ପ୍ରଭାବ ପକାଇ, ତାହାକୁ ଭାଙ୍ଗିପାରେ।

> ବାସ୍ତୁ ଅନୁଯାୟୀ, ଶିକ୍ଷାରେ ଭଲ ଫଳ ପାଇଁ, ଟେବୁଲ ଏପରି ସ୍ଥାନରେ ରହିବା ଉଚିତ ଯେଉଁଠି ଛାତ୍ରୀଛାତ୍ର ପୂର୍ବ ଆଡକୁ ମୁହଁ କରି ପଢ଼ିବେ। ଅଧ୍ୟୟନ କରିବା ସମୟରେ ଛାତ୍ରଙ୍କ ପିଠି କବାଟ ଆଡକୁ ନ ରହିବା ଭଲ।


Enter your email to get our daily news in your inbox.

All Right Reserved By Dharitri.Com

ସନ୍‌ଗ୍ଲାସ୍‌ ଫ୍ୟାଶନ୍‌

ଷ୍ଟାଇଲିଶ୍‌ ଏବଂ ଟ୍ରେଣ୍ଡି ଦେଖାଯିବା ପାଇଁ ଯୁବପିଢ଼ି ନୂଆ ନୂଆ ଫ୍ୟାଶନ୍‌କୁ ଆପଣେଇଥା’ନ୍ତି । ଏହାର ଜ୍ୱଳନ୍ତ ଉଦାହରଣ ସନ୍‌ଗ୍ଲାସ୍‌। ସବୁ ସମୟରେ ଏହା ବ୍ୟବହାର...

ଶର୍ଟ ପ୍ୟାଣ୍ଟ ଫ୍ୟାଶନ

ସମର୍‌ ଫ୍ୟାଶନ ପାଇଁ ଶଟର୍‌ସ ବା ଶର୍ଟ ପ୍ୟାଣ୍ଟ ସବୁଠାରୁ ଉତ୍ତମ ହୋଇଥାଏ। କାରଣ ଏହା ଯୁବକଙ୍କୁ କୁଲ୍‌ ଲୁକ୍‌ ଦେବା ସହିତ ଖରାଦିନେ ପିନ୍ଧିବାକୁ...

ରୋଗଣା ମନ

ପ୍ରତିବର୍ଷ ଆମ ଭିତରୁ ପ୍ରତି ଚାରିଜଣରେ ଜଣେ ମାନସିକ ସ୍ବାସ୍ଥ୍ୟ ଦୃଷ୍ଟିରୁ ବିଶେଷ ନିରାପଦ ରହିପାରୁନାହାନ୍ତି। ସେହି ଜଣକ ବି ହୋଇପାରନ୍ତି ଆମ ପରିବାରର ସଦସ୍ୟ,...

ହାର୍ଟ ଆଟାକ୍‌ ସମସ୍ୟାରୁ ଦୂରେଇ ରହିବାର ସହଜ ଉପାୟ…

କାନ୍ଦିଲେ ମାନସିକ ଶାନ୍ତି ମିଳିଥାଏ। କାନ୍ଦିବା ସମୟରେ ଶରୀରରେ ଆଣ୍ଡ୍ରୋନୋକ୍ରାଟିକୋଟ୍ରାପିକ୍‌ ଓ ଲ୍ୟୁସିନ୍‌ ନାମକ ହରମୋନ୍‌ କ୍ଷରଣ ହୋଇଥାଏ। ଏହାକୁ ଷ୍ଟ୍ରେସ୍‌ ହରମୋନ୍‌ କୁହାଯାଇଥାଏ। ଏହାଦ୍ୱାରା...

ଓ୍ବିଣ୍ଟର ଫ୍ୟାଶନ୍‌

ଶୀତଦିନ ପାଇଁ ମାର୍କେଟରେ ମିଳୁଛି ବିଭିନ୍ନ ପାଟର୍ନର ଷ୍ଟୋଲ୍‌ । ଏହାକୁ ଆପଣ ଶାଢ଼ି, ସୁଟ୍‌, ଜିନ୍ସ, ସ୍କର୍ଟ ଆଦି ସହ ଭିନ୍ନ ଭିନ୍ନ ଷ୍ଟାଇଲ୍‌ରେ...

କରୋନା ଓ ଶିଶୁ ଯତ୍ନ

ପୃଥିବୀର କ୍ଷୁଦ୍ରାତିକ୍ଷୁଦ୍ର ଜୀବ କରୋନା ଭୂତାଣୁ। ହେଲେ ଏହା ସମସ୍ତ ମଣିଷ ସମାଜକୁ ଏକ ପ୍ରକାରର ଅସହାୟ ଅବସ୍ଥାରେ ରଖିଛି। ସମଗ୍ର ପୃଥିବୀର ୨୩୫ଟି ଦେଶର...

ସ୍କିନ୍‌ ରହିବ ସ୍ପଟ୍‌ଲେସ୍‌

ମୁହଁ ଯେତେ ସୁନ୍ଦର ହୋଇ ଥାଉ ନା କାହିଁକି ସେଥିରେ ଦାଗ ଥିଲେ ତାହାର ଆକର୍ଷଣ କମିଯାଏ। ଆଉ ଏପରି ନ ହେବା ଲାଗି ଅନେକେ...

ଆଉ ରକ୍ଷା ନାହିଁ, କାଶିଲେ-ଛିଙ୍କିଲେ ୧୦ ମିଟର ପର୍ଯ୍ୟନ୍ତ ବ୍ୟାପିବ କରୋନା ଭୂତାଣୁ…

ନୂଆଦିଲ୍ଲୀ,୨୦।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଏପରିସ୍ଥଳେ ସରକାରଙ୍କ ପକ୍ଷରୁ କରୋନା ଭୂତାଣୁ ସଂକ୍ରମଣ ନେଇ ନୂଆ ସତର୍କ...

Advertisement
Archives

Model This Week