ଆପଣଙ୍କର ଅଛି କି ଉଚ୍ଚ ରକ୍ତଚାପ ସମସ୍ୟା

ବର୍ତ୍ତମାନର ଅନିୟମିତ ଜୀବନଶୈଳୀ, ଚିନ୍ତା କାରଣରୁ ଉଚ୍ଚ ରକ୍ତଚାପ ସାଧାରଣ ସମସ୍ୟାରେ ପରିଣତ ହେଲାଣି। ଏହି ଗମ୍ଭୀର ସମସ୍ୟାକୁ ସାମାନ୍ୟ ଅଣଦେଖା କରିବା ଫଳରେ ଏହା ହାର୍ଟଆଟାକ୍‌ ଓ ଷ୍ଟ୍ରୋକ୍‌ ଭଳି ସମସ୍ୟା ସୃଷ୍ଟି କରିଥାଏ। ଏତଦ୍‌ବ୍ୟତୀତ କିଡ୍‌ନୀ ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ। ଏହା ଯେକୌଣସି ବୟସରେ ମଧ୍ୟ ଲୋକଙ୍କୁ ଆକ୍ରାନ୍ତ କରିପାରେ। ଯେତେବେଳେ ସେଷ୍ଟୋଲିକ୍‌ ରକ୍ତଚାପ ୬୦/୮୦ ମିମିରୁ ଅଧିକ, ଡ୍ୟାଷ୍ଟୋଲିକ୍‌ ୬୦/୮୦ ମିମିରୁ ଅଧିକ ରହିଥାଏ, ସେତେବେଳେ ବ୍ୟକ୍ତିଙ୍କଠାରେ ଉଚ୍ଚ ରକ୍ତଚାପ ସମସ୍ୟା ଦେଖାଯାଇଥାଏ। ଏହା ବିଭିନ୍ନ ଶାରୀରିକ ସମସ୍ୟା ସୃଷ୍ଟି କରିବା ସହ ମାଂସପେଶୀକୁ ମଧ୍ୟ ଦୁର୍ବଳ କରିଥାଏ। ସିଗାରେଟ ଓ ମାଦକଦ୍ରବ୍ୟ ସେବନ ଫଳରେ ମଧ୍ୟ ଉଚ୍ଚ ରକ୍ତଚାପ ହୋଇଥାଏ।

ଯଦି ଆପଣ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବାକୁ ଚାହାନ୍ତି, ତେବେ ସନ୍ତୁଳିତ ଖାଦ୍ୟପେୟ ଉପରେ ଧ୍ୟାନ ଦେବା ସହ ଏପରି କିଛି ଜୁସ୍‌ ପିଅନ୍ତୁ, ଯାହା ଉପକାରୀ ହୋଇଥାଏ। ଜାଣନ୍ତୁ ସେ ସମ୍ପର୍କରେ…

ଡାଳିମ୍ବ/କମଳା ଜୁସ୍‌: ଏହା ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ। ଭିଟାମିନ୍‌ ଓ ପୋଟାସିୟମର ମାତ୍ରା ଅଧିକ ରହିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାକ୍ଟେରିଆକୁ ରୋକିବ ଲାଳ

ସାଧାରଣତଃ ବ୍ୟାକ୍ଟେରିଆ ଯୋଗୁ ଆମେ କେତେକ ରୋଗର ସମ୍ମୁଖୀନ ହୋଇଥାଉ। ତେବେ ଏହାକୁ ପ୍ରତିହତ କରିବାରେ ଲାଳର ଭୂମିକା ରହିଛି ବୋଲି କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ...

ନବଦମ୍ପତି ଘରେ ଲଗାନ୍ତୁ ଏପରି ପରଦା: ବୃଦ୍ଧି ପାଇବ ସୁଖଶାନ୍ତି

ବିବାହ ସମୟରେ ଘରେ ସବୁ ପ୍ରକାରର ପ୍ରସ୍ତୁତି ଚାଲିଥାଏ। ଘର ସାଜସଜ୍ଜା ଠାରୁ ଆରମ୍ଭ କରି ପେଣ୍ଟିଂ, ପରଦା ବଦଳାଇବା ଇତ୍ୟାଦି। କିନ୍ତୁ ପରଦା ବଦଳାଇବା...

ଜୀବନରେ ଖୁସି ଚାହୁଁଥିଲେ ମାନନ୍ତୁ ଚାଣକ୍ୟଙ୍କ ଏହି ୫ କଥା, ଅସୁବିଧା ପାଖ ମାଡ଼ିବନି

ମଣିଷମାନଙ୍କ ପାଇଁ ସୁଖର ଅର୍ଥ ଶାରୀରିକ ସମ୍ବଳ ନୁହେଁ। ସୁଖର ପ୍ରକୃତ ଅର୍ଥ ହେଉଛି ଆତ୍ମସନ୍ତୋଷ ଏବଂ ଆତ୍ମା ସହ ଜଡିତ ବୋଲି ଚାଣକ୍ୟ କହିଛନ୍ତି।...

ଏଥିପାଇଁ ବୈବାହିକ ଜୀବନରେ ଆସେ ଝଡ଼, ସାଥୀଙ୍କ ସହ ବିବାଦରୁ ରକ୍ଷା ପାଇବା ପାଇଁ ମାନନ୍ତୁ ଚାଣକ୍ୟଙ୍କ ଏହି ୪ କଥା

ବିବାଦରେ ଫସୁଥିବା ଲୋକ ପାଖରେ ଜ୍ଞାନ ଏବଂ ଦୁରଦର୍ଶିତା କମ୍‌ ଥାଏ ବୋଲି ଚାଣକ୍ୟ କୁହନ୍ତି। କାରଣ ବିବାଦ ଧିରେ ଧିରେ ନୂଆ ନୂଆ ବିପଦ...

ସନ୍ଧ୍ୟା ୬ଟା ପରେ ଭୋଜନ: ବଢ଼ାଏ ଟାଇପ୍‌-୨ ଡାଇବେଟିସ୍‌ ଆଶଙ୍କା

ଲଣ୍ଡନ: ସନ୍ଧ୍ୟା ୬ ପରେ ଭୋଜନ କଲେ ଶରୀର ଉପରେ ଖରାପ ପ୍ରଭାବ ପଡ଼ିଥାଏ। ଏହା ହାର୍ଟର ସ୍ବାଭାବିକ କାର୍ଯ୍ୟରେ ବାଧା ସୃଷ୍ଟି କରିବା ସହିତ...

ଏଭଳି ଲୋକଙ୍କ ସହିତ ୧ ମିନିଟ୍‌ ରହିଲେ ବି ହୋଇଯିବ କରୋନା…

ନୂଆଦିଲ୍ଲୀ,୨୮।୪: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶରେ ଆତଙ୍କ ଦେଖାଦେଇଛି। କରୋନା ଭୂତାଣୁ ସଂକ୍ରମଣ ତୀବ୍ର ବେଗରେ ବ୍ୟାପୁଥିବାରୁ ଏହାକୁ ରୋକିବା ଅସମ୍ଭବ ହୋଇପଡ଼ିଛି। ଏପରିସ୍ଥଳେ...

ବ୍ୟାକ୍ଟେରିଆ ରୋକିବାର ସରଳ ଉପାୟ

ବ୍ୟାକ୍ଟେରିଆ ନିଜର କାୟାବିସ୍ତାର କଲେ ଆମେ କେତେକ ରୋଗର ସମ୍ମୁଖୀନ ହୋଇଥାଉ। ତେବେ ଏହାକୁ ନିୟନ୍ତ୍ରଣ କରିବାର ଏକ ସରଳ ଉପାୟ ରହିଛି। ଏ ସମ୍ପର୍କିତ...

ଟାଟୁ ରିମୁଭ୍‌ କରୁଥିଲେ ଜାଣିରଖନ୍ତୁ…

ଟାଟୁ କରିବା ଆଜିକାଲି ସମସ୍ତଙ୍କର ବିଶେଷ କରି ଯୁବପିଢ଼ିଙ୍କ ଲାଗି ଫ୍ୟାଶନ ଟ୍ରେଣ୍ଡ ପାଲଟିଛି। ହେଲେ ପ୍ରଥମେ ପ୍ରଥମେ ଏହି ଟାଟୁଗୁଡ଼ିକୁ ଖୁବ୍‌ ଭଲ ପାଉଥିବା...

Advertisement
Archives

Model This Week