ଟୋକିଓ, ୩୧ା୭ (ଏପି)-ଗତଥର ଚାମ୍ପିୟନ ନୋଭାକ ଜୋକୋଭିଚ୍ଙ୍କ ଗୋଲ୍ଡେନ ସ୍ଲାମ ସ୍ବପ୍ନ ଅଧୁରା ରହିଯାଇଛି। ପୁଣି ଏହି ସୁଯୋଗ ପାଇଁ ତାଙ୍କୁ ଅତି କମ୍ରେ ଆହୁରି ୩ ବର୍ଷ ଅପେକ୍ଷା କରିବାକୁ ପଡ଼ିବ। ଶୁକ୍ରବାର ଅନୁଷ୍ଠିତ ଅଲିମ୍ପିକ୍ସ ପୁରୁଷ ସିଙ୍ଗଲ୍ସର ଏକ ସେମିଫାଇନାଲରେ ସେ ଆଲେକ୍ଜାଣ୍ଡର ଜେଭେରେଭଙ୍କଠାରୁ ୧-୬, ୬-୩, ୬-୧ ସେଟ୍ରେ ହାରିଯାଇଛନ୍ତି। ଗୋଟିଏ ବର୍ଷ ପ୍ରଥମ ପୁରୁଷ ଖେଳାଳି ହିସାବେର ସମସ୍ତ ୪ଟି ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ଜିତିବା ଲାଗି ଚେଷ୍ଟା କରିଥିଲେ। ସେ ଏହି ବର୍ଷ ଅଷ୍ଟ୍ରେଲିଆନ ଓପନ, ଫ୍ରେଞ୍ଚ ଓପନ ଓ ଓ୍ବିମ୍ବେଲଡନ ଜିତିସାରିଥିଲେ। ଅଲିମ୍ପିକ୍ସ ଓ ୟୁଏସ୍ ଓପନ ଟାଇଟଲ ସହ ସେ ଗୋଲ୍ଡେନ ସ୍ଲାମ ସଫଳତା ହାସଲ କରିବା ଲକ୍ଷ୍ୟରେ ରହିଥିଲେ। ୧୯୮୮ରେ ଷ୍ଟେଫି ଗ୍ରାଫ୍ ଏକ ମାତ୍ର ଖେଳାଳି ହିସାବରେ ଗୋଲ୍ଡେନ ସ୍ଲାମ ହାସଲ କରିଥିଲେ। ଜୋକୋଭିଚ୍ ଯଦି ୟୁଏସ୍ ଓପନ ଜିତନ୍ତି ତେବେ କ୍ୟାଲେଣ୍ଡର ବର୍ଷ ଗ୍ରାଣ୍ଡସ୍ଲାମ ଜିତିବାରେ ୧୯୬୯ରେ ରଡ୍ ଲାଭର ପରେ ପ୍ରଥମ ପୁରୁଷ ଖେଳାଳି ବିବେଚିତ ହେବେ।

ଆଇଓସି ସଦସ୍ୟ ଭାବେ ବାତ୍ରା ନିର୍ବାଚିତ
ଲାଉସାନେ, ୨୭ା୬ (ପି.ଟି.)- ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ) ସଭାପତି ନରିନ୍ଦର ବାତ୍ରା ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି)ର ଜଣେ ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି।...

ରାଜ୍ୟଗୋଷ୍ଠୀ ଜୁଡୋ ଚାମ୍ପିୟନଶିପ୍: ଭାରତୀୟ ଦଳରେ ଓଡ଼ିଶାର ନିତ୍ୟା
ଭୁବନେଶ୍ୱର, ୧୦।୭(କ୍ରୀଡ଼ା ପ୍ରତିନିଧି)-ସେପ୍ଟେମ୍ବର ୨୨ରୁ ୩୦ ପର୍ଯ୍ୟନ୍ତ ଇଂଲଣ୍ଡର ବର୍ମିଂହାମଠାରେ ରାଜ୍ୟଗୋଷ୍ଠୀ ଜୁଡ଼ୋ ଚାମ୍ପିୟନଶିପ ଅନୁଷ୍ଠିତ ହେବ। ଏଥିପାଇଁ ଘୋଷିତ ଭାରତୀୟ ଦଳରେ ଓଡ଼ିଶାର ନିତ୍ୟା...

୬ ଉଇକେଟ ନେବା ପରେ ଧୋନୀଙ୍କୁ ମନେ ପକାଇଲେ ଦୀପକ ଚହର
ନାଗପୁର, ୧୧।୧୧:ଦୀପକ ଚହରଙ୍କ ମ୍ୟାଜିକ ସ୍ପେଲ ଏବଂ ହ୍ୟାଟ୍ରିକ ସଫଳତା ବଳରେ ଭାରତ ରବିବାର ଅନୁଷ୍ଠିତ ଟି୨୦ କ୍ରିକେଟ ମ୍ୟାଚରେ ବାଂଲାଦେଶକୁ ୩୦ ରନରେ ହରାଇ...

ବିଫଳତାକୁ ଗ୍ରହଣ କରିବାର କଳା ଶିକ୍ଷା କରିଛି: ସାମସନ
ନୂଆଦିଲ୍ଲୀ,୬।୫(ପି.ଟି.): ଗତ ଦୁଇବର୍ଷ ମଧ୍ୟରେ ବିଫଳତା ବହୁତ କିଛି ଶିଖାଇଛି। ବିଫଳତାରୁ କିଛି ଶିକ୍ଷା କରିବାର କଳା ହାସଲ କରିଛି ବୋଲି କେରଳର ୨୫ ବର୍ଷୀୟ...

ଗିରଫ ହେଲେ ଏହି ମହାନ କ୍ରିକେଟର୍
ସିଡନୀ,୨୦।୧୦: ଘରୋଇ ହିଂସା ଅଭିଯୋଗରେ ଅଷ୍ଟ୍ରେଲୀୟ କ୍ରିକେଟ ମହାନ ମାଇକେଲ ସ୍ଲେଟରଙ୍କୁ ବୁଧବାର ସିଡନୀରେ ଗିରଫ କରାଯାଇଛି। ଗତ ସପ୍ତାହରେ ହୋଇଥିବା ଏକ ଘଟଣାରେ ୫୧...

ଆଇଏସ୍ଏଲ୍ରେ ଭାଗନେବେ ୮ ବ୍ରାଜିଲ ଖେଳାଳି
ନୂଆଦିଲ୍ଲୀ, ୨୭ା୯ (ପି.ଟି.)-କୋଭିଡ୍-୧୯ ମହାମାରୀର ବ୍ୟାପକତା ସତ୍ତ୍ୱେ ବ୍ୟୟବହୁଳ ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ୍)ରେ ଖେଳିବା ଲାଗି ପ୍ରଥମ ପର୍ଯ୍ୟାୟରେ ବିଦେଶୀ ଖେଳାଳିଙ୍କୁ ଭାରତ ଆସିବା...

ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ଏହି ବିଦେଶୀ କ୍ରିକେଟର୍
ଜାମାଇକା,୧୯।୩: ୱେଷ୍ଟଇଣ୍ଡିଜ୍ର ପୂର୍ବତନ ଅଧିନାୟକ ଭିଭିଆନ ରିଚାର୍ଡସ, କ୍ରିସ ଗେଲଙ୍କ ସମେତ ପୂର୍ବତନ କ୍ରିକେଟରମାନେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି। ଭାରତ...

ରିଦ୍ଧିମାନଙ୍କ ଷ୍ଟାଣ୍ଡବାଇ ଭରତ
ନୂଆଦିଲ୍ଲୀ, ୨୧।୫- ଭାରତୀୟ କ୍ରିକେଟ ଦଳର ଇଂଲଣ୍ଡ ଟୁର୍ ପାଇଁ ଉଇକେଟକିପର ରିଦ୍ଧିମାନ ଶାହାଙ୍କ ଷ୍ଟାଣ୍ଡବାଇ ଭାବେ ଆନ୍ଧ୍ର ପ୍ରଦେଶର କେ.ଏସ. ଭରତଙ୍କୁ ଚୟନ କରାଯାଇଛି।...