ଦାବି ଶୁଣି ଆକ୍ସନ ମୋଡରେ ଜିଲାପାଳ: ବଦଳିଲେ ଏବିଡିଓ

ପୁରୁଷୋତ୍ତମପୁର,୧୦।୧ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏବିଡିଓ ନିରାକାର ଯେନାଙ୍କ ବିରୋଧରେ ଦୀର୍ଘ ଦିନଧରି ଲାଗିରହିଥିବା ଜନ ଅସନ୍ତୋଷ ଓ ଅଭିଯୋଗ ପରେ ଶେଷରେ ଜିଲାପାଳ ତାଙ୍କୁ ବଦଳି କରିଛନ୍ତି। ତାଙ୍କ ସ୍ଥାନରେ ନୂତନ ଏବିଡିଓ ଭାବରେ ଜୟଶ୍ରୀ ନାୟକଙ୍କୁ ନିଯୁକ୍ତି ଦେଇଛନ୍ତି। ସେ ପୂର୍ବରୁ ଛତ୍ରପୁର ଏବିଡିଓ ଭାବରେ କାର୍ଯ୍ୟକରୁଥିଲେ। ଏବିଡିଓ ନିରାକାର ଯେନାଙ୍କ ବିରୋଧରେ ବିବାହ ପଞ୍ଜୀକରଣଲାଗି ଲାଞ୍ଚ ମାଗିବା ଅଭିଯୋଗରେ ଦୀର୍ଘ ଦିନହେଲା ଜନ ଅସନ୍ତୋଷ ଲାଗିରହିଥିଲା। ପୂର୍ବରୁ ମହିଳାମାନଙ୍କ ସହ ଜନସାଧାରଣ ଆନ୍ଦୋଳନକୁ ଓହ୍ଲାଇ ତାଙ୍କ କୁଶପୁତ୍ତଳିକା ଦାହକରିଥିବା ବେଳେ ଗତ ୫ ତାରିଖରେ ପୁରୁଷୋତ୍ତମପୁର ଓକିଲସଂଘ ମଧ୍ୟ ଲାଞ୍ଚମାଗିବା ଓ ଅସଦ୍‌ବ୍ୟବହାର କରୁଥିବା ଅଭିଯୋଗ ଆଣି ଜିଲାପାଳଙ୍କ ପାଖରେ ଫେରାଦ ହୋଇ ଏବିଡିଓଙ୍କ ବଦଳି ଲାଗି ଦାବି କରିଥିଲେ । ଓକିଲଙ୍କଏହି ଅଭିଯୋଗକୁ ଜିଲାପାଳ ଗୁରୁତରସହ ନେଇଇ ଚିଠିନଂ ୨୨୨/ ୮.୧.୨୦୨୬ରେ ଏବିଡିଓ ଯେନାଙ୍କୁ ଶେରଗଡ ବ୍ଲକକୁ ବଦଳି କରିଛନ୍ତି। ଏହାକୁ ନେଇ ଓକିଲସଂଘ ଓ ଜନସାଧାରଣ ଜିଲାପାଳଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ ପରେ ଖୋଳାହେଲା ବୋରୱେଲ, ଚାଷୀଙ୍କ ମହଲରେ ଖୁସି

କେସିଙ୍ଗା,୨୪।୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ବାଲସି ଗ୍ରାମର ପ୍ରାୟ ୨୦ ଜଣ ଚାଷୀ ୪ ଲକ୍ଷ ଟଙ୍କା ଗତ ୨୦୨୩ରେ ଏନ ଲାଇନରେ…

ଅବାଧରେ ଚାଲିଛି ନିଶା କାରବାର: ପୋଲିସ ବାବୁଙ୍କ ଫାର୍ମ ହାଉସ୍‌ରେ…

ବରଗଡ଼,୨୪।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ଗାଁଠୁ ସହର ସବୁଠି ଅବାଧରେ ଚାଲିଛି ନିଶା କାରବାର। ଚିରାଚରିତ ଢଙ୍ଗରେ ପୋଲିସ ଓ ଅବକାରୀ ବିଭାଗ ଧରପଗଡ଼ କରୁଛନ୍ତି। ଚୋରାମଦ,…

ପିଏମ୍‌-ସ୍ବନିଧି ଋଣ ପ୍ରଦାନ କାର୍ଯ୍ୟକ୍ରମରେ ସାମିଲ ହେଲା ଓଡ଼ିଶା

ଭୁବନେଶ୍ୱର,୨୪ା୧ (ବନ୍ଦନା ସେଠୀ): ‘ପିଏମ୍‌-ସ୍ବନିଧି’ ଋଣ ପ୍ରଦାନ କାର୍ଯ୍ୟକ୍ରମରେ ସାମିଲ ହେଲା ଓଡ଼ିଶା। ଏହି ପରିପ୍ରେକ୍ଷୀରେ ଶୁକ୍ରବାର କୃଷି ଭବନଠାରେ ଏକ ଜାତୀୟସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।…

ଭଞ୍ଜ ସାହିତ୍ୟର ପ୍ରଚାର ପ୍ରସାର ଲୋଡ଼ା

ଭଞ୍ଜନଗର,୨୩।୧(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗରଭଞ୍ଜ ସାହିତ୍ୟ ପରିଷଦଠାରେ ଶୁକ୍ରବାର ରାତିରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ୮୧ ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏଥିରେ ଭଞ୍ଜନଗର ଏସ୍‌ଡିପିଓ ଡ.ଦୀପକ…

 ଭଉଣୀ  ଘରକୁ ଯିବାବେଳେ ଭୟଙ୍କର ଦୁର୍ଘଟଣା : ରାସ୍ତାରେ…  

ଭଞ୍ଜନଗର,୨୩।୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସୋରଡ଼ା ମୁଖ୍ୟ ରାସ୍ତାର  ଲାଠୀପଡ଼ା  ଠାରେ ଶୁକ୍ରବାର ରାତିରେ ଏକ ବାଇକ ଗାଡି ଦୁର୍ଘଟନାଗ୍ରସ୍ତ ହୋଇଛି। ଏଥିରେ ତତାବାଲି ଗ୍ରାମର…

୨୪ ଘଣ୍ଟା ମଧ୍ୟରେ ଚୋରି ମାମଲାରେ ୨ ଗିରଫ

କୋରାପୁଟ,୨୩ା୧(ଅମିତାଭ ବେହେରା):କୋରାପୁଟ ଟାଉନ ଥାନାରେ ଏତଲା ଦେବାର ୨୪ ଘଣ୍ଟା ମଧ୍ୟରେ ଟାଉନ ପୋଲିସ ଚୋରି ମାମଲାର ୨ ଅଭିଯୁକ୍ତଙ୍କୁ ଶୁକ୍ରବାର ଗିରଫ କରି କୋଟ ଚାଲାଣ…

ଟ୍ରକ ଧକ୍କାରେ ଯୁବ ଚାଷୀଙ୍କ ମୃତ୍ୟୁ, କ୍ଷତି ପୂରଣ ଦାବି ନେଇ ୪ ଘଣ୍ଟା ଧରି ରାମପୁର ରାସ୍ତା ଉପରେ ରାସ୍ତା ରୋକ

ଡୁଙ୍ଗୁରିପାଲି ୨୩।୧ (ଦୀନବନ୍ଧୁ ସୁନା ) : ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି -ବିନିକା ରାସ୍ତାର ରାମପୁର ଏଟିଏମ ଛକ ନିକଟରେ ବରପାଲି ପଟରୁ ଆସୁଥିବା ଏକ ଟ୍ରକ,…

ମହାକାଶରେ ଭୟଙ୍କର ଦୃଶ୍ୟ? ଅଚାନକ ଲୁଚିଗଲେ ସୂର୍ଯ୍ୟ, ରହସ୍ୟମୟ ଭାବେ…

ବ୍ରହ୍ମାଣ୍ଡରେ ଏକ ଅଦ୍ଭୁତ ଘଟଣା ଘଟିଛି, ଯାହା ସାରା ବିଶ୍ୱର ବୈଜ୍ଞାନିକମାନଙ୍କୁ ବିସ୍ମିତ କରୁଛି। ପୃଥିବୀଠାରୁ ପ୍ରାୟ 3,000 ଆଲୋକବର୍ଷ ଦୂରରେ ଅବସ୍ଥିତ J0705+0612 ନାମକ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri