Posted inଜାତୀୟ

ଭାରତରେ ନୂଆ ପ୍ରଜାତିର ବାଦୁଡି ସନ୍ଧାନ

ନୂଆଦିଲ୍ଲୀ,୨୩।୮: ଅନ୍ତର୍ଜାତୀୟ ଅନୁସନ୍ଧାନକାରୀଙ୍କ ଏକ ଦଳ ଭାରତ ଏବଂ ଶ୍ରୀଲଙ୍କାରେ ଏକ ନୂତନ ପ୍ରଜାତିର ବାଦୁଡି ସନ୍ଧାନ କରିଛନ୍ତି, ଯାହାର ଲମ୍ବା ଆଙ୍ଗୁଠି ଅଛି। ଅନୁସନ୍ଧାନକାରୀମାନେ ଏହି ନୂତନ ପ୍ରଜାତିର ବାଦୁଡି ‘ମିନିଓପେଟରସ ଫିଲିପସି’ ନାମ ଦେଇଛନ୍ତି। ସାଧାରଣତଃ ଏହି ବାଦୁଡିଗୁଡିକ ଗୁମ୍ଫା ଏବଂ ସୁଡଙ୍ଗରେ ରୁହନ୍ତି। ସାଧାରଣ ପ୍ରଜାତିର ବାଦୁଡିଙ୍କଠାରୁ ଠାରୁ ଏହା ଭିନ୍ନ। ସେମାନଙ୍କ ହାତ ସହିତ, ସେମାନଙ୍କ ଶରୀରର ଗଠନ ମଧ୍ୟ ଅଲଗା।
ଏହି ପ୍ରଜାତିର ନମୁନା ଶ୍ରୀଲଙ୍କାର ଉଭା ପ୍ରଦେଶର ଇଡୁଲଗାଶିନା ଗୁମ୍ଫାରୁ ସଂଗ୍ରହ କରାଯାଇ ବର୍ତ୍ତମାନ ଦେଶର ପ୍ରାକୃତିକ ଇତିହାସ ସଂଗ୍ରହାଳୟରେ ଜମା କରାଯାଇଛି। ପ୍ରାରମ୍ଭିକ ଅନୁସନ୍ଧାନ ୨୦୧୯ରେ ଶ୍ରୀଲଙ୍କାରେ କରାଯାଇଥିଲା। କିନ୍ତୁ ଉଭୟ ଶ୍ରୀଲଙ୍କା ଏବଂ ଭାରତରେ ସମ୍ପୂର୍ଣ୍ଣ ହେବାକୁ ତିନି ବର୍ଷ ଲାଗିଯାଇଛି। ଏହି ଅନୁସନ୍ଧାନରେ ଅତି କମରେ ୧୩ ଜଣ ବିଶିଷ୍ଟ ବୈଜ୍ଞାନିକ ଜଡିତ ଥିଲେ। ଏଥିମଧ୍ୟରେ ଶ୍ରୀଲଙ୍କାର ୬ ଜଣ ବୈଜ୍ଞାନିକ ଏବଂ ଭାରତ, ରୁଷିଆ, ସ୍ବିଜରଲ୍ୟାଣ୍ଡ, ହଙ୍ଗେରୀ, ବ୍ରିଟେନ ଏବଂ ଆମେରିକାର ଜଣେ ଲେଖାଏ ବୈଜ୍ଞାନିକ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜେଏନ୍‌ୟୁରେ ଏବିଭିପି-ବାମପନ୍ଥୀ ମୁହାଁମୁହିଁ

ନୂଆଦିଲ୍ଲୀ, ୧୧ା୪: ଛାତ୍ର ଅଶାନ୍ତିକୁ ନେଇ ନୂଆଦିଲ୍ଲୀସ୍ଥିତ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ) ପୁଣି ବିବାଦ ଘେରକୁ ଆସିଛି। ରାମ ନବମୀ ଉତ୍ସବ ପାଳନବେଳେ ଆମିଷ...

ସାପ କାମୁଡା ରୋଗୀଙ୍କୁ ଖଟିଆରେ ବୋହିଲେ ଯବାନ

ବିଜାପୁର,୧୮।୮: ଛତିଶଗଡ଼ ବିଜାପୁରର ପୁସକୁନ୍ତା ଅଞ୍ଚଳରେ ଶନିବାର ଜଣେ ବ୍ୟକ୍ତିଙ୍କୁ ସାପ କାମୁଡିବା ଫଳରେ ସେ ଗୁରୁତର ହୋଇଥିଲେ। ହେଲେ ଗାଁର ରାସ୍ତା ଅବସ୍ଥା ଭଲ...

ଇଣ୍ଟରନ୍ୟାଶନାଲ ନର୍ସେସ୍‌ ଡେ’: ରୋଗୀଙ୍କ ସେବା କରୁଛନ୍ତି ୯ ମାସର ଗର୍ଭବତୀ ନର୍ସ

ଶିବାମୁଗ୍ଗା,୧୨।୫: ମେ’ ୧୨ରେ ପାଳନ କରାଯାଉଛି ଇଣ୍ଟରନ୍ୟାଶନାଲ ନର୍ସେସ୍‌ ଡେ’। ଏବେ ସାରା ବିଶ୍ୱ ଏହି କରୋନା ଯୋଦ୍ଧାଙ୍କୁ ସାଲ୍ୟୁଟ କରୁଛନ୍ତି। ସାରା ବିଶ୍ୱରେ କରୋନା...

କଳାସୁନା ଉଦ୍ଭାବନ କଲେ ଭାରତୀୟ ବୈଜ୍ଞାନିକ: ସୌରରଶ୍ମୀ ଅବଶୋଷକ ଭାବେ କରିବ କାର୍ଯ୍ୟ

ନୂଆଦିଲ୍ଲୀ,୯।୭: ସୁନା ଦେଖିବାକୁ ହଳଦିଆ। ତେବେ କେତେକ ଭାରତୀୟ ବୈଜ୍ଞାନିକ ଏବେ କଳାସୁନା ଉଦ୍ଭାବନ କରିବାକୁ ସକ୍ଷମ ହୋଇଛନ୍ତି। ଟାଟା ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଫଣ୍ଡାମେଣ୍ଟାଲ ରିସର୍ଚ୍ଚ(ଟିଆଇଏଫ୍‌ଆର୍‌)ର...

ପଞ୍ଜାବରେ ଏଏପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗଓ୍ବନ୍ତ ମାନ୍‌…

ଚଣ୍ଡିଗଡ଼, ୧୮।୧ : ପଞ୍ଜାବରେ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି)ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗଓ୍ବନ୍ତ ମାନ୍‌ ହୋଇଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଏ ସମ୍ପର୍କରେ...

ଆନ୍ଦୋଳନ ଯୋଗୁ ୭୦ ହଜାର କୋଟି କ୍ଷତି

ନୂଆଦିଲ୍ଲୀ, ୪।୨: କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଚାଷୀ ସଂଗଠନଗୁଡ଼ିକ ପକ୍ଷରୁ ଆନ୍ଦୋଳନ ଜାରି ରହିଛି। ଏହାଯୋଗୁ ୨୦୨୦-୨୧ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସରେ...

ଛେଳିକୁ ଜିପ୍‌ରେ ନେଇ ଥାନାକୁ ଗଲା ପୋଲିସ, ଜାଣନ୍ତୁ କାହିଁକି

କାନପୁର,୨୭।୭: ଉତ୍ତରପ୍ରଦେଶର କାନପୁର ପୋଲିସ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଏଥର ଗୋଟିଏ ଛେଳିକୁ ନେଇ ଚର୍ଚ୍ଚାକୁ ଆସିଛି ପୋଲିସ। ସୋସିଆଲ ମିଡିଆରେ ଏକ...

କେନ୍ଦ୍ରୀୟ ରାଜନୀତିରେ ଶିବରାଜଙ୍କ ଏଣ୍ଟ୍ରି: ମିଳିପାରେ ଗୁରୁ ଦାୟିତ୍ୱ !

ନୂଆଦିଲ୍ଲୀ,୧୩।୬: କେନ୍ଦ୍ରୀୟ ରାଜନୀତିରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନଙ୍କ ଏଣ୍ଟ୍ରି ହୋଇଛି। ସ୍ବରାଷ୍ଟ୍ର ମନ୍ତ୍ରୀ ତଥା ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ...

Advertisement
Archives

Model This Week