୩ ଲକ୍ଷ ଟଙ୍କାର ଲେହେଙ୍ଗା ପିନ୍ଧି ଚର୍ଚ୍ଚାରେ ଦିୟା

ମୁମ୍ବାଇ: ବଲିଉଡ୍ ନାୟିକା ଦିୟା ମିର୍ଜା ବଡ ପରଦାରୁ ଦୂରେଇ ଯାଇଥିଲେ ବି ତାଙ୍କ ଗ୍ଲାମର ଓ ଫ୍ୟାଶନ ଏବେବି ରୁହେ ଚର୍ଚ୍ଚାରେ । ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ଏହି ନାୟିକା ନିକଟରେ ଏକ ଫଟୋ ଶେୟାର କରି ଆସିଛନ୍ତି ଚର୍ଚ୍ଚାକୁ । ଉକ୍ତ ଫଟୋରେ ସେ ତାଙ୍କ ଏଥେନିକ ଫ୍ୟାଶନ ଦେଖାଇଛନ୍ତି । ଆଉ ଏହାକୁ ଲୋକେ ବେଶ ପସନ୍ଦ କରିଛନ୍ତି । ସେ ଏଥର ରେଡ କଲର ସିଲ୍କ ଲେହେଙ୍ଗା ସହ ରେଡ କଲର ବ୍ଲାଉଜରେ ଏହାକୁ କମ୍ପ୍ଲିଟ କରିଛନ୍ତି । ଏହାସହ ଝୁମକା, ନେକଲେସ ଓ ବ୍ରେସଲେଟରେ ସେ ଖୁବ୍ ସୁନ୍ଦର ଲାଗୁଛନ୍ତି । ତେବେ ଅନିତା ଡୋଙ୍ଗରେ ବ୍ରାଣ୍ଡର ଲେହେଙ୍ଗା ପିନ୍ଧି ଚର୍ଚ୍ଚାକୁ ଆସିଛନ୍ତି ଅଭିନେତ୍ରୀ । କାରଣ ଏହାର ଦାମ ଲକ୍ଷେରୁ ଅଧିକ । ଡିଜାଇନର ୱେବସାଇଟର ସୂଚନା ଅନୁଯାୟୀ ଦିୟା ପିନ୍ଧିଥିବା ଲେହେଙ୍ଗାର ଦାମ ୩ଲକ୍ଷ ୪ ହଜାର ଟଙ୍କା ବୋଲି ଜଣାପଡିଛି । ସେଥିପାଇଁ ଏବେ ଏହା ଚର୍ଚ୍ଚାକୁ ଆସିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ରିଲିଜ୍‌ ହେବ ବହୁ ପ୍ରତୀକ୍ଷିତ ଫିଲ୍ମ ‘ରାଧେଶ୍ୟାମ’

ଅପେକ୍ଷାର ହେଲା ଅନ୍ତ। ସାଉଥ୍‌ ସୁପରଷ୍ଟାର ପ୍ରଭାସ ଏବଂ ପୂଜା ହେଗ୍‌ଡେଙ୍କ ଅଭୀନିତ ଫିଲ୍ମ ‘ରାଧେଶ୍ୟାମ’ ଶୁକ୍ରବାର ପ୍ରେକ୍ଷାଳୟରେ ରିଲିଜ୍‌ ହେବ। ଅନେକ ଦିନରୁ ଦର୍ଶକ...

ରାମଲୀଳାରେ ସଂସ୍କୃତ ବଦଳରେ ଇଂଲିଶ୍‌ କହିବେ ଶ୍ରୀରାମ-ହନୁମାନ…

ନୂଆଦିଲ୍ଲୀ,୨।୭ : ଆଦିପୁରୁଷ ଚଳଚ୍ଚିତ୍ରରେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିବାଦ ଜାରି ରହିଛି। ରାମଲୀଳାାର ବିଭିନ୍ନ ଏପିସୋଡକୁ ନେଇ ବିବାଦ ମଧ୍ୟରେ ଲାଲ କିଲ୍ଲା ମଇଦାନରେ...

ପୁଅର ଏହି କାମରେ ବିରକ୍ତ ହେଲେ ମୀରା ରାଜପୁତ

ଶାହିଦ କୁପରଙ୍କ ସ୍ତ୍ରୀ ମୀରା ରାଜପୁତ ପ୍ରଶଂସକଙ୍କ ସହ ସବୁବେଳେ ସମ୍ପର୍କରେ ରହିଥାନ୍ତି। ଏବେ ସେ ଏକ ଭିଡିଓ ଶେୟାର କରି ପ୍ରଶଂସକଙ୍କୁ ପ୍ରଶ୍ନ କରିଛନ୍ତି...

‘ଆର୍‌ଆର୍‌ଆର୍‌’ ଫିଲ୍ମ ପାଇଁ ଆଲିଆ ନେଇଛନ୍ତି ଏତିକି କୋଟି

ମୁମ୍ବାଇ: ଫିଲ୍ମ ‘ଆର୍‌ଆର୍‌ଆର୍‌’ ସମଗ୍ର ବିଶ୍ୱରେ ଜବରଦସ୍ତ ରେକର୍ଡ କରିଛି। ଏହି ଫିଲ୍ମଟି ପ୍ରଥମ ଦିନରେ ୨୫୭ କୋଟି ବ୍ୟବସାୟ କରିଥିଲା। ଏଥିରେ ଅତିଥି କଳାକାର...

ସନି@୬୩: ଆଜି ବି ଦର୍ଶକଙ୍କ ପାଇଁ ଅଭୁଲା ତାଙ୍କ ଡାଏଲଗ୍‌

ନିଜର ଆକ୍ସନ୍‌ ଅନ୍ଦାଜ, ଡାଏଲଗ୍‌ ପାଇଁ ଲକ୍ଷ ଲକ୍ଷ ପ୍ରଶଂସକଙ୍କ ହୃଦୟ ଜିଣି ପାରିଥିବା ଅନ୍ୟତମ ବଲିଉଡ୍‌ ଅଭିନେତା ହେଉଛନ୍ତି ସନି ଦେଓଲ। ଅକ୍ଟୋବର ୧୯ରେ...

ରାଗିଲେ ନୱାଜୁଦ୍ଦିନ

ମୁମ୍ବାଇ: ବଲିଉଡ୍‌ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଅଭିନେତା ନୱାଜୁଦ୍ଦିନ ସିଦ୍ଦିକି । ଅନେକ ସଂଘର୍ଷ ପରେ ସେ ଆଜି ଜଣେ ଆଗଧାଡିର...

ଗବର ସିଂ ଚୟନ ଅନ୍ତରାଳେ

‘କିତ୍‌ନେ ଆଦ୍‌ମୀ ଥେ’ ଡାଏଲଗ୍‌ କଥା ମନେପଡିଲେ ଆଖି ସାମ୍‌ନାକୁ ଚାଲିଆସେ ସେହି ଡକାୟତ ଗବର ସିଂଙ୍କ ମୁହଁ। ସୁପର ଡୁପର ହିଟ୍‌ ହିନ୍ଦୀ ସିନେମା...

‘ବିଗ୍‌ବସ୍‌-୧୩’ର ଏହି ତିନିଜଣ ପ୍ରତିଯୋଗୀଙ୍କୁ ପସନ୍ଦ କରୁଛନ୍ତି ଭୁବନେଶ୍ୱରୀ

ବମ୍ବେ: ଆରମ୍ଭରୁ ଚର୍ଚ୍ଚାରେ ‘ବିଗ୍‌ବସ୍‌-୧୩’। ଶୋ’ ନିର୍ମାତା ମଧ୍ୟ ଦର୍ଶକଙ୍କୁ ମନୋରଞ୍ଜନ ଡୋଜ୍‌ ଦେବାକୁ ଭଳିକିଭଳି ଉପାୟ ଆପଣାଉଛନ୍ତି। ନୂଆ ନୂଆ ଟୁଇଷ୍ଟ ଆଣ୍ଡ ଟର୍ନ...

Advertisement
Archives

Model This Week