Posted inଖେଳ

ସ୍ତ୍ରୀଙ୍କ ସହ ଜବରଦସ୍ତ ଡ୍ୟାନ୍ସ କଲେ ଧୋନୀ

ଗତ ବର୍ଷ ୟୁଏଇରେ ଖେଳାଯାଇଥିବା ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ୧୩ତମ ସିଜିନ ପରେ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ କ୍ରିକେଟରୁ ଦୂରେଇ ରହିଛନ୍ତି। ଏବେ ସେ ନିଜ ପରିବାର ଏବଂ ସାଙ୍ଗମାନଙ୍କ ସହିତ ସମୟ ବିତାଉଛନ୍ତ। ଏହି ସମୟରେ ଧୋନୀ ଦୀର୍ଘ ଦିନ ଧରି ମୁମ୍ବାଇରେ ଥିଲେ। ନିକଟରେ ସେ ଏକ ବିବାହ ଉତ୍ସବରେ ଯୋଗ ଦେଇଥିଲେ। ଏହି ବିବାହ ଧୋନୀଙ୍କ ସ୍ତ୍ରୀ ସାକ୍ଷୀଙ୍କ ଜଣେ ବନ୍ଧୁଙ୍କ ହେଉଥିଲା। ବିବାହରେ ସାକ୍ଷୀଙ୍କ ସହ ନାଚିଥିଲେ ଧୋନୀ। ବିବାହ ରିସେପ୍ସନର କିଛି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଧୋନିଙ୍କ ଏହି ଭିଡିଓଗୁଡିକ ମଧ୍ୟ ପ୍ରଶଂସକମାନେ ବହୁତ ପସନ୍ଦ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସଚିନଙ୍କୁ ବିଶ୍ୱର ସମ୍ମାନଜନକ ଲୌରିୟସ କ୍ରୀଡ଼ା ପୁରସ୍କାର

ବର୍ଲିନ, ୧୮।୨ (ପି.ଟି.)- ବ୍ୟାଟିଂ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ବିଶ୍ୱର ସମ୍ମାନଜନକ କ୍ରୀଡ଼ା ସମ୍ମାନ ‘ଲୌରିୟସ ବିଶ୍ୱ କ୍ରୀଡ଼ା ପୁରସ୍କାର’ ଜିତିଛନ୍ତି। ଘରୋଇ ମାଟିରେ ଭାରତକୁ...

ଲାମ୍ପାର୍ଡ ଚେଲ୍‌ସିର ମୁଖ୍ୟ କୋଚ୍‌

ଲାମ୍ପାର୍ଡ, ୫ା୭ (ଏଏଫ୍‌ପି)-ଫ୍ରାଙ୍କ୍‌ ଲାମ୍ପାର୍ଡ ଗୁରୁବାର ଚେଲ୍‌ସି ଫୁଟ୍‌ବଲ କ୍ଲବର ମୁଖ୍ୟକୋଚ୍‌ ଭାବେ ନିଯୁକ୍ତି ପାଇଛନ୍ତି। କ୍ଲବ ସହିତ ସେ ୩ ବର୍ଷିଆ ଚୁକ୍ତି କରିଛନ୍ତି।...

ସୌରଭ ଗାଙ୍ଗୁଲିଙ୍କ ହାର୍ଟ ସର୍ଜରୀ ସଫଳ

କୋଲକାତା,୩।୧: ବିସିସିଆଇ ଅଧ୍ୟକ୍ଷ ଭାରତୀୟ କ୍ରିକେଟର ସୌରଭ ଗାଙ୍ଗୁଲିଙ୍କୁ ଶନିବାର ହାର୍ଟ ଆଟାକ୍‌ ଆସିଥିଲା। ଚିକିତ୍ସା ପାଇଁ ତାଙ୍କୁ ଉଡ୍‌ଲ୍ୟାଣ୍ଡସ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲରେ...

ସଫଳ ହେଲା ଅମ୍ବାନୀ ପରିବାରର କଳା ଯାଦୁ

ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ୧୩ତମ ସଂସ୍କରଣରେ ଲଗାତାର ଦ୍ୱିତୀୟ ଥର ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ଚାମ୍ପିୟନ୍‌ ହୋଇଛି। ଫାଇନାଲରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୫ ଓ୍ବିକେଟରେ ପରାସ୍ତ...

ଧାରରେ ଗ୍ଲୋଭ୍ସ ନେଇ ପ୍ରାକ୍ଟିସ କରୁଥିଲେ ପଙ୍ଘାଲ

ନୂଆଦିଲ୍ଲୀ,୨୬।୯: ବିଜେନ୍ଦ୍ର କୁମାର, ଅଖିଲ କୁମାର, ବିକାଶ କ୍ରିଷ୍ଣନ ଓ ଶିବ ଥପ୍ପାଙ୍କ ପରେ ଦେଶର ଉଦୀୟମାନ ବକ୍ସର ହେଉଛନ୍ତି ରୋହତକର ଅମିତ ପଙ୍ଘାଲ। ନିକଟରେ...

ଜାଡେଜା ଭାରତର ସର୍ବକାଳୀନ ଶ୍ରେଷ୍ଠ ଫିଲ୍ଡର: ଆକାଶ

ନୂଆଦିଲ୍ଲୀ,୧୨।୭: ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଭାରତର ସର୍ବକାଳୀନ ଶ୍ରେଷ୍ଠ ଫିଲ୍ଡର ବୋଲି ପୂର୍ବତନ ବ୍ୟାଟ୍ସମ୍ୟାନ ଆକାଶ ଚୋପ୍ରା କହିଛନ୍ତି। ଭାରତର ଶ୍ରେଷ୍ଠ ୬ଜଣ ଫିଲ୍ଡର ଚୟନ...

୧୩୨ରେ ଅଟକିଲା ନାମ୍ବିଆ

ଦୁବାଇ,୮।୧୧: ସ୍ଥାନୀୟ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ସୋମବାର ନାମ୍ବିଆ ବିପକ୍ଷ ମ୍ୟାଚରେ ଅଧିନାୟକ ବିରାଟ କୋହଲି ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ। ନାମ୍ବିଆ ବ୍ୟାଟିଂ...

କଟା ହାତ ସତ୍ତ୍ୱେ ଫୁଟ୍‌ବଲକୁ ଫେରିଲେ ଜ୍ୱିରେକ୍ୱି

ହରାରେ, ୨୦ା୬ (ଏଏଫ୍‌ପି)-ହାତ କଟି ଯାଇଥିଲେ ମଧ୍ୟ ଫୁଟ୍‌ବଲ ପଡ଼ିଆକୁ ଫେରିଛନ୍ତି ଜିମ୍ବୋଓ୍ବେ ଖେଳାଳି ହାର୍ଡଲାଇଫ୍‌ ଜ୍ୱିରେକ୍ୱି। ଜିମ୍ବାଓ୍ବେ ଫୁଟ୍‌ବଲ ଦଳର ଜଣେ ନିୟମିତ ସଦସ୍ୟ...

Advertisement
Archives

Model This Week