ଡେନ୍‌ମାର୍କ: ଦ କ୍ଲିନେଷ୍ଟ କଣ୍ଟ୍ରି

୨୦୨୧ ମସିହାରେ ‘ଏନ୍‌ଭାଇରନ୍‌୍‌ମେଣ୍ଟାଲ୍‌ ପର୍‌ଫର୍‌ମାନ୍ସ ଇଣ୍ଡେକ୍ସ’ ତରଫରୁ ହୋଇଥିବା ସର୍ବେକ୍ଷଣରୁ ଡେନ୍‌ମାର୍କ ପୃଥିବୀର ସବୁଠୁ କ୍ଲିନେଷ୍ଟ ସିଟି ଭାବେ ଘୋଷିତ ହୋଇଛି। କୋପେନ୍‌ହାଗେନ୍‌ ଏହାର ରାଜଧାନୀ, ଯାହା ଜିଲ୍ୟାଣ୍ଡ ଏବଂ ଆମାଗେର୍‌ ଦ୍ୱୀପରେ ଅବସ୍ଥିତ। ହାପିଏଷ୍ଟ୍‌ କଣ୍ଟ୍ରି ଭାବେ ମଧ୍ୟ ଡେନ୍‌ମାର୍କ ପରିଚିତ। ତେବେ ଏସବୁ କଥା ପ୍ରାୟ ସମସ୍ତଙ୍କୁ ଜଣା ଥାଇପାରେ, ହେଲେ ଏହି ଦେଶ ସମ୍ପର୍କରେ ଆହୁରି ଅନେକ ରୋଚକ ତଥ୍ୟ ରହିଛି, ଜାଣନ୍ତୁ ସେ ସମ୍ପର୍କରେ…

ଡେନ୍‌ମାର୍କ: ଦ କ୍ଲିନେଷ୍ଟ କଣ୍ଟ୍ରି
ପୃଥିବୀର ସବୁଠୁ ଓଲ୍ଡ ଫ୍ଲାଗ୍‌ ହେଉଛି ଡେନ୍‌ମାର୍କର ଫ୍ଲାଗ୍‌ ”ଡାନେବ୍ରଗ୍‌“। ପ୍ରାୟ ୧୦୦୦ ବର୍ଷ ତଳେ ଅର୍ଥାତ୍‌ ୧୨୧୯ ମସିହାରେ ତିଆରି ହୋଇଥିବା ଏହି ଫ୍ଲାଗ୍‌ ଆଜିଯାଏଁ ବି ଏଠାରେ ରହିଆସିଛି।
ଏଠାରେ କୌଣସି ପାହାଡ ପର୍ବତ ନାହିଁ। ଶୀତଦିନେ ପ୍ରାୟ ୭୫ ପ୍ରତିଶତ ଲୋକ ଏଠାରେ ବାଇକ୍‌ ଚଲାଇଥାନ୍ତି। ଏଠାରେ ୧୨ ହଜାରରୁ ଅଧିକ ସାଇକେଲ୍‌ ଟ୍ରାକ୍‌ ରହିଛି। ଯେଉଁଥିପାଇଁ ଏହା ‘ବାଇସାଇକେଲ୍‌ ଫ୍ରେଣ୍ଡ୍‌ଲି’ ସିଟି ଭାବେ ମଧ୍ୟ ପରିଚିତ।
ଏଠାରେ ୪୪୪ଟି ଆଇଲ୍ୟାଣ୍ଡ ରହିଛି, ଯାହା ମଧ୍ୟରୁ ୭୬ଟି ଆଇଲ୍ୟାଣ୍ଡରେ ମଣିଷ ବାସ କରନ୍ତି ନାହିଁ। ଏଠାକାର ସବୁଠୁ ପପୁଲାର ଆଇଲ୍ୟାଣ୍ଡ ମଧ୍ୟରେ ରହିଛି ‘ବର୍ନହଲ୍ମ’।
ଡେନ୍‌ମାର୍କ ହେଉଛି ପ୍ରଥମ ଦେଶ, ଯେଉଁଠି ୧୯୮୯ ମସିହାରେ ପ୍ରଥମ ଥର ପାଇଁ ‘ସେମ୍‌-ସେକ୍ସ ୟୁନିୟନ୍‌’କୁ ବିରୋଧ କରାଯାଇଥିଲା। ହେଲେ, ପରବର୍ତ୍ତୀ ସମୟରେ ଅର୍ଥାତ୍‌ ୨୦୧୨ରେ ଏଠାରେ ପୁଣି ଏହାକୁ ଗ୍ରାଣ୍ଟ କରାଯାଇଥିଲା।
ଟର୍‌ବାଇନ୍‌ ଦ୍ୱାରା ପବନ ଶକ୍ତି ଉତ୍ପାଦନ କ୍ଷେତ୍ରରେ ଡେନ୍‌ମାର୍କର ଭେଷ୍ଟସ୍‌ ସହର ପ୍ରଥମ ସ୍ଥାନରେ ରହିଛି। ଏଠାରୁ ୩୯% ଇଲେକ୍ଟ୍ରିସିଟି ପବନରୁ ହିଁ ଆସୁଛି।
ଅନ୍‌ଅଫିସିଆଲ୍‌ ଭାବେ ଏଠାରେ ଏକ ଲ’ ପ୍ରଚଳିତ ହୋଇଆସୁଛି, ଯାହାକୁ ‘ଜାଣ୍ଟେଲୋଭେନ୍‌’ କୁହାଯାଏ। ଏହାର ଅର୍ଥ ହେଉଛି ‘ନୋ ଓ୍ବାନ୍‌ ଇଜ୍‌ ବେଟର୍‌ ଦ୍ୟାନ୍‌ ଦ ଅଦର୍‌’ ଅର୍ଥାତ୍‌ ଏଠାରେ ସମସ୍ତେ ସମାନ।
ଏଠାକାର ଅଧିବାସୀମାନେ ମ୍ୟୁଜିକ୍‌ ପ୍ରିୟ ହୋଇଥା’ନ୍ତି। ଉଭୟ ପପ୍‌୍‌ ଓ କ୍ଲାସିକାଲ୍‌ ମ୍ୟୁଜିକ୍‌କୁ ଏମାନେ ଭଲ ପାଆନ୍ତି।
ଡେନ୍‌ମାର୍କର ସ୍କାଣ୍ଡିନାଭିଆରେ ଏକ ସୁନ୍ଦର ସର୍ଫିଙ୍ଗ୍‌ ବିଚ୍‌ ରହିଛି, ଯାହାକୁ ‘କୋଲ୍ଡ ହାଓ୍ବାଲି’ କୁହାଯାଏ। ଅଧିକାଂଶ ସମୟ ଏଠାରେ ଲୋକମାନଙ୍କର ଗହଳି ଦେଖିବାକୁ ମିଳେ।


Enter your email to get our daily news in your inbox.

All Right Reserved By Dharitri.Com

କିଡ୍‌ନୀ ସମସ୍ୟାରୁ ଦୂରେଇ ରହିବା ପାଇଁ ସକାଳେ ପିଅନ୍ତୁ ମଞ୍ଜୁଆତି ପତ୍ର ପାଣି…

ପ୍ରତିଦିନ ସକାଳେ ଅଧାକପ୍‌ ମଞ୍ଜୁଆତି ପତ୍ର ପାଣି ପିଇଲେ ଅନେକ ଉପକାର ମିଳିଥାଏ। ମଞ୍ଜୁଆତି ପତ୍ରକୁ ରାତିରେ ସିଝାଇ ସକାଳେ ଏହାକୁ ଛାଣି ପିଇବାକୁ ପଡ଼ିଥାଏ।...

ସଚେନତନା ହିଁ ନିରାକରଣ

ଜଳାତଙ୍କରେ ପ୍ରତିବର୍ଷ ବହୁ ଲୋକ ଆକ୍ରାନ୍ତ ହୋଇଥାନ୍ତି। ପୋଷା କୁକୁରଠାରୁ ଆରମ୍ଭ କରି ବୁଲା କୁକୁର କାମୁଡ଼ା ଯୋଗୁ ଲୋକେ ଜଳାତଙ୍କରେ ଆକ୍ରାନ୍ତ ହୋଇଥାନ୍ତି। ପୃଥିବୀରେ...

ସପୁରୀ ରସରେ ରହିଛି ଏପରି ଉପକାରୀ ଗୁଣ

ଋତୁ ଅନୁଯାୟୀ ମିଳୁଥିବା ଫଳ ଖାଇଲେ ଅନେକ ଶାରୀରିକ ସମସ୍ୟାକୁ ଦୂରେଇ ଦେଇହୁଏ। ବିଶେଷ କରି ଖରାଦିନେ ଓ ବର୍ଷାଦିନେ ଟିକେ ଅଧିକ ପରିମାଣରେ ସପୁରୀ...

ମନକୁ ଖୁସି ରଖିବ ୮ ଅଭ୍ୟାସ

ସ୍ବାସ୍ଥ୍ୟ ହିଁ ସମ୍ପଦ। ସ୍ବାସ୍ଥ୍ୟ ସହିତ ସୁସ୍ଥ ମନର ସମ୍ପର୍କ ଅତି ନିବିଡ଼। କଥାରେ ଅଛି ମନ ଭଲ ନ ଥିଲେ ଦୁନିଆର ସବୁ ସୁଖ...

ସାଧାରଣ ଲୋକ ବି ହୋଇଯିବେ ମାଲାମାଲ୍‌ : କେବଳ ଚାଣକ୍ୟଙ୍କ ଏହି କଥାକୁ ଦେଲେ ଧ୍ୟାନ

ମନୁଷ୍ୟ ସର୍ବଦା ଧନୀ ହେବାକୁ ଚେଷ୍ଟା କରେ। ଏକ ସୁଖମୟ ଜୀବନ ବଞ୍ଚିବାକୁ ଚାହେଁ। ଏ ନେଇ ଅର୍ଥ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏପରି ପରିସ୍ଥିତିରେ...

ବର୍ଷାଦିନେ ଘରର ଯତ୍ନ

କଥାରେ ଅଛି ଘରକୁ ସୁନ୍ଦର ଘରଣୀ। ଘରଣୀଟିଏ ହିଁ ଘରକୁ ସୁନ୍ଦର କରି ସଜେଇ ରଖିବା ପାଇଁ ସବୁବେଳେ ପ୍ରୟାସ କରିଥାଏ। ଘରର କେଉଁ ଜିନିଷକୁ...

ଦିନସାରା ଫ୍ରେଶ୍‌ ଲାଗିବା ପାଇଁ କରନ୍ତୁ ଏପରି…

ଗାଧୋଇବା ପରେ ପୁରା ଦିନ ଫ୍ରେଶ୍‌ ଲାଗେ ବୋଲି ଅଧିକାଂଶ ଲୋକଙ୍କର ରହିଛି ବିଶ୍ୱାସ। ତେବେ କିଛି ଲୋକ ଗାଧୋଇବା ପରେ ମଧ୍ୟ ଫ୍ରେଶ୍‌ ଅନୁଭବ...

କୋମଳ ତ୍ୱଚା ପାଇଁ ଷ୍ଟିମ୍‌

ଷ୍ଟିମ୍‌ କରିବା ଦ୍ୱାରା ଆପଣଙ୍କ ମୁହଁର ସୂକ୍ଷ୍ମ ଛିଦ୍ର ଖୋଲିଥାଏ। ଏହା ତ୍ୱଚାରେ ଥିବା ମୃତ କୋଷଗୁଡ଼ିକୁ ଦୂର କରି ମୁହଁକୁ ପ୍ରାକୃତିକଭାବେ ସତେଜ କରିଥାଏ।...

Advertisement
Archives

Model This Week