Posted inVideo

Demolition drive at Emar Mutt continues | ମାଟିରେ ମିଶିଲା ବହୁଚର୍ଚ୍ଚିତ ଏମାର ମଠ

Featured Video Play Icon

The demolition drive at the 12th century Emar Mutt continues. It will be razed to the ground in a few days from now. That said, the seer of the mutt Mahant Rajgopal Ramanuj Das continues to remain inside the mutt on a silent protest against the demolition. A mysterious underground structure was seen after the main building was pulled down there.

ବହୁ ଚର୍ଚ୍ଚିତ ଦ୍ବାଦଶ ଶତାବ୍ଦୀର ଏମାର ମଠ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି। ଆଉ କିଛି ଦିନ ପରେ ସଂମ୍ପୁର୍ଣ୍ଣ ଭାବେ ମାଟିରେ ମିଶିଯିବ ଏହି ମଠ। ତେବେ ଏହି ପ୍ରାଚୀନ ମଠ ଭଙ୍ଗାଯିବା ପରେ ମିଳିଛି ଭୂତଳ ଘରର ସନ୍ଧାନ। ମଠ ମହନ୍ତ ରାଜଗୋପାଳ ରାମାନୁଜ ଦାସ ମଠରୁ ବାହାରୁ ନଥିବା ଯୋଗୁଁ ମୁଖ୍ୟ କୋଠା ଉଚ୍ଛେଦ କାର୍ଯ୍ୟ କରାଯାଇପାରୁ ନାହିଁ। ସେ ଭିତରେ ମଉନ ବ୍ରତରେ ବସିଥିବା ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inVideo View All

Featured Video Play Icon

ଏସି ହେଲମେଟ ପିନ୍ଧିବେ ପୋଲିସ

ପ୍ରଚଣ୍ଡ ଖରାରେ ଡ୍ୟୁଟି କରୁଥିବା ପୋଲିସ କର୍ମଚାରୀଙ୍କ ପାଇଁ ଆଜି ପରୀକ୍ଷାମୂଳକ ଭାବେ ଆରମ୍ଭ ହୋଇଛି ଏସି ହେଲମେଟ ବ୍ୟବସ୍ଥା। ସଫଳ ହେଲେ ସବୁ କର୍ମଚାରୀ...

Featured Video Play Icon

ପ୍ରଦୂଷଣର ବିଷ ଗର୍ଭରେ ମହାନଦୀ

ଓଡ଼ିଶାର ଜୀବନ ରେଖା ‘ମହାନଦୀ’। ବିଷାକ୍ତ ହେବାରେ ଲାଗିଛି ରାଜ୍ୟର ପଶ୍ଚିମରୁ ପୂର୍ବକୁ ଲମ୍ବିଥିବା ଜୀବନରେଖା । ଚାରିଆଡ଼େ ଖାଲି ପ୍ରଦୂଷଣ… ପ୍ରଦୂଷଣ… ଆଉ ପ୍ରଦୂଷଣ...

Featured Video Play Icon

Video: ଶହେ ଥର ଯିବ ଗଙ୍ଗା ଥରେ ଯିବ ଚନ୍ଦ୍ରଭାଗା

ପୁରୀ,୧୬।୨: ଶୁକ୍ରବାର ପବିତ୍ର ମାଘ ସପ୍ତମୀ ଅବସରରେ ଚନ୍ଦ୍ରଭାଗାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ଏହି ଅବସରରେ ଚନ୍ଦ୍ରଭାଗାରେ ଆରମ୍ଭ ହୋଇଛି ଶ୍ରଦ୍ଧାଳୁଙ୍କ ବୁଡ। ସୂର୍ଯ୍ୟ...

Featured Video Play Icon

ଲକ୍ଷ୍ମୀ ବସରେ ରହିଛି ଏହି ସୁବିଧା

ରାୟଗଡା ଜିଲାରେ ଗ୍ରାମାଞ୍ଚଳ ପରିବହନ ସେବାକୁ ସମୃଦ୍ଧ କରିଛି ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ୍ ଯୋଜନା । ଯେଉଁଥିରେ ଉପକୃତ ହେଉଛନ୍ତି ଜିଲାର ୧୧ ବ୍ଲକର...

Featured Video Play Icon

ବାଲିରେ ବଡସିଂହାର ବେଶ

ନବବର୍ଷ ୨୦୨୪ ଅବସରରେ ପୁରୀ ବେଳାଭୂମିରେ ଜଗନ୍ନାଥ ମହାପ୍ରଭୁଙ୍କ ବାଲୁକାକଳା ମାଧ୍ୟମରେ ଵଡସିଂହାର ବେଶ। ଏହି ବାଲୁକାକଳାକୃତିକୁ ନିର୍ମାଣ କରିଛନ୍ତି ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ...

Featured Video Play Icon

ଶୀତବସ୍ତ୍ର ବଜାରରେ ଲାଗିଛି ଭିଡ

ରାଜ୍ୟରେ ଏବେ ତାପମାତ୍ରା କମୁଛି। ଶୀତ ଯେତେ ବଢୁଛି ଶୀତବସ୍ତ୍ର ବଜାରରେ ଭିଡ ସେତେ ବଢୁଛି। ଦେଖନ୍ତୁ ଭୁବନେଶ୍ୱର ଶୀତ ବସ୍ତ୍ର ବଜାରରେ କ’ଣ ସବୁ...

Featured Video Play Icon

ଲିକୁଇଡ ଚାହା ପିଇଲେ କ୍ଷୀର ଚାହା ଭୁଲିଯିବେ | ‘Liquid tea’ beats ‘milk tea’

ଲିକୁଇଡ ଚାହା ପିଇଲେ କ୍ଷୀର ଚାହା ଭୁଲିଯିବେ । ଷୋଡଶ ରାଜ୍ୟସ୍ତରୀୟ କଳିଙ୍ଗ ହରବାଲ ମେଳାରେ ମିଳୁଛି ଏହି ଲିକୁଇଡ ଚାହା । ପାଟିକୁ ସ୍ୱାଦ...

Featured Video Play Icon

ଛୋଟ ବେଳେ ମୁଁ ଧରିତ୍ରୀ ସମ୍ମାନରେ ସମ୍ମାନୀତ ହୋଇଥିଲି

ମୁଁ ଛୋଟ ଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ସତପଥୀ ମୋତେ ଧରିତ୍ରୀ ସମ୍ମାନରେ ସମ୍ମାନୀତ କରିଥିଲେ

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri