Advertisement

ନିଜାମବାଦରେ ଦାଦନ ଶ୍ରମିକଙ୍କ ମୃତ୍ୟୁ

କୋକସରା,୨ା୧୧(ଡି.ଏନ୍‌.ଏ.): ଦାଦନ ଖଟିବାକୁ ଯାଇ ପୁଣି ଜଣେ ଓଡ଼ିଆ ଯୁବକଙ୍କ ମୃତ୍ୟୁ ଘଟିଛି। ଟ୍ରାକ୍ଟର ଓଲଟିବା ଫଳରେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। କଳାହାଣ୍ଡି ଜିଲା କୋକସରା ଥାନା ମୂଷାପାଲି ପଞ୍ଚାୟତ ବଗଡ଼ିଆ ପଡ଼ାର ଜୟଲାଲ ରାଉତଙ୍କ ବଡ଼ ପୁଅ ଚନ୍ଦ୍ରମଣି (୨୭) ହାଇଦ୍ରାବାଦର ନିଜାମବାଦକୁ ରବିବାର ଦାଦନ ଖଟିବାକୁ ଯାଇଥିଲେ। ହେଲେ ଯିବାର ୨ ଦିନ ପରେ ଟ୍ରାକ୍ଟରରେ ଚାପି ହୋଇ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ତେବେ ଚନ୍ଦ୍ରମଣିଙ୍କ ମୃତଦେହ ଗାଁରେ ପହଞ୍ଚିନାହିଁ। ମୃତଦେହ ଆଣିବାକୁ ପରିବାର ଲୋକେ ବୁଧବାର ନିଜାମାବାଦ ଯାଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋବାଇଲ ଗେମ୍‌ ପାଇଁ ଘର ଛାଡିଲେ ପୁଅ, ପୋଷ୍ଟର ଧରି ଖୋଜିଛନ୍ତି ମା’ ବାପା

ଭଦ୍ରକ ଅଫିସ,୧୯।୧୨: ମୋବାଇଲରେ ଅନ୍‌ଲାଇନ ଗେମ୍‌ ଖେଳି ଜଣେ ଯୁବକ ତାଙ୍କ ବାପାଙ୍କ ଆକାଉଣ୍ଟ ଖାଲି କରି ଦେଇଛନ୍ତି। ଆଉ ଗାଳି ଭୟରେ ଘର ଛାଡ଼ି...

ଭାନୁପ୍ରତାପ ଯୋଷୀ ଫୁଟବଲ ଟୁର୍ନାମେଣ୍ଟ ଉଦ୍‌ଘାଟିତ: ପ୍ରଥମ ମ୍ୟାଚରେ ଗନିଆରୀ ବିଜୟୀ

କୋମନା,୧୦।୯(ଡି.ଏନ.ଏ.) ନୂଆପଡା ଜିଲା କୋମନା ବ୍ଲକ ଭେଲାସ୍ଥିତ ହାଇସ୍କୁଲ ଖେଳ ପଡିଆରେ ପ୍ରଥମ ଭାନୁପ୍ରତାପ ଯୋଷୀ ମେମୋରିଆଲ ଫୁଟବଲ ଟୁର୍ନାମେଣ୍ଟ ସୋମବାର ଉଦ୍‌ଘାଟିତ ହୋଇଯାଇଛି। ପ୍ରଥମ...

ଛତ୍ରପୁର ବ୍ଲକ ଘେରିଲା ଭାଜପା

ଛତ୍ରପୁର,୯।୭(ଡି.ଏନ୍‌.ଏ.): ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ କରି ଭାଜପା ପକ୍ଷରୁ ଶୁକ୍ରବାର ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଘେରାଉ କରାଯାଇଛି। ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ...

ଅଗ୍ନିକାଣ୍ଡରେ ୭ ବଖରା ଭସ୍ମୀଭୂତ:୬ ଗୋରୁ ଆହତ

ବରୀ/ରତ୍ନଗିରି,୯ା୬(ସ୍ବ.ପ୍ର./ଡି.ଏନ.ଏ.): ବରୀ ବ୍ଲକ ଅଧୀନ ମନ୍ଦାରୀ ପଞ୍ଚାୟତର ମେଦୁଆକୁଳ ରାଜସ୍ବ ଗ୍ରାମରେ ଶନିବାର ବିଳମ୍ବିତ ରାତିରେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟି ୩ ପରିବାରର ୭...

ସୁନ୍ଦରଗଡ଼ରେ ପୁଣି ଅସୁସ୍ଥ ହେଲେ ଆଉଜଣେ ସୁରକ୍ଷା କର୍ମୀ

ସୁନ୍ଦରଗଡ,୧୮।୧: କୋଭିଡ ଟିକା ନେଇ ସୁନ୍ଦରଗଡ଼ ଜିଲା ମୁଖ୍ୟ ଡ଼ାକ୍ତରଖାନାର ୨ଜଣ ପୁରୁଷ ଏବଂ ଜଣେ ମହିଳା ସୁରକ୍ଷା କର୍ମୀ ଅସୁସ୍ଥ ହୋଇପଡିଛନ୍ତି। ସେମାନେ ହେଲେ...

ଖୋଲିଲା ଶାରଳା ମନ୍ଦିର

ତିର୍ତ୍ତୋଲ,୪।୧(ଡି.ଏନ.ଏ.): କୋଭିଡ କଟକଣା ପାଇଁ ବନ୍ଦ ରହିଥିବା ଜଗତସିଂହପୁର ଜିଲା ତିର୍ତ୍ତୋଲସ୍ଥିତ ପ୍ରସିଦ୍ଧ ଝଙ୍କଡ ଶାରଳା ମନ୍ଦିର ଦୀର୍ଘ ମାସ ପରେ ରବିବାର ଖୋଲିଛି। ସରକାରୀ...

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା: ଅରୁଣ ବୋଥ୍ରାଙ୍କୁ ଲିଗାଲ ନୋଟିସ

ବଲାଙ୍ଗୀର ଅଫିସ,୧୫-୧:ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ତତ୍କାଳୀନ ତଦନ୍ତକାରୀ କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରାଙ୍କୁ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କ ସ୍ତ୍ରୀ ସୌଦାମିନୀ ମେହେର...

ପୁରୀରେ ନିରାମିଷ କାଫେଟେରିଆ

ପୁରୀ ଅଫିସ,୨।୪: ସ୍ବର୍ଗଦ୍ୱାର ପାଖରେ ଜିଲା ପ୍ରଶାସନ ସହଯୋଗରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ପକ୍ଷରୁ ଏକ ଶୁଦ୍ଧ ନିରାମିଷ କାଫେଟେରିଆ ଖୋଲିଛି। ଓଡ଼ିଶା...

Advertisement
Archives

Model This Week