ଦେଶକୁ ମିଳିବ ଆଉ ଏକ ଭ୍ୟାକ୍ସିନ, ଡିସିଜିଆଇ ରୁଷିଆର ସ୍ପୁଟନିକ ଲାଇଟକୁ ଦେଲା ମଞ୍ଜୁରୀ

ନୂଆଦିଲ୍ଲୀ,୫ ।୨: ଦେଶରେ ଏବେ କରୋନାର ସ୍ଥିତି ଚିନ୍ତାଜନକ ରହିଛି । ଏପଟେ ଏହାଠାରୁ ଦୂରେଇ ରହିବାର ଗୋଟିଏ ଉପାୟ ହେଉଛି ଟିକାକରଣ । ଦୁଇଟି ଯାକ ଟିକା ନେବା ଜରୁରୀ । ଏପଟେ ଦେଶକୁ ଆଉ ଏକ ଭ୍ୟାକ୍ସିନ ମିଳିବାର ସଙ୍କେତ ମିଳିଯାଇଛି । ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ(ଡିସିଜିଆଇ)ର ବିଶେଷ ସମିତି ରୁଷିଆର ସ୍ପୁଟନିକ ଲାଇଟ ୱାନ-ସଟ କରୋନା ଭ୍ୟାକ୍ସିନକୁ ମଞ୍ଜୁରୀ ପ୍ରଦାନ କରିଛି ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଦେଶରେ ଏବେ ପର୍ଯ୍ୟନ୍ତ ୧୬୮.୪୭ କୋଟି ଲୋକ କରୋନା ଭ୍ୟାକ୍ସିନ ନେଇ ସାରିଲେଣି । ଗତ ୨୪ ଘଣ୍ଟାରେ ୫୫ ଲକ୍ଷ ଲୋକଙ୍କର ଟିକାକରଣ କରାଯାଇଛି । ଦେଶରେ ଶୁକ୍ରବାର ୧.୪୯ ଲକ୍ଷ ନୂଆ ସଂକ୍ରମିତ ସାମ୍ନାକୁ ଆସିଥିବା ବେଳେ ଏହି ସଂଖ୍ୟା ଗୁରୁବାର ଅପେକ୍ଷା ୧୩ ପ୍ରତିଶତ କମ ।


Enter your email to get our daily news in your inbox.

All Right Reserved By Dharitri.Com

ମାତୃଗର୍ଭରେ ଥିବା ଶିଶୁର ଭାରତୀୟ ନାଗରିକତ୍ୱର ଅଧିକାର ରହିଛି, ହାଇକୋର୍ଟଙ୍କ ରାୟ…

ଚେନ୍ନାଇ, ୧୯।୫ : ମାତା ପିତାମାନେ ସେମାନଙ୍କର ଭାରତୀୟ ନାଗରିକତ୍ୱ ତ୍ୟାଗ କରି ଅନ୍ୟ ଦେଶର ନାଗରିକତ୍ୱ ଗ୍ରହଣ କଲେ ମଧ୍ୟ ତ୍ୟାଗ ସମୟରେ ମାତୃଗର୍ଭରେ...

ସୁପ୍ରିମ୍‌କୋର୍ଟଙ୍କ ରାୟ ବିରୋଧରେ ଏକଜୁଟ ହେଲେ ୧୭ ବିରୋଧି ଦଳ…

ନୂଆଦିଲ୍ଲୀ, ୩।୮ : ଦେଶର ୧୭ ବିରୋଧୀ ଦଳ ଏକଜୁଟ ହୋଇ ୨୦୧୯ ରେ ପ୍ରିଭେନଶନ ଅଫ ମନି ଲଣ୍ଡରିଂ ଆକ୍ଟ (ପିଏମଏଲଏ) ରେ କରାଯାଇଥିବା...

ଅଧିକ ଲୋକ ଦେଖୁଛନ୍ତି ଶିଶୁଙ୍କ ଅଶ୍ଳୀଳ ଭିଡିଓ

ଭୁବନେଶ୍ୱର,୧୮ା୪(ବ୍ୟୁରୋ): ଲକ୍‌ଡାଉନ୍‌ ପାଇଁ ଲୋକେ ଘରେ ରହିଛନ୍ତି। ଅଧିକାଂଶ ସମୟ ମୋବାଇଲ୍‌ ଫୋନ୍‌ ଓ ଇଣ୍ଟରନେଟ୍‌ ସହ ବିତୁଛି। ଅନ୍‌ଲାଇନ୍‌ରେ କରୋନା ଅପ୍‌ଡେଟ୍‌ ସହ ବିଭିନ୍ନ...

ବଢ଼ିବ ପ୍ରାର୍ଥୀଙ୍କ ନିର୍ବାଚନୀ ଖର୍ଚ୍ଚ ସୀମା

ନୂଆଦିଲ୍ଲୀ, ୧୩।୧୨(ପି.ଟି.): ଲୋକ ସଭା ଓ ବିଧାନସଭା ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀଙ୍କର ଖର୍ଚ୍ଚ ସୀମା କେତେ ହେବା ଆବଶ୍ୟକ ଏନେଇ ନିର୍ବାଚନ କମିଶନ (ଇସି) ସ୍ବୀକୃତିପ୍ରାପ୍ତ...

ପରସ୍ପରକୁ ପ୍ରଶଂସା, ମୋଦିଙ୍କୁ ଟାର୍ଗେଟ: ୨୪ ବର୍ଷ ପରେ ଗୋଟିଏ ମଞ୍ଚରେ ମୁଲାୟମ, ମାୟାବତୀ

ମୈନ୍‌ପୁରୀ,୨୦ା୪(ପି.ଟି.): ଦୀର୍ଘ ୨୪ ବର୍ଷର ଶତ୍ରୁତାକୁ ଭୁଲି ଗୋଟିଏ ମଞ୍ଚରେ ଏକାଠି ହୋଇଛନ୍ତି ଉତ୍ତରପ୍ରଦେଶର ଦୁଇ ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ଓ...

ହେଲ୍ପଲାଇନ୍‌ ନଂ. ଜାରି: ଫସି ରହିଥିବା ଓଡ଼ିଆ, ଓଡ଼ିଶାରେ ଥିବା ବାହାର ରାଜ୍ୟର ଶ୍ରମଜୀବୀଙ୍କୁ ଯୋଗାଯୋଗ କରିବାକୁ ଅନୁରୋଧ

ଭୁବନେଶ୍ୱର,୨୮।୩(ବ୍ୟୁରୋ): କରୋନା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଭାରତରେ ଏହାର ପ୍ରଭାବକୁ ରୋକିବା ଲାଗି ସରକାର ୨୧ ଦିନିଆ ଲକ୍‌ଡାଉନ୍‌ ଘୋଷଣା...

କୌଣସି ବ୍ୟକ୍ତିଙ୍କ ନାମରେ ମିଳିିନି ଭୋଟ: ନୀତୀଶ

ନୂଆଦିଲ୍ଲୀ, ୧ା୬ : କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଜେଡ଼ିୟୁ ସାମିଲ ହୋଇ ନ ଥିବା ବେଳେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଭାଜପାକୁ ଟାର୍ଗେଟ କରି ବିଷ...

ଭୁଶୁଡିଲା କୋଠା: ଚାଲିଗଲା ୫ ଜୀବନ

ଅମରାବତୀ,୩୦।୧୦: ମହାରାଷ୍ଟ୍ରର ଅମରାବତୀରେ ରବିବାର ଏକ ଦୁଇ ମହଲା କୋଠା ହଠାତ୍‌ ଭୁଶୁଡି ପଡିଲା। ଏଥିରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଦୁଇ ଜଣ ଗୁରୁତର...

Advertisement
Archives

Model This Week