ଦେଶକୁ ମିଳିବ ଆଉ ଏକ ଭ୍ୟାକ୍ସିନ, ଡିସିଜିଆଇ ରୁଷିଆର ସ୍ପୁଟନିକ ଲାଇଟକୁ ଦେଲା ମଞ୍ଜୁରୀ

ନୂଆଦିଲ୍ଲୀ,୫ ।୨: ଦେଶରେ ଏବେ କରୋନାର ସ୍ଥିତି ଚିନ୍ତାଜନକ ରହିଛି । ଏପଟେ ଏହାଠାରୁ ଦୂରେଇ ରହିବାର ଗୋଟିଏ ଉପାୟ ହେଉଛି ଟିକାକରଣ । ଦୁଇଟି ଯାକ ଟିକା ନେବା ଜରୁରୀ । ଏପଟେ ଦେଶକୁ ଆଉ ଏକ ଭ୍ୟାକ୍ସିନ ମିଳିବାର ସଙ୍କେତ ମିଳିଯାଇଛି । ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ(ଡିସିଜିଆଇ)ର ବିଶେଷ ସମିତି ରୁଷିଆର ସ୍ପୁଟନିକ ଲାଇଟ ୱାନ-ସଟ କରୋନା ଭ୍ୟାକ୍ସିନକୁ ମଞ୍ଜୁରୀ ପ୍ରଦାନ କରିଛି ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଦେଶରେ ଏବେ ପର୍ଯ୍ୟନ୍ତ ୧୬୮.୪୭ କୋଟି ଲୋକ କରୋନା ଭ୍ୟାକ୍ସିନ ନେଇ ସାରିଲେଣି । ଗତ ୨୪ ଘଣ୍ଟାରେ ୫୫ ଲକ୍ଷ ଲୋକଙ୍କର ଟିକାକରଣ କରାଯାଇଛି । ଦେଶରେ ଶୁକ୍ରବାର ୧.୪୯ ଲକ୍ଷ ନୂଆ ସଂକ୍ରମିତ ସାମ୍ନାକୁ ଆସିଥିବା ବେଳେ ଏହି ସଂଖ୍ୟା ଗୁରୁବାର ଅପେକ୍ଷା ୧୩ ପ୍ରତିଶତ କମ ।


Enter your email to get our daily news in your inbox.

All Right Reserved By Dharitri.Com

ଏଣିକି ପେପର୍‌ ଲିକ୍‌ କଲେ ଆଜୀବନ କାରାଦଣ୍ଡ ସହ ଲାଗିବ ୧ କୋଟିର ଜରିମାନା! ଯୋଗୀ ସରକାର ଆଣୁଛନ୍ତି କଠୋର ଆଇନ୍‌

ଲକ୍ଷ୍ନୌ,୨୫।୬: ନିକଟରେ ଉତ୍ତରପ୍ରଦେଶରେ କିଛି ପରୀକ୍ଷାର ପେପର୍‌ ଲିକ୍‌ ହୋଇଥିଲା, ଏହାପରେ ଏବେ ଯୋଗୀ ଆଦିତ୍ୟନାଥ ସରକାର ଏହା ବିରୋଧରେ ବଡ଼ ପଦକ୍ଷେପ ନେବାକୁ ଯାଉଛି।...

ମୋଦି ସରକାରଙ୍କ ପାଇଁ ବଢିଲା ଟେନସନ, ବାଚସ୍ପତି ପଦ ପାଇଁ ତୃତୀୟ ପକ୍ଷ ପ୍ରାର୍ଥୀ ଦେବାକୁ ହେଉଛନ୍ତି ସଜବାଜ

ନୂଆଦିଲ୍ଲୀ,୨୫।୬: ୧୮ ତମ ଲୋକ ସଭାର ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହୋଇଯାଇଛି। ଆରମ୍ଭ ଦିନରୁ ହିଁ ବିରୋଧୀ ଓ ସରକାରଙ୍କ ମଧ୍ୟରେ ଟଣାଓଟରା ଲାଗି ରହିଛି।...

ବିସମିଲ୍ଲାରୁ ଶପଥ ଗ୍ରହଣ ଆରମ୍ଭ କରି, ଯିବା ବେଳକୁ କହିଲେ ‘ଜୟ ପାଲେଷ୍ଟାଇନ’

ନୂଆଦିଲ୍ଲୀ,୨୫।୬:ହାଇଦ୍ରାବାଦର ଏମପି ତଥା ଏଆଇଏମଆଇଏମର ମୁଖ୍ୟ ଅସଦୁଦ୍ଦିନ ଓଓ୍ବାଇସି ୧୮ ତମ ଲୋକ ସଭା କାର୍ଯ୍ୟକାଳର ଦ୍ୱିତୀୟ ଦିନରେ ଏମପି ଭାବେ ଶପଥ ନେଇଛନ୍ତି। ଶପଥ...

କାହା କହିବା ଅନୁସାରେ ଦେଶରେ ଏମରଜେନ୍ସି ଲଗାଇଥିଲେ ଇନ୍ଧିରା ଗାନ୍ଧୀ, ଜାଣନ୍ତୁ…

ନୂଆଦିଲ୍ଲୀ,୨୫।୬: ୧୯୭୫ ମସିହା ୨୫ ଜୁନ ମଧ୍ୟରାତ୍ରିରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ। ଏହି ଘୋଷଣା ପରେ ଦେଶରେ ସବୁକିଛି...

ଓଡ଼ିଆରେ ଶପଥ ନେଲେ ଓଡ଼ିଶା ସାଂସଦ

ନୂଆଦିଲ୍ଲୀ,୨୫।୬: ସଂସଦରେ ଶପଥ ନେଲେ ଓଡ଼ିଆ ସାଂସଦ। ସୋମବାର ଓଡ଼ିଶାର ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଜୁଏଲ ଓରାମ ଶପଥ ଗ୍ରହଣ କରିଥିଲେ। ମଙ୍ଗଳବାର...

କେ. ସୁରେଶ କିଏ? କାହିଁକି ବାଚସ୍ପତି ପ୍ରାର୍ଥୀ ପାଇଁ ଚୟନ କଲା ଇଣ୍ଡିଆ ମେଣ୍ଟ

ନୂଆଦିଲ୍ଲୀ, ୨୫।୬: ୧୮ତମ ଲୋକସଭାର ବାଚସ୍ପତି ପଦ ପାଇଁ ଶାସକ ଦଳ ଏବଂ ବିରୋଧୀଙ୍କ ମଧ୍ୟରେ ମତଭେଦ ହୋଇଛି । ଯାହାଫଳରେ ଏନ୍‌ଡିଏ ସମର୍ଥନରେ ଓମ୍‌...

କେଜ୍‌ରିଓ୍ବାଲଙ୍କୁ ବଡ଼ ଝଟକା

ନୂଆଦିଲ୍ଲୀ,୨୫।୬: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ଏକ ବଡ଼ ଝଟକା ଲାଗିଛି। ଦିଲ୍ଲୀ ହାଇକୋର୍ଟ ନିମ୍ନ ଅଦାଲତରୁ ମିଳିଥିବା ଜାମିନ ଉପରେ ରୋକକୁ ଜାରି ରଖିଛନ୍ତି।...

ଏନଡିଏକୁ ବିରୋଧୀଦଳର ଡବଲ ଝଟକା, ବାଚସ୍ପତି ପରେ ଏବେ ଉପବାଚସ୍ପତି ପଦ ପାଇଁ ବି ଦେବ ପ୍ରାର୍ଥୀ

ନୂଆଦିଲ୍ଲୀ,୨୫।୬: ଲୋକ ସଭାରେ ବାଚସ୍ପତି ତଥା ଉପବାଚସ୍ପତି ପଦ ପାଇଁ ଏନଡିଏ ଏବଂ ବିରୋଧୀ ମେଣ୍ଟ ଇଣ୍ଡିଆ ମଧ୍ୟରେ ବିବାଦ ଜାରି ରହିଛି। ଇଣ୍ଡିଆ ଆଲାଇନ୍ସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri