Posted inଜାତୀୟ

ରାଣେଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଥିବା ମନ୍ତ୍ରୀଙ୍କୁ ଇଡିର ନୋଟିସ

ମୁମ୍ବାଇ,୨୯।୮: ଗତ ସପ୍ତାହରେ କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଥିଲେ ମହାରାଷ୍ଟ୍ରର ପରିବହନ ମନ୍ତ୍ରୀ ଅନୀଲ ପରବ। ଏହାର କିଛି ଦିନ ପରେ ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ନୋଟିସ ଜାରି କରିଛି। ଟଙ୍କା ହେରଫେର ମାମଲାରେ ସମ୍ପୃକ୍ତି ନେଇ ପରବଙ୍କୁ ସମନ ପଠାଇବା ସହ ମଙ୍ଗଳବାର ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି।

ଯାହା ଆଶା କରାଯାଉଥିଲା, ତାହା ସତ ପ୍ରମାଣିତ ହୋଇଛି। ଭାଜପାର ଜନ ଆଶୀର୍ବାଦ ଯାତ୍ରା ଶେଷ ହେବା ପରେ ଅନୀଲ ପରବଙ୍କୁ ଇଡି ପକ୍ଷରୁ ନୋଟିସ ଜାରି କରାଯାଇଛି। ଭାଜପା ପ୍ରତିଶୋଧ ନେବା ପାଇଁ କାମ ଆରମ୍ଭ କରି ଦେଇଛି। ଏହି ଭୂକମ୍ପର କେନ୍ଦ୍ର ସ୍ଥଳ ହେଉଛି ରତ୍ନଗିରି। ପରବ ହେଉଛନ୍ତି ଏହି ଜିଲାର ଅଭିଭାବକ ମନ୍ତ୍ରୀ। ପର୍ଯ୍ୟାୟ ବୁଝ। ଏହା ଏକ ଆଇନଗତ ଲଢ଼େଇ, ଯାହାକୁ ଆମେ ଆଇନ ବାଟରେ ଲଢ଼ିବୁ ବୋଲି ଶିବ ସେନା ଏମ୍‌ପି ସଞ୍ଜୟ ରାଉତ ଟୁଇଟ୍‌ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଭିଡ୍‌ ଓ୍ବାର୍ଡରେ ସନ୍ତାନ ପ୍ରସବ କଲେ କରୋନା ସଂକ୍ରମିତ ମହିଳା, ଅକ୍ସିଜେନ ସ୍ତର ଥିଲା ବହୁତ କମ୍‌

ଭୋପାଳ,୨୯।୪: ଜଣେ କରୋନା ସଂକ୍ରମିତ ମହିଳାଙ୍କଠାରେ ଅକ୍ସିଜେନ ସ୍ତର ବହୁତ କମ୍‌ ଥିଲା। ଫଳରେ ସେ ଜୀବନ ମରଣ ସହ ସଂଗ୍ରାମ କରୁଥିଲେ। ଏହି ସମୟରେ...

ଜମ୍ମୁ-କଶ୍ମୀରରେ ରାଷ୍ଟ୍ରପତି ଶାସନ ୬ ମାସ ବଢ଼ିଲା

ନୂଆଦିଲ୍ଲୀ,୧୩ା୬: ଜମ୍ମୁ-କଶ୍ମୀରରେ ରାଷ୍ଟ୍ରପତି ଶାସନ ଆଉ ୬ ମାସ ବଢ଼ାଇବା ଲାଗି କେନ୍ଦ୍ର କ୍ୟାବିନେଟ ବୁଧବାର ନିଷ୍ପତ୍ତି ନେଇଛି। ଏହା ଜୁନ୍‌ ୨୦ରୁ ଆରମ୍ଭ ହେବାକୁ...

ନୀତୀଶ-ତେଜସ୍ବୀ ମୁହାଁମୁହିଁ

ପାଟନା, ୨୮।୧୧: ନିର୍ବାଚନ ପ୍ରଚାର ବେଳେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ତାଙ୍କର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଆର୍‌ଜେଡି ଅଧ୍ୟକ୍ଷ ଲାଲୁ ଯାଦବଙ୍କୁ କଡ଼ା ସମାଲୋଚନା କରିଥିଲେ।...

ପୁଣେରେ ଚିହ୍ନଟ ହେଲା ଜାପାନୀ ଜ୍ୱରର ପ୍ରଥମ ମାମଲା, ଯାଞ୍ଚ ପାଇଁ ପଠାଗଲା ମଶାଙ୍କ ସାମ୍ପଲ

ପୁଣେ,୨ ।୧୨: ମହାରାଷ୍ଟ୍ରର ପୁଣେରେ ଜାପାନୀ ଜ୍ୱରର ପ୍ରଥମ ଘଟଣା ସାମ୍ନାକୁ ଆସିବା ପରେ ପ୍ରାଣୀ ଓ ମଶାଙ୍କ ସାମ୍ପଲ ଟେଷ୍ଟ ପାଇଁ ପଠାଯାଇଛି ।...

ଓସ୍କାର ଦୌଡ଼ରେ ବିଦ୍ୟା ବାଲନଙ୍କ ଫିଲ୍ମ

ନୂଆଦିଲ୍ଲୀ, ୪ା୨- ବଲିଉଡ୍‌ ଅଭିନେତ୍ରୀ ବିଦ୍ୟା ବାଲନଙ୍କ ଶର୍ଟ ଫିଲ୍ମ ‘ନଟଖଟ’ ଓସ୍କାର ୨୦୨୧ ବେଷ୍ଟ ଶର୍ଟ ଫିଲ୍ମ କ୍ୟାଟେଗୋରୀରେ ସାମିଲ ହୋଇଛି। ଏହି ଶର୍ଟ...

ଘର ଖାଲି କରିବାକୁ ଏୟାର ଇଣ୍ଡିଆ କର୍ମଚାରୀଙ୍କୁ ନିର୍ଦ୍ଦେଶ, ହରତାଳ କରିବେ କର୍ମଚାରୀ…

ନୂଆଦିଲ୍ଲୀ,୧୪।୧୦: ଏୟାର ଇଣ୍ଡିଆର ନିଲାମ ପରେ ଏହାର କର୍ମଚାରୀଙ୍କ ଉପରେ ଏବେ ସଙ୍କଟ ଘନେଇବାରେ ଲାଗିଛି। ଏୟାର ଇଣ୍ଡିଆ ଟାଟା ସନ୍ସଙ୍କ ହାତକୁ ଯିବା ପରେ...

ଭାଜପା ରାଜ୍ୟ ସରକାର ଡବଲ ୱାଶିଂ ମେଶିନ ଛଡା ଆଉ କିଛି ନୁହଁନ୍ତି : ଜୟରାମ ରମେଶ…

ନୂଆଦିଲ୍ଲୀ,୭।୩ : ମଙ୍ଗଳବାର କଂଗ୍ରେସ ୱାଶିଂ ପାଉଡର ଥିବା ଏକ ବିଜ୍ଞାପନକୁ ନେଇ ଭାଜପାକୁ କଡ଼ା ସମାଲୋଚନା କରିଛି। ସେ କଂଗ୍ରେସ ମହାସଚିବ ଜୟରାମ ରମେଶ...

ଥରକେ ହୋଇପାରିବ ନାହିଁ ପଶ୍ଚିମବଙ୍ଗର ବଳକା ୪ ପର୍ଯ୍ୟାୟ ନିର୍ବାଚନ

ନୂଆଦିଲ୍ଲୀ, ୧୫ା୪- ପୂରା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ୁଥିବାବେଳେ ପଶ୍ଚିମବଙ୍ଗର ବଳକା ୪ ପର୍ଯ୍ୟାୟ ନିର୍ବାଚନ ଏକାଥରକେ କରାଯିବା ନେଇ...

Advertisement
Archives

Model This Week