Posted inଫୁରସତ

ଏହି ବ୍ୟକ୍ତି ଏମିତି ଶବ୍ଦ କରନ୍ତି ଯେ ଚାରିଆଡୁ ଉଡିଆସି ଏକାଠି ହୋଇଯାଆନ୍ତି କାଉ; ଭିଡିଓ ଦେଖିଲେ…

ଭାରତରେ ପ୍ରତିଭାର ଅଭାବ ନାହିଁ। ହେଲେ ଅନେକ ସମୟରେ ପ୍ରତିଭା ଦେଖାଇବା ପାଇଁ ସମସ୍ତଙ୍କୁ ପ୍ଲାଟଫର୍ମ ମିଳି ନ ଥାଏ। ଫଳରେ ବଣମଲ୍ଲୀର ମହକ ବଣରେ ହିଁ ରହିଯାଉଥିବା ଭଳି କୌଶଳ ଲୋକଲୋଚନକୁ ନ ଆସିପାରି ବ୍ୟକ୍ତିଙ୍କ ପାଖରେ ସୀମିତ ରହିଥାଏ। ସେହିଭଳି ଉତ୍ତରପ୍ରଦେଶର ପିଲିବିଟ୍‌ ଜିଲାର ଅମାରିଆ ତହସିଲର ବାରା ଡନଓ୍ବା ଗାଁର ଜଣେ ବ୍ୟକ୍ତି ଏବେ ନିଜର କଳାକୁ ନେଇ ଚର୍ଚ୍ଚାରେ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ବ୍ୟକ୍ତିଜଣଙ୍କ ନାମ ଆଲିଶାନ ଖାନ୍‌। ତାଙ୍କ ବୟସ ୭୮ ବର୍ଷ। ସେ ଏପରି ଶବ୍ଦ କରନ୍ତି ଯାହାକୁ ଶୁଣିବା ମାତ୍ରେ କାଉମାନେ ଏକତ୍ରିତ ହୁଅନ୍ତି। ୨୦ ବର୍ଷ ଧରି ସେ ଏପରି କରିଆସୁଛନ୍ତି। ଗାଁର ପିଲାମାନଙ୍କୁ ଖୁସି କରିବା ପାଇଁ ସେ ପ୍ରାୟତଃ ପକ୍ଷୀମାନଙ୍କୁ ଡାକନ୍ତି।

ଭାଇରାଲ ହେଉଥିବା ଭିଡିଓରେ ମଧ୍ୟ ସେପରି କିଛି ଦୃଶ୍ୟ ଦେଖିବାକୁ ମିଳୁଛି। ଚାରିଆଡେ ଗୋଟିଏ କାଉ ନ ଥିବା ବେଳେ ଆଲିଶାନଙ୍କ ଡାକ ଶୁଣି ସେମାନେ ଚାଲି ଆସୁଛନ୍ତି। ଏହା ଦେଖି ସେଠାରେ ଥିବା ପିଲାମାନେ ଖୁସି ହୋଇଯାଉଥିବା ଦେଖାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନାକୁ ଭୟ ନ କରି ପାଖାପାଖି ୩ ମାସ ମଧ୍ୟରେ ୪୭୦ ମୃତଦେହର ସଂସ୍କାର କରି ସାରିଲେଣି ଏମାନେ

ନୂଆଦିଲ୍ଲୀ,୧୬।୭: କରୋନା ମହାମାରୀ ଏବେ ସାରା ବିଶ୍ୱରେ ଦ୍ରୁତ ଗତିରେ ବଢି ଚାଲିଥିବା ବେଳେ ଏବେ ସବୁଠାରୁ ଚିନ୍ତାର କାରଣ ପାଲଟିଛି କରୋନା ସଂକ୍ରମଣରେ ଯେଉଁମାନଙ୍କର...

ଏହି ୫ ଶୁଆ ପାଇଁ ବଦ୍‌ନାମ ହେଲା ଚିଡ଼ିଆଖାନା, ଫେରିଗଲେ ପର୍ଯ୍ୟଟକ

ପ୍ରାୟତଃ ଶୁଆ ଗୀତ ଗାଇବା କିମ୍ବା ମଣିଷ ପରି ଭାଷା କହୁଥିବାର ଦେଖିଥିବେ। ଶୁଆ ଏମିତି ଏକ ପକ୍ଷୀ, ଯିଏ କି ମଣିଷ ଭାଷା ବୁଝିପାରେ...

ମାତ୍ର ୨୭ ମିନିଟ୍‌ ପାଇଁ ମହିଳାଙ୍କ ମୃତ୍ୟୁ, ପୁନର୍ଜୀବିତ ହୋଇ ଲେଖିଲେ କିଛି ରହସ୍ୟମୟ ଶବ୍ଦ

ଓ୍ବାଶିଂଟନ୍‌: ସାଧାରଣତଃ ମୃତ୍ୟୁ ଘଟିଲେ ଜଣେ ଚିରଦିନ ପାଇଁ ଦୁନିଆରୁ ବିଦାୟ ନେଇଥାଏ। ମାତ୍ର କିଛି କ୍ଷଣ ପାଇଁ କାହାର କେବେ ମୃତ୍ୟୁ ଘଟେ ବୋଲି...

ହଳଦିଆ ଜିଭ, ପେଟରେ ଦରଜ ପରି ଲକ୍ଷଣ ଦେଖି ଚିନ୍ତାରେ ପଡ଼ିଲେ ଡାକ୍ତର; ପରେ ଜାଣିଲେ…

ଜଣେ ୧୨ ବର୍ଷର ବାଳକଙ୍କ ହଳଦିଆ ଜିଭ ଦେଖି ଡାକ୍ତର ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏତଦ୍‌ବ୍ୟତୀତ ବାଳକର ଶରୀରରେ କେତେକ ଗମ୍ଭୀର ଲକ୍ଷଣ ପ୍ରକାଶ ପାଇଥିଲା। ପରେ...

ଘଣ୍ଟି ! ପବିତ୍ର ଏହାର ଧ୍ୱନି…

”ଆଗମାର୍ଥମ୍‌ ତୁ ଦେବାନାଂ ଗମନାର୍ଥାଂ ତୁ ରାକ୍ଷସାମ୍‌ ଘଣ୍ଟାରବଂ କରୋମ୍ୟାଦୌ ଦେବତାହ୍ବାନଂ ଲାଞ୍ଛନଂ॥“ ଅର୍ଥାତ୍‌ ଘଣ୍ଟି ବଜାଇ ଦେବତାଙ୍କ ଆହ୍ବାନ କରିବାଦ୍ୱାରା ସକାରାତ୍ମକ ଶକ୍ତି ତଥା...

ମାସ୍କ ଆର୍ଟ

କରୋନା ମହାମାରୀ ପାଇଁ ମଣିଷ ଘରେ ବନ୍ଦି ହୋଇ ରହିବାକୁ ବାଧ୍ୟ ହେଉଛି। ତେଣୁ ମଳୁଥିବା ଖାଲି ସମୟରେ ଅନେକେ ନିଜ ଅନ୍ତର୍ନିହିତ କଳାର ବିକାଶ...

ପୁରୁଷଙ୍କ ବଦଳରେ ଦିଆଗଲା ମହିଳାଙ୍କ ଶବ

ଫରିଦାବାଦ, ୧୯।୭: ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଅବହେଳାର ଆଉ ଏକ ଘଟଣା ଦିଲ୍ଲୀର ଫରିଦାବାଦରୁ ସାମ୍ନାକୁ ଆସିଛି। ଫରିଦାବାଦର ଏକ ଘରୋଇ ହସ୍ପିଟାଲରେ ଯେଉଁ ପରିବାର ଲୋକଙ୍କୁ...

ଶିକ୍ଷା ପ୍ରଣାଳୀରେ ତ୍ରୁଟି ଯୋଗୁ ବଢୁଛି ବେରୋଜଗାରୀ: ରିପୋର୍ଟ…

ନୂଆଦିଲ୍ଲୀ,୧୮।୪ : ଭାରତରେ ଶିକ୍ଷା ପ୍ରଣାଳୀରେ ରହିଥିବା ତ୍ରୁଟି ଯୋଗୁ ବେରୋଜଗାରୀ ସମସ୍ୟା ବଢ଼ିବାରେ ଲାଗିଛି। ବିନା କୌଶଳ ଡିଗ୍ରୀ ହାସଲ କରିବା ପରେ ଯୁବବର୍ଗ...

Advertisement
Archives

Model This Week