ଆଜିଠୁ ହଟିବ ପାର୍ବଣ କଟକଣା

ଭୁବନେଶ୍ୱର,୨୧।୧୦(ବ୍ୟୁରୋ): ଗୁରୁବାରଠାରୁ ଟ୍ବିନ୍‌ ସିଟିରୁ ହଟିବ ପାର୍ବଣ କଟକଣା। ପାର୍ବଣ ସମୟକୁ ଦୃଷ୍ଟିରେ ରଖି ଗତ ୧୧ ତାରିଖରୁ ୨୦ ପର୍ଯ୍ୟନ୍ତ କଟକଣା ଲଗାଯାଇଥିଲା। ଏହାର ବୁଧବାର ଥିଲା ଶେଷ ଦିନ। ଏଣୁ ଆଜିଠାରୁ ଭୁବନେଶ୍ୱର ଏବଂ କଟକରେ ରାତି ୮ଟା ପରେ ବି ଦୋକାନ ବଜାର ଖୋଲା ରହିପାରିବ।

ପ୍ରକାଶ ଯେ, ରାଜ୍ୟରେ କରୋନା ସଂକ୍ରମଣ ହାର ହ୍ରାସ ପାଇଥିଲେ ହେଁ ମହାମାରୀ ଭୟ ସମ୍ପୂର୍ଣ୍ଣ ଭାବେ ଯାଇନାହିଁ। ପାର୍ବଣକୁ ନେଇ ବିଭିନ୍ନ ସ୍ଥାନରେ ଜନଗହଳୀ ହେବାର ସମ୍ଭାବନା ଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ କଟକଣାମାନ ଲଗାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୁଅଙ୍କ ଏମ୍‌ବିବିଏସ୍‌ ଫଳକ ଲଗାଇ ବାପା କରୁଛନ୍ତି ଚିକିତ୍ସା, ନକଲି ଔଷଧ ପ୍ରସ୍ତୁତ କରି ଚାଲିଛି ରୋଗୀଙ୍କୁ ଶୋଷଣ

ଗୋପାଳପୁର,୯।୧-ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ସ୍ବାସ୍ଥ୍ୟସେବାର ଉନ୍ନତି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଭିତ୍ତିଭୂମିର ବିକାଶ କରୁଛନ୍ତି। ରୋଗୀଙ୍କୁ...

୩୧ ପର୍ଯ୍ୟନ୍ତ ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ

ଭୁବନେଶ୍ୱର, ୨।୧(ବ୍ୟୁରୋ) : କୋଭିଡ୍‌-୧୯ କଟକଣା ଯୋଗୁ ରାଜ୍ୟର ସମସ୍ତ ସମନ୍ବିତ ଶିଶୁ ବିକାଶ ଯୋଜନା (ଆଇସିଡିଏସ୍‌) ଅଧୀନରେ ଥିବା ଅଙ୍ଗନଓ୍ବାଡ଼ି କେନ୍ଦ୍ରଗୁଡ଼ିକ ଆସନ୍ତା ୩୧...

ବଜ୍ରପାତରେ ୩ ଜଣଙ୍କ ଜୀବନ ଗଲା

ଲୋଇସିଂହା,୮ା୯(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ଜଡ଼ାମୁଣ୍ଡାରେ ବଜ୍ରପାତ ଘଟି ଜଣେ ନାବାଳକଙ୍କ ସହ ୩ ଜଣଙ୍କ ଜୀବନ ଯାଇଛି। ମୃତକ ହେଲେ ପ୍ରଶାନ୍ତ ମୁଣ୍ଡା(୨୭), କାହ୍ନୁ...

ମହଙ୍ଗା ପଡ଼ିଲା ପୋଲିସ ଭ୍ୟାନରେ ଚୋରା କାଠ ଚାଲାଣ

ପାରଳାଖେମୁଣ୍ଡି,୪।୧୧: ଗଜପତି ଜିଲାରେ ପୋଲିସ ଭ୍ୟାନ୍‌ ଯୋଗେ କାଠ ଚୋରା ଚାଲାଣ ମାମଲାରେ ଅଟକ ଥିବା ୪ ପୋଲିସ କର୍ମଚାରୀଙ୍କୁ ବନ ବିଭାଗ ଗିରଫ କରି...

ରାଜଧାନୀରେ ବୋଲ ମାନୁନି କରୋନା: ଚିହ୍ନଟ ହେଲେ ଆଉ ୩୪୨ କରୋନା ପଜିଟିଭ୍‌; ଜାଣନ୍ତୁ କେଉଁଠୁ କେତେ

ଭୁବନେଶ୍ୱର,୧୫।୯(ବ୍ୟୁରୋ): ରାଜଧାନୀରେ ମଙ୍ଗଳବାର ୩୪୨ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଭୁବନେଶ୍ୱରରେ ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୧୬୯୩୩କୁ ବୃଦ୍ଧି ପାଇଛି। ସେଥିରୁ...

ରଥ ଆଶା ଛାଡ଼ିଲେ ମହାରଣା ସେବକ

ପୁରୀ ଅଫିସ, ୬।୫: କରୋନା ପାଇଁ ଏଥର ରଥଯାତ୍ରା ହେବ କି ନାହିଁ ସେ ନେଇ ଅନିଶ୍ଚିତତା ଲାଗି ରହିଛି। ରଥ ଅନୁକୂଳ ପରଠାରୁ ଇତିମଧ୍ୟରେ...

ସୁନ୍ଦରଗଡ଼ରେ ସରପଞ୍ଚଙ୍କ ସମେତ ୭ କରୋନା ଆକ୍ରାନ୍ତ ଚିହ୍ନଟ: ଡମକୁଡ଼ା ଗ୍ରାମକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା

ସୁନ୍ଦରଗଡ଼,୯।୬(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲାରେ ପୁଣି ୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ସରପଞ୍ଚ ଥିବା ବେଳେ ଦୁଇଜଣ ଜଗୁଆଳୀ ଏବଂ ସବ୍‌ଡେଗା...

ହସ୍ପିଟାଲରେ ଭର୍ତ୍ତି ହେଲେ ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ

ଭୁବନେଶ୍ୱର,୨୫।୧୦(ବ୍ୟୁରୋ)-ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ। ଏ ନେଇ ସେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ମନ୍ତ୍ରୀ...

Advertisement
Archives

Model This Week