Posted inଜାତୀୟ

ରାତାରାତି ରାଜସ୍ଥାନରେ ଛିଡ଼ା ହେଲା କୋଭିଡ୍‌ କେୟାର ସେଣ୍ଟର

ଜୟପୁର, ୯ା୫ : ଦେଶରେ କରୋନା ଯୋଗୁ ହା ହା କାର ସ୍ଥିତି ସୃଷ୍ଟି ହୋଇଥିବାବେଳେ ରାଜସ୍ଥାନରୁ ଆସିଛି ଏକ ଭଲ ଖବର। ରାଜ୍ୟର ବାରମେର ଜିଲାର ଗ୍ରାମ୍ୟଞ୍ଚଳରେ ୪୮ ଘଣ୍ଟାରେ ନିର୍ମିତ ହୋଇଛି ଦୁଇଟି କୋଭିଡ୍‌ କେୟାର ସେଣ୍ଟର।

ଉଭୟ କୋଭିଡ୍‌ କେୟାର ସେଣ୍ଟର ଅସ୍ଥାୟୀ ବଙ୍କର୍ସରେ ପ୍ରସ୍ତୁତ ହୋଇଛି। ତୈଳ ଓ ପେଟ୍ରୋଲ କମ୍ପାନୀ ପାଇଁ ଟେମ୍ପରାରି ବେସ ନିର୍ମାଣ କରିବାର ଅଭିଜ୍ଞତା ଥିବା ସମରିଟାନ୍ସଙ୍କ ସହ ସ୍ଥାନୀୟ ବିଧାୟକ ସାହାଯ୍ୟରେ ଏହା ସମ୍ଭବ ହୋଇପାରିଛି।

ସରକାରଙ୍କ ବିନା ଆର୍ଥିକ ସହାୟତାରେ ନିର୍ମିତ ଅସ୍ଥାୟୀ କେନ୍ଦ୍ରରେ ରହିଛି ୧୨୫ ବେଡ୍‌। ଏଠାରେ ସ୍ଥାନୀୟ ଆକ୍ରାନ୍ତଙ୍କୁ ଦିଆଯିବ ପ୍ରାଧାନ୍ୟତା। ଆଉ ଗୁରୁତର ଆକ୍ରାଙ୍କ ପାଇଁ ଉଭୟ କେନ୍ଦ୍ରରେ ମୋଟ ୫୫ଟି ଅକ୍ସିଜେନ ବେଡ୍‌ ରହିଛି। ତେବେ ଏଭଳି ଅସ୍ଥାୟୀ କେନ୍ଦ୍ର ନିର୍ମାଣ ପାଇଁ ସମ୍ପୂଣ୍ଣର୍ର୍ ସହଯୋଗ କରିଥିଲେ କଂଗ୍ରେସ ବିଧାୟକ ହରିଶ ଚୌଧାରୀ। ଆଉ ଏଥି ନେଇ ସେ ରାଜ୍ୟ ସରକାରଙ୍କ ଠାରୁ ଗୋଟିଏ ଟଙ୍କା ନେଇ ନ ଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜଧାନୀରେ ରେକର୍ଡ ଭାଙ୍ଗିଲା ବର୍ଷା

ନୂଆଦିଲ୍ଲୀ,୯।୭: ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଭାରତର ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ହେଉଛି। ଦିଲ୍ଲୀରେ ପ୍ରବଳ ବର୍ଷା ୨୦ ବର୍ଷର ରେକର୍ଡ ଭାଙ୍ଗିଛି। ଗତ...

ଲକ୍ଷ୍ମୀପୁର ଖେରି ଘଟଣା ଦୁର୍ଭାଗ୍ୟପୂର୍ଣ୍ଣ: ଯୋଗୀ

ଲକ୍ଷ୍ନୌ,୪ ।୧୦: ଉତ୍ତର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ଆଗମନକୁ ନେଇ କୃଷକମାନେ ବିରୋଧ ପ୍ରଦର୍ଶନ କରିଥିଲେ । ଏହାପରେ ଏଠାରେ ଉପୁଜିଥିବା ହିଂସାରେ...

ଯାତ୍ରୀଙ୍କ ପାଖରେ ସୁନା କ୍ୟାପସୁଲ: ପୋଲିସ କଲା ଗିରଫ, ଆନୁମାନିକ ମୂଲ୍ୟ ୫୩ ଲକ୍ଷ…

ଥିରୁଭାନନ୍ତପୁରମ,୨୬।୨ : କେରଳର କଷ୍ଟମ ବିଭାଗର ଏୟାର ଇଣ୍ଟେଲିଜେନ୍ସ ୟୁନିଟ ରବିବାର କୋଚି ବିମାନବନ୍ଦରରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଦୁବାଇରୁ ଆସୁଥିବା ଯାତ୍ରୀଙ୍କଠାରୁ...

ଝାଝରରେ ଆମୋନିଆ ଗ୍ୟାସ ଲିକ, ନିଶ୍ୱାସ ନେବାରେ ହେଉଛି ଅସୁବିଧା, ଅଧିକାଂଶ ଲୋକେ ହସ୍ପିଟାଲରେ ଭର୍ତ୍ତି

ଝାଝର,୨୯ ।୪: ହରିୟାଣାର ଝାଝରରେ ଗୁରୁବାର ରାତି ପ୍ରାୟ ୧୦ଟା ସମୟରେ ଏକ ବଡ ଅଘଟଣ ଘଟି ଯାଇଛି । ଏଠାରେ ଥିବା ବେରି ଗେଟ...

୩ ବର୍ଷ ଝିଅର ଶରୀର ଦାନ କଲେ ମାତାପିତା

ଯୋଧପୁର,୭।୬: ରାଜସ୍ଥାନର ଯୋଧପୁରରେ ଜଣେ ୩ ବର୍ଷ ଝିଅର ଶରୀର ଦାନ କରି ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଝିଅଟିର ମାତାପିତା। ଏତେ କମ୍‌...

ସ୍ବଚ୍ଛ ଭାରତ ମିଶନ: ଖୋଲାରେ ଶୌଚ ହେଉଥିବା ଅଞ୍ଚଳର ଭୂତଳ ଜଳ ଅଧିକ ପ୍ରଦୂଷିତ

ନୂଆଦିଲ୍ଲୀ,୬।୬: ପ୍ରଧାନମନ୍ତୀ ନରେନ୍ଦ୍ର ମୋଦି ସରକାରଙ୍କ ସ୍ବଚ୍ଛ ଭାରତ ମିଶନ ଦ୍ୱାରା ଭୂତଳ ଜଳ ପ୍ରଦୂଷଣ ମାତ୍ରା କମିବାରେ ଲାଗିଛି। ତେବେ ଖୋଲାରେ ଶୌଚ ହେଉଥିବା...

ଶିବୁ ସୋରେନ୍‌ କରୋନା ଆକ୍ରାନ୍ତ

ରାଞ୍ଚତ୍, ୨୨ା୮- ଝାଡ଼ଖଣ୍ଡ ମୁକ୍ତମୋର୍ଚ୍ଚା(ଜେଏମ୍‌ଏମ୍‌) ଅଧ୍ୟକ୍ଷ ଶିବୁ ସୋରେନ୍‌(୭୬) ଓ ତାଙ୍କ ସ୍ତ୍ରୀ ରୂପୀ ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ମୁଖ୍ୟମନ୍ତ୍ରୀ ତଥା...

୧୪ ଦିନିଆ ରିମାଣ୍ଡରେ ଅଲ୍‌କାଏଦାର ୨ ଆତଙ୍କବାଦୀ

ଲକ୍ଷ୍ନୌ,୧୨।୭: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ରବିବାର ଗିରଫ ହୋଇଥିବା ଅଲ୍‌କାଏଦା ସଂଗଠନର ୨ଜଣ ଆତଙ୍କବାଦୀଙ୍କୁ ସୋମବାର କୋର୍ଟରେ ହାଜର କରାଯାଇଥିଲା। କଡ଼ା ସୁରକ୍ଷା ବଳୟ ମଧ୍ୟରେ...

Advertisement
Archives

Model This Week