Posted inଜାତୀୟ

ରାତାରାତି ରାଜସ୍ଥାନରେ ଛିଡ଼ା ହେଲା କୋଭିଡ୍‌ କେୟାର ସେଣ୍ଟର

ଜୟପୁର, ୯ା୫ : ଦେଶରେ କରୋନା ଯୋଗୁ ହା ହା କାର ସ୍ଥିତି ସୃଷ୍ଟି ହୋଇଥିବାବେଳେ ରାଜସ୍ଥାନରୁ ଆସିଛି ଏକ ଭଲ ଖବର। ରାଜ୍ୟର ବାରମେର ଜିଲାର ଗ୍ରାମ୍ୟଞ୍ଚଳରେ ୪୮ ଘଣ୍ଟାରେ ନିର୍ମିତ ହୋଇଛି ଦୁଇଟି କୋଭିଡ୍‌ କେୟାର ସେଣ୍ଟର।

ଉଭୟ କୋଭିଡ୍‌ କେୟାର ସେଣ୍ଟର ଅସ୍ଥାୟୀ ବଙ୍କର୍ସରେ ପ୍ରସ୍ତୁତ ହୋଇଛି। ତୈଳ ଓ ପେଟ୍ରୋଲ କମ୍ପାନୀ ପାଇଁ ଟେମ୍ପରାରି ବେସ ନିର୍ମାଣ କରିବାର ଅଭିଜ୍ଞତା ଥିବା ସମରିଟାନ୍ସଙ୍କ ସହ ସ୍ଥାନୀୟ ବିଧାୟକ ସାହାଯ୍ୟରେ ଏହା ସମ୍ଭବ ହୋଇପାରିଛି।

ସରକାରଙ୍କ ବିନା ଆର୍ଥିକ ସହାୟତାରେ ନିର୍ମିତ ଅସ୍ଥାୟୀ କେନ୍ଦ୍ରରେ ରହିଛି ୧୨୫ ବେଡ୍‌। ଏଠାରେ ସ୍ଥାନୀୟ ଆକ୍ରାନ୍ତଙ୍କୁ ଦିଆଯିବ ପ୍ରାଧାନ୍ୟତା। ଆଉ ଗୁରୁତର ଆକ୍ରାଙ୍କ ପାଇଁ ଉଭୟ କେନ୍ଦ୍ରରେ ମୋଟ ୫୫ଟି ଅକ୍ସିଜେନ ବେଡ୍‌ ରହିଛି। ତେବେ ଏଭଳି ଅସ୍ଥାୟୀ କେନ୍ଦ୍ର ନିର୍ମାଣ ପାଇଁ ସମ୍ପୂଣ୍ଣର୍ର୍ ସହଯୋଗ କରିଥିଲେ କଂଗ୍ରେସ ବିଧାୟକ ହରିଶ ଚୌଧାରୀ। ଆଉ ଏଥି ନେଇ ସେ ରାଜ୍ୟ ସରକାରଙ୍କ ଠାରୁ ଗୋଟିଏ ଟଙ୍କା ନେଇ ନ ଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେରଳ ଅଭିନେତ୍ରୀଙ୍କ ରହସ୍ୟଜନକ ମୃତ୍ୟୁ

କୋଝିକୋଡ୍‌,୧୪।୫: କେରଳ ମଡେଲ ତଥା ଅଭିନେତ୍ରୀ ଶାହାନା (୨୦)ଙ୍କର ମୃତଦେହ ତାଙ୍କ କୋଝିକୋଡ୍‌ସ୍ଥିତ ବାସଭବନରୁ ଝୁଲନ୍ତା ଅବସ୍ଥାରେ ମିଳିଛି। ଗୁରୁବାର ରାତିରେ ଝରକା ରେଲିଂରୁ ମୃତଦେହ...

ସ୍ବାକ୍ଷର ହେବ ୩.୫ ବିଲିୟନ ଡଲାର ପ୍ରତିରକ୍ଷା ଚୁକ୍ତି

ନୂଆଦିଲ୍ଲୀ,୧୪।୨:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ୨୪ ତାରିଖରୁ ଦୁଇଦିନିଆ ଭାରତ ଗସ୍ତରେ ଆସୁଥିବାବେଳେ ଏହି ଅବସରରେ ଦୁଇଦେଶ ମଧ୍ୟରେ ୩.୫ ବିଲିୟନ ଡଲାର (୨୫,୦୦୦ କୋଟି...

କରୋନା ଆତଙ୍କ ହେବ ଶେଷ: କୋଭିଶିଲ୍ଡ୍‌-କୋଭାକ୍ସିନ୍‌କୁ ଡିସିଜିଆଇ ଦେଲା ମଞ୍ଜୁରୀ

ନୂଆଦିଲ୍ଲୀ,୩।୧: ଭାରତରେ କରୋନା ଆତଙ୍କ ଏବେ ଶେଷ ହେବା ନେଇ ଲୋକଙ୍କ ମଧ୍ୟରେ ଆଶା ସୃଷ୍ଟି ହୋଇଛି। ଡ୍ରଗ୍‌ କଣ୍ଟ୍ରୋଲର ଜେନେରାଲ ଅଫ୍‌ ଇଣ୍ଡିଆ (ଡିସିଜିଆଇ)...

ରାସ୍ତାରେ ବୁଲି ମୋଜା ବିକ୍ରି କରୁଥିବା ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆର୍ଥିକ ସହାୟତା…

ଲୁଧିଆନା,୮।୫: ପଞ୍ଜାବର ଲୁଧିଆନାରେ ରାସ୍ତାରେ ବୁଲି ମୋଜା ବିକ୍ରି କରି ପରିବାର ପୋଷୁଥିବା ଜଣେ ୧୦ ବର୍ଷ ବୟସ୍କ ନାବାଳକଙ୍କ ଭିଡ଼ିଓ ଶୁକ୍ରବାର ସୋସିଆଲ୍‌ ମିଡ଼ିଆରେ...

୫ ରାଷ୍ଟ୍ରକୁ ଚିଦାମ୍ବରମଙ୍କ କମ୍ପାନୀର ବିବରଣୀ ମାଗିଲା ସିବିଆଇ

ନୂଆଦିଲ୍ଲୀ,୨୪।୮: ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମ୍‌ ଓ ତାଙ୍କ ପୁଅ କାର୍ତ୍ତି ଚିଦାମ୍ବରମ୍‌ ମାଲିକାନାରେ ଥିବା ବିଭିନ୍ନ ସେଲ୍‌ କମ୍ପାନୀ...

ସବୁଠାରୁ ଧନୀ ଗାଁ: ଏଠି ସବୁ କୃଷକ ଲକ୍ଷପତି

ନୂଆଦିଲ୍ଲୀ,୨।୨: ହିମାଚଳ ପ୍ରଦେଶର ରାଜଧାନୀ ଶିମଲାଠାରୁ ପାଖାପାଖି ୯୨ କିଲୋମିଟର ଦୂରରେ ଅବସ୍ଥିତ ମଡାବଗ ଗାଁ। ଏହା ଏସିଆର ସବୁଠାରୁ ଧନୀ ଗାଁ ବୋଲି କୁହାଯାଏ।...

‘ପାକିସ୍ତାନୀ ହିନ୍ଦୁ ଶରଣାର୍ଥୀଙ୍କୁ ମିଳିବ ଭାରତର ନାଗରିକତ୍ୱ’

ନୂଆଦିଲ୍ଲୀ,୬ା୭(ଆଇଏଏନ୍‌ଏସ୍‌): ରାଜଧାନୀ ଦିଲ୍ଲୀରେ ରହିଥିବା ପାକିସ୍ତାନୀ ହିନ୍ଦୁ ଶରଣାର୍ଥୀମାନଙ୍କୁ ଦୀର୍ଘମିଆଦୀ ଭିଜା ଯୋଗାଇ ଦିଆଯିବା ସହ ସେମାନଙ୍କୁ ଦେଶର ବିଭିନ୍ନ ସ୍ଥାନରେ ସ୍ଥାୟୀ ଭାବେ ରହିବାର...

ଅଯୋଧ୍ୟା ମାମଲା: ଅକ୍ଟୋବର ୧୮ସୁଦ୍ଧା ଶୁଣାଣି; ନଭେମ୍ବର ୧୭ ପୂର୍ବରୁ ରାୟ; ନ ହେଲେ ପୁଣି ଲଟକି ରହିବ

ନୂଆଦିଲ୍ଲୀ,୨୬।୯: ଅଯୋଧ୍ୟା ମାମଲାରେ ଅକ୍ଟୋବର ୧୮ ସୁଦ୍ଧା ଶୁଣାଣି କରାଯିବ। ସେହିପରି ନଭେମ୍ବର ୧୭ ପୂର୍ବରୁ ଏହାର ରାୟ ପ୍ରକାଶ କରାଯିବ ବୋଲି ସୁପ୍ରିମ୍‌କୋର୍ଟ କହିଛନ୍ତି।...

Advertisement
Archives

Model This Week