Posted inVideo

COVID-19: 104 helpline proves pivotal | କ୍ୱାରାଣ୍ଟାଇନ୍ ଭୟ ଦୂର କରୁଛି ୧୦୪

Featured Video Play Icon

କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କଡାକଡି ପଦକ୍ଷେପ ଗ୍ରହଣ କରାଯାଇଛି । ବିଦେଶରୁ ଫେରିଥିବା ବ୍ୟକ୍ତି କରୋନା ପରୀକ୍ଷା କରିବା ସହ ହୋମ କ୍ୱାରାଣ୍ଟାଇନରେ ରହିବାକୁ ପରାମର୍ଶ ଦିଆଯାଇଛି । ହେଲେ କିଛି ଲୋକେ ଏହାକୁ ନେଇ ଭୟଭିତ ହେବା ସହ କ୍ୱାରାଣ୍ଟାଇନରେ ରହିବା ବଦଳରେ ବାହାରେ ବୁଲୁଥିବା ନଜର ଆସିଛି । ଯେଉଁମାନେ କ୍ୱାରାଣ୍ଟାଇନରେ ରହିବେ ସେମାନଙ୍କୁ ୧୦୪ ପକ୍ଷରୁ ସମସ୍ତ ସ୍ୱାସ୍ଥ୍ୟଗତ ସେବା ଯୋଗାଇ ଦେବାକୁ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଚାଲନ୍ତୁ ଜାଣିବା କିଭଳି ସେବା ଯୋଗାଇ ଦେଉଛି୧୦୪ ।


Enter your email to get our daily news in your inbox.

All Right Reserved By Dharitri.Com

Posted inVideo View All

Featured Video Play Icon

Elections can be won without money, says Makaranda Muduli

Special interview with Makaranda Muduli who won from Rayagada Assembly constituency as an independent candidate. With declared assets of...

Featured Video Play Icon

ବିଶ୍ୱ ପିତୃ ଦିବସ

ବାପା ! ଏଇ ନାଁ ଟି ସହ ଆମର ପିଲାବେଳରୁ ହିଁ ସମ୍ପର୍କ ରହିଛି। ପିଲାବେଳୁ ଆଜି ଯାଏଁ ଯାହାଙ୍କ ସାହାରାରେ ଆମେ ବାଟ ଚାଲି...

Featured Video Play Icon

ହଟିଲା ବାଧା ବନ୍ଧନ ଗଡ଼ିଲା ରଥ

ସମସ୍ତ ବାଧାବିଘ୍ନ ର ଅନ୍ତଘଟାଇ ପୁରୀରେ ଗଡ଼ିଲା ରଥ । ଅନୁମତି ମିଳିବା ପରେ ପୁରୀରେ ସେବାୟତ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି...

Featured Video Play Icon

Devotees bid adieu to Goddess Durga | ବିଦାୟ ନେଲେ ମା’

The immersion ceremony of Goddess Durga has started after Vijayadashami came to an end Tuesday. Residents of Bhubaneswar and...

Featured Video Play Icon

ତେଲ ଦର ଭାରି ବାଧୁଛି

ମହାମାରୀର ଏହି ସଂକଟ ସମୟରେ ସବୁଠୁ ଅଧିକ ଚିନ୍ତାର କାରଣ ପାଲଟିଛି ପେଟ୍ରୋଲ ଓ ଡିଜେଲ ଦରର ଅହେତୁକ ବୃଦ୍ଧି । ଦେଶର କିଛି ବଡ଼ବଡ଼...

ସିଲ୍ ହେଲା ବମିଖାଲ- ଗ୍ରାଉଣ୍ଡ ଜିରୋ ରିପୋର୍ଟ | Bomikhal Sealed – Report from Ground Zero

ଗତକାଲି ବମିଖାଲ ଅଂଚଳରେ ତିନି ଜଣ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ବିଏମସି ପକ୍ଷରୁ ସ୍ଥାନୀୟ ଅଂଚଳକୁ ସିଲ କରାଯାଇଛି । କିଭଳି ରହିଛି...

Featured Video Play Icon

ନୟାଗଡ଼ ପ୍ରସିଦ୍ଧ ଛେନାପୋଡ଼

ଚାଲ ବୁଲିବା ନୟାଗଡରେ ଏଥର ଆପଣଙ୍କୁ ଆମେ ନେଇଯିବୁ ନୟାଗଡର କିଛି ଏମିତି ଜାଗାକୁ ଯେଉଁଠି ଆପଣ ବିଭିନ୍ନ ସ୍ୱାଦିଷ୍ଟ ଖାଦ୍ୟର ମଜା ଉଠାଇ ପାରିବେ।...

Featured Video Play Icon

କେମିତି ବଢାଇବେ ରୋଗ ପ୍ରତିରୋଧକ ଶକ୍ତି | Immunity Boosting Foods

କରୋନାରୁ ରକ୍ଷା ପାଇବା ପାଇଁ ଆମେ ଏଠାରେ କିଛି ପଦକ୍ଷେପ ସମ୍ପର୍କରେ ଆପଣଙ୍କୁ କହୁଛୁ । ଆପଣ ମାନେ ଏହାକୁ ନିୟମିତ ଭାବେ ମାନିଲେ କରୋନା...

Advertisement
Archives

Model This Week