ଏହି ମାସରେ ବିବାହ କଲେ ଦମ୍ପତି ହୋଇଥାନ୍ତି ସବୁଠୁ ସୁଖୀ

କୁହାଯାଏ ଯୋଡି ଉପରୁ ତିଆରି ହୋଇଥାନ୍ତି। ଭାଗ୍ୟ ଅନୁସାରେ ଆମକୁ ସେହି ବ୍ୟକ୍ତି ମିଳିଥାଏ ଯିଏ ଆମପାଇଁ ଉପଯୁକ୍ତ। ତେବେ କେଉଁ ମାସରେ ବିବାହ କଲେ ଦମ୍ପତି ସବୁଠାରୁ ବେଶି ସୁଖୀ ହୋଇଥାନ୍ତି ଜାଣିବା ସେ ବିଷୟରେ। ଜ୍ୟୋତିଷଶାସ୍ତ୍ର ଅନୁସାରେ, ନଭେମ୍ବର ମାସରେ ବିବାହ କଲେ ଦମ୍ପତି ସବୁଠାରୁ ଅଧିକ ଖୁସିରେ ରହିଥାନ୍ତି। ଏହି ମାସରେ ବିବାହ କରିଥିବା ଦମ୍ପତି ପରସ୍ପରକୁ ବହୁତ ଭଲରେ ବୁଝିପାରିଥାନ୍ତି। ଏମାନଙ୍କ ପାଇଁ ଭଲପାଇବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଏମାନଙ୍କ ଉପରେ ଧନୁ ରାଶିର ପ୍ରଭାବ ପଡ଼ିଥାଏ।

ଜାନୁୟାରୀ: ବର୍ଷର ପ୍ରଥମ ମାସ ଅର୍ଥାତ ଜାନୁୟାରୀରେ ବିବାହ କରିଥିବା ଲୋକଙ୍କ ଉପରେ କୁମ୍ଭ ରାଶିର ପ୍ରଭାବ ପଡ଼ିଥାଏ। ଏହି ଦମ୍ପତି ଜୀବନରେ ଖୁସିରେ ରହିଥାନ୍ତି। ପରସ୍ପର ମଧ୍ୟରେ ଭଲ ବୁଝାମଣା ହୋଇଥାଏ। ଏମାନେ ନିଜ ଜୀବନସାଥୀଙ୍କୁ କେବେହେଲେ ଧୋକା ଦେଇ ନ ଥାନ୍ତି।

ମାର୍ଚ୍ଚ: ଏମାନଙ୍କ ଉପରେ ମେଷ ରାଶିର ପ୍ରଭାବ ପଡ଼ିଥାଏ। ଏହି ମାସରେ ବିବାହ କରିଥିବା ଦମ୍ପତିଙ୍କ ଜୀବନରେ ଭଲ ଏବଂ ଖରାପ ସମୟ ଆସିଥାଏ। ଦମ୍ପତିଙ୍କ ମଧ୍ୟରେ ଛୋଟ ଛୋଟ କଥାକୁ ନେଇ ସବୁବେଳେ ପାଟିତୁଣ୍ଡ ହୋଇଥାଏ।

ଜୁନ୍‌: ଏମାନଙ୍କ ଉପରେ କର୍କଟ ରାଶିର ପ୍ରଭାବ ପଡ଼ିଥାଏ। ଏହି ମାସରେ ବିବାହ କରିଥିବା ଦମ୍ପତି ହସଖୁସିରେ ଜୀବନ ବିତାଇଥାନ୍ତି। ଏମାନେ ପରସ୍ପର ପ୍ରତି ବିଶେଷ ଜତ୍ନବାନ ହୋଇଥାଏ। ଏମାନଙ୍କ ବୈବାହିକ ଜୀବନ ସଫଳ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

କୋର୍ଟଙ୍କ ବଡ଼ ରାୟ: ହତ୍ୟାକାରୀଙ୍କୁ ଆଜୀବନ ଜେଲ

ଭବାନୀପାଟଣା,୩୦ା୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍‌. ରାମପୁର ଥାନା ଅନ୍ତର୍ଗତ କୁଟ୍ରୁପଲା ଗାଁରେ ୨୦୧୪ରେ ହୋଇଥିବା ଏକ ହତ୍ୟା ମାମଲାର ରାୟ ଗୁରୁବାର ପ୍ରକାଶ ପାଇଛି।…

ପ୍ରେମିକଙ୍କ ଘର ବାରଣ୍ଡାରେ ଧାରଣାରେ ବସିଲେ ପ୍ରେମିକା

ମାଲକାନଗିର,୩୦।୭ (ଦୁର୍ଯ୍ୟୋଧନ ପାତ୍ର): ଜଣେ ବିବାହିତ ଯୁବକ ବିବାହର ପ୍ରତିଶ୍ରୁତି ଦେଇ ସମ୍ପର୍କ ଓ ପରେ ପ୍ରତାରଣା ବିରୋଧରେ ବିବାହିତ ପ୍ରେମିକା ଗତ ତିନି ଦିନ ଧରି…

କୋରାପୁଟରେ ୬୫୪. ୫ ମି.ମି. ରେକର୍ଡ ବର୍ଷା, ଭାଙ୍ଗିଲା ୮ ଘର

କୋରାପୁଟ,୩୦ା୭(ଅମିତାଭ ବେହେରା): ଗତ ୨୪ ଘଣ୍ଟା ମଧ୍ୟରେ କୋରାପୁଟ ଜିଲାର ୧୪ ବ୍ଲକରେ ମୋଟ ୬୫୪.୫ ମି.ମି. ବର୍ଷା ରେକର୍ଡ ହୋଇଛି। ହାରାହାରି ବର୍ଷାର ପରିମାଣ ୪୬.୭୫…

ଆମେରିକାର ବଡ଼ ଆକ୍ରମଣ, ଧ୍ୱଂସ ହେଲା ଇରାନର ସାମରିକ ଘାଟି

ବାଗଦାଦ୍‌,୩୦।୭: ଆମେରିକୀୟ ସେନା ଉପରେ ଇରାନର କ୍ଷେପଣାସ୍ତ୍ର ଆକ୍ରମଣର ବଡ଼ ଜବାବ ଦେଇଛି ଆମେରିକା। ଆମେରିକୀୟ ସେନାର ସେଣ୍ଟ୍ରାଲ କମାଣ୍ଡ ଅନୁଯାୟୀ ଇରାନର ବିପ୍ଳବୀ ଗାର୍ଡ କୋର୍‌(ଆଇଆରଜିସି)ର…

ଜର୍ସି ସମର୍ଥନରେ ଅଧିନାୟକ ହରମନପ୍ରୀତ

ନୂଆଦିଲ୍ଲୀ,୩୦ା୭: ହକି ଇଣ୍ଡିଆ (ଏଚ୍‌ଆଇ) ପକ୍ଷରୁ ଭାରତୀୟ ହକି ଦଳର ଜର୍ସି ରଙ୍ଗ ପରିବର୍ତ୍ତନକୁ ନେଇ ବିବାଦ ଦେଖାଦେଇଥିବା ବେଳେ ପୁରୁଷ ଦଳର ଅଧିନାୟକ ହରମନପ୍ରୀତ ଏଥିପ୍ରତି…

ଲୋକ ସଭା ପରେ ରାଜ୍ୟ ସଭାରେ ବି ମୋହର; ପାରିତ ହେଲା ‘ଆଣ୍ଟି-ପେପର ଲିକ୍ ବିଲ୍’, ଦୋଷୀଙ୍କୁ ହେବ ୧୦ ବର୍ଷ ଜେଲ୍

ନୂଆଦିଲ୍ଲୀ,୩୦।୭: ଲୋକ ସଭାରେ ଆଣ୍ଟି-ପେପର ଲିକ୍ ବିଲ୍ ଗୃହୀତ ହେବା ପରେ, ରାଜ୍ୟ ସଭାରେ ପାସ୍ ହୋଇଛି। ଅଧ୍ୟକ୍ଷ ସି.ଭି. ରାଧାକୃଷ୍ଣନ୍ ଏହାକୁ ଭଏସ୍ ଭୋଟ୍ ଦ୍ୱାରା…

ଜାଭେଲିନ ଫାଇନାଲରେ ଏହି ୩ ଭାରତୀୟ

ଗ୍ଲାସ୍‌ଗୋ,୩୦ା୭: ଦୁଇ ଥରର ଅଲିମ୍ପିକ୍‌ ପଦକଧାରୀ ନୀରଜ ଚୋପ୍ରାଙ୍କ ସମେତ ୩ ଭାରତୀୟ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପୁରୁଷ ଜାଭେଲିନ ଥ୍ରୋ ଫାଇନାଲରେ ପ୍ରବେଶ କରିଛନ୍ତି। ୨୦୧୮…

ରକ୍ଷାବନ୍ଧନ ପୂର୍ବରୁ ବଡ଼ ଝଟକା! ପୋଷ୍ଟ ଅଫିସ ବଢ଼ାଇଲା ସ୍ପିଡ୍ ପୋଷ୍ଟ ଦର, ଜାଣିନିଅନ୍ତୁ କେତେ…

ନୂଆଦିଲ୍ଲୀ,୩୦।୭: ଆଜି ମଧ୍ୟ, ବହୁ ସଂଖ୍ୟକ ଲୋକ ପାନ୍, ଆଧାର କିମ୍ବା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ପଠାଇବା ପାଇଁ ସ୍ପିଡ୍ ପୋଷ୍ଟ ବ୍ୟବହାର କରିବାକୁ ପସନ୍ଦ କରନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri