ଅସହାୟ ବୃଦ୍ଧାଙ୍କ ଶବକୁ ଦାହକଲେ କାଉନସିଲର

ଦେବଗଡ଼,୧ା୧୦(ଡି.ଏନ୍‌.ଏ.): ଦେବଗଡ ପୌରାଞ୍ଚଳ ୫ନମ୍ବର ୱାର୍ଡ ଅଧିନସ୍ଥ ଜଗତିପାଲି ସାହିର ବାସନ୍ତୀ ଶବର ନାମ୍ନୀ ଜଣେ ଅସହାୟ ବିଧବା ବୃଦ୍ଧାଙ୍କର ମୃତ୍ୟୁଘଟିଥିବା ବେଳେ ତାଙ୍କର କେହି ନ ଥିବାରୁ ମୃତଦେହ ଘରେ ପଡ଼ିରହିଥିଲା। ତେବେ ପୂର୍ବାହ୍ନ ପ୍ରାୟ ୧୦ଟାରେ ଏନେଇ ସୂଚନା ପାଇବା ପରେ ୫ନମ୍ବର ୱାର୍ଡର କାଉନସିଲର ଜତିନ କୁମାର ନାୟକ, ସ୍ବେଚ୍ଛାସେବୀ ସଙ୍ଗଠନ ‘ହାପି ଟୁ ହେଲ୍ପ ଫାଉଣ୍ଡେସନ’ର କର୍ମକର୍ତ୍ତାମାନେ ବୃଦ୍ଧାଙ୍କ ମୃତଦେହକୁ ଆମ୍ବୁଲାନ୍ସ ଦ୍ୱାରା ପ୍ରଧାନପାଟସ୍ଥିତ ସ୍ବର୍ଗଦ୍ୱାରକୁ ନେଇ ଦାହ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍‌ରେ ବଡ଼ ଧରଣର ଚଢାଉ: ୨୪ଲକ୍ଷ ଟଙ୍କା ଜବତ

ଭୁବନେଶ୍ୱର,୨୩।୬: ଫଲକନୁମା ଏକ୍ସପ୍ରେସ୍‌ ଟ୍ରେନରୁ ରବିବାର ୨୪ ଲକ୍ଷ ଜବତ ହୋଇଛି। ତେଲେଙ୍ଗାନା ପୋଲିସ ଏବଂ କଟକ ଆର୍‌ପିଏଫର ମିଳିତ ଚଢାଉରେ ବିହାରର ଦୁଇ ଯୁବକଙ୍କଠାରୁ...

୫ ଦିନରେ ଭୁଶୁଡ଼ିଲାଣି ୩ ବ୍ରିଜ୍‌: ତଦନ୍ତ ନିର୍ଦ୍ଦେଶ

ମୋତିହାରି,୨୩ା୬: ବିହାରର ପୂର୍ବ ଚମ୍ପାରନ୍‌ ଜିଲାରେ ଏକ ନିର୍ମାଣାଧୀନ ବ୍ରିଜ୍‌ ରବିବାର ଭୁଶୁଡ଼ି ପଡ଼ିଛି। ଏହାକୁ ମିଶାଇ ୫ ଦିନ ମଧ୍ୟରେ ବିହାରରେ ୩ଟି ସେତୁ...

ଭଡ଼ାଘରେ ଚାଲିଥିଲା ସେକ୍ସ ର଼୍ୟାକେଟ: ଧରାପଡ଼ିଲେ ଗ୍ରାହକଙ୍କ ସହ ୨ ଯୁବତୀ

ବ୍ରହ୍ମପୁର,୨୩।୬(ସୁବାସ ଚନ୍ଦ୍ର ପାଢ଼ୀ): ବୈଦ୍ୟନାଥପୁର ଥାନା ଅଧୀନ ଅଶୋକନଗର ୯ମ ଲାଇନରେ ଏକ ଭଡା ଘରେ ସେକ୍ସ ର଼୍ୟାକେଟ ଠାବ ହୋଇଛି । ପୋଲିସ ହେି...

କେନ୍ଦୁଝରରୁ ନବୀନଙ୍କୁ ସିଧାସଳଖ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ, ନିଶ୍ୱାସ ପଡିଲା…

କେନ୍ଦୁଝର,୨୩।୬(ନରେଶ ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶନିବାର କେନ୍ଦୁଝର ଜିଲା ଗସ୍ତ କରିଛନ୍ତି। କେନ୍ଦୁଝରରେ ମା’ ତାରିଣୀଙ୍କୁ ଦର୍ଶନ କରିବା ପରେ ପ୍ରାୟ ୪...

ଅଣସର ଘରେ ତିନିଠାକୁର: ଶାବର ଶ୍ରୀକ୍ଷେତ୍ରରେ ପୂଜା ପାଉଛନ୍ତି ପଟ୍ଟଚିତ୍ର

କୋରାପୁଟ,୨୩।୬(ଅମିତାଭ ବେହେରା): କୋରାପୁଟ ଶାବର ଶ୍ରୀକ୍ଷେତ୍ରରେ ଅସୁସ୍ଥ ତିନିଠାକୁର ଏବେ ଅଣସର ଘରେ ଅଛନ୍ତି। ଶବର ତଥା ଆଦିବାସୀ ବଇଦଙ୍କ ପାରମ୍ପରିକ ପଦ୍ଧତିରେ ଚାଲିଛି ଠାକୁରଙ୍କ...

କୋରାପୁଟରେ ବ୍ୟାପୁଛି ଅଜଣା ରୋଗ

ଦଶମନ୍ତପୁର,୨୩ା୬(ଅରବିନ୍ଦ ନାୟକ): କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅଧୀନ ଗାଦିଆଗୁଡ଼ା ପଞ୍ଚାୟତ ପଞ୍ଚଡାପଦର ଗ୍ରାମରେ କିଛି ଦିନ ହେବ ଅଜଣାରୋଗ ବ୍ୟାପୁଥିବା ଲକ୍ଷ୍ୟ କରାଯାଉଛି। ଏଥିରେ...

ଟ୍ରକ୍‌ ଧକ୍କାରେ ମା’ ମୃତ, ପୁଅ ଗୁରୁତର

ମାଲକାନଗିରି, ୨୩ା୬(ଦୁର୍ଯ୍ୟୋଧନ ପାତ୍ର)-ମାଲକାନଗିରି ଜିଲା ଡିଏନ୍‌କେ ଛକଠାରେ ରବିବାର ଏକ ସଡକ ଦୁର୍ଘଟଣାରେ ଟ୍ରକ୍‌ ତଳେ ଚାପିହୋଇ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ...

ଖୋଲିବ ସ୍କୁଲ, ମିଳିବ ଇଣ୍ଟରନେଟ ସେବା, ବାଲେଶ୍ୱରରେ କର୍ଫ୍ୟୁ କୋହଳ

ବାଲେଶ୍ୱର,୨୩ ।୬(ମାନସ ବିଶ୍ୱାଳ): ବାଲେଶ୍ୱର ଗୋଷ୍ଠୀ ସଂଘର୍ଷ ମାମଲାରେ ସହରରେ କର୍ଫ୍ୟୁ ଜାରି ହୋଇଥିଲା । ଗତ ରବିବାର ଶିଳ୍ପାଞ୍ଚଳ ଥାନା ଅଞ୍ଚଳରୁ କର୍ଫ୍ୟୁ ଉଠାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri