Posted inଜାତୀୟ

୨୬୭ ଦିନ ପରେ ଆଜି ସବୁଠୁ କମ୍‌ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ,୧୨।୧୦: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନେ ବଢିଲେ ଦିନେ କମୁଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ କରୋନା ସଂକ୍ରମଣ ୧୨,୫୧୬ଟି ମାମଲା ସାମ୍ନାକୁ ଆସିଥିବାବେଳେ ୫୦୧ ଜଣଙ୍କର ମୃତ୍ୟୁ ହୋଇଛି। ନୂତନ ମାମଲା ଆସିବା ପରେ ଦେଶରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୩,୪୪,୧୪,୧୮୬ରେ ପହଞ୍ଚିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଏବେ ସୁଦ୍ଧା ଦେଶରେ ୩,୩୫,୧୪,୪୪୯ ଜଣ ଲୋକ ସୁସ୍ଥ ହୋଇଥିବାବେଳେ ୧ ଲକ୍ଷ ୩୭ ହଜାର ୪୧୬ସକ୍ରିୟ ମାମଲା ରହିଛି। ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୪,୬୨,୬୯୦କୁ ବୃଦ୍ଧି ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସାମ୍ନାକୁ ଆସିଲା ଦିଲ୍ଲୀ ନାବାଳିକା ବଳାତ୍କାର ଘଟଣାର ସତ୍ୟତା

ନୂଆଦିଲ୍ଲୀ,୨୨।୯: ଗତ ୨ ତାରିଖରେ ଜଣେ ୯ ବର୍ଷୀୟା ଝିଅକୁ ଦିଲ୍ଲୀର କଣ୍ଟେନମେଣ୍ଟ ଅଞ୍ଚଳରେ ବଳାତ୍କାର କରାଯାଇଥିଲା। ବଳାତ୍କାର ବେଳେ ଅଣ ନିଶ୍ୱାସ ହୋଇ ପୀଡ଼ିତା...

ଦିଲ୍ଲୀରେ ଏକାଠି ହୋଇପାରିବେ ନାହିଁ ୫୦ରୁ ଊର୍ଦ୍ଧ୍ୱ ଜନତା

ନୂଆଦିଲ୍ଲୀ,୧୬।୩: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ସୋମବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ସବୁ ଜିଲା ଅଧିକାରୀଙ୍କର ଏକ ବୈଠକ ଡାକିଥିଲେ।...

କରୋନା ପାଇଁ ଏବେବି ସାବଧାନ ରହିବା ଜରୁରୀ: ଡବ୍ଲୁଏଚ୍‌ଓ

ନୂଆଦିଲ୍ଲୀ,୬ ।୮: କରୋନା ସଂକ୍ରମଣର ଦ୍ୱତୀୟ ଲହର ବେଳକୁ ବେଳ କମ୍ ହେଉଛି ସତ । ହେଲେ ଏହାର ତୃତୀୟ ଲହରର ସମ୍ଭାବନାକୁ ଦେଖି ଏବେବି...

ପିତାଙ୍କ ସହ ବାଇକ୍‌ରେ ଯାଉଥିଲେ ଝିଅ, ବିଚ୍‌ ରାସ୍ତାରେ ଯୁବକ ଘଟାଇଲେ ଏମିତି କାଣ୍ଡ, ଆଉ ଶେଷରେ…

ଲକ୍ଷ୍ନୌ,୧୩ା୯: ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରୀ ଜିଲାରେ ଏକ ସମ୍ବେଦନଶୀଳ ଘଟଣା ଘଟିଛି। ନିଜ ପିତାଙ୍କ ସହ ଜଣେ ନାବାଳିକା ଝିଅ ବାଇକ୍‌ରେ ଯାଉଥିବା ସମୟରେ ୨...

ମାଲ୍ୟା, ଚୋକ୍‌ସି, ନିରବଙ୍କଠାରୁ ଆଦାୟ ହୋଇଛି ୧୩ ହଜାର କୋଟି

ନୂଆଦିଲ୍ଲୀ,୨୦।୧୨: ବିଜୟ ମାଲ୍ୟା, ନିରବ ମୋଦି ଓ ମେହୁଲ ଚୋକ୍‌ସିଙ୍କ ଭଳି ପଳାତକଙ୍କଠାରୁ ୧୩,୧୦୯.୧୭ କୋଟି ଟଙ୍କା ଆଦାୟ କରିଛି। ଏ ନେଇ ସୋମବାର ଲୋକସଭାରେ...

ଶିବଙ୍କ ଆଗରେ କମଲ ନଇଁବା ନିଶ୍ଚିତ: ସଙ୍କଟ ମୁକ୍ତ ଭାଜପା ସରକାର

ଭୋପାଳ,୧୦।୧୧: ମଧ୍ୟପ୍ରଦେଶ ଉପ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନଙ୍କ ସମ୍ମୁଖରେ କଂଗ୍ରେସର କମଲନାଥଙ୍କୁ ନିଶ୍ଚିତ ନଇଁବାକୁ ପଡ଼ିବ ବୋଲି ପ୍ରାଥମିକ ଫଳାଫଳରୁ ଜଣାପଡୁଛି। ରାଜ୍ୟରେ...

ଟିକ୍‌ଟକ୍‌ ଷ୍ଟାର୍‌ ଆତ୍ମହତ୍ୟା ମାମଲାରେ ମନ୍ତ୍ରୀ ଦେଲେ ଇସ୍ତଫା

ପୁଣେ,୨୮।୨: ମହାରାଷ୍ଟ୍ରର ପରିବେଶ ମନ୍ତ୍ରୀ ତଥା ଶିବସେନା ନେତା ସଞ୍ଜୟ ରାଠୋର ରବିବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ପୁଣେର ଜଣେ ଟିକ୍‌ଟକ୍‌ ଷ୍ଟାର୍‌ଙ୍କ ମୃତ୍ୟୁ...

ସ୍ବତନ୍ତ୍ର ବୁଥ୍‌ରେ ଭୋଟ ଦେଲେ ଜମ୍ମୁ-କଶ୍ମୀର ପଣ୍ଡିତ

ଉଦ୍ଧମପୁର,୨୩।୪: ସୋମବାର ସକାଳ ୭ଟାରୁ ଦେଶର ବିଭିନ୍ନ ରାଜ୍ୟରେ ଆରମ୍ଭ ହୋଇଛି ତୃତୀୟ ପର୍ଯ୍ୟାୟ ମତଦାନ କାର୍ଯ୍ୟକ୍ରମ। ଜମ୍ମୁ-କଶ୍ମୀରର ଅଧିକାଂଶ ଅଞ୍ଚଳ ସମ୍ବେଦନଶୀଳ ଥିବା ବେଳେ...

Advertisement
Archives

Model This Week